• ନିଉଜ ଆଲର୍ଟMay 31, 2017

    ଆଜିଠାରୁ ଆଇସିସି ଚମ୍ପିଆନ୍‌ସ ଟ୍ରଫି

      ଲଣ୍ଡନ : ଆଇସିସି ଚମ୍ପିଆନ୍‌ସ ଟ୍ରଫି ଗୁରୁବାର ଠାରୁ ଇଂଲଣ୍ଡ ଓ ୱେଲ୍‌ସରେ ଆରମ୍ଭ ହେଉଛି  । ୫୦ ଓଭର କ୍ରିକେଟ୍‌ରେ ବିଶ୍ୱକପ୍‌ ପରେ ଏହା ସବୁଠାରୁ ବଡ଼ ଟୁର୍ଣ୍ଣାମେଣ୍ଟ । ତେଣୁ ଏହାକୁ ମିନି ବିଶ୍ୱକପ୍‌ ବୋଲି ମଧ୍ୟ କୁହାଯାଏ...

  • ନିଉଜ ଆଲର୍ଟMay 31, 2017

    ଜଳିଗଲା ଗ୍ରୀଡ ସବ୍‌ଷ୍ଟେସନ

      ଭଦ୍ରକ : ଭଦ୍ରକ ସହରର ଗେଲପୁର ଠାରେ ଥିବା ଓପିଟିସିଏଲର  ଗ୍ରୀଡ ସବ-ଷ୍ଟେସନ (୨୨୦/୧୩୨/୩୩ କେଭି )ରେ ବୁଧବାର  ସନ୍ଧ୍ୟା ୬ଟାରେ  ଅଗ୍ନିକାଣ୍ଡ ଘଟିଛି ।  ଅଗ୍ନିକାଣ୍ଡରେ ଦୁଇଟି ଅଟୋ ଟ୍ରାନ୍ସଫର୍ମର ଭସ୍ମୀଭୂତ ହେବା ସହ ସମୁଦାୟ ଗ୍ରୀଡରେ ନିଆଁ ଲାଗି...

  • ନିଉଜ ଆଲର୍ଟMay 31, 2017

    ବୁ୍ଥରେ ଫୁଟିବ ପଦ୍ମ ! ଜୁନ ୬ରୁ ବିଜେପିର ମୋ ବୁଥ ସବୁଠୁ ମଜବୁତ କାର୍ଯ୍ୟକ୍ରମ

    ଭୁବନେଶ୍ୱର: ଓଡିଶା ଦଖଲ ପାଇଁ ବିଜେପି ନିଜ ଅଭିଯାନ ଜୋରଦାର କରିଛି। ବୁଥସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ପାଇଁ ଜୁନ ୬ରୁ ମୋ ବୁଥ ସବୁଠୁ ମଜବୁତ କାର୍ଯ୍ୟକ୍ରମ ଆରମ୍ଭ ହେବ।  ଏକ ମାସରେ ୩୬ ହଜାର ବୁଥରେ ବିଜେପି ନେତା...

  • ନିଉଜ ଆଲର୍ଟMay 31, 2017

    ଓଡ଼ିଶା ପୁଲିସର ୧୩୪୬ ପଦବୀ ପୂରଣ କରାଯିବ

      ଭୁବନେଶ୍ୱର : ଓଡ଼ିଶା ପୁଲିସରେ ଖାଲିଥିବା ୧୩୪୬ଟି ପଦବୀ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ଏଥିରେ ୨୧୮ଟି କନଷ୍ଟେବଳ ପଦବୀ ଥିବାବେଳେ ଓଏସଏପି/ଓଏସଏପି (ଏସଏସ)ବାଟାଲିଅନରେ ୭୩୩ ସିପାହୀ ପଦବୀ ଏବଂ ଆଇଆର/ଏସଆଇଆର ବାଟାଲିଅନରେ ୩୯୫ କନଷ୍ଟେବଳ...

  • ନିଉଜ ଆଲର୍ଟMay 31, 2017

    ତମାଖୁ ବିକ୍ରି, ପ୍ରସ୍ତୁତି ଉପରେ ଲାଗିବ କଟକଣା

       ଭୁବନେଶ୍ୱର : ତମାଖୁ ବ୍ୟବହାର ଏବେ ଏକ ଜନସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି । ବିକାଶ କ୍ଷେତ୍ରରେ ମଧ୍ୟ ଏହା ପ୍ରତିବନ୍ଧକ । ତେଣୁ ତମାଖୁ ବ୍ୟବହାର କମାଇବା ସହିତ ନିକୋଟିନ୍ୟୁକ୍ତ ତମାଖୁ ଦ୍ରବ୍ୟର ପ୍ରସ୍ତୁତି ଏବଂ ବିକ୍ରୟ ଉପରେ...

  • ନିଉଜ ଆଲର୍ଟMay 31, 2017

    ରାମ ମନ୍ଦିର ପ୍ରସଙ୍ଗରେ ରୁଦ୍ଧଦ୍ୱାର ବୈଠକ

    ଅଯୋଧ୍ୟା : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଅଯୋଧ୍ୟା ଗସ୍ତରେ ଯାଇଥିଲେ  । ସେଠାରେ ସେ ପ୍ରଭୁ ରାମଲାଲଙ୍କ ଦର୍ଶନ କରିବା ସହ ସରାୟୁ ନତୀ ତଟରେ ପୂଜା କରିଥିଲେ  । ଏହି ଅବସରରେ ସେ ରାମ ମନ୍ଦିର ପ୍ରସଂଗରେ...

  • ନିଉଜ ଆଲର୍ଟMay 31, 2017

    ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ଦୁଇଟି ପ୍ରକଳ୍ପ ସଂପର୍କରେ ଆଲୋଚନା

    ଭୁବନେଶ୍ୱର : ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟିରେ ୪୩୨୯କୋଟି ଟଙ୍କାର ଦୁଇଟି ପ୍ରକଳ୍ପ ସଂପର୍କରେ ଆଲୋଚନା କରାଯାଇଛି  । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ସଚ୍ଚିବାଳୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲାସ୍ତରୀୟ ସିଙ୍ଗଲ...

  • ନିଉଜ ଆଲର୍ଟMay 31, 2017

    କିଙ୍ଗଫିସର ଘର ନିଲାମ ୫ମ ଥର ବି ଫେଲ୍‌

    ମୁମ୍ବାଇ : ପଳାତକ ବିଜନେସ ଟାଇକୁନ୍‌ ତଥା କିଙ୍ଗଫିସ୍‌ର ମାଲିକ ବିଜୟ ମାଲ୍ୟାଙ୍କ କିଙ୍ଗଫିସ୍‌ରର ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟାଳୟ ନିଲାମ ୫ମ ଥର ପାଇଁ ବିଫଳ ହୋଇଛି  । ନିଲାମ ଧାର୍ଯ୍ୟ ଡାକମୂଲ୍ୟକୁ ହ୍ରାସ କରାଯାଇ ୫ମ ଥର ନିଲାମ ଡକାଯାଇଥିଲା...

  • ନିଉଜ ଆଲର୍ଟMay 31, 2017

    ଇଣ୍ଟରସେପ୍ଟରରୁ ନିକ୍ଷେପ କଲା ବାଲାଷ୍ଟିକ କ୍ଷେପଣାସ୍ତ୍ର: ଆମେରିକା

    ଆମେରିକା ଲମ୍ବା ଦୂରତା ସମ୍ପନ୍ନ ଉନ୍ନତ ଇଣ୍ଟରସେପ୍ଟରକୁ ବ୍ୟବହାର କରି ଅନ୍ତମହାଦ୍ୱିପୀୟ ବାଲାଷ୍ଟିକ ମିସାଇଲ ନିକ୍ଷେପ କରିବାକୁ ସଫଳ ହୋଇଛି । ଏଭଳି ପରୀକ୍ଷଣ ପ୍ରଥମ ଥର ପାଇଁ ଆମେରିକା ପକ୍ଷରୁ କରାଯାଇ ଥିଲା । ଏହି ପ୍ରକ୍ରିୟା ଦ୍ୱାରା ଆମେରିକାଠାରୁ...

  • ନିଉଜ ଆଲର୍ଟMay 31, 2017

    ଶ୍ରୀଲଙ୍କା ବନ୍ୟା ; ମୃତ୍ୟୁ ସଂଖ୍ୟା ୨୦୦ ଟପିଲା

    କଲମ୍ବୋ : ଶ୍ରୀଲଙ୍କାରେ ଲାଗିରହିଥିବା ଭୟାବହ ବନ୍ୟାରେ ମୃତୁ୍ୟସଂଖ୍ୟା ୨୦୦ ଟପିଯାଇଛି । ପାଖାପାଖି ୯୪ ଜଣ ଏବେବି ନିଖୋଜ ଅଛନ୍ତି । ଏହି ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ପ୍ରାୟ ଅଧ ନିୟୁତ ଲୋକେ ତାଙ୍କ ଘର ଛାଡ଼ି ଅନ୍ୟତ୍ର ଆଶ୍ରୟ...

  • ନିଉଜ ଆଲର୍ଟMay 31, 2017

    ଆଇ.ଆଇ.ଟି. ଖଡ଼ଗପୁରର ଗବେଷକଙ୍କ ସଫଳତା

      ଖଡ଼ଗପୁର : ଆଇ.ଆଇ.ଟି. ଖଡ଼ଗପୁରର ଗବେଷକମାନେ ଏକ ନୂଆ ଜ୍ଞାନ କୌଶଳର ବିକାଶ କରିଛନ୍ତି, ଯାହାଦ୍ୱାରା ଜୈବ ଇନ୍ଧନ ଉତ୍ପାଦନ ପ୍ରକ୍ରିିୟା ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇ ଏହାକୁ ଶସ୍ତାରେ ଅଧିକ ଶୀଘ୍ର ଓ ପ୍ରଦୂଷଣମୁକ୍ତ କରାଯାଇପାରିବ  । କୃଷି ଓ ରାଜ୍ୟ...

  • ନିଉଜ ଆଲର୍ଟMay 31, 2017

    କାଶ୍ମୀର ପାଇଁ ସ୍ୱତନ୍ତ୍ର ଫେସ୍‌ବୁକ୍‌

    ଶ୍ରୀନଗର : କାଶ୍ମୀରରେ ଲାଗିରହିଥିବା ହିଂସା ଓ ଅଶାନ୍ତି ଯୋଗୁଁ ରାଜ୍ୟ ସରକାର ଇଣ୍ଟରନେଟ୍‌ ଓ ସୋସିଆଲ ମିଡ଼ିଆ ସାଇଟଗୁଡ଼ିକ ଉପରେ କଟକଣା ଜାରି କରିଛନ୍ତି  । ଫଳରେ ଫେସ୍‌ବୁକ, ଟ୍ୱିଟର, ହ୍ୱାଟସଆପ, ଗୁଗଲପ୍ଲସ, ହ୍ୟାଂଗଆଉଟ, ଜିଓ ଭିଡ଼ିଓ ଚାଟ ଭଳି...

  • ନିଉଜ ଆଲର୍ଟMay 31, 2017

    ଏସଏମଏସ୍‌ ଦ୍ୱାରା କରିହେବ ଆଧାର ଓ ପାନ କାର୍ଡ ଲିଙ୍କ୍‌

    ମୁମ୍ବାଇ: ଏବେ କରଦାତାମାନେ ଏସଏମଏସ ମାଧ୍ୟମରେ ନିଜ ପାନ କାର୍ଡସହ ଆଧାର କାର୍ଡକୁ ଲିଙ୍କ କରିପାରିବେ।ଏଥିପାଇଁ ଆୟକର ବିଭାଗ ବିଭିନ୍ନ ଖବର କାଗଜରେ ବିଜ୍ଞାପନ ଦେଇଛି। ଏହି ବିଜ୍ଞାପନରେ କିପରି ଆଧାରକାର୍ଡକୁ କିପରି ପାନ କାର୍ଡସହ ଲିଙ୍କ କରିହେବା ସେ ବିଷୟରେ...

  • ନିଉଜ ଆଲର୍ଟMay 31, 2017

    ପ୍ୟାରିସ୍ ଜଳବାୟୁ ରାଜିନାମା ତୁରନ୍ତ କାର୍ଯ୍ୟକାରୀ ହେବା ଆବଶ୍ୟକ

      ନ୍ୟୁୟର୍କ : ପ୍ୟାରିସ୍ ଜଳବାୟୁ ରାଜିନାମା ତୁରନ୍ତ କାର୍ଯ୍ୟକାରୀ ହେବା ଆବଶ୍ୟକ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ କହିଛନ୍ତି । ମଙ୍ଗଳବାର ନ୍ୟୁୟର୍କ ବିଶ୍ୱ ବିଦ୍ୟାଳୟଠାରେ ଶ୍ରୀ ଗୁଟେରେସ୍ କହିଛନ୍ତି, ଅଧିକ ଆଗ୍ରହର ସହିତ ବିଶ୍ୱ ୨୦୧୫ ରାଜିନାମାର ପ୍ରତିଶୁତିଗୁଡ଼ିକୁ ପାଳନ...

  • ନିଉଜ ଆଲର୍ଟMay 31, 2017

    ଜିଏସଟି ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବ

      ନୂଆଦିଲ୍ଳୀ : ସାମଗ୍ରୀ ଓ ସେବାକର (ଜିଏସଟି) ବିଲ୍‌ ଗୃହିତ କରାଇବା ନେଇ ବୁଧବାର ଦିଲ୍ଳୀ ବିଧାନସଭାର ସ୍ୱତନ୍ତ୍ର ଦିନିକିଆ ଅଧିବେଶନ ବସିଛି  । ପୁର୍ବରୁ ରାଜ୍ୟ କ୍ୟାବିନେଟରେ ବିଲ୍‌କୁ ଅନୁମୋଦନ ମିଳିଥିଲା  । ଅନେକଗୁଡିଏ ରାଜ୍ୟ ମହାରାଷ୍ଟ୍ର, ଓଡ଼ିଶା, ଗୁଜଗୁରାଟ,...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |