• ନିଉଜ ଆଲର୍ଟJun 04, 2017

    ଏକ ତୃତୀୟାଂଶ ‘ଏଚ୍‌-୧ ବି’ ଆମେରିକୀୟ ଭିସା ପାଇଁ ଟିସିଏସ୍‌ର ଆବେଦନ

    ନୂଆଦିଲ୍ଲୀ : ଟାଟା କନସଲ୍‌ଟେନ୍ସି ସର୍ଭିସେସ (ଟିସିଏସ୍‌) ୨୦୧୫ ବର୍ଷ ତୁଳନାରେ ଚଳିତ ବର୍ଷ ମାତ୍ର ଏକ ତୃତୀୟାଂଶ ଏଚ୍‌-୧ ବି ଆମେରିକୀୟ ଭିସା ପାଇଁ ଆବେଦନ କରିଛି  । ଟ୍ରମ୍ପ ସରକାରଙ୍କ ସଂରକ୍ଷଣବାଦ ନୀତି ଅନୁସାରେ ସ୍ଥାନୀୟ ନିଯୁକ୍ତି ଦେବା...

  • ନିଉଜ ଆଲର୍ଟJun 04, 2017

    ହରିଦ୍ୱାର-ହୃଷିକେଶ ରାଜପଥରେ ଭୟଙ୍କର ଟ୍ରାଫିକ ଜାମ

    ହରିଦ୍ୱାର : ଗଙ୍ଗା ଦଶହରା ଉପଲକ୍ଷେ ହରିଦ୍ୱାରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି  । ଏହି କ୍ରମରେ ଆଜି ଉତ୍ତରଖାଣ୍ଡର ହୃଷିକେଶ-ହରିଦ୍ୱାରା ରାଜପଥରେ ଭୟଙ୍କର ଭାବେ ଟ୍ରାଫିକ୍‌ ଜାମ ହୋଇଛି  । ଭିଡ଼ରେ ଫସି ରହିଥିବା ଲୋକେ ଏନେଇ ସୋସିଆଲ ମିଡ଼ିଆରେ...

  • ନିଉଜ ଆଲର୍ଟJun 04, 2017

    ପାକିସ୍ତାନ ଗୁଳିମାଡ଼ କଲେ ଭାରତ ଚୁପ୍‌ ବସିବନି : ରାଜନାଥ

    ହମିରପୁର : କାଶ୍ମୀରରେ ବାରମ୍ବାର ଶାନ୍ତି ଭଙ୍ଗ ପାଇଁ ଚେଷ୍ଟା କରୁଥିବା ପାକିସ୍ତାନକୁ ଚେତବାନୀ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ  । ଯଦି ପାକିସ୍ତାନ ଆଉ ଥରେ ଗୁଳିଚାଳନା କରେ ତେବେ ଭାରତୀୟ ସେନା ଗୁଳି ଗଣିବେ ନାହିଁ ବୋଲି...

  • ନିଉଜ ଆଲର୍ଟJun 04, 2017

    ଉପନିଷଦ ଏବଂ ଗୀତା ପଢୁଛନ୍ତି ରାହୁଲ

    ଚେନ୍ନଇ : ଆରଏସ୍‌ଏସ୍‌ ଏବଂ ବିଜେପି ସହ ଲଢିବା ପାଇଁ ଭଗବତ ଗୀତା ଏବଂ ଉପନିଷଦ ପଢୁଛନ୍ତି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି  । ଚେନ୍ନାଇଠାରେ ଆୟୋଜିତ ଏକ ଦଳୀୟ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ରାହୁଲ ଗାନ୍ଧି କହିଥିଲେ ଯେ, ଆଜିକା...

  • ନିଉଜ ଆଲର୍ଟJun 04, 2017

    ଲୋକସଭାରେ ରାହୁଲଙ୍କ ଅପେକ୍ଷା ସୋନିଆଙ୍କ ଉପସ୍ଥାନ ଅଧିକ

    ନୂଆଦିଲ୍ଲୀ : ଲୋକସଭା ଅଧିବେଶରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଉପସ୍ଥାନ ପୁଅ ରାହୁଲ ଗାନ୍ଧିଙ୍କ ଅପେକ୍ଷା ଅଧିକ ରହିଛି  । ୫୪୫ ସାଂସଦଙ୍କ ମଧ୍ୟରୁ ମାତ୍ର ୫ ଜଣ ସାଂସଦଙ୍କ ଉପସ୍ଥାନ ଶତପ୍ରତିଶତ ରହିଛି  । ଉତ୍ତର ପ୍ରଦେଶ ବଣ୍ଡା...

  • ନିଉଜ ଆଲର୍ଟJun 04, 2017

    ଏନଆଇଏ ପକ୍ଷରୁ ଦ୍ୱିତୀୟ ଦିନ ପାଇଁ ଚଢାଉ ଜାରି ; ବିଦେଶୀ ମୁଦ୍ରା ଜବତ

      ନୂଆଦିଲ୍ଲୀ : ଶ୍ମୀର ଉପତ୍ୟକାରେ ଅନ୍ତର୍ଘାତୀ କାର୍ଯ୍ୟ ପାଇଁ ସନ୍ତ୍ରାସବାଦୀଙ୍କୁ ପାକିସ୍ଥାନ ଆର୍ଥକ ସହାୟତା ଯୋଗାଉଥିବା ଅଭିଯୋଗରେ ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (ଏନଆଇଏ) ରବିବାର ମଧ୍ୟ କାଶ୍ମୀରରେ ପୁଣି ଚଢାଉ କରି କିଛି ବିଦେଶୀ ମୁଦ୍ରା ଜବତ କରିଛି  । ବିଚ୍ଛିନ୍ନତାବାଦୀ...

  • ନିଉଜ ଆଲର୍ଟJun 04, 2017

    ‘ଟପ୍ପର ଗଣେଶ ଯଦି ଜେଲ୍‌ରେ, ଲାଲୁଙ୍କ ପୁଅ କାହିଁକି ବାହାରେ’

    ପାଟନା : ବିହାର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ପୁଣି ଥରେ ଟାର୍ଗେଟ କରିଛନ୍ତି ବିଜେପି ନେତା ସୁଶୀଲ କୁମାର ମୋଦି । ବିହରର ଦ୍ୱାଦଶ ଶ୍ରେଣୀ ଟପ୍ପର ଗଣେଶ କୁମାରଙ୍କୁ ଯଦି ବୟସ ଜାଲିଆତିରେ ଗିରଫ କରାଯାଇଛି...

  • ନିଉଜ ଆଲର୍ଟJun 04, 2017

    ଆତଙ୍କବାଦରୁ ଆତଙ୍କବାଦୀଙ୍କ ଜନ୍ମ : ତେରେସା ମେ

    ଲଣ୍ଡନ : ଇସଲାମିକ ବିଚ୍ଛିନ୍ନତାବାଦୀ ଭଳି ମାନସିକତାରୁ ଆତଙ୍କବାଦର ସୃଷ୍ଟି  । ଆତଙ୍କବାଦ ଆତାଙ୍କବାଦୀଙ୍କୁ ଜନ୍ମଦେଉଛି ବୋଲି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ  । ଲଣ୍ଡନରେ ଆତଙ୍କବାଦୀ ଆକ୍ରମଣ ପରେ ଆୟୋଜିତ ଏକ ଜରୁରୀ କାଳନୀ ବୈଠକରେ ତେରେସା ମେ...

  • ନିଉଜ ଆଲର୍ଟJun 04, 2017

    ଖରିଫ୍‌ ଧାନ ସଂଗ୍ରହ : ଅନଧିକୃତ ବ୍ୟବସାୟୀଙ୍କ ଉପରେ ନଜର

      ଭୁବନେଶ୍ୱର : ରାଜ୍ୟରେ ଅନଧିକୃତ ବ୍ୟବସାୟୀମାନଙ୍କ ଦ୍ୱାରା କରାଯାଉଥିବା ଧାନ ସଂଗ୍ରହ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଛନ୍ତି । ଏହି ମର୍ମରେ ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଜିଲ୍ଲାପାଳମାନଙ୍କୁ ଲେଖିଥିବା...

  • ନିଉଜ ଆଲର୍ଟJun 04, 2017

    ଦେଶର ପ୍ରତ୍ୟେକ ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ !

      ଆନ୍ଧ୍ର ପ୍ରଦେଶ : ଡାକ୍ତର ଅଭାବ ଜନିତ ପରିସ୍ଥିତିର ମୁକାବିଲା କରିବା ପାଇଁ ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭେଙ୍କେୟା...

  • ନିଉଜ ଆଲର୍ଟJun 04, 2017

    ମୃତ ପୁଅକୁ ଟ୍ରଲିରେ ବୋହିଲା ବାପା

    ବାଲେଶ୍ୱର: କଳାହାଣ୍ଡିର ଦାନ ମାଝୀ ନିଜ ସ୍ତ୍ରୀର ମୃତଦେହକୁ କାନ୍ଧରେ ବୋହି ନେବା ଘଟଣା ରାଜ୍ୟ ତଥା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ନିକଟରେ ଉତ୍ତରପ୍ରଦେଶରେ ଜଣେ ଶ୍ରମିକ ନିଜ ୧୫ ବର୍ଷର ପୁଅର ମୃତଦେହକୁ ପ୍ରଥମେ କାନ୍ଧରେ...

  • ନିଉଜ ଆଲର୍ଟJun 04, 2017

    ଜଙ୍ଗଲ ଜମି ଅଧିକାର ଆଇନ

      ଭୁବନେଶ୍ୱର :  ଜଙ୍ଗଲ ଜମି ଅଧିକାର ଆଇନ ବଳରେ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ୨୦୧୮ ମାର୍ଚ୍ଚ ସୁଦ୍ଧା ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଶେଷ କରିବାକୁ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ...

  • ନିଉଜ ଆଲର୍ଟJun 04, 2017

    ରାଜ୍ୟର ବିଭିନ୍ନ ଜେଲରେ ଚଢାଉ

    ରାଜ୍ୟର ବିଭିନ୍ନ ଜେଲରେ ଚାଲିଥିବା ଅପରାଧିକ କାର୍ଯ୍ୟକଳାପ ସୂଚନା ଆଧାରରେ ପୁଲିସ ପକ୍ଷରୁ ରବିବାର ଅଚାନକ ଚଢାଉ  କାରାଯାଇଛି । ଏହି ଅନ୍ତର୍ଗତ କଟକ, ଭୁବନେଶ୍ୱର, ବାଲେଶ୍ୱର, ସମ୍ବଲପୁର, ଜଗତସିଂହପୁର ଓ ବ୍ରହ୍ମପୁରସ୍ଥିତ ଜେଲ ମାନଙ୍କରେ ଚଢାଉ କରାଯାଇ ବିପୁଳ ପରିମାଣରେ...

  • ନିଉଜ ଆଲର୍ଟJun 04, 2017

    ସାଇ ପ୍ରଣୀତ ଥାଇଲାଣ୍ଡ ଓପନ ଚମ୍ପିଆନ

      ବ୍ୟାଙ୍କକ୍‌ : ଭାରତର ସାଇ ପ୍ରଣୀତ ଥାଇଲାଣ୍ଡ ଓପନ ଗ୍ରାଁ ପ୍ରି ଗୋଲ୍ଡ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍‌ସ ଚମ୍ପିଆନ ହୋଇଛନ୍ତି । ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସାଇ ପ୍ରଣୀତ ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କୁ ୧୭-୨୧,୨୧-୧୮ ଓ ୨୧-୧୯ରେ ପରାସ୍ତ...

  • ନିଉଜ ଆଲର୍ଟJun 04, 2017

    ଆଇଏସ୍‌ଆଇ ଲିଙ୍କ୍‌ ; ଜଣେ ଅଟକ

    ନୂଆଦିଲ୍ଲୀ : ଗୁଜୁରାଟ ଆତଙ୍କବାଦୀ ନିରୋଧୀ ଦଳ (ଏଟିଏସ୍‌) ଆତଙ୍କବାଦୀଙ୍କ ସହ ସଂପର୍କ ଥିବା ସଂଦେହରେ ଜଣେ ଗୁଜୁରାଟନିବାସୀଙ୍କୁ ଅଟକ ରଖି ପଚରାଉଚୁରା କରିଛି । ନିକଟରେ ମୁମ୍ବାଇରୁ ଗିରଫ ଦୁଇ ଆଇଏସ୍‌ଆଇ ସନ୍ଦିଗ୍ଧ ସହ ଏହି ଗୁଜୁରାଟନିବାସୀଙ୍କ ସଂପର୍କ ଥିବା...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |