• ନିଉଜ ଆଲର୍ଟMay 25, 2017

    ଅଳ୍ପକେ ବର୍ତ୍ତିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

    ମୁମ୍ବାଇ: ହେଲିକପ୍ଟର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍‌ । ମୁଖ୍ୟମନ୍ତ୍ରୀ ବସିଥିବା ହେଲିକପ୍ଟର ଉପରକୁ ଉଠିବା ମାତ୍ରକେ ତଳେ ପଡି ଯାଇଥିଲା । ଏଥିରେ ହେଲିକପ୍ଟର ବହୁଳ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ଏଥିରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର...

  • ନିଉଜ ଆଲର୍ଟMay 25, 2017

    ଆଜି ସାବିତ୍ରୀ; ସତ୍ୟବାନଙ୍କ ପାଇଁ ବ୍ରତ ରଖି ମନ୍ଦିରରେ ଧାଡି ବାନ୍ଧିଲେ ମହିଳା

    ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାସ୍ୟା । ସ୍ୱାମୀ ସତ୍ୟବାନଙ୍କୁ ଯମରାଜାଙ୍କ କବଳରୁ ନିଜର  ନିଷ୍ଠା ଓ ଧୈର୍ଯ୍ୟ ଶକ୍ତି ବଳରେ ରକ୍ଷା କରିଥିଲେ ସାବିତ୍ରୀ । ସେହିଦିନ ଠାରୁ ସ୍ୱାମିଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ ମାନେ ସ୍ୱାମୀଙ୍କ ପାଇଁ...

  • ନିଉଜ ଆଲର୍ଟMay 25, 2017

    ଟ୍ରେନରେ ଗାଈଚାଲଣ; ଭୁବନେଶ୍ୱର ଷ୍ଟେସନରେ ଉତ୍ତେଜନା

    ଭୁବନେଶ୍ୱର: କୋଚୁଭେଲ୍ଲି-ଗୌହାଟୀ ଏକ୍ସପ୍ରେସ୍‌ରେ ହୋଇଥିବା ଗାଈଚାଲଣକୁ ନେଇ ଭୁବନେଶ୍ୱର ରେଳ ଷ୍ଟେସନରେ ଉତ୍ତେଜନା ଦେଖାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ଷ୍ଟେସନରୁ ୨୦ଟି ଗାଈଙ୍କୁ ଉଦ୍ଧାର କରିବା ସହ ଚାଲଣକାରୀଙ୍କୁ ଉତ୍ତ୍ୟକ୍ତ ଲୋକେ ନିସ୍ତୁକ ମାଡ ମାରିଛନ୍ତିି । ଘଟଣାସ୍ଥଳରେ...

  • ନିଉଜ ଆଲର୍ଟMay 25, 2017

    ଭୁମଧ୍ୟ ସାଗରରେ ନୌକା ଦୁର୍ଘଟଣା ;୨ଶହ ନିଖୋଜ,୩୪ଶବ ଉଦ୍ଧାର

    ବ୍ରସେଲ୍ସ:ବୁଧବାର ୫୦୦ଜଣ ଯାତ୍ରୀଙ୍କୁ ନେଇ ଭୁମଧ୍ୟ ସାଗରରେ ଯାଉଥିବା ଏକ ନୌକାଟି  ସମୁଦ୍ରରେ ବୁଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨୦୦ଯାତ୍ରୀ ବୁଡି ଯାଇଥିବା ବେଳେ ୩୪ଜଣ ମୃତକଙ୍କ ଶବ ଉଦ୍ଧାର କରାଯାଇଛି । ଏମାନଙ୍କ ମଧ୍ୟରେ ଅଧିକାଂଶ ଶିଶୁ...

  • ନିଉଜ ଆଲର୍ଟMay 25, 2017

    ଭାରତର ଦୀର୍ଘତମ ପୋଲ ‘ଢୋଲା ସଦିୟା’ ସେତୁ

    ନୂଆଦିଲ୍ଲୀ- ଭାରତର ସବୁଠାରୁ ଦୀର୍ଘତମ ପୋଲ ବର୍ତ୍ତମାନ ପ୍ରସ୍ତୁତ ଏବଂ ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବେ । ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ହୋଇଥିବା ଢୋଲା ସଦିୟା ସେତୁର ଦୂରତା ୯.୧୫ କିଲୋମିଟର ।...

  • ନିଉଜ ଆଲର୍ଟMay 25, 2017

    ନୋଇଡା-ଗ୍ରେଟର୍‌ ନୋଇଡା ମେଟ୍ରୋ ରେଳକୁ ମଞ୍ଜୁରୀ

    ନୂଆଦିଲ୍ଲୀ-ନୋଇଡା ଠାରୁ ଗ୍ରେଟରି ନୋଇଡା ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ପ୍ରଦାନ କରିଛି । ଏଥିପାଇଁ ୫୫୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏହାର ନିର୍ମାଣ କାର୍ଯ୍ୟ ନୋଇଡା ମେଟ୍ରୋ ରେଳ କର୍ପୋରେସନ...

  • ନିଉଜ ଆଲର୍ଟMay 25, 2017

    ରାଷ୍ଟ୍ରପତି ପଦ ପ୍ରାର୍ଥୀ ପାଇଁ ସୋନିଆଙ୍କ ନେତୃତ୍ୱରେ ମନ୍ଥନ

    ନୂଆଦିଲ୍ଲୀ- ରାଷ୍ଟ୍ରପତି ପଦ ପାଇଁ ବିରୋଧୀ ଦଳର ପ୍ରାର୍ଥୀ ଚୟନ ନେଇ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରାଯାଇଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଆଲୋଚନା ଏବଂ ମନ୍ଥନ ହେବାକୁ ଥିବାବେଳେ ଏଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

  • ନିଉଜ ଆଲର୍ଟMay 25, 2017

    ଅମିତ ଶାହାଙ୍କ ଉପରେ ବର୍ଷିଲେ କେସିଆର

    ହାଇଦ୍ରାବାଦ- ରାଷ୍ଟ୍ରପତି ନିର୍ବାଚନକୁ ନେଇ ପ୍ରତିଦିନ ରାଜନୈତିକ ସମୀକରଣ ବଦଳୁଥିବା ବେଳେ ତେଲେଙ୍ଗାନାର ଶାସକ ଦଳ ଟିଆରଏସ ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି । ତାଙ୍କ ଦଳ ରାଷ୍ଟ୍ରପତି ନିର୍ବାଚନରେ...

  • ନିଉଜ ଆଲର୍ଟMay 25, 2017

    ବିହାରରେ ଜୁନିଅର ଡାକ୍ତରଙ୍କ ଧର୍ମଘଟ,୭ ରୋଗୀ ମୃତ

    ପାଟନା- ବିହାରର ସବୁଠାରୁ ବଡ ପାଟନା ସ୍ଥିତ ପିଏମସିଏଚ୍‌ର ୪୫୦ ଜୁନିଅର ଡାକ୍ତର ବୁଧବାର ରାତିରୁ ହଠାତ୍‌  ଅନିଶ୍ଚିତ ସମୟ ପାଇଁ ଧର୍ମଘଟ ଆରମ୍ଭ କରି ଦେଇଛନ୍ତି । ଫଳରେ ସ୍ୱାସ୍ଥ୍ୟ ସେବା ହଠତ୍‌ ଠପ୍‌ ହୋଇ ଯାଇଥିଲା ଏବଂ ଚିକିତ୍ସା...

  • ନିଉଜ ଆଲର୍ଟMay 24, 2017

    ‘ଭାରତ ବିଶ୍ୱର ସର୍ବାଧିକ ଜନ ବହୁଳ ରାଷ୍ଟ୍ର’

    ବେଜିଂ : ଚୀନ ନୁହେଁ ଭାରତ ହେଉଛି ବିଶ୍ୱର ସର୍ବାଧିକ ଜନ ବହୁଳ ରାଷ୍ଟ୍ର । ଅର୍ଥାତ ଭାରତ ଜନସଂଖ୍ୟାରେ ଚୀନକୁ ଟପି ଯାଇଛି । ଏଭଳି ଦାବି କରିଛନ୍ତି ୱିସକନସନ-ମାଡିସନ ବିଶ୍ୱବିଦ୍ୟାଳୟର ଗବେଷକ ଉୟ ଫୁଜିଆନ । ତେବେ ଚୀନର...

  • ନିଉଜ ଆଲର୍ଟMay 24, 2017

    ସାହାରାନପୁର ହିଂସାକାଣ୍ଡ

    ଲକ୍ଷ୍ନୋ : ଉତ୍ତର ପ୍ରଦେଶର ସାହାରାନପୁର ହିଂସାକାଣ୍ଡ ଘଟଣାରେ ୨୫ ଜଣଙ୍କୁ ଗିରଫ କରାଯାଇଛି । ପୁଲିସ ବଡ଼ଗାଓଁ ଥାନରେ ଅଜ୍ଞାତ ଲୋକଙ୍କ ବିରୁଦ୍ଧରେ ୩ଟି ମାମଲା ରୁଜ୍ଜୁ କରିଛି । ହିଂସାରେ ପ୍ରାଣ ହରାଇଥିବା ଆଶିଷର ପରିବାରକୁ ରାଜ୍ୟ ସରକାରଙ୍କ...

  • ନିଉଜ ଆଲର୍ଟMay 24, 2017

    ବିଧାୟକଙ୍କ ଘରକୁ ବୋମାମାଡ ଘଟଣା

    କଟକ : ବିଧାୟକ ରଣେନ୍ଦ୍ରପ୍ରତାପ ସ୍ୱାଇଁଙ୍କ ଚାନ୍ଦିନୀଚୌକସ୍ଥିତ ବାସଭବନ ଉପରେ ସୋମବାର ରାତିରେ ହୋଇଥିବା ବୋମାମାଡ଼ ଘଟଣାରେ ଲାଲବାଗ ପୁଲିସ ଦୁଇ ସନ୍ଦିଗ୍ଧଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି । ଅଟକଦ୍ୱୟ ହେଲେ ଓଡ଼ିଆବଜାର ଅଞ୍ଚଳର ରିୟାଜ୍‌ ଖାନ୍‌ ଓ...

  • ନିଉଜ ଆଲର୍ଟMay 24, 2017

    ଜାକର୍ତ୍ତାରେ ବିସ୍ଫୋରଣ,୩ ଗୁରୁତର

    ଜାକର୍ତ୍ତା- ମାଞ୍ଚେଷ୍ଟରରେ ଆତଙ୍କବାଦୀ ଆକ୍ରମଣର ଗୋଟିଏ ଦିନ ନ ବିତୁଣୁ ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ମଧ୍ୟ ହୋଇଛି ବିସ୍ଫୋରଣ । ଏଠାରେ ଏକ ବସ୍‌ଷ୍ଟାଣ୍ଡ ନିକଟରେ ଦୁଇଟି ବିସ୍ଫୋରଣ ହୋଇଥିବା ବେଳେ ସେଥିରେ ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି...

  • ନିଉଜ ଆଲର୍ଟMay 24, 2017

    ବେନାମୀ କାରବାର ଉଚ୍ଛେଦ ଅଧିନିୟମ

     ନୂଆଦିଲ୍ଲୀ : ବେନାମୀ କାରବାର ଉଚ୍ଛେଦ ଅଧିନିୟମ ଅନୁସାରେ ଆୟକର ବିଭାଗ ସାରା ଦେଶରେ ପ୍ରାୟ ୪୦୦ ବେନାମୀ କାରବାର ଏବଂ ୨୪୦ଟି ମାମଲାରେ ୬୦୦ କୋଟି ଟଙ୍କାର ସଂପତ୍ତିକୁ ଚିହ୍ନଟ କରିଥିବା ବୁଧବାର ପ୍ରକାଶ କରିଛି । ବେନାମୀ କାରବାର...

  • ନିଉଜ ଆଲର୍ଟMay 24, 2017

    ଅମରନାଥ ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ୨୭ହଜାର ସୁରକ୍ଷାକର୍ମୀ

    ଜାମ୍ମୁ : ଜାମ୍ମୁ-କାଶ୍ମୀରରେ ଦେଖାଯାଇଥିବା ଅଶାନ୍ତ ପରିବେଶକୁ ନେଇ ଅମରନାଥ ତୀର୍ଥଯାତ୍ରୀଙ୍କ ସୁରକ୍ଷା ଚିନ୍ତା ବଢିଯାଇଛି । ରାଜ୍ୟରେ ନିୟମିତ ଭାବେ ଆତଙ୍କବାଦୀ କାର୍ଯ୍ୟକଳାପ ଘଟିବା ସହିତ ପଥର ଫିଙ୍ଗାଳିଙ୍କ ଉତ୍ପାତ ବୃଦ୍ଧି ପାଇଛି । ଏହି ପରିପ୍ରେକ୍ଷୀରେ ତୀର୍ଥଯାତ୍ରୀଙ୍କ ସୁରକ୍ଷା...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |