• ନିଉଜ ଆଲର୍ଟMay 27, 2017

    ସଡକରେ ବମ ବିସ୍ଫୋରଣ ;ବସରେ ଥିବା ୧୦ ଯାତ୍ରୀ ମୃତ

    କାବୁଲ:ଆଫଗାନିସ୍ତାନର ହେରାତ ଅଞ୍ଚଳରେ ଘଟିଥିବା ଏକ ବମ ବିସ୍ଫୋରଣ ୧୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଗତ ଶୁକ୍ରବାର କାବୁଲର ୬୪୦ କି.ମି. ଦୂର ଅଦରାସ୍କନ ଜିଲ୍ଲାର ସଡକରେ ରଖାଯାଇଥିବା ଏକ ବମ...

  • ନିଉଜ ଆଲର୍ଟMay 27, 2017

    ଆଇଟିଆର ମାଲିକଙ୍କ ଗିରଫ ଦାବିରେ ଛାତ୍ର କଂଗ୍ରେସର ବିରୋଧ ପ୍ରଦର୍ଶନ

    ଭୁବନେଶ୍ୱର:  ନକଲି ପ୍ଲେସମେଣ୍ଟ ଅଭିଯୋଗ ପରେ ଆଇଟିଆର କଲେଜ ସାମ୍ନାରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ଜାରି  ରହିଥିବା ବେଳେ ସୋଆର ଚେୟାରମ୍ୟାନ ମନୋଜ ନାୟକଙ୍କ ଗିରଫ ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଛାତ୍ର କଂଗ୍ରେସ ପକ୍ଷରୁ ଏଥିପାଇଁ...

  • ନିଉଜ ଆଲର୍ଟMay 27, 2017

    ଶନିବାର କରନ୍ତୁ ନାହିଁ ଏହି କାର୍ଯ୍ୟ, ଶନିଙ୍କର ପଡିପାରେ କୋପଦୃଷ୍ଟି

    ନବଗ୍ରହ ମଧ୍ୟରେ ଶନିଙ୍କ ସ୍ଥାନ ସ୍ୱତନ୍ତ୍ର । ଶନି ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭକ୍ତମାନେ ବିଭିନ୍ନ ପୂଜା ଅର୍ଜନା କରିଥାଆନ୍ତି । ଯାହା ରାଶିରେ ଶନି ଦଶା ପଡିଥାଏ ସେମାନେ ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ...

  • ନିଉଜ ଆଲର୍ଟMay 27, 2017

    ସେନା ଗୁଳିରେ ପ୍ରାଣ ହରାଇଲା ହିଜବୁଲ କମାଣ୍ଡର ସବଜାର ଭଟ୍ଟ

    ଶ୍ରୀନଗର:ଶନିବାର ହିଜବୁଲ ଆତଙ୍କବାଦୀ ଗୋଷ୍ଠୀର କମାଣ୍ଡର ସବଜାର ଭଟ୍ଟ ଭାରତୀୟ ସେନାର ଗୁଳିରେ ପ୍ରାଣ ହରାଇଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଘଟିଥିବା ଏକ ସଘର୍ଷରେ ହିଜବୁଲ କମାଣ୍ଡର ସବଜାର ଭଟ୍ଟଙ୍କ...

  • ନିଉଜ ଆଲର୍ଟMay 27, 2017

    କାଠଗଡାରେ ‘ରାଷ୍ଟ୍ର-ବିରୋଧୀ’ମିର୍ଜା ଗାଲିବ

    ଉନ୍ନବିଂଶ ଶତାବ୍ଦୀର ପ୍ରସିଦ୍ଧ କବି ମିର୍ଜା ଗାଲିବଙ୍କ ଉପରେ ଲାଗିଛି ରାଷ୍ଟ୍ରଦ୍ରୋହ ଅପରାଧ । ଏଥଲାଗି କାଠଗଡାରେ ଠିଆ ହୋଇ ନିଜର ସଫେଇ ଦେଇଛନ୍ତି ଗାଲିବ । ତେବେ ଏହା କୌଣସି ବାସ୍ତବ ଘଟଣା ନୁହେଁ ଏହା କେବଳ ମାତ୍ର ନାଟକର...

  • ନିଉଜ ଆଲର୍ଟMay 27, 2017

    ୟେଦୁରପ୍ପା ହେବେ ବିଜେପିର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ:ଅମିତ ଶାହା

    ନୂଆଦିଲ୍ଲୀ- ଆସନ୍ତା ବର୍ଷ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପି ନେତା ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଦଳର ଅଧ୍ୟକ୍ଷ ଅମିତ ଶାାହ କହିଛନ୍ତି । ଏହାଛଡା ଗୁୁଜୁରାଟରେ ମଧ୍ୟ ନିର୍ବାଚନ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ପାଇଁ ବିଜୟ...

  • ନିଉଜ ଆଲର୍ଟMay 26, 2017

    ମରିସସରେ ପେଟ୍ରୋଲିୟମ ଓ ଗ୍ୟାସ ଭିତ୍ତିଭୂମି ବିକାଶରେ ଭାରତର ସହଯୋଗ

    ନୂଆଦିଲ୍ଳୀ : ଭାରତ ଗସ୍ତରେ ଆସିଥିବା ମରିସସ ପ୍ରଧାନମନ୍ତ୍ରୀ ପ୍ରବୀଣ୍ଡ କୁମାର ଜୁଗନାଉଥ ଶୁକ୍ରବାର କେନ୍ଦ୍ର  ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ହାଇଡ୍ରୋକାର୍ବନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଦୀର୍ଘ...

  • ନିଉଜ ଆଲର୍ଟMay 26, 2017

    ଅର୍ଣ୍ଣବଙ୍କ ବିରୋଧରେ ମାନହାନି ମୋକଦମା କଲେ ଶଶି ଥରୁର

    ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ଶଶି ଥରୁର ରିପବ୍ଲିକ ଟିଭିର ପ୍ରତିଷ୍ଠାତା ଏବଂ ମୁଖ୍ୟ ପରିଚାଳକ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ମାନହାନି ମୋକଦମା କରିଛନ୍ତି  । ଶଶି ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ସମ୍ପର୍କିତ ଏକ ଖବର ପ୍ରସାରଣ ବେଳେ...

  • ନିଉଜ ଆଲର୍ଟMay 26, 2017

    ପାକିସ୍ତାନ-ଇରାନ ସମ୍ପର୍କରେ ତିକ୍ତତା

    ଦୁବାଇ : ପାକିସ୍ତାନ-ଇରାନ ସମ୍ପର୍କରେ ତିକ୍ତତା ଦେଖାଯାଇଛି । ପାକିସ୍ତାନ ମାଟିରେ ସକ୍ରିୟ ଆତଙ୍କବାଦୀମାନେ ଇରାନର ସୀମା ସୁରକ୍ଷା ସୈନିକଙ୍କୁ ନିୟମିତ ଆକ୍ରମଣ କରିବା ପରେ ଏହି ତିକ୍ତତା ଦେଖାଯାଇଛି । ଏହି ଘଟଣାରେ ଇରାନ ପାକିସ୍ତାନ ରାଷ୍ଟ୍ରଦୂତ ଅସିଫ୍‌ ଦୁରାନିଙ୍କୁ...

  • ନିଉଜ ଆଲର୍ଟMay 26, 2017

    କରନଙ୍କ ପାର୍ଟିରେ ଏକାଠି ଦେଖିବାକୁ ମିଳିଲେ କାର୍ଟିନା ଓ ରଣବୀର

    ନୂଆଦିଲ୍ଲୀ : ବଲିଉଡ଼ ଫିଲ୍ମ ନିର୍ମାତା କରନ ଜୋହର ଗୁରୁବାର ନିଜ ୪୫ତମ ଜନ୍ମଦିନ ଧୁମଧାମରେ ପାଳନ କରିଛନ୍ତି । ଏହି ଉପଲକ୍ଷେ କରନ ଜୋହରଙ୍କ ଦ୍ୱାରା ଆୟୋଜିତ ପାର୍ଟିରେ ବଲିଉଡ଼ର ଅନେକ ତାରକାଙ୍କୁ ଦେଖିବାକୁ ମିଳିଥିଲା । ବଲିଉଡ଼ର ନାମୀଦାମୀ...

  • ନିଉଜ ଆଲର୍ଟMay 26, 2017

    ଦୁଇଦିନିଆ ରିମାଣ୍ଡରେ ୨ କୁଖ୍ୟାତ ଅପରାଧୀ

    କଟକ : ବିଧାୟକ ରଣେନ୍ଦ୍ରପ୍ରତାପ ସ୍ୱାଇଁଙ୍କ ଚାନ୍ଦିନୀଚୌକସ୍ଥିତ ବାସଭବନ ଉପରକୁ ବୋମା ମାଡ଼କରି ଗିରଫ ହୋଇଥିବା ଦୁଇ କୁଖ୍ୟାତ ଅପରାଧୀଙ୍କୁ କମିଶନରେଟ ପୁଲିସ ଶୁକ୍ରବାରଠାରୁ ଦୁଇଦିନିଆ ରିମାଣ୍ଡରେ ଆଣିଛି । ଓଡ଼ିଆବଜାରର ଗୁଟୁଲ ଓରଫ ରିୟାଜ ଖାଁ(୨୧) ଏବଂ ଦେୱାନ ବଜାର...

  • ନିଉଜ ଆଲର୍ଟMay 26, 2017

    ୨୮ରେ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

    ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ମଇ ୨୮ ଅର୍ଥାତ ଆସନ୍ତା ରବିବାର ପ୍ରକାଶ ପାଇବ  । ଚଳିତ ଥର ଏଥିରେ ମୋଡେରସନ ନୀତି ଲାଗୁ ହେବ  । ନ୍ୟୁଜ୍...

  • ନିଉଜ ଆଲର୍ଟMay 26, 2017

    ପ୍ଲେସ୍‌ମେଣ୍ଟ ଡିନ୍‌ ରାଜକୁମାର ହୋତା ଗିରଫ

    ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ର ପ୍ଲେସ୍‌ମେଣ୍ଟରେ ଠକାମିର ଘଟଣାରେ ଖଣ୍ଡଗିରି ଥାନା ପୁଲିସ ପ୍ଲେସ୍‌ମେଣ୍ଟ ଅଫିସର ତଥା ଅତିରିକ୍ତ ଡିନ୍‌ ଡ. ରାଜକୁମାର ହୋତାଙ୍କୁ ଗିରଫ କରିଛି । ଗତ ୨୨ ତାରିଖରେ ସୋଆ ବିଶ୍ୱବିଦ୍ୟାଳୟର ଆଇଟିଇଆର ଛାତ୍ରଛାତ୍ରୀମାନେ ପ୍ଲେସ୍‌ମେଣ୍ଟରେ...

  • ନିଉଜ ଆଲର୍ଟMay 26, 2017

    ଆଫଗାନିସ୍ଥାନ ସେନା ଶିବିର ଉପର ଆତଙ୍କବାଦୀ ଆକ୍ରମଣ, ୧୫ ମୃତ

    କାନ୍ଦାହାର : ଆଫଗାନିସ୍ଥାନ କାନ୍ଦାହର ଅଞ୍ଚଳରେ ଥିବା ଏକ ସେନା ଶିବିର ଉପରେ ତାଲିବାନ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି  । ଏଥିରେ ୧୫ ଜଣ ଆଫଗାନିସ୍ଥାନ ସୈନ୍ୟଙ୍କ ମୃତ୍ୟୁ ଘଟିଛି  । ଦକ୍ଷିଣ ଆଫଗାନିସ୍ଥାନରେ ତାଲିବାନ ଆଙ୍କବାଦୀଙ୍କ ଏହା ଚଳିତ ସପ୍ତାହର...

  • ନିଉଜ ଆଲର୍ଟMay 26, 2017

    ଭିଜିଲାନ୍ସ ଦ୍ୱାରା ମୃତ୍ତିକା ସଂରକ୍ଷଣ ସଂପ୍ରସାରଣ କର୍ମୀ ଗିରଫ

    ବାରିପଦା: କରଂଜିଆସ୍ଥ ମୃତ୍ତିକା ସଂରକ୍ଷଣ ସଂପ୍ରସାରଣ କର୍ମୀ ସୁମନ୍ତ କୁମାର ପାଢୀ ଶୁକ୍ରବାର ମଧ୍ୟାହ୍ନ ୧୨ଟା ସମୟରେ ତାଙ୍କ କରଂଜିଆସ୍ଥ ରାଜବନ୍ଧସାହି ଭଡାଘରେ ଜନୈକ ଉଦ୍ୟାନ ସାଥୀଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦ୍ୱାରା ଧରାପଡି ଗିରଫ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |