• ନିଉଜ ଆଲର୍ଟJun 02, 2017

    ଜାମ୍ମୁ କାଶ୍ମୀରର ୧୪ଜଣ ଯୁବକ ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ

    ନୂଆଦିଲ୍ଲୀ:ଜାମ୍ମୁ କାଶ୍ମୀରରେ ଆତଙ୍କର ମାହୋଲ ଥିବା ବେଳେ ଚଳିତ ବର୍ଷର ସିଭିଲ ସର୍ଭିସ ପରୀକ୍ଷାରେ ୧୪ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଗତ ବର୍ଷ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ବୁରହାନ ବାନୀର ମୃତୁ୍ୟ ପରେ କାଶ୍ମୀରର ପରିସ୍ଥିତି ବିଗିଡିବା ସହ ଛଅ...

  • ନିଉଜ ଆଲର୍ଟJun 02, 2017

    ‘ବିଜେପି ସହ ହାତ ମିଳାଇବେନି ନୀତିଶ’

    ଗୌହାଟୀ/ନୂଆଦିଲ୍ଲୀ : ଜେଡିୟୁ ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଜେପି ପଟକୁ ଯିବେନି । ବିଜେପି ସହ ନୀତିଶଙ୍କ ହାତ ମିଶାଇବାର ପ୍ରଶ୍ନ ଉଠୁନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି  । କଂଗ୍ରେସ ମୁଖପାତ୍ର ସକିଲ ଅହମ୍ମଦ ଏନେଇ...

  • ନିଉଜ ଆଲର୍ଟJun 02, 2017

    ନାଗାଲାଣ୍ଡ ବନ୍ୟାରେ ଭାସିଗଲେ ୨

    କୋହିମା : ଉତ୍ତର-ପୂର୍ବ ରାଜ୍ୟରେ ମୌସୁମୀ ପହଞ୍ଚିବାପରଠାରୁ ପ୍ରବଳ ବର୍ଷା ଲାଗିରହିଛି । ଫଳରେ ନାଗାଲାଣ୍ଡରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି  । ନାଗାଲାଣ୍ଡର ଫେକ ଜିଲା ମେଲିରୁ ଗ୍ରାମରେ ଘର ସହ ବନ୍ୟାରେ ଭାସି ଯାଇ ୨ ଜଣଙ୍କ...

  • ନିଉଜ ଆଲର୍ଟJun 01, 2017

    ଶ୍ରୀଲଙ୍କାରେ ଡଙ୍ଗା ବୁଡ଼ି ୩ ମୃତ

    କଲମ୍ବୋ : ବନ୍ୟା ପ୍ରଭାବିତ ଶ୍ରୀଲଙ୍କାର ନାଗୋଡ଼ା ଅଞ୍ଚଳରେ ଏକ ଡଙ୍ଗା ବୁଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଛି  । ଜଣେ ମହିଳା, ତାଙ୍କ ୧୪ ବର୍ଷିୟ ପୁଅ ଓ ଜଣେ ଡଙ୍ଗା ବାହକ ଏକ ଡଙ୍ଗାରେ ଜଣେ ସମ୍ପର୍କୀୟଙ୍କ ସୁଧି...

  • ନିଉଜ ଆଲର୍ଟJun 01, 2017

    ୮ ପ୍ରମୁଖ କ୍ଷେତ୍ରରେ ଅଭିବୃଦ୍ଧି ହ୍ରାସ

    ନୂଆଦିଲ୍ଲ : ଦେଶର ପ୍ରମୁଖ ୮ କ୍ଷେତ୍ରରେ ଅଭିବୃଦ୍ଧି ହ୍ରାସ ପାଇ ୨.୫%ରେ ପହଞ୍ଚିଛି  । ଗତବର୍ଷର୍ ଅପ୍ରେଲରେ କୋଇଲା, ଅଶୋଧିତ ତୈଳ, ସିମେଣ୍ଟ, ପ୍ରାକୃତିକ ବାଷ୍ପ, ରିଫାଇନେରୀ ଉତ୍ପାଦ, ସାର, ଇସ୍ପାତ ଏବଂ ଇସ୍ପାତ ଭଳି ୮ କ୍ଷେତ୍ରରେ ଅଭିବୃଦ୍ଧି...

  • ନିଉଜ ଆଲର୍ଟJun 01, 2017

    ରୁବି ରାୟ ପାର୍ଟ -୨ : ଆଉ ଜଣେ ଟପ୍ପରକୁ ନେଇ ଚର୍ଚ୍ଚା

    ପାଟନା : ବିହାରରେ ରୁବି ରାୟ ପାର୍ଟ -୨ ଟପ୍ପର କଳେଙ୍କରୀ ଘଟଣାର ପୁନରାବୃତ୍ତି ଘଟିଥିବା ଆଲୋଚନା ହେଉଛି । +୨ କଳା ପରୀକ୍ଷାରେ ଟପ୍ପର ଛାତ୍ର ଗଣେଶ କୁମାର ସାଧାରଣ ପ୍ରଶ୍ନର ଉତ୍ତର ଦେଇପାରୁନାହାନ୍ତି । ଯାହା ଏବେ ଦେଶବ୍ୟାପୀ...

  • ନିଉଜ ଆଲର୍ଟJun 01, 2017

    ଗ୍ରାମୀଣ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ : ଦେବଗଡ଼ ‘ବାହ୍ୟ ମଳତ୍ୟାଗ ମୁକ୍ତ’ ଜିଲ୍ଲା !

      ଭୁବନେଶ୍ୱର : ରାଜ୍ୟରେ ଗ୍ରାମୀଣ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଅଗ୍ରଗତି ଘଟିଛି । କେନ୍ଦ୍ର କ୍ୟାବିନେଟ ସଚିବ ପ୍ରଦୀପକୁମାର ସିହ୍ନା ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସରେ କରିଥିବା ଆଲୋଚନାରୁ ଏହା ଜଣାପଡିଛି  । ଚଳିତମାସ ଶେଷ ସୁଦ୍ଧା...

  • ନିଉଜ ଆଲର୍ଟJun 01, 2017

    ବାଣୀବିହାର ନୂଆ ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ଶତପଥୀ

      ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନ୍‌ସିଲର ନୂଆ ଅଧ୍ୟକ୍ଷ ଭାବେ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟକୁ ଉକ୍ରର୍ଷ କେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ ବାଣୀବିହାରେ ଶୈକ୍ଷିକ ବାତାବରଣ ବଜାୟ ରଖିବା ସାଙ୍ଗକୁ...

  • ନିଉଜ ଆଲର୍ଟJun 01, 2017

    ଫିଲିଫାଇନ୍ସରେ ଆକାଶ ମାର୍ଗରୁ ଆକ୍ରମଣରେ ତ୍ରୁଟି, ୧୧ ସୈନ୍ୟ ମୃତ

    ମରୱି/ମନିଲା : ଆତଙ୍କବାଦଙ୍କ କବଜାରେ ଥିବା ଦକ୍ଷିଣ ଫିଲିଫାଇନ୍ସର ମରୱି ସହରରେ ଆକାଶମାର୍ଗରୁ ଆକ୍ରମଣରେ ତ୍ରୁଟି ଯୋଗୁ ୧୧ ଜଣ ସେନ୍ୟ ସହିଦ ହୋଇଛନ୍ତି  । ସେଠାରେ ଆତଙ୍କବାଦ ନିପାତ ପାଇଁ ଚାଲିଥିବା ଅଭିଯାନରେ ଏହା ଏକ ବଡ଼ ଝଟକା ସଦୃଶ...

  • ନିଉଜ ଆଲର୍ଟJun 01, 2017

    ଦ୍ୱୈତ ନଗରୀରେ କାଳବୈଶାଖୀ ; ନନ୍ଦନକାନନ ଦୁଇ ଦିନ ବନ୍ଦ

      ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ କେରଳ ଛୁଇଁଥିବା ବେଳେ ଆସନ୍ତା ୧୦ତାରିଖ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ସହିତ କାଳବୈଶାଖୀ ଅନୁଭୂତ ହେଉଛି ।...

  • ନିଉଜ ଆଲର୍ଟJun 01, 2017

    ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଏକ ହଜାର ମହିଳାଙ୍କୁ ଗ୍ୟାସ ସଂଯୋଗ

    ରାୟଗଡା : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ରାୟଗଡା ଏକ ସମୟରେ ଏକ ହଜାର ମହିଳାଙ୍କୁ  ଗ୍ୟାସ ସଂଯୋଗ ଦିଆଯାଇଛି  । କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାସ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ରାୟଗଡାର ତେଜସ୍ୱୀ ପଡିଆରେ ଆୟୋଜିତ ଏକ ସ୍ୱତନ୍ତ୍ର...

  • ନିଉଜ ଆଲର୍ଟJun 01, 2017

    ଭାରତୀୟ ସେନାର ଉଦ୍ୟମ ବେଶ୍ ପ୍ରଶଂସନୀୟ : ରାଜନାଥ

      ନୂଆଦିଲ୍ଳୀ : ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ପାକିସ୍ଥାନ ପଟୁ ଅନୁପ୍ରବେଶ ଘଟଣା ହ୍ରାସ ପାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି । ଗୁରୁବାର ନୂଆଦିଲ୍ଲୀରେ ସୀମା ସୁରକ୍ଷାବାହିନୀର ପ୍ରତିଷ୍ଠା ଦିବସ ଉତ୍ସବରେ ଉଦବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି...

  • ନିଉଜ ଆଲର୍ଟJun 01, 2017

    ଆମ୍ ଆଦମୀ ପାର୍ଟିର ଇଭିଏମ୍‌ ଚ୍ୟାଲେଞ୍ଜ ଆୟୋଜନ ଆସନ୍ତା ୩ ତାରିଖରେ

      ନୂଆଦିଲ୍ଳୀ : ଆମ୍ ଆଦମୀ ପାର୍ଟି ଆସନ୍ତା ୩ ତାରିଖରେ ତାହାର ନିଜର ଇଭିଏମ୍‌ ଚ୍ୟାଲେଞ୍ଜ ଆୟୋଜନ କରିବାକୁ ଘୋଷଣା କରିଛି । ଏହା ପୂର୍ବରୁ ନିର୍ବାଚନ କମିଶନ ଆମ୍ ଆଦମୀ ପାର୍ଟିର ହେକାଥନ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା  । ବିଭିନ୍ନ...

  • ନିଉଜ ଆଲର୍ଟJun 01, 2017

    ‘କ୍ଷମା ପ୍ରାର୍ଥନା ପର୍ଯ୍ୟନ୍ତ କୁଳଭୂଷଣଙ୍କୁ ହେବନି ଫାଶୀ’

    ଇସଲାମାବାଦ : କ୍ଷମା ପାର୍ଥନା ଆବେଦନର ବିଚାର ନହେବା ପର୍ଯ୍ୟନ୍ତ କୁଳଭୂଷଣ ଯାଦବଙ୍କୁ ଫାଶୀ ଦିଆଯିବ ନାହିଁ  । ତାଙ୍କୁ କ୍ଷମା ପ୍ରାର୍ଥନା ଆବେଦନ ପାଇଁ ସବୁ ସୁଯୋଗ ଦିଆଯିବ ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି  । ପ୍ରକାଶଯୋଗ୍ୟ ଯେ, ଭାରତର...

  • ନିଉଜ ଆଲର୍ଟJun 01, 2017

    କେଜେରିୱାଲ ମୁର୍ଖମନ୍ତ୍ରୀ

    ନୂଆଦିଲ୍ଲୀ : ଦିଲ୍ଳୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିୱାଲ  । ଏହା ପ୍ରାୟ ସବୁ ଭାରତୀୟ ଜାଣିଛନ୍ତି । ତେବେ ଅରବିନ୍ଦ କେଜେରିୱାଲଙ୍କ ବିଷୟରେ  ଅଧିକ କିଛି ଜାଣିବାକୁ ଯଦି ଆପଣ ଇଣ୍ଟରନେଟର ସାହାଯ୍ୟ ନେବେ ତେବେ କିଛି ରୋଚକ ତଥ୍ୟ ପାଇବେ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |