• ନିଉଜ ଆଲର୍ଟMay 25, 2017

    କଟାପ୍ପା ଅଭିନେତାଙ୍କ ବିରୋଧରେ ଗିରଫ ପରଓ୍ୱାନା

    ଧାଗାମଣ୍ଡଳମ: ବାହୁବଳିରେ ପ୍ରସିଦ୍ଧ ଚରିତ୍ର କଟାପ୍ପା ଭୂମିକାରେ  ଅଭିନୟ କରିଥିବା ସତ୍ୟରାଜଙ୍କ ସହ ଆଉ ୮ ଜଣ ପ୍ରସିଦ୍ଧ ତାମିଲ  କଳାକାରଙ୍କ ନାମରେ ଉଟିର ଏକ ଅଦାଲତ ଜାମିନ ବିହୀନ ଗିରଫ ପରଓ୍ୱାନା ଜାରି କରିଛନ୍ତି।ସତ୍ୟରାଜଙ୍କ ସହ ଅଭିନେତା ସୁର୍ଯ୍ୟା, ଆର...

  • ନିଉଜ ଆଲର୍ଟMay 25, 2017

    ଦୁବାଇରେ ପହରା ଦେବ ରୋବଟିକ ପୁଲିସ

    ଦୁବାଇ: ଏବେ ଦୁବାଇ ମହାନଗରରେ ରୋବଟିକ ପୁଲିସ ପହରା ଦେବ। ଦୁବାଇ ପୁଲିସ ପକ୍ଷରୁ ପ୍ରଥମ ରୋବଟ ଅଫିସରକୁ କାର୍ଯ୍ୟରେ ନିଯୁକ୍ତି ଦିଆଯାଇଛି। ସହରର ସପିଂ ମଲ ଓ ପର୍ଯ୍ୟଟନସ୍ଥଳ ନିକଟରେ ଏହି ରୋବଟ ପୁଲିସ  ପହରା ଦେବ।ବିଭିନ୍ନ ଅପରାଧ ବିଷୟରେ...

  • ନିଉଜ ଆଲର୍ଟMay 25, 2017

    କମିବ ପେଟ୍ରୋଲ ଦର : ଲିଟର ୩୦ ଟଙ୍କା!

    ନୂଆଦିଲ୍ଲୀ : ଯଦି ଆପଣ ପେଟ୍ରୋଲ ଦର ହ୍ରାସ ଓ ବୃଦ୍ଧିକୁ ନେଇ ଚିନ୍ତିତ ଅଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର । ୫ ବର୍ଷ ପରେ ୨୦୨୨ ବେଳକୁ ପେଟ୍ରୋଲ ଦର କମି ଲିଟର ପିଛା ୩୦...

  • ନିଉଜ ଆଲର୍ଟMay 25, 2017

    ରାଜ୍ୟରେ ମିଶନ ଶକ୍ତିରୁ ମୁହଁ ଫେରାଉଛନ୍ତି ମହିଳା; ତଥ୍ୟ ସହ ଅଭିଯୋଗ କଲା ବିଜେପି

    ଭୁବନେଶ୍ୱର: ଓଡିଶା ସରକାରଙ୍କ ମିଶନ ଶକ୍ତି ମହିଳା ଶଶକ୍ତିକରଣ ଦିଗରେ ଉଲ୍ଲେଖନୀୟ ଭୂମିକା ନିଭଉଥିବା ସରକାର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ ଅଲଗା ବୋଲି ଆଜି ବିଜେପି କହିଛି। ବିଜେପି ରାଜ୍ୟ ମହିଳା ମୋର୍ଚା ଅଧ୍ୟକ୍ଷା ପ୍ରଭାତୀ...

  • ନିଉଜ ଆଲର୍ଟMay 25, 2017

    ଖାଇକୁ ଖସିଲା ବସ୍‌, ଅନେକ ମୃତ

    ଶ୍ରୀନଗର : ଜାମ୍ମୁକାଶ୍ମୀର ରାଜୋରି ଜିଲାରେ ଘଟିଛି ଏକ ଅଘଟଣ । ପାଖାପାଖି ୪୦ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ୍‌ ରାଜୋରିର ଏକ ବଡ଼ ଖାଇରେ ଖସିପଡ଼ିଛି  । ଏଥିରେ ବହୁ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି...

  • ନିଉଜ ଆଲର୍ଟMay 25, 2017

    ଉଭୟ ସରକାରଙ୍କ ସଫଳତାର ଉତ୍ସବକୁ କଂଗ୍ରେସର ସମାଲୋଚନା; "ମହିଳାଙ୍କୁ କେବେ ମିଳିବ ନ୍ୟାୟ"

     ଭୁବନେଶ୍ୱର: ତିନି ବର୍ଷ ପୂର୍ତ୍ତି ଅବସରରେ ଉଭୟ ବିଜେପି ଓ ବିଜେଡି ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମକୁ କଂଗ୍ରେସ ସମାଲୋଚନା କରିଛି। ସହିଦ ଯବାନଙ୍କ ସ୍ତ୍ରୀ ଦୁଃଖ ଦୁର୍ଦଶାରେ ରହୁଥିବା ବେଳେ କେନ୍ଦ୍ରରେ ମୋଦି ଓ ରାଜ୍ୟରେ ପିଲା ଅପପୃଷ୍ଟିରେ ମରୁଥିବାବେଳେ ନବୀନ ସରକାର କେମିତି ୩ ବର୍ଷ ପୂର୍ତ୍ତି ଉତ୍ସବ ମନାଉଛନ୍ତି...

  • ନିଉଜ ଆଲର୍ଟMay 24, 2017

    ‘ସଚିନ ଏ ବିଲିୟନ ଡ୍ରିମ’ ଦେଖିଲେ ଭାରତୀୟ କ୍ରିକେଟ ଦଳ

    ନୂଆଦିଲ୍ଲୀ : ସଚିନ ତେନ୍ଦୁଲକରଙ୍କ ଉପରେ ନିର୍ମିତ ସିନେମା ସିଚିନ୍‌ ଏ ବିଲିୟନ ଡ୍ରିମ୍‌ ରିଲିଜର ଅପେକ୍ଷାରେ ଅଛନ୍ତି ଦର୍ଶକ  । ତେବେ ଏହା ପୂର୍ବରୁ ବୁଧବାର ସନ୍ଧ୍ୟାରେ ଏହି ସିନେମାରେ ପ୍ରମିୟର ମୁମ୍ବାଇରେ ରଖାଯାଇଥିଲା । ପ୍ରଥମ ପ୍ରିମିୟର ଭାରତୀୟ...

  • ନିଉଜ ଆଲର୍ଟMay 25, 2017

    ମୂଳରୁ ତ କର ନାହିଁ, "ତୁଳସୀ ଅପା"କୁ କରମୁକ୍ତ ଦାବି କଣ ପାଇଁ ?

    ଭୁବନେଶ୍ୱର: ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଜୀବନୀ ଉପରେ ଆଧାରିତ ସିନେମାକୁ ରାଜ୍ୟ ସରକାର ଓଡ଼ିଶାରେ କରମୁକ୍ତ କରିବା ପରେ ଏକ ଭିନ୍ନ ବିବାଦ ଦେଖା ଦେଇଛି। ଓଡ଼ିଶାର ବିଶିଷ୍ଠ ସମାଜସେବୀ ତୁଳସୀ ମୁଣ୍ଡାଙ୍କ ଉପରେ ଆଧାରିତ ଓଡ଼ିଶାର ପ୍ରଥମ ବୟୋପିକ...

  • ନିଉଜ ଆଲର୍ଟMay 25, 2017

    ତେଜସ ସୁପରଫାଷ୍ଟ ଏକ୍ସପ୍ରେସରୁ ଚୋରି

    ମୁମ୍ବାଇ: ଅତ୍ୟାଧୁନିକ ସୁବିଧାଯୁକ୍ତ ସୁପରଫାଷ୍ଟ ତେଜସ ଏକ୍ସପ୍ରେସରୁ ଚୋରି ହୋଇଥିବାର ସୂଚନା ମିଳିଛି । ସୋମାବାର ଦିନ ଶୁଭାରମ୍ଭ ହୋଇଥିବା ଏହି ତେଜସ ଏକ୍ସପ୍ରେସରୁ ୧୨ଟି ହେଡଫୋନ ଚୋରି ହୋଇଥିବା ନେଇ ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି...

  • ନିଉଜ ଆଲର୍ଟMay 25, 2017

    ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମମତା

    ନୂଆଦିଲ୍ଲୀ : ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  । ତେବେ ଆଲୋଚନା ପରେ ମମତା ବାନାର୍ଜୀ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି କହିଥିଲେ ଯେ, ସେ ପ୍ରଧାନମନ୍ତ୍ରୀଙ୍କ...

  • ନିଉଜ ଆଲର୍ଟMay 25, 2017

    ଯମୁନା ଏକ୍ସପ୍ରେସ ୱେ’ରେ ବଳାତ୍କାର ଓ ହତ୍ୟା

    ବୁଲନ୍ଦସହର-ଉତ୍ତରପ୍ରଦେଶ ବୁଲନ୍ଦସହର ରାଜପଥରେ ଯାତାୟାତ ବର୍ତ୍ତମାନ ସୁରକ୍ଷିତ ହୋଇ ରହିନାହିଁ । ବୁଧବାର ବିଳମ୍ବିତ ରାତିରେ ୬ଜଣ ଦୁର୍ବୃତ୍ତ ଗୋଟିଏ କାର୍‌କୁ ଯମୁନା ଏକ୍ସପ୍ରେସ ୱେ, ସବୌତା ଗ୍ରାମ ନିକଟରେ ଅଟକାଇ ପ୍ରଥମେ ଲୁଟ୍‌ପାଟ୍‌ କରିଥିଲେ । ତାପରେ କାର୍‌ରେ ଥିବା...

  • ନିଉଜ ଆଲର୍ଟMay 25, 2017

    ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପତ୍ର

    ଭୁବନେଶ୍ୱର : ରାଉରକେଲା ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ପତ୍ର ଲେଖିଛନ୍ତି । ପାନପୋଷ ନିକଟସ୍ଥ ୧୪୩ ନମ୍ବର ଜାତୀୟ ରାଜପଥରେ...

  • ନିଉଜ ଆଲର୍ଟMay 25, 2017

    ବିଧାୟକଙ୍କ ଘରେ ବୋମା ମାଡ ଘଟଣାରେ ୨ଗିରଫ

    କଟକ:ଆଠଗଡ ବିଧାୟକ ରାଜା ସ୍ୱାଇଁଙ୍କ ଘର ଉପରକୁ କରାଯାଇଥିବା ବୋମା ମାଡ ଘଟଣାରେ କମିଶନରେଟ ପୁଲିସ ୨ଅଭିଯୁକ୍ତଙ୍କୁ ଗିରଫ କରିଥିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି କଟକ ଡିସିପି ସଞ୍ଜୀବ ଆରୋରା । ଗିରଫ ଅଭିଯୁକ୍ତ ମାନେ ହେଲେ ଲାଲବାଗ...

  • ନିଉଜ ଆଲର୍ଟMay 25, 2017

    ଖରା ଦିନ ଅଣ୍ଡା ଖାଇବା ଶରୀର ପାଇଁ କେତେ ହିତକାରୀ !

    ଭେଜିଟେରିୟାନ ଓ ନନ୍‌ ଭେଜିଟେରିୟାନ୍‌ ବାଦ ବର୍ତ୍ତମାନ ଏଗିଟେରିୟାନ ମଧ୍ୟ ଖାଦ୍ୟ ତାଲିକାରେ ସାମିଲ ହୋଇଛି । ଏଗ ଲଭର୍ସ ବା ଅଣ୍ଡା ପ୍ରେମୀମାନେ ଏହି ତାଲିକାରେ ନିଜକୁ ସାମିଲ କରିଛନ୍ତି ।  ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ...

  • ନିଉଜ ଆଲର୍ଟMay 25, 2017

    ରିଲିଜ ପ୍ରତିକ୍ଷାରେ ‘ସଚ୍ଚିନ : ଏ ବିଲିୟନ ଡ୍ରିମ୍ସ’

    ମୁମ୍ବାଇ : କ୍ରିକେଟ ପ୍ରେମୀଙ୍କ ପଥମ ପସନ୍ଦ ତଥା ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକରଙ୍କୁ  ରୁପେଲୀ ପରଦାରେ ଦେଖିବା ପାଇଁ ଦର୍ଶକଙ୍କ ଉତ୍କଣ୍ଠାର ଅବସାନ ଘଟିବାକୁ ଯାଉଛି । ଆସନ୍ତା ଶୁକ୍ରବାର ୨୬ ତାରିଖରେ ରିଲିଜ ହେବାକୁ ଯାଉଛି ସଚ୍ଚିନଙ୍କ ଆତ୍ମଜୀବନୀ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |