• ନିଉଜ ଆଲର୍ଟAug 09, 2017

    ଆତଙ୍କବାଦୀ ଆକ୍ରମଣରେ ୪ ପାକ୍‌ ସୈନ୍ୟ ନିହତ

    ଇସଲାମାବାଦ : ପାକିସ୍ତାନର ଉତ୍ତର-ପଶ୍ଚିମାଞ୍ଚଳ ଖାଇବର ପଖତୁନଖୱା ପ୍ରଦେଶରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ପାକିସ୍ତାନର ୪ ସୈନିକ ପ୍ରାଣ ହରାଇଛନ୍ତି । ନିହତ ସୈନିକଙ୍କ ମଧ୍ୟରେ ମେଜର ପାହ୍ୟାର ଜଣେ ଅଧିକାରୀ ଅଛନ୍ତି ।  ରିପୋର୍ଟ ଅନୁଯାୟୀ ବୁଧବାର ପାକିସ୍ତାନ ସୈନିକମାନେ...

  • ନିଉଜ ଆଲର୍ଟAug 09, 2017

    ଆତଙ୍କବାଦର ମୁକାବିଲା ସବୁଠୁ ବଡ଼ ଆହ୍ୱାନ : ଜେଟଲୀ

    ନୂଆଦିଲ୍ଲୀ : ଭାରତଛାଡ ଆନ୍ଦୋଳନର ୭୫ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟସଭାରେ ଅନୁଷ୍ଠିତ ସ୍ୱତନ୍ତ୍ର ଆଲୋଚନାରେ ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ ଦେଶର ସୁରକ୍ଷା ପାଇଁ ଭାରତ ସୈନ୍ୟବାହିନୀ ସକ୍ଷମ । ହେଲେ ଦେଶ ପାଇଁ ସବୁଠୁ ବଡ଼ ଆହ୍ୱାନ...

  • ନିଉଜ ଆଲର୍ଟAug 09, 2017

    ଅଖିଳେଶଙ୍କ ‘ଦେଶ ବଚାଓ’ ଯାତ୍ରା ଆରମ୍ଭ

    ଅଯୋଧ୍ୟା : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି (ସପା)ର ଅଧ୍ୟକ୍ଷ ଅଖିଳେଶ ଯାଦବ ବୁଧବାରଠାରୁ ବିଜେପି ବିରୋଧରେ ‘ଦେଶ ବଚାଓ, ଦେଶ ବନାଓ’ ଅଭିଯାନ ଆରମ୍ଭ କରିଛନ୍ତି  । ଏହି ଅବସରରେ ଅଖିଳେଶ କହିଥିଲେ ଯେ ଆଜିର ଦିନ...

  • ନିଉଜ ଆଲର୍ଟAug 09, 2017

    ଖାଇରେ ବସ୍‌ ଖସି ୧୦ ମୃତ

    ଜାମ୍ମୁ : ଜାମ୍ମୁ କାଶ୍ମୀର ରିୟାସି ଜିଲାରେ ବୁଧବାର ସକାଳେ ଏକ ଗାଡ଼ି ଗଭୀର ଖାଇକୁ ଖସିପଡ଼ିବାରୁ ୧୦ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ କେତେଜଣ ଆହତ ହୋଇଥିବା ଜଣାପଡ଼ିଛି  । ପୁଲସ୍‌ ସୂଚନା ଅନୁଯାୟୀ ବୁଧବାର ସକାଳ...

  • ନିଉଜ ଆଲର୍ଟAug 09, 2017

    ରାଜୀବ ଗାନ୍ଧିଙ୍କୁ ଅପରିପକ୍ୱ ଓ ଅଯୋଗ୍ୟ ବୋଲି ବିଚାରୁଥିଲା ସିଆଇଏ

    ୱାଶିଂଟନ : ଇନ୍ଦିରା ଗାନ୍ଧିଙ୍କ ସ୍ଥାନ ନେବା ପାଇଁ ପୁଅ ରାଜୀବ ଗାନ୍ଧି ରାଜନୀତିରେ ଅପରିପକ୍ୱ ଓ ଯୋଗ୍ୟନୁହେଁ ବୋଲି ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ ପୂର୍ବାନୁମାନ କରିଥିଲା  । ଇନ୍ଦରାଙ୍କ ମୃତ୍ୟୁର ପ୍ରାୟ ୨ ବର୍ଷ ପୂର୍ବରୁ ସିଆଇଏ ପକ୍ଷରୁ...

  • ନିଉଜ ଆଲର୍ଟAug 09, 2017

    ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

    କଟକ: ପୂର୍ବତନ କେନ୍ଦୁଝର ବିଧାୟକ ସୁବର୍ଣ୍ଣ ନାଏକଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ। ୨ ଲକ୍ଷ ଟଙ୍କାର ଜମାନତ ଦେଇ ଜାମିନରେ ଯିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨ ଲକ୍ଷ ଟଙ୍କାର ଦୁଇ ଜାମିନଦାରଙ୍କ ବଦଳରେ ସେ ଜାମିନରେ ଯିବେ।...

  • ନିଉଜ ଆଲର୍ଟAug 09, 2017

    ମୁଷା ସଂଗଠନର ୩ ଆତଙ୍କବାଦୀ ନିହତ, ସଂଘର୍ଷ ଜାରି

    ଶ୍ରୀନଗର : ଜାମ୍ମୁ କାଶ୍ମୀର ପୁଲୱାମା ଜିଲା ତ୍ରାଲ ସେକ୍ଟରରେ ନିରାପତ୍ତାରକ୍ଷୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି  । ସେଠାରେ ଆଉ ୨ ଆତଙ୍କବାଦୀ ଲୁଜି ରହିଥିବା ଆଶଙ୍କା କରାଯାଉଛି  । ସୁରକ୍ଷାକର୍ମୀ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରି ରହିଛନ୍ତି ।...

  • ନିଉଜ ଆଲର୍ଟAug 09, 2017

    ଅସଦାଚରଣ ମାମଲାରେ ବିକାଶ ବରଲା ଗିରଫ

    ଚଣ୍ଡିଗଡ: ଚଣ୍ଡିଗଡର ଜଣେ ଆଇଏଏସ ଅଧିକାରୀଙ୍କ କନ୍ୟାଙ୍କୁ ଅସଦାଚରଣ ତଥା ପିଛା କରିବା ଅଭିଯୋଗରେ  ବିକାଶ ବରଲା ଓ ଆଶିଷକୁ ପୋଲିସ ଗିରଫ କରିଛି । ଏହି ସମ୍ବେଦନଶୀଳ ମାମଲାରେ ବିଭିନ୍ନ ଦିଗକୁ ଯାଞ୍ଚ କରିବା ପରେ ବୁଧବାର ପୂର୍ବାହ୍ନ ୧୧ଟାରେ...

  • ନିଉଜ ଆଲର୍ଟAug 09, 2017

    ଖାଦ୍ୟ ସମ୍ପର୍କରେ ଥିବା କିଛି ଭୁଲ ତଥ୍ୟ

    ଖାଦ୍ୟପାନୀୟ ସମ୍ପର୍କରେ ଅନେକଙ୍କର ଭୁଲ ଧାରଣା ରହିଛି। ଦିଲ୍ଲୀର ଜନୈକ  ଖାଦ୍ୟ ବିଶେଷଜ୍ଞ କ୍ଷିତିଜା ମାଥୁର ଏ ସମ୍ପର୍କିତ ତଥ୍ୟ ପ୍ରକାଶିତ କରିଛନ୍ତି। ଚିନି ଖାଇଲେ ମଧୁମେହ ରୋଗ ହୋଇଥାଏ ବୋଲି ଅଧିକାଂଶ ମତ ବ୍ୟକ୍ତ କରିଥାନ୍ତି। ତେବେ ଏହା ସତ...

  • ନିଉଜ ଆଲର୍ଟAug 09, 2017

    ନିଦ୍ରାହୀନତା ଓ ସୁନିଦ୍ରା

    ଖାଦ୍ୟପେୟ,, ଶଯ୍ୟାତ୍ୟାଗ, ମାନସିକ ଚାପ, ଉଦବେଗରେ ଅନିୟମିତତା ଯୋଗୁଁ ଅଧିକାଂଶ ବ୍ୟକ୍ତି ଏହି ନିଦ୍ରାହୀନତାରେ ଆକ୍ରାନ୍ତ ହୋଇଥାନ୍ତି। ରାତି ଭୋଜନର କିଛି ସମୟ ପରେ ୧ଚାମଚ ଶୁଦ୍ଧ ମହୁ ଖାଇଲେ ଏହା ନିଦ ପାଇଁ ସହାୟକ ହୋଇଥାଏ। ସେହିପରି ପାଚିଲା କଦଳୀ,...

  • ନିଉଜ ଆଲର୍ଟAug 09, 2017

    ମୁମ୍ବାଇରେ ମରାଠୀ କ୍ରାନ୍ତି ମୋର୍ଚ୍ଚା

    ମୁମ୍ବାଇ : ବୁଧବାର ମୁମ୍ବାଇରେ ମରାଠୀ କ୍ରାନ୍ତି ମୋର୍ଚ୍ଚାର ଆୟୋଜନ କରାଯାଇଛି । ଏଥିରେ ୧୫-୨୦ ଲକ୍ଷ ସାମିଲ ହୋଇଥିବା ଜଣାପଡିଛି । ପୂର୍ବାହ୍ନ ୧୧ଟାରେ ଜିଜାମାତା ଉଦ୍ୟାନରୁ ମୋର୍ଚ୍ଚା ଶୋଭାଯାତ୍ରା ଆରମ୍ଭ ହୋଇ ଆଜାଦ ମୈଦାନରେ ଶେଷ ହେବାର କାର୍ଯ୍ୟକ୍ରମ...

  • ନିଉଜ ଆଲର୍ଟAug 09, 2017

    ୧୮ ହଜାରରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ତିଆରି ହେଉଛି ସୁନା ରୂପାର ଶାଢୀ

    ଭାରତୀୟ ଯୁବତୀ ଓ ମହିଳାଙ୍କ ଶାଢ଼ି ପରିଧାନ ପ୍ରତି ଅହେତୁକ ଦୁର୍ବଳତା ରହିଛି। ଯେତେପ୍ରକାର ଆଧୁନିକ ପୋଷାକ ପିନ୍ଧିଲେ ମଧ୍ୟ ମହିଳାଙ୍କ ନିକଟରେ ଶାଢ଼ିର ଚାହିଦା କମ୍ ହୋଇନାହିଁ। ସୁରଟର ଗ୍ରାମୀଣ ହସ୍ତକଳା ବିକାଶ କେନ୍ଦ୍ର ବିଭିନ୍ନ ଡିଜାଇନର ଶାଢ଼ି ତିଆରି...

  • ନିଉଜ ଆଲର୍ଟAug 09, 2017

    କର ବା ମର-ଶବ୍ଦ ଦେଶ ପାଇଁ ଚମକପ୍ରଦ ଥିଲା : ମୋଦି

    ନୂଆଦିଲ୍ଲୀ : ମହାତ୍ମା ଗାନ୍ଧୀଙ୍କ କର ବା ମର ଶବ୍ଦ ଦେଶ ପାଇଁ ଚମକପ୍ରଦ ତଥା ଏକ ନୂତନ ପ୍ରେରଣା ଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଛାଡ ଆନେ୍ଦାଳନର ୭୫ ବର୍ଷ ପୂର୍ତ୍ତି ଅବସରରେ ସଂସଦରେ...

  • ନିଉଜ ଆଲର୍ଟAug 09, 2017

    ଆତତାୟୀଙ୍କ ଆକ୍ରମଣରେ ୨ ମୃତ,୨ ଗୁରୁତର

    କେନ୍ଦୁଝର : ମଙ୍ଗଳବାର ରାତିରେ ଅଜଣା ଆତତାୟୀଙ୍କ ଆକ୍ରମଣରେ ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ରଙ୍ଗମାଟିଆ ଗ୍ରାମରେ ମଙ୍ଗଳବାର ରାତିରେ କେତେ...

  • ନିଉଜ ଆଲର୍ଟAug 09, 2017

    ପତ୍ନୀକୁ ନିର୍ମମ ହତ୍ୟା,ସ୍ୱାମୀ ଗିରଫ

    ବଲାଙ୍ଗୀର : ନିଜ ପତ୍ନୀକୁ ନିର୍ମମ ଭାବରେ ହତ୍ୟା କରିବା ଅଭିଯୋଗରେ ସ୍ୱାମୀ ଗଣେଶ ନାଗ(୫୦)କୁ ପୋଲିସ ଗିରଫ କରିଛି । ସୂଚନାଯୋଗ୍ୟ,ବଲାଙ୍ଗୀକ ସଦର ବ୍ଲକ୍‌ ଅନ୍ତର୍ଗତ ବାରପୁଡିଗା ଗ୍ରାମର ଗଣେଶ ନାଗ ବୁଧବାର ଭୋରରୁ ତାଙ୍କ ପତ୍ନୀକୁ ଗୌରୀ ନାଗ(୪୫)କୁ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |