• ନିଉଜ ଆଲର୍ଟAug 11, 2017

    ଉତ୍ତରାଖଣ୍ଡରେ ବର୍ଷା ଓ ବଜ୍ରପାତରେ ବହୁ ବାସସ୍ଥାନ ନଷ୍ଟ

    ଦେରାଡୁନ:ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଲାଗିରହିଥିବା ବେଳେ, ବଜ୍ରପାତ ତଥା ବର୍ଷା କାରଣରୁ ବହୁ ଲୋକଙ୍କ ବାସସ୍ଥାନ ଦବିଯିବା ସହ ନଷ୍ଟ ହୋଇଯାଇଛି । ବଜ୍ରପାତ କାରଣରୁ ୬-୭ଟି ଘର ନଷ୍ଟ ହୋଇଯାଇଥିବା ବେଳେ ବର୍ଷା ପ୍ରଭାବରେ ବହୁ ଗୃହ ପାଳିତ ପଶୁ...

  • ନିଉଜ ଆଲର୍ଟAug 10, 2017

    ଡଙ୍ଗା ବୁଡ଼ି ୮ ମୃତ

    କୋଟା : ରାଜସ୍ଥାନର ଝଲୱାର ଜିଲାର ପରବନ ନଦୀରେ ଏକ ଡଙ୍ଗା ବୁଡି ୮ଜଣଙ୍କର ମୃତୁ୍ୟ ହୋଇଛି । ୧୭ଜଣ  ଯାତ୍ରୀଙ୍କୁ ନେଇ ଏକ ଡଙ୍ଗା ବରନ ଜିଲାରୁ ଇକରେଲା ଅଭିମୁଖେ ଯାଉଥିବାବେଳେ ଏହା ବୁଡି ଯାଇଥିଲା । ୪ଜଣ ଡଙ୍ଗା...

  • ନିଉଜ ଆଲର୍ଟAug 10, 2017

    ଆଡଭାନ୍ସ ରେଡାର ସହ ଉଡାଣ କଲା ଜାଗୁଆର

    ବେଙ୍ଗାଲୁରୁ : ପ୍ରଥମ ଥର ପାଇଁ ଜାଗୁଆର ଲଢୁଆ ଯୁଦ୍ଧ ବିମାନକୁ ଆଡଭାନ୍ସ ରେଡାର ସହ ଗୁରୁବାର ଉଡାଣ କରାଯାଇଛି । ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ (ହାଲ୍‌) ଠାରେ ଜାଗୁଆର ଯୁଦ୍ଧ ବିମାନରେ ଆକ୍ଟିଭ ଇଲୋକ୍ଟ୍ରେନିକାଲି ସ୍କାନଡ ଆରଏ (ଏଇଏସଏ) ଖଞ୍ଜା...

  • ନିଉଜ ଆଲର୍ଟAug 10, 2017

    ଡୋକଲାମ ସୀମା ବିବାଦ କାରଣରୁ ସେନା ପକ୍ଷରୁ ଅଗଷ୍ଟରେ ଆରମ୍ଭ ହେବ ଅପରେସନ ଆଲର୍ଟ

    ନୂଆଦିଲ୍ଲୀ:ଗତ ଦେଢ ମାସରୁ ଉଦ୍ଧ୍ୱର୍ ହେବ ଡୋକଲାମ ସୀମାରେ ଭାରତ ଓ ଚୀନ ମଧ୍ୟରେ ଦେଖାଯାଇଥିବା ଉତ୍ତେଜନାକୁ ଆଖି ଆଗରେ ରଖି ସେନା ପକ୍ଷରୁ ୨ମାସ ପୂର୍ବରୁ ଚଳିତ ଅଗଷ୍ଟ ମାସରେ  ଆଡଭାନ୍ସ ଏକ୍ସରସାଇଜ ଅଥବା ଅପରେସନ ଆଲର୍ଟ ଆରମ୍ଭ କରାଯାଇଛି...

  • ନିଉଜ ଆଲର୍ଟAug 10, 2017

    ହାଫିଜ ସୟିଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

    ମୁମ୍ବଇ : ଲସ୍କର ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ତଥା ୨୬/୧୧ ମୁମ୍ବଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ହାଫିଜ ସୟିଦ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ପ୍ରାୟ ଏକ ହଜାର ଭାରତୀୟ ମୌଲବୀ ଓ ଇମାମ ଜାତିସଂଘକୁ ପତ୍ର ଲେଖିଛନ୍ତି...

  • ନିଉଜ ଆଲର୍ଟAug 10, 2017

    ୯୧ବର୍ଷରେ ମହିଳାଙ୍କୁ ମିଳିଲା ସ୍ନାତକ ଡିଗ୍ରୀ

    ବ୍ୟାଂକକ୍‌ : ଥାଇଲ୍ୟାଣ୍ଡର ଜଣେ ମହିଳା ୯୧ବର୍ଷରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ୧୦ବର୍ଷର ପଢାପଢି ପରେ ମହିଳା ଜଣଙ୍କ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଥାଇ ଟିଭି ଚ୍ୟାନେଲ ଘୋଷଣା ଅନୁଯାୟୀ ମହିଳା ଜଣଙ୍କ ମାନବ...

  • ନିଉଜ ଆଲର୍ଟAug 10, 2017

    କାର୍ତ୍ତୀଙ୍କୁ ଆଶ୍ୱସ୍ତି: ଲୁକ୍‌ଆଉଟ୍‌ ନୋଟିସ ଉପରେ ରହିତାଦେଶ

    ଚେନ୍ନଇ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମ୍‌ଙ୍କ ପୁଅ କାର୍ତ୍ତୀ ଚିଦମ୍ବରମ୍‌ଙ୍କୁ ମାଡ୍ରାସ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । କାର୍ତ୍ତୀଙ୍କ ବିରୋଧରେ ସିବିଆଇ ଜାରି କରିଥିବା ଲୁକ୍‌ଆଉଟ୍‌ ନୋଟିସ ଉପରେ ହାଇକୋର୍ଟ ଗୁରୁବାର ରହିତାଦେଶ ଜାରି କରିଛନ୍ତି ।  କାର୍ତ୍ତୀଙ୍କ ପକ୍ଷରୁ...

  • ନିଉଜ ଆଲର୍ଟAug 10, 2017

    ଅକାଲ ତଖ୍‌ତ ଏକ୍ସପ୍ରେସରୁ ବୋମା ଓ ଧମକପୂର୍ଣ୍ଣ ଚିଠି ଉଦ୍ଧାର

    ଅମୃତସର : ଚଳିତମାସ ପହିଲାରେ ଜାମ୍ମୁ କାଶ୍ମୀରର ପୁଲୱାମା ଜିଲାରେ ନିରାପତ୍ତାରକ୍ଷୀଙ୍କ ଗୁଳିରେ ନିହତ ହୋଇଥିବା ଲସ୍କର ଆତଙ୍କବାଦୀ ଆବୁ ଦୁଜାନା ମୃତ୍ୟୁର ପ୍ରତିଶୋଧ ନିଆଯିବ ବୋଲି ଧମକ ମିଳିଛି । ବୁଧବାର ହାୱଡାରୁ ଅମୃତସର ଅଭିମୁଖେ ଯାତ୍ରା କରୁଥିବା ଅକାଲ...

  • ନିଉଜ ଆଲର୍ଟAug 10, 2017

    ରୁପା ମୂଲ୍ୟରେ ୧୧୨୦ ଟଙ୍କା ବୃଦ୍ଧି

    ନୂଆଦିଲ୍ଲୀ : ବିଶ୍ୱ ବଜାରରେ କାରବାର ଭଲ ରହିବାର ପ୍ରଭାବରେ ଗୁରୁବାର ଘରୋଇ ବଜାରରେ ସୁନା  ଓ ରୁପା ମୂଲ୍ୟ ଉପରେ ପଡିିଛି । ଫଳସ୍ୱରୂପ ଘରୋଇ ବଜାରରେ ସୁନା ଏବଂ ରୁପା ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି । ସୁନା...

  • ନିଉଜ ଆଲର୍ଟAug 10, 2017

    ସେନ୍‌ସେକ୍ସରେ ୨୬୭ ପଏଣ୍ଟ ହ୍ରାସ

    ମୁମ୍ବଇ : ଉତ୍ତର କୋରିଆ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତିି ଦେଖାଦେଇଥିôବା ଉତ୍ତେଜନା ଆଜି ମଧ୍ୟ ଘରୋଇ ସମେତ ବିଶ୍ୱ ପୁଞ୍ଜି ବଜାରରେ କାରବାରକୁ ପ୍ରଭାବିତ କରିଛି ।  ଗୁରୁବାର କାରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ) ସେନ୍‌ସେକ୍ସ ସୂଚକାଙ୍କରେ ୨୬୭...

  • ନିଉଜ ଆଲର୍ଟAug 10, 2017

    ମଝି ସମୁଦ୍ରରେ ନୌକାରୁ ୧୮୦ ଜଣଙ୍କୁ ଓହ୍ଲାଇଦେଲେ, ୫୦ ନିଖୋଜ

    ଦୁବାଇ : ୟମନ ଯାଉଥିବା ଏକ ନୌକାରୁ ୧୮୦ ଆଫ୍ରିକୀୟ ଲୋକଙ୍କୁ ଜୋରଜବରଦସ୍ତ ମଝି ସମୁଦ୍ରରେ ଓହ୍ଲାଇ ଦିଆଯିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ ଜଣ ନିଖୋଜ ହୋଇଯାଇଛନ୍ତି ବୋଲି ଆନ୍ତର୍ଜାତିକ ପ୍ରବାସୀୟ ସଂଗଠନ (ଆଇଓଏମ୍‌) ପକ୍ଷରୁ ସୂଚନା ମିଳିଛି...

  • ନିଉଜ ଆଲର୍ଟAug 10, 2017

    ତହସିଲଦାରଙ୍କୁ ଛୁରି ଭୂଷିଲା ଗ୍ରାମରକ୍ଷୀ

      କୋରପୁଟ: ଜମି ପଟ୍ଟା ପାଇଁ ଜଣେ ତହସିଲଦାରଙ୍କୁ ଛୁରି ଭୂଷିଛନ୍ତି ଗ୍ରାମରକ୍ଷୀ। ଗ୍ରାମରକ୍ଷୀ ଦାମୁ ଖୋମୁଣ୍ଡିଙ୍କ ଛୁରାଘାତରେ ନନ୍ଦପୁରର ତହସିଲଦାର ସୁବ୍ରତ ପାଣିଗ୍ରାହୀ ଗୁରୁତର ଆହତ ହୋଇଛନ୍ତି। ତହସିଲଦାରଙ୍କ ଡାହାଣପଟ ପେଟ ଓ ଶରୀରର ବିଭିନ୍ନ ଅଂଶରେ ଆଘାତ ଲାଗିଛି। ତାଙ୍କୁ...

  • ନିଉଜ ଆଲର୍ଟAug 10, 2017

    ୧୧ ପୂର୍ବତନ ସାଂସଦଙ୍କ ବିରୋଧରେ ଚାର୍ଜଫ୍ରେମ ପାଇଁ ନିର୍ଦେଶ

    ନୂଆଦିଲ୍ଲୀ : ସଂସଦରେ ସରକାରଙ୍କୁ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ଦାବି କରିବା ମାମଲାରେ ଅଭିଯୁକ୍ତ ୧୧ଜଣ ପୂର୍ବତନ ସାଂସଦଙ୍କ ବିରୋଧରେ ଚାର୍ଜଫ୍ରେମ ଲାଗି ସ୍ୱତନ୍ତ୍ର କୋର୍ଟ ଗୁରୁବାର ନିର୍ଦେଶ ଦେଇଛନ୍ତି । ଅଭିଯୁକ୍ତ ପୂର୍ବତନ ସାଂସଦଙ୍କ ବିରୋଧରେ ଦୁର୍ନୀତି  ଓ...

  • ନିଉଜ ଆଲର୍ଟAug 10, 2017

    ଗିଲାନିଙ୍କ ବିରୋଧରେ ୫୬ଟି ଫୌଜଦାରୀ ମାମଲା

    ନୂଆଦିଲ୍ଲୀ : ବିଗତ ତିନି ଦଶନ୍ଧି ମଧ୍ୟରେ ଜାମ୍ମୁ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହା ଗିଲାନିଙ୍କ ବିରୋଧରେ ୫୬ଟି ଫୌଜଦାରୀ ମାମଲା ରୁଜୁ ହୋଇସାରିଛି ବୋଲି ପୁଲିସ ସୂତ୍ରରୁ ଜଣାପଡିଛି । ତେବେ ଏଥିମଧ୍ୟରୁ ୪୯ଟି ମାମଲାର ତଦନ୍ତ...

  • ନିଉଜ ଆଲର୍ଟAug 10, 2017

    ‘ଭାରତ-ଚୀନ ନୂତନ ଚୁକ୍ତି ସ୍ୱାକ୍ଷର କରିବା ଉଚିତ’

    ବେଜିଂ : ଡୋକଲାମ ବିବାଦକୁ କେନ୍ଦ୍ରକରି ଭାରତ ଓ ଚୀନ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତିର ସମ୍ମୁଖୀନ ହେବାକୁ ଯାଉଥିବାବେଳେ ଚୀନର ସାମରିକ ବିଶ୍ଲେଷକମାନେ ନୂତନ ପ୍ରସ୍ତାବ ଦେଇଛନ୍ତି । ୧୮୯୦ରେ ବ୍ରିଟେନ-ଚୀନ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତି ବଦଳରେ ଭାରତ ଓ ଚୀନ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |