• ନିଉଜ ଆଲର୍ଟMay 26, 2017

    ସୋଆର ପୂର୍ବତନ ପ୍ଲେସମେଣ୍ଟ ଅଧିକାରୀ ରାଜକିଶୋର ହୋତା ଗିରଫ

    ଭୁବନେଶ୍ବର: ସୋଆ ଫେକ ପ୍ଲେସମେଣ୍ଟ ଅଭିଯୋଗରେ ପ୍ଲେସମେଣ୍ଟ ଅଧିକାରୀ ରାଜକିଶୋର ହୋତାଙ୍କୁ  ଖଣ୍ଡଗିରି ପୋଲିସ ଗିରଫ କରିଛି। ଛାତ୍ରଛାତ୍ରୀମାନଙ୍କୁ ବର୍ଷେ ଲାଗି ୨୦ ହଜାର ଟଙ୍କା ଲେଖାଏଁ ଷ୍ଟାଇପେଣ୍ଡ ଓ ୩ ମାସ ମଧ୍ୟରେ ନୂତନ ନିଯୁକ୍ତି ମିଳିବ ବୋଲି ସୋଆ...

  • ନିଉଜ ଆଲର୍ଟMay 26, 2017

    ବସ ଦୁର୍ଘଟଣାରେ ୨ବାଇକ ଆରୋହୀ ମୃତ

    ବ୍ରହ୍ମପୁର:ଶୁକ୍ରବାର ଗୋପାଳପୁର ଥାନା ଅନ୍ତର୍ଗତ ନରେନ୍ଦ୍ର ପୁର ନିକଟସ୍ଥ ମହାରାଜା ଇଞ୍ଜୀନିୟରିଂ କଲେଜ ସମ୍ମୁଖରେ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ବାଇକ ଆରୋହୀଙ୍କ ମୃତୁ୍ୟ ଘଟିଥିବାର ସୁଚନା ମିଳିଛି । ମୃତକ ମାନେ ହେଲେ ନିଳାଚଳ ବେହେରା(୩୦)ଓ ଶିବରାମ ବେହେରା(୩୫)ଅଟେ...

  • ନିଉଜ ଆଲର୍ଟMay 26, 2017

    ଜନଗହଳି ପୂର୍ଣ୍ଣ ସହର ତାଲିକାରେ ମୁମ୍ବାଇ ଏବଂ କୋଟା

     ନୂଆଦିଲ୍ଲୀ-ବିଶ୍ୱର ସବୁଠାରୁ ଜନଗହଳି ପୂର୍ଣ୍ଣ ସହର ତାଲିକାରେ ଭାରତର ଦୁଇ ସହର ସ୍ଥାନ ପାଇଛନ୍ତି । ତାଲିକାରେ ମୁମ୍ବାଇ ଏବଂ ରାଜସ୍ଥାନର କୋଟା ସହର ସ୍ଥାନିତ ହୋଇଥିବା ବେଳେ ବାଂଲାଦେଶର ଢାକା ସହର ଏହାର ଶୀର୍ଷରେ ରହିଛି । ସଂଯୁକ୍ତ ରାଷ୍ଟ୍ର...

  • ନିଉଜ ଆଲର୍ଟMay 26, 2017

    କଂସେଇଖାନା ଉପରେ ଆଭିମୁଖ୍ୟ ସ୍ପଷ୍ଟ କର : ଆହ୍ଲାବାଦ ହାଇକୋର୍ଟ

    ଆହ୍ଲାବାଦ-ରାଜ୍ୟରେ କଂସେଇଖାନା ଚଳାଇବା ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ରାଜ୍ୟରେ ବେଆଇନ କଂସେଇ ଖାନା ଗୁଡିକୁ ବନ୍ଦ କରିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ଝାନସୀରେ ରହୁଥିବା ୟୁନୁସ ଖାନ୍‌ଙ୍କ...

  • ନିଉଜ ଆଲର୍ଟMay 25, 2017

    ଟେଲିକମ୍‌ ପ୍ରତି ଲୋକଙ୍କ ବିଶ୍ୱାସ ଫେରିଛି: ମନୋଜ ସିହ୍ନା

    ନୂଆଦିଲ୍ଲୀ-ଗତ ତିନି ବର୍ଷ ଭିତରେ ଦୂରସଂଚାର ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ପୁଣି ଫେରିଛି । ତିନି ବର୍ଷ ପୂର୍ବରୁ ଟେଲିକମ୍‌ ବିଭାଗ କିଛି ଅନ୍ୟ କାରଣ ପାଇଁ ଜଣାଶୁଣା ଥିଲେ ମଧ୍ୟ ମୋଦି ସରକାର କ୍ଷମତାକୁ ଆସିବା ପରେ ଏଥିରେ...

  • ନିଉଜ ଆଲର୍ଟMay 25, 2017

    ଶସ୍ତା ହେବ ଚା’,ଚିନି, କଫି ଓ ଦୁଗ୍ଧ ଗୁଣ୍ଡ

    ନୂଆଦିଲ୍ଲୀ : ଚା’ ଓ କଫି ପିଇଲା ବାଲାଙ୍କ ପାଇଁ ଖୁସି ଖବର  । କାରଣ  ଚା’,ଚିନି, କଫି ଓ ଦୁଗ୍ଧ ଗୁଣ୍ଡ ଶସ୍ତା ହେବ । ଜୁଲାଇ ପହିଲାରୁ ସାରା ଦେଶରେ ଜିଏସଟି ଲାଗୁ ହେବା ପରେ ଚିନି, ଚା’,...

  • ନିଉଜ ଆଲର୍ଟMay 25, 2017

    ଓଡ଼ିଶାରେ ଜାପାନୀ ନିବେଶ ଲୋଡ଼ିଲେ ସାଂସଦ ରବୀନ୍ଦ୍ର ଜେନା

    ବାଲେଶ୍ୱର : ଓଡ଼ିଶାରେ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ଜାପାନୀ କମ୍ପାନୀଙ୍କୁ ଆମନ୍ତ୍ରଣ କରିଛନ୍ତି ବାଲେଶ୍ୱର ବିଜେଡି ସାଂସଦ ରବୀନ୍ଦ୍ର କୁମାର ଜେନା । ଖଣିଜଭିତ୍ତିକ ଶିଳ୍ପ ପାଇଁ ଓଡ଼ିଶାରେ ବିପୁଳ ସମ୍ଭାବନାର ସୁଯୋଗ ରହିଛି । ତେଣୁ ଜାପାନୀ ଶିଳ୍ପ...

  • ନିଉଜ ଆଲର୍ଟMay 25, 2017

    ସଞ୍ଜୟ ମିତ୍ର ନୂଆ ପ୍ରତିରକ୍ଷା ସଚିବ

    ନୂଆଦିଲ୍ଲୀ : ସଞ୍ଜୟ ମିତ୍ର ନୂଆ ପ୍ରତିରକ୍ଷା ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜି. ମୋହନ କୁମାରଙ୍କ ସ୍ଥାନରେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ୧୯୮୨ ବ୍ୟାଚର ପଶ୍ଚିମବଙ୍ଗ କ୍ୟାଡରର ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ମିତ୍ର...

  • ନିଉଜ ଆଲର୍ଟMay 25, 2017

    ୭.୫ କୋଟି ଦାବି ; କୁମ୍ବଲେଙ୍କ ପାଇଁ ସମସ୍ୟା

    ନୂଆଦିଲ୍ଲୀ : ଭାରତୀୟ କି୍ରକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ବିସିସିଆଇ ଦରଖାସ୍ତ ଆହ୍ୱାନ କରିବା ଅନେକ କି୍ରକେଟ ପ୍ରେମୀଙ୍କୁ ଚକିତ କରିଛି । ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଭାବେ ଗୋଟିଏ ବର୍ଷରୁ କମ ସମୟରେ ହିଁ...

  • ନିଉଜ ଆଲର୍ଟMay 25, 2017

    ମୁଖ୍ୟ କୋଚ ପଦ ପାଇଁ ବିସିସିଆଇ ପକ୍ଷରୁ ଦରଖାସ୍ତ ଆହ୍ୱାନ

    ମୁମ୍ବଇ: ଭାରତୀୟ ସିନିୟର କ୍ରିକେଟ ଦଳର ମୁଖ୍ୟ କୋଚ ପଦ ନିମନ୍ତେ ବିସିସିଆଇ ପକ୍ଷରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ବର୍ତ୍ତମାନ ଏହି ଦାୟିତ୍ୱ ସମ୍ଭାଳୁଥିବା ଅନିଲ କୁମ୍ବଲେଙ୍କ କାର୍ଯ୍ୟକାଳ ଆସନ୍ତା ଜୁନ ୨୩ ସୁଦ୍ଧା ପୂରିଯାଉଛି । ଇଂଲଣ୍ଡରେ ଆୟୋଜିତ...

  • ନିଉଜ ଆଲର୍ଟMay 25, 2017

    ମୋଦି ସରକାରଙ୍କର ତିନି ବର୍ଷ

    ନୂଆଦିଲ୍ଳୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ରର ଏନଡିଏ ସରକାର ଶୁକ୍ରବାର ତିନି ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛନ୍ତି  । ୨୦୧୪ ମେ’ ୨୬ ତାରିଖରେ ଏନଡିଏ ସରକାର କ୍ଷମତାକୁ ଆସିଥିଲେ । ବିଜେପି ନେତୃତ୍ୱରେ ଗଠିତ ଜାତୀୟ...

  • ନିଉଜ ଆଲର୍ଟMay 25, 2017

    ବିଚ୍ଛିନ୍ନତାବାଦୀଙ୍କ ସହ ଆଲୋଚନା ଅସମ୍ଭବ : ଜେଟଲୀ

    ନୂଆଦିଲ୍ଲୀ : ବର୍ତ୍ତମାନ ସ୍ଥିତିରେ କୌଣସି ବିଚ୍ଛିନ୍ନତାବାଦୀ ନେତାଙ୍କ ସହ କଥାବାର୍ତ୍ତା ସମ୍ଭବ ନୁହେଁ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି । ବର୍ତ୍ତମାନ ଜାମ୍ମୁକାଶ୍ମୀରରେ ହିଂସା ଜାରି ରହିଛି । ଯେ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିଥିବ...

  • ନିଉଜ ଆଲର୍ଟMay 25, 2017

    ପରବର୍ତ୍ତୀ ରାଷ୍ଟ୍ରପତି ଦୌଡ଼ରେ ନାହିଁ : ପ୍ରଣବ ମୁଖାର୍ଜୀ

    ନୂଆଦିଲ୍ଲୀ : ବର୍ତ୍ତମାନର ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଦ୍ୱିତୀୟ ବାର ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଆଉ ଏକ ପାଳି ପାଇଁ ରାଷ୍ଟ୍ରପତି ଦୌଡ଼ରେ ନାହାନ୍ତି ବୋଲି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି...

  • ନିଉଜ ଆଲର୍ଟMay 25, 2017

    ତେଜସ ଟ୍ରେନ ପ୍ରଥମ ଦିନରୁ ଚୋରି

    ମୁମ୍ବାଇ :ଦେଶରେ ସୁପରଫାଷ୍ଟ ତେଜସ ଟ୍ରେନ ଚଳାଚଳ ଆରମ୍ଭ କରିଛି। ଏହି ହାଇଫାଇ ଟ୍ରେନରେ ସିଟମାନଙ୍କରେ ଏଲସିଡି ସ୍କ୍ରିନ ସହ ଓ୍ୱାଇଫାଇ ବ୍ୟବସ୍ଥା ରହିଛି। ଏଥିରେ ସିସିଟିଭି ସହ ଚା ଓ କଫିର ମେସିନ ବି ରହିଛି। ଘଣ୍ଟାପ୍ରତି ୨୦୦ କିଲୋମିଟର...

  • ନିଉଜ ଆଲର୍ଟMay 25, 2017

    ସକ୍ରିୟ ହେଉଛି ଲଘୁଚାପ

    ଭୁବନେଶ୍ୱର:  ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ପାଶ୍ୱର୍ବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ତିନି ଦିନ ଭିତରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |