• ନିଉଜ ଆଲର୍ଟJun 01, 2017

    ୮ ପ୍ରମୁଖ କ୍ଷେତ୍ରରେ ଅଭିବୃଦ୍ଧି ହ୍ରାସ

    ନୂଆଦିଲ୍ଲ : ଦେଶର ପ୍ରମୁଖ ୮ କ୍ଷେତ୍ରରେ ଅଭିବୃଦ୍ଧି ହ୍ରାସ ପାଇ ୨.୫%ରେ ପହଞ୍ଚିଛି  । ଗତବର୍ଷର୍ ଅପ୍ରେଲରେ କୋଇଲା, ଅଶୋଧିତ ତୈଳ, ସିମେଣ୍ଟ, ପ୍ରାକୃତିକ ବାଷ୍ପ, ରିଫାଇନେରୀ ଉତ୍ପାଦ, ସାର, ଇସ୍ପାତ ଏବଂ ଇସ୍ପାତ ଭଳି ୮ କ୍ଷେତ୍ରରେ ଅଭିବୃଦ୍ଧି...

  • ନିଉଜ ଆଲର୍ଟJun 01, 2017

    ରୁବି ରାୟ ପାର୍ଟ -୨ : ଆଉ ଜଣେ ଟପ୍ପରକୁ ନେଇ ଚର୍ଚ୍ଚା

    ପାଟନା : ବିହାରରେ ରୁବି ରାୟ ପାର୍ଟ -୨ ଟପ୍ପର କଳେଙ୍କରୀ ଘଟଣାର ପୁନରାବୃତ୍ତି ଘଟିଥିବା ଆଲୋଚନା ହେଉଛି । +୨ କଳା ପରୀକ୍ଷାରେ ଟପ୍ପର ଛାତ୍ର ଗଣେଶ କୁମାର ସାଧାରଣ ପ୍ରଶ୍ନର ଉତ୍ତର ଦେଇପାରୁନାହାନ୍ତି । ଯାହା ଏବେ ଦେଶବ୍ୟାପୀ...

  • ନିଉଜ ଆଲର୍ଟJun 01, 2017

    ଗ୍ରାମୀଣ ସ୍ୱଚ୍ଛଭାରତ କାର୍ଯ୍ୟକ୍ରମ : ଦେବଗଡ଼ ‘ବାହ୍ୟ ମଳତ୍ୟାଗ ମୁକ୍ତ’ ଜିଲ୍ଲା !

      ଭୁବନେଶ୍ୱର : ରାଜ୍ୟରେ ଗ୍ରାମୀଣ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଅଗ୍ରଗତି ଘଟିଛି । କେନ୍ଦ୍ର କ୍ୟାବିନେଟ ସଚିବ ପ୍ରଦୀପକୁମାର ସିହ୍ନା ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଭିଡିଓ କନଫରେନ୍ସରେ କରିଥିବା ଆଲୋଚନାରୁ ଏହା ଜଣାପଡିଛି  । ଚଳିତମାସ ଶେଷ ସୁଦ୍ଧା...

  • ନିଉଜ ଆଲର୍ଟJun 01, 2017

    ବାଣୀବିହାର ନୂଆ ପିଜି କାଉନ୍‌ସିଲ୍‌ ଅଧ୍ୟକ୍ଷ ବ୍ରହ୍ମାନନ୍ଦ ଶତପଥୀ

      ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି କାଉନ୍‌ସିଲର ନୂଆ ଅଧ୍ୟକ୍ଷ ଭାବେ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟକୁ ଉକ୍ରର୍ଷ କେନ୍ଦ୍ର ଭାବେ ଗଢ଼ିତୋଳିବା ପାଇଁ ବାଣୀବିହାରେ ଶୈକ୍ଷିକ ବାତାବରଣ ବଜାୟ ରଖିବା ସାଙ୍ଗକୁ...

  • ନିଉଜ ଆଲର୍ଟJun 01, 2017

    ଫିଲିଫାଇନ୍ସରେ ଆକାଶ ମାର୍ଗରୁ ଆକ୍ରମଣରେ ତ୍ରୁଟି, ୧୧ ସୈନ୍ୟ ମୃତ

    ମରୱି/ମନିଲା : ଆତଙ୍କବାଦଙ୍କ କବଜାରେ ଥିବା ଦକ୍ଷିଣ ଫିଲିଫାଇନ୍ସର ମରୱି ସହରରେ ଆକାଶମାର୍ଗରୁ ଆକ୍ରମଣରେ ତ୍ରୁଟି ଯୋଗୁ ୧୧ ଜଣ ସେନ୍ୟ ସହିଦ ହୋଇଛନ୍ତି  । ସେଠାରେ ଆତଙ୍କବାଦ ନିପାତ ପାଇଁ ଚାଲିଥିବା ଅଭିଯାନରେ ଏହା ଏକ ବଡ଼ ଝଟକା ସଦୃଶ...

  • ନିଉଜ ଆଲର୍ଟJun 01, 2017

    ଦ୍ୱୈତ ନଗରୀରେ କାଳବୈଶାଖୀ ; ନନ୍ଦନକାନନ ଦୁଇ ଦିନ ବନ୍ଦ

      ଭୁବନେଶ୍ୱର : ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ କେରଳ ଛୁଇଁଥିବା ବେଳେ ଆସନ୍ତା ୧୦ତାରିଖ ସୁଦ୍ଧା ଓଡ଼ିଶାରେ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ସହିତ କାଳବୈଶାଖୀ ଅନୁଭୂତ ହେଉଛି ।...

  • ନିଉଜ ଆଲର୍ଟJun 01, 2017

    ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଏକ ହଜାର ମହିଳାଙ୍କୁ ଗ୍ୟାସ ସଂଯୋଗ

    ରାୟଗଡା : ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ରାୟଗଡା ଏକ ସମୟରେ ଏକ ହଜାର ମହିଳାଙ୍କୁ  ଗ୍ୟାସ ସଂଯୋଗ ଦିଆଯାଇଛି  । କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାସ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ରାୟଗଡାର ତେଜସ୍ୱୀ ପଡିଆରେ ଆୟୋଜିତ ଏକ ସ୍ୱତନ୍ତ୍ର...

  • ନିଉଜ ଆଲର୍ଟJun 01, 2017

    ଭାରତୀୟ ସେନାର ଉଦ୍ୟମ ବେଶ୍ ପ୍ରଶଂସନୀୟ : ରାଜନାଥ

      ନୂଆଦିଲ୍ଳୀ : ସର୍ଜିକାଲ୍ ଷ୍ଟ୍ରାଇକ୍ ପରେ ପାକିସ୍ଥାନ ପଟୁ ଅନୁପ୍ରବେଶ ଘଟଣା ହ୍ରାସ ପାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି । ଗୁରୁବାର ନୂଆଦିଲ୍ଲୀରେ ସୀମା ସୁରକ୍ଷାବାହିନୀର ପ୍ରତିଷ୍ଠା ଦିବସ ଉତ୍ସବରେ ଉଦବୋଧନ ଦେଇ ଶ୍ରୀ ସିଂହ କହିଛନ୍ତି...

  • ନିଉଜ ଆଲର୍ଟJun 01, 2017

    ଆମ୍ ଆଦମୀ ପାର୍ଟିର ଇଭିଏମ୍‌ ଚ୍ୟାଲେଞ୍ଜ ଆୟୋଜନ ଆସନ୍ତା ୩ ତାରିଖରେ

      ନୂଆଦିଲ୍ଳୀ : ଆମ୍ ଆଦମୀ ପାର୍ଟି ଆସନ୍ତା ୩ ତାରିଖରେ ତାହାର ନିଜର ଇଭିଏମ୍‌ ଚ୍ୟାଲେଞ୍ଜ ଆୟୋଜନ କରିବାକୁ ଘୋଷଣା କରିଛି । ଏହା ପୂର୍ବରୁ ନିର୍ବାଚନ କମିଶନ ଆମ୍ ଆଦମୀ ପାର୍ଟିର ହେକାଥନ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା  । ବିଭିନ୍ନ...

  • ନିଉଜ ଆଲର୍ଟJun 01, 2017

    ‘କ୍ଷମା ପ୍ରାର୍ଥନା ପର୍ଯ୍ୟନ୍ତ କୁଳଭୂଷଣଙ୍କୁ ହେବନି ଫାଶୀ’

    ଇସଲାମାବାଦ : କ୍ଷମା ପାର୍ଥନା ଆବେଦନର ବିଚାର ନହେବା ପର୍ଯ୍ୟନ୍ତ କୁଳଭୂଷଣ ଯାଦବଙ୍କୁ ଫାଶୀ ଦିଆଯିବ ନାହିଁ  । ତାଙ୍କୁ କ୍ଷମା ପ୍ରାର୍ଥନା ଆବେଦନ ପାଇଁ ସବୁ ସୁଯୋଗ ଦିଆଯିବ ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି  । ପ୍ରକାଶଯୋଗ୍ୟ ଯେ, ଭାରତର...

  • ନିଉଜ ଆଲର୍ଟJun 01, 2017

    କେଜେରିୱାଲ ମୁର୍ଖମନ୍ତ୍ରୀ

    ନୂଆଦିଲ୍ଲୀ : ଦିଲ୍ଳୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିୱାଲ  । ଏହା ପ୍ରାୟ ସବୁ ଭାରତୀୟ ଜାଣିଛନ୍ତି । ତେବେ ଅରବିନ୍ଦ କେଜେରିୱାଲଙ୍କ ବିଷୟରେ  ଅଧିକ କିଛି ଜାଣିବାକୁ ଯଦି ଆପଣ ଇଣ୍ଟରନେଟର ସାହାଯ୍ୟ ନେବେ ତେବେ କିଛି ରୋଚକ ତଥ୍ୟ ପାଇବେ...

  • ନିଉଜ ଆଲର୍ଟJun 01, 2017

    ମୋଦି-ପୁତିନ ଶିଖର ବୈଠକ ଆଜି ରାତିରେ

      ମସ୍କୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ ଆଜି ରାତିରେ ଶୀର୍ଷ ବୈଠକରେ ଯୋଗଦେବେ  । କନଷ୍ଟାଣ୍ଟାଇନ ପ୍ରାସାଦରେ ପରିସରରେ ଓଭାଲ୍ ହଲରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ । ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ...

  • ନିଉଜ ଆଲର୍ଟJun 01, 2017

    ଦିନାକରନ ଓ ମଲ୍ଲିକାର୍ଜୁନଙ୍କୁ ଜାମିନ

    ଚେନ୍ନଇ : ଏଆଇଏଡିଏମ୍‌କେ (ଅମ୍ମା) ଦଳର ଉପ-ସାଧାରଣ ସଚିବ ଟିଟିଭି ଦିନାକର ଏବଂ ତାଙ୍କ ସହଯୋଗୀ ମଲ୍ଲିକାର୍ଜୁନଙ୍କୁ ଜାମିନ ମଂଜୁର ହୋଇଛି  । ଏଆଇଡିଏମ୍‌କେ ଚିହ୍ନ ପାଇଁ ଲାଞ୍ଚ ଦେବା ମାମଲାର ବିଚାର କରି ମଙ୍ଗଳବାର ଦିନ ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର...

  • ନିଉଜ ଆଲର୍ଟJun 01, 2017

    ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ପାଶ୍ୱାନଙ୍କୁ ଚିଠି

      ଭୁବନେଶ୍ୱର :  ରାଜ୍ୟରେ ୩.୨୬ କୋଟି ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଛି; ମାତ୍ର ଏହା ପର୍ଯ୍ୟାପ୍ତ ନୁହେଁ । ତେଣୁ ଆଉ ୧୫ ଲକ୍ଷ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କୁ  ରାଜ୍ୟ...

  • ନିଉଜ ଆଲର୍ଟJun 01, 2017

    ସରକାରୀ ଅର୍ଥରେ ଚାଲିଛି ମୋଦି ଉତ୍ସବ:ବିଜେଡି

    ଭୁବନେଶ୍ୱର : ‘ସବ୍‌କା ସାଥ ସବ୍‌କା ବିକାଶ’ କାର୍ଯ୍ୟକ୍ରମ ଜରିଆରେ ବିଜେପି ନେତୃତ୍ୱରେ ପରିଚାଳିତ ଏନଡ଼ିଏ ସରକାର ଲୋକଙ୍କ ଟିକସ ଅର୍ଥରେ ନିଜର ପ୍ରଚାର ଚଳାଇଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ବିଜେଡି ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |