• ନିଉଜ ଆଲର୍ଟMay 27, 2017

    ଅଂଶୁଘାତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

      ଭୁବନେଶ୍ୱର : ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ଅଂଶୁଘାତରେ ୭୭ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଥିବା ବେଳେ ସେଥିରୁ ୨୭ଟିର ତଦନ୍ତ ସରିଛି । ୧୧ଜଣଙ୍କର ଅଂଶୁଘାତରେ ଏବଂ ୧୬ ଜଣଙ୍କର ଅନ୍ୟାନ୍ୟ କାରଣରୁ ମୃତ୍ୟୁ...

  • ନିଉଜ ଆଲର୍ଟMay 27, 2017

    ‘ନକ୍ସଲ ମାନେ ଭଲ ଲୋକ ନୁହନ୍ତି’

    ରାଞ୍ଚି: ‘ନକ୍ସଲ ମାନେ ସାରା ରାଜ୍ୟ ଏବଂ ଦେଶରେ ଅସ୍ଥିରତା ସୃଷ୍ଟି କରୁଛନ୍ତି । ସରକାରଙ୍କ ବିକାଶମୂଳକ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଦେଉ ନାହାନ୍ତି । ଲୋକଙ୍କୁ ଧମକ ଦେଇ ପଇସା ଅସୁଲ କରନ୍ତି । ଆମ ଗାଁରେ ମଧ୍ୟ ରାସ୍ତା...

  • ନିଉଜ ଆଲର୍ଟMay 27, 2017

    ୨୧ଥର ଏଭରେଷ୍ଟ ଆରୋହଣ କଲେ ସେରପା

    କାଠମାଣ୍ଡୁ: ୪୭ ବର୍ଷୀୟ ନେପାଳୀ ସେରପା କାମି ରିତା ୨୧ଥର ଏଭରେଷ୍ଟ ଆରୋହଣ କରି ବିରଳ ରେକର୍ଡ଼ ସୃଷ୍ଟି କରିଛନ୍ତି । ୨୧ଥର ଏଭରେଷ୍ଟ ଚଢ଼ିବାରେ ସେ ହେଉଛନ୍ତି ତୃତୀୟ ବ୍ୟକ୍ତି । ପୂର୍ବରୁ ଆପା ସେରପା ଓ ପୁର୍ବା ତଥୀ...

  • ନିଉଜ ଆଲର୍ଟMay 27, 2017

    ରାଜ କୁମାରଙ୍କୁ ୨ ଦିନ ରିମାଣ୍ଡରେ ନେଲା ପୁଲିସ

    ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ)ର ପ୍ଲେସ୍‌ମେଣ୍ଟରେ ଠକାମିର ଘଟଣାରେ ଖଣ୍ଡଗିରି ଥାନା ପୁଲିସ ଗତକାଲି ଗିରଫ କରିଥିବା ପ୍ଲେସ୍‌ମେଣ୍ଟ ଅଫିସର ତଥା ଅତିରିକ୍ତ ଡିନ୍‌ ଡ. ରାଜକୁମାର ହୋତାଙ୍କୁ ୨ ଦିନ ରିମାଣ୍ଡରେ ନେବ ବୋଲି ଜଣାପଡିଛି । ଗତକାଲି...

  • ନିଉଜ ଆଲର୍ଟMay 27, 2017

    ଜାତୀୟ ଚମ୍ପିଆନସିପ ଟେନିସ : କବୀର ରନର୍ସଅପ

    ଭୁବନେଶ୍ୱର: ମହାରାଷ୍ଟ୍ରର ପୁଣେଠାରେ ଖେଳାଯାଇଥିବା  ଜାତୀୟ ଚମ୍ପିଆନସିପ ଟେନିସ ପ୍ରତିଯୋଗିତାରେ ଓଡିଶା ଖେଳାଳିମାନେ ଚମକ୍ରାର ପ୍ରଦର୍ଶନ କରିଛନ୍ତି । ପ୍ରଥମ ଥର ପାଇଁ ୬ଜଣ ଖେଳାଳି  ଗୋଟିଏ ପ୍ରତିଯୋଗିତାରେ ମୁଖ୍ୟ ଡ୍ର କୁ ଉନ୍ନୀତ ହୋଇଥିଲେ। କବୀର ହନ୍ସ, ଅଭିଶେକ  ମହାପାତ୍ର,...

  • ନିଉଜ ଆଲର୍ଟMay 27, 2017

    ଜଳ ପ୍ରଦୁଷଣ ଯୋଗୁଁ ଝାଡ଼ା ବାନ୍ତିରେ ୨ ମହିଳାଙ୍କ ମୃତ୍ୟୁ ଅଭିଯୋଗ

    ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆଁ ଗାଁରେ ଝାଡ଼ାବାନ୍ତି ବ୍ୟାପି ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏବେ ବି ଡାକ୍ତରଖାନାରେ ୨ ଜଣ ଚିକିତ୍ସିତଙ୍କ ଅବସ୍ଥା ଗୁରୁତର ଅଛି। ନୂଆ ଗାଁରେ ୩୫ ଜଣ ବ୍ୟକ୍ତି...

  • ନିଉଜ ଆଲର୍ଟMay 27, 2017

    ହୋଟେଲରୁ ୧୫୦୦ ଚାମଚ ଚୋରି କରିଥିବା ଚୋର

    ଓ୍ୱାଂଶିଟନ:କେତକ ଲୋକ ଚୋରିକୁ ନିଜର ପେଷା ଭାବରେ ଗ୍ରହଣ କରିଥାଆନ୍ତି। ଆଉ କେତେ ଜଣ ମଜା ପାଇଁ କେତେବେଳେ କେମିତି ହାତ ସଫେଇ କରିଥାଆନ୍ତି। ଆଉ କିଛି ଲୋକ ନିର୍ଦିଷ୍ଟ କେତେକ ଜିନିଷ ଚୋରି କରିବାକୁ ଭଲ ପାଆନ୍ତି। ଏମିତି ବି...

  • ନିଉଜ ଆଲର୍ଟMay 27, 2017

    ବିଶ୍ୱର ସବୁଠାରୁ ଛୋଟ ମହିଳାଙ୍କ ଜୀବନ ପ୍ରତି ବିପଦ

    ବିଶ୍ୱର ସବୁଠାରୁ ଛୋଟ ମହିଳା ଜ୍ୟୋତି ଆମଗେଙ୍କ ଜୀବନ ପ୍ରତି ବିପଦ ରହିଛି । କିଛି ଅଜ୍ଞାତ ଲୋକ ତାଙ୍କ କ୍ଷତି ଘଟଇବାକୁ ଉଦ୍ୟମ କରୁଛନ୍ତି ବୋଲି ଜ୍ୟୋତି ଲିଖିତ ଅଭିଯୋଗ ମହାରାଷ୍ଟ୍ର ସରକାରଙ୍କ ନିକଟରେ କରିଛନ୍ତି । ଗିନିଜ ବୁକ୍‌ରେ...

  • ନିଉଜ ଆଲର୍ଟMay 27, 2017

    ରାଜ୍ୟରେ ପ୍ରଥମ: କାଠଯୋଡ଼ି ପୋଲରେ ଲାଗିଲା ସ୍ୱଂୟ ନିୟନ୍ତ୍ରିତ ଆଲୋକ ବ୍ୟବସ୍ଥା

    କଟକ: ଏବେ କାଠଯୋଡ଼ି ଉପରେ ନିର୍ମାଣ ହୋଇଛି ଆଉ ଏକ ନୂତନ ପୋଲ। ଏହି ପୋଲର ନିର୍ମାଣ କାର୍ୟ୍ୟ ଅନ୍ତିମ ପର୍ୟ୍ୟାୟରେ। କଟକ ହାଇକୋର୍ଟ ନିକଟରୁ ତ୍ରିଶୁଳିଆକୁ ଏହି ପୋଲ ସଂଯୋଗ କରୁଛି। ଏହି ପୋଲରେ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା କରାଯାଇଛି।...

  • ନିଉଜ ଆଲର୍ଟMay 27, 2017

    ପ୍ରିୟଙ୍କାଙ୍କ ଚିରା ଜିନ୍ସ ଦେଖି ଟଙ୍କା ଅଛିକି ନାହିଁ ପଚାରିଲେ ତାଙ୍କ ଜେଜେମା

    ମୁମ୍ବାଇ:ବିଶ୍ୱ ସୁନ୍ଦରୀ ପ୍ରିୟଙ୍କା ଚୋପ୍ରା। ଏହା ସହ ସେ ବଲିଉଡ ଓ ହଲିଉଡ ସିନେମା ଜଗତରେ ବେଶ ପ୍ରସିଦ୍ଧ। ପ୍ରତ୍ୟେକ ସିନେମାରେ ସେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ଏବେ ହଲିଉଡର ଚଳଚିତ୍ର ଓ ସିରିଏଲ କ୍ଷେତ୍ରରେ ବେଶ ସକ୍ରିୟ...

  • ନିଉଜ ଆଲର୍ଟMay 27, 2017

    ନବୀନଙ୍କ ଲୋକ ପ୍ରିୟତା

    <a href="//jitpattnaikpuri.polldaddy.com/s/naveen-s-popularity" data-mce-href="//jitpattnaikpuri.polldaddy.com/s/naveen-s-popularity">View Survey</a>

  • ନିଉଜ ଆଲର୍ଟMay 27, 2017

    ବାରିକ ପାଇଁ ବିଲାତରୁ ଘଣ୍ଟା ଆଣିଲେ ନେହୁରୁ

    ନେହୁରୁଙ୍କ ପର୍ସନାଲ ସେକ୍ରେଟାରୀ ଭାବେ କାମ କରୁଥିବା ଡାକ୍ତର ଜନକରାଜ ଜୟ ନେହୁରୁ ସମ୍ବନ୍ଧୀୟ ଏକ ରୋଚକ ତଥ୍ୟ ବିବିସିକୁ ହସ୍ତଗତ କରିଛନ୍ତି । ତାଙ୍କ କହିବା ଅନୁଯାୟୀ ନେହୁରୁଙ୍କ ଚୁଟି କାଟିବା ପାଇଁ ନିୟମିତ ଭାବେ ରାଷ୍ଟ୍ରପତି ଭବନରୁ  ଏକ...

  • ନିଉଜ ଆଲର୍ଟMay 27, 2017

    କିନ୍ନର ଫ୍ୟାଶନ୍‌ ସୋ, ବାଜି ମାରିଲେ ମାଧୁରୀ

    ସମ୍ବଲପୁର-ବଡ଼ବଜାର ଶୀତଳେଶ୍ୱର ବାବା ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ଶୁକ୍ରବାର ରାତିରେ କିନ୍ନର ଫ୍ୟାଶନ୍‌ ସୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶା ଓ ଓଡ଼ିଶାର ବାହାର ରାଜ୍ୟର କିନ୍ନର ମାନେ ଯୋଗଦେଇଥିଲେ । ଏହି ଅବସରରେ ରାୟଗଡ଼ର ମେୟର...

  • ନିଉଜ ଆଲର୍ଟMay 27, 2017

    ୫ ବର୍ଷର ଶିଶୁ ବନିଲେ କାନାଡାର ପ୍ରଧାନମନ୍ତ୍ରୀ

    ନୂଆ ଦିଲ୍ଲୀ:ଶିଶୁଟିଏ ଦେଶର ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ପକ୍ଷେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ , ହେଲେ ଏହା ସତ । ନିକଟରେ ବେଲା ଥମ୍ପସନ ନାମକ ଏକ ୫ ବର୍ଷର ଛୋଟ ଝିଅଟି ି ଗୋଟିଏ ଦିନ ପାଇଁ କାନାଡାର ପ୍ରଧାନମନ୍ତ୍ରୀ...

  • ନିଉଜ ଆଲର୍ଟMay 27, 2017

    ମେଧାବୃତ୍ତି କେଳେଙ୍କାରୀ ନେଇ ନବୀନ ନିବାସ ଘେରାଉ ବେଳେ ଛାତ୍ର କଂଗ୍ରେସ କର୍ମୀ ଅଟକ

    ଭୁବନେଶ୍ୱର: ମେଧାବୃତ୍ତି କେଳେଙ୍କାରୀରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଗିରଫ କରିବା ସହ ଏହି ମାମଲାର ଭିଜିଲାନ୍ସ ତଦନ୍ତ ରିପୋର୍ଟ ଯଥାଶୀଘ୍ର ଦେବା ଦାବିରେ ନବୀନ ନିବାସ ଘେରାଉ କରିଛି ଛାତ୍ର କଂଗ୍ରେସ। ଶହଶହ ଛାତ୍ର କଂଗ୍ରେସ କର୍ମୀ ନବୀନ ନିବାସ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |