• ନିଉଜ ଆଲର୍ଟMay 28, 2017

    ଭାରତ ଏବଂ ମରିସସ୍ ମଧ୍ୟରେ ୪ଟି ଚୁକ୍ତି ସ୍ୱାକ୍ଷରିତ

      ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ନେଇ ଶନିବାର ଆଲୋଚନା ହୋଇଛି । ଦୁଇ ଦେଶର ପ୍ରତିନିଧିସ୍ତରୀୟ ଆଲୋଚନା ସାଙ୍ଗକୁ ୪ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି...

  • ନିଉଜ ଆଲର୍ଟMay 28, 2017

    ମୋଦି-ନୀତୀଶ ସାକ୍ଷାତ ଆଲୋଚନା

      ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡି(ୟୁ) ନେତା ନୀତୀଶ କୁମାର ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜଗନାଥଙ୍କ  ସମ୍ମାନାର୍ଥେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଆୟୋଜିତ ଭୋଜିରେ ଯୋଗଦେଇ ନୀତୀଶ କୁମାର,...

  • ନିଉଜ ଆଲର୍ଟMay 28, 2017

    ଅନ୍‌ଲାଇନ୍‌ ଏମ୍ସ ପ୍ରବେଶିକା ପରୀକ୍ଷା ଆଜି

      ଭୁବନେଶ୍ୱର : ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ଡାକ୍ତରୀ ପାଠ୍ୟକ୍ରମ(ଏମ୍‌ବିବିଏସ୍‌)ରେ ନାମଲେଖା ଲାଗି ରବିବାର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ନୂଆଦିଲ୍ଲୀ ଏମ୍ସରେ ୧୦୭ଟି ସିଟ୍‌ ଏବଂ ଭୋପାଳ, ଭୁବନେଶ୍ୱର, ଯୋଧପୁର, ପାଟଣା, ରାୟପୁର ଓ ଋଷିକେଶ ପ୍ରତ୍ୟେକରେ ୧୦୦...

  • ନିଉଜ ଆଲର୍ଟMay 27, 2017

    ସେପ୍ଟେମ୍ବର ସୁଦ୍ଧା ସମ୍ପୂର୍ଣ୍ଣ ହେବ ଗରୁପ୍ରିୟା ସେତୁ

      ଭୁବନେଶ୍ୱର : ମାଓବାଦୀ ପ୍ରଭାବିତ ମାଲକାନଗିରିର ୧୫୧ଟି ଗ୍ରାମକୁ ଯୋଗାଯୋଗ ନିମନ୍ତେ ନିର୍ମିତ ହେଉଥିବା ଗୁରୁପ୍ରିୟା ସେତୁର ୭୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହି ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଗ୍ରାମ୍ୟ ଉନ୍ନୟନ...

  • ନିଉଜ ଆଲର୍ଟMay 27, 2017

    ଅଂଶୁଘାତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

      ଭୁବନେଶ୍ୱର : ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଅଂଶୁଘାତରେ ୭୭ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ସେଥିରୁ ୨୭ଟିର ତଦନ୍ତ ସରିଛି । ୧୧ଜଣଙ୍କର ଅଂଶୁଘାତରେ ଏବଂ ୧୬ ଜଣଙ୍କର ଅନ୍ୟାନ୍ୟ କାରଣରୁ ମୃତ୍ୟୁ...

  • ନିଉଜ ଆଲର୍ଟMay 27, 2017

    ‘ନକ୍ସଲ ମାନେ ଭଲ ଲୋକ ନୁହନ୍ତି’

    ରାଞ୍ଚି: ‘ନକ୍ସଲ ମାନେ ସାରା ରାଜ୍ୟ ଏବଂ ଦେଶରେ ଅସ୍ଥିରତା ସୃଷ୍ଟି କରୁଛନ୍ତି । ସରକାରଙ୍କ ବିକାଶମୂଳକ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଦେଉ ନାହାନ୍ତି । ଲୋକଙ୍କୁ ଧମକ ଦେଇ ପଇସା ଅସୁଲ କରନ୍ତି । ଆମ ଗାଁରେ ମଧ୍ୟ ରାସ୍ତା...

  • ନିଉଜ ଆଲର୍ଟMay 27, 2017

    ୨୧ଥର ଏଭରେଷ୍ଟ ଆରୋହଣ କଲେ ସେରପା

    କାଠମାଣ୍ଡୁ: ୪୭ ବର୍ଷୀୟ ନେପାଳୀ ସେରପା କାମି ରିତା ୨୧ଥର ଏଭରେଷ୍ଟ ଆରୋହଣ କରି ବିରଳ ରେକର୍ଡ଼ ସୃଷ୍ଟି କରିଛନ୍ତି । ୨୧ଥର ଏଭରେଷ୍ଟ ଚଢ଼ିବାରେ ସେ ହେଉଛନ୍ତି ତୃତୀୟ ବ୍ୟକ୍ତି । ପୂର୍ବରୁ ଆପା ସେରପା ଓ ପୁର୍ବା ତଥୀ...

  • ନିଉଜ ଆଲର୍ଟMay 27, 2017

    ରାଜ କୁମାରଙ୍କୁ ୨ ଦିନ ରିମାଣ୍ଡରେ ନେଲା ପୁଲିସ

    ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ର ପ୍ଲେସ୍‌ମେଣ୍ଟରେ ଠକାମିର ଘଟଣାରେ ଖଣ୍ଡଗିରି ଥାନା ପୁଲିସ ଗତକାଲି ଗିରଫ କରିଥିବା ପ୍ଲେସ୍‌ମେଣ୍ଟ ଅଫିସର ତଥା ଅତିରିକ୍ତ ଡିନ୍‌ ଡ. ରାଜକୁମାର ହୋତାଙ୍କୁ ୨ ଦିନ ରିମାଣ୍ଡରେ ନେବ ବୋଲି ଜଣାପଡିଛି । ଗତକାଲି...

  • ନିଉଜ ଆଲର୍ଟMay 27, 2017

    ଜାତୀୟ ଚମ୍ପିଆନସିପ ଟେନିସ : କବୀର ରନର୍ସଅପ

    ଭୁବନେଶ୍ୱର: ମହାରାଷ୍ଟ୍ରର ପୁଣେଠାରେ ଖେଳାଯାଇଥିବା  ଜାତୀୟ ଚମ୍ପିଆନସିପ ଟେନିସ ପ୍ରତିଯୋଗିତାରେ ଓଡିଶା ଖେଳାଳିମାନେ ଚମକ୍ରାର ପ୍ରଦର୍ଶନ କରିଛନ୍ତି । ପ୍ରଥମ ଥର ପାଇଁ ୬ଜଣ ଖେଳାଳି  ଗୋଟିଏ ପ୍ରତିଯୋଗିତାରେ ମୁଖ୍ୟ ଡ୍ର କୁ ଉନ୍ନୀତ ହୋଇଥିଲେ। କବୀର ହନ୍ସ, ଅଭିଶେକ  ମହାପାତ୍ର,...

  • ନିଉଜ ଆଲର୍ଟMay 27, 2017

    ଜଳ ପ୍ରଦୁଷଣ ଯୋଗୁଁ ଝାଡ଼ା ବାନ୍ତିରେ ୨ ମହିଳାଙ୍କ ମୃତ୍ୟୁ ଅଭିଯୋଗ

    ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆଁ ଗାଁରେ ଝାଡ଼ାବାନ୍ତି ବ୍ୟାପି ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏବେ ବି ଡାକ୍ତରଖାନାରେ ୨ ଜଣ ଚିକିତ୍ସିତଙ୍କ ଅବସ୍ଥା ଗୁରୁତର ଅଛି। ନୂଆ ଗାଁରେ ୩୫ ଜଣ ବ୍ୟକ୍ତି...

  • ନିଉଜ ଆଲର୍ଟMay 27, 2017

    ହୋଟେଲରୁ ୧୫୦୦ ଚାମଚ ଚୋରି କରିଥିବା ଚୋର

    ଓ୍ୱାଂଶିଟନ:କେତକ ଲୋକ ଚୋରିକୁ ନିଜର ପେଷା ଭାବରେ ଗ୍ରହଣ କରିଥାଆନ୍ତି। ଆଉ କେତେ ଜଣ ମଜା ପାଇଁ କେତେବେଳେ କେମିତି ହାତ ସଫେଇ କରିଥାଆନ୍ତି। ଆଉ କିଛି ଲୋକ ନିର୍ଦିଷ୍ଟ କେତେକ ଜିନିଷ ଚୋରି କରିବାକୁ ଭଲ ପାଆନ୍ତି। ଏମିତି ବି...

  • ନିଉଜ ଆଲର୍ଟMay 27, 2017

    ବିଶ୍ୱର ସବୁଠାରୁ ଛୋଟ ମହିଳାଙ୍କ ଜୀବନ ପ୍ରତି ବିପଦ

    ବିଶ୍ୱର ସବୁଠାରୁ ଛୋଟ ମହିଳା ଜ୍ୟୋତି ଆମଗେଙ୍କ ଜୀବନ ପ୍ରତି ବିପଦ ରହିଛି । କିଛି ଅଜ୍ଞାତ ଲୋକ ତାଙ୍କ କ୍ଷତି ଘଟଇବାକୁ ଉଦ୍ୟମ କରୁଛନ୍ତି ବୋଲି ଜ୍ୟୋତି ଲିଖିତ ଅଭିଯୋଗ ମହାରାଷ୍ଟ୍ର ସରକାରଙ୍କ ନିକଟରେ କରିଛନ୍ତି । ଗିନିଜ ବୁକ୍‌ରେ...

  • ନିଉଜ ଆଲର୍ଟMay 27, 2017

    ରାଜ୍ୟରେ ପ୍ରଥମ: କାଠଯୋଡ଼ି ପୋଲରେ ଲାଗିଲା ସ୍ୱଂୟ ନିୟନ୍ତ୍ରିତ ଆଲୋକ ବ୍ୟବସ୍ଥା

    କଟକ: ଏବେ କାଠଯୋଡ଼ି ଉପରେ ନିର୍ମାଣ ହୋଇଛି ଆଉ ଏକ ନୂତନ ପୋଲ। ଏହି ପୋଲର ନିର୍ମାଣ କାର୍ୟ୍ୟ ଅନ୍ତିମ ପର୍ୟ୍ୟାୟରେ। କଟକ ହାଇକୋର୍ଟ ନିକଟରୁ ତ୍ରିଶୁଳିଆକୁ ଏହି ପୋଲ ସଂଯୋଗ କରୁଛି। ଏହି ପୋଲରେ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା କରାଯାଇଛି।...

  • ନିଉଜ ଆଲର୍ଟMay 27, 2017

    ପ୍ରିୟଙ୍କାଙ୍କ ଚିରା ଜିନ୍ସ ଦେଖି ଟଙ୍କା ଅଛିକି ନାହିଁ ପଚାରିଲେ ତାଙ୍କ ଜେଜେମା

    ମୁମ୍ବାଇ:ବିଶ୍ୱ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା। ଏହା ସହ ସେ ବଲିଉଡ ଓ ହଲିଉଡ ସିନେମା ଜଗତରେ ବେଶ ପ୍ରସିଦ୍ଧ। ପ୍ରତ୍ୟେକ ସିନେମାରେ ସେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ଏବେ ହଲିଉଡର ଚଳଚିତ୍ର ଓ ସିରିଏଲ କ୍ଷେତ୍ରରେ ବେଶ ସକ୍ରିୟ...

  • ନିଉଜ ଆଲର୍ଟMay 27, 2017

    ନବୀନଙ୍କ ଲୋକ ପ୍ରିୟତା

    <a href="//jitpattnaikpuri.polldaddy.com/s/naveen-s-popularity" data-mce-href="//jitpattnaikpuri.polldaddy.com/s/naveen-s-popularity">View Survey</a>

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |