• ନିଉଜ ଆଲର୍ଟJun 04, 2017

    ଲୋକସଭାରେ ରାହୁଲଙ୍କ ଅପେକ୍ଷା ସୋନିଆଙ୍କ ଉପସ୍ଥାନ ଅଧିକ

    ନୂଆଦିଲ୍ଲୀ : ଲୋକସଭା ଅଧିବେଶରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ଉପସ୍ଥାନ ପୁଅ ରାହୁଲ ଗାନ୍ଧିଙ୍କ ଅପେକ୍ଷା ଅଧିକ ରହିଛି  । ୫୪୫ ସାଂସଦଙ୍କ ମଧ୍ୟରୁ ମାତ୍ର ୫ ଜଣ ସାଂସଦଙ୍କ ଉପସ୍ଥାନ ଶତପ୍ରତିଶତ ରହିଛି  । ଉତ୍ତର ପ୍ରଦେଶ ବଣ୍ଡା...

  • ନିଉଜ ଆଲର୍ଟJun 04, 2017

    ଏନଆଇଏ ପକ୍ଷରୁ ଦ୍ୱିତୀୟ ଦିନ ପାଇଁ ଚଢାଉ ଜାରି ; ବିଦେଶୀ ମୁଦ୍ରା ଜବତ

      ନୂଆଦିଲ୍ଲୀ : ଶ୍ମୀର ଉପତ୍ୟକାରେ ଅନ୍ତର୍ଘାତୀ କାର୍ଯ୍ୟ ପାଇଁ ସନ୍ତ୍ରାସବାଦୀଙ୍କୁ ପାକିସ୍ଥାନ ଆର୍ଥକ ସହାୟତା ଯୋଗାଉଥିବା ଅଭିଯୋଗରେ ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (ଏନଆଇଏ) ରବିବାର ମଧ୍ୟ କାଶ୍ମୀରରେ ପୁଣି ଚଢାଉ କରି କିଛି ବିଦେଶୀ ମୁଦ୍ରା ଜବତ କରିଛି  । ବିଚ୍ଛିନ୍ନତାବାଦୀ...

  • ନିଉଜ ଆଲର୍ଟJun 04, 2017

    ‘ଟପ୍ପର ଗଣେଶ ଯଦି ଜେଲ୍‌ରେ, ଲାଲୁଙ୍କ ପୁଅ କାହିଁକି ବାହାରେ’

    ପାଟନା : ବିହାର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ପୁଣି ଥରେ ଟାର୍ଗେଟ କରିଛନ୍ତି ବିଜେପି ନେତା ସୁଶୀଲ କୁମାର ମୋଦି । ବିହରର ଦ୍ୱାଦଶ ଶ୍ରେଣୀ ଟପ୍ପର ଗଣେଶ କୁମାରଙ୍କୁ ଯଦି ବୟସ ଜାଲିଆତିରେ ଗିରଫ କରାଯାଇଛି...

  • ନିଉଜ ଆଲର୍ଟJun 04, 2017

    ଆତଙ୍କବାଦରୁ ଆତଙ୍କବାଦୀଙ୍କ ଜନ୍ମ : ତେରେସା ମେ

    ଲଣ୍ଡନ : ଇସଲାମିକ ବିଚ୍ଛିନ୍ନତାବାଦୀ ଭଳି ମାନସିକତାରୁ ଆତଙ୍କବାଦର ସୃଷ୍ଟି  । ଆତଙ୍କବାଦ ଆତାଙ୍କବାଦୀଙ୍କୁ ଜନ୍ମଦେଉଛି ବୋଲି କହିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ  । ଲଣ୍ଡନରେ ଆତଙ୍କବାଦୀ ଆକ୍ରମଣ ପରେ ଆୟୋଜିତ ଏକ ଜରୁରୀ କାଳନୀ ବୈଠକରେ ତେରେସା ମେ...

  • ନିଉଜ ଆଲର୍ଟJun 04, 2017

    ଖରିଫ୍‌ ଧାନ ସଂଗ୍ରହ : ଅନଧିକୃତ ବ୍ୟବସାୟୀଙ୍କ ଉପରେ ନଜର

      ଭୁବନେଶ୍ୱର : ରାଜ୍ୟରେ ଅନଧିକୃତ ବ୍ୟବସାୟୀମାନଙ୍କ ଦ୍ୱାରା କରାଯାଉଥିବା ଧାନ ସଂଗ୍ରହ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳମାନଙ୍କୁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଛନ୍ତି । ଏହି ମର୍ମରେ ଖାଦ୍ୟ ଯୋଗାଣ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଜିଲ୍ଲାପାଳମାନଙ୍କୁ ଲେଖିଥିବା...

  • ନିଉଜ ଆଲର୍ଟJun 04, 2017

    ଦେଶର ପ୍ରତ୍ୟେକ ଜିଲ୍ଲାରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ !

      ଆନ୍ଧ୍ର ପ୍ରଦେଶ : ଡାକ୍ତର ଅଭାବ ଜନିତ ପରିସ୍ଥିତିର ମୁକାବିଲା କରିବା ପାଇଁ ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭେଙ୍କେୟା...

  • ନିଉଜ ଆଲର୍ଟJun 04, 2017

    ମୃତ ପୁଅକୁ ଟ୍ରଲିରେ ବୋହିଲା ବାପା

    ବାଲେଶ୍ୱର: କଳାହାଣ୍ଡିର ଦାନ ମାଝୀ ନିଜ ସ୍ତ୍ରୀର ମୃତଦେହକୁ କାନ୍ଧରେ ବୋହି ନେବା ଘଟଣା ରାଜ୍ୟ ତଥା ସାରା ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ନିକଟରେ ଉତ୍ତରପ୍ରଦେଶରେ ଜଣେ ଶ୍ରମିକ ନିଜ ୧୫ ବର୍ଷର ପୁଅର ମୃତଦେହକୁ ପ୍ରଥମେ କାନ୍ଧରେ...

  • ନିଉଜ ଆଲର୍ଟJun 04, 2017

    ଜଙ୍ଗଲ ଜମି ଅଧିକାର ଆଇନ

      ଭୁବନେଶ୍ୱର :  ଜଙ୍ଗଲ ଜମି ଅଧିକାର ଆଇନ ବଳରେ ହିତାଧିକାରୀଙ୍କୁ ଜମି ପଟ୍ଟା ପ୍ରଦାନ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ୨୦୧୮ ମାର୍ଚ୍ଚ ସୁଦ୍ଧା ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଶେଷ କରିବାକୁ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ...

  • ନିଉଜ ଆଲର୍ଟJun 04, 2017

    ରାଜ୍ୟର ବିଭିନ୍ନ ଜେଲରେ ଚଢାଉ

    ରାଜ୍ୟର ବିଭିନ୍ନ ଜେଲରେ ଚାଲିଥିବା ଅପରାଧିକ କାର୍ଯ୍ୟକଳାପ ସୂଚନା ଆଧାରରେ ପୁଲିସ ପକ୍ଷରୁ ରବିବାର ଅଚାନକ ଚଢାଉ  କାରାଯାଇଛି । ଏହି ଅନ୍ତର୍ଗତ କଟକ, ଭୁବନେଶ୍ୱର, ବାଲେଶ୍ୱର, ସମ୍ବଲପୁର, ଜଗତସିଂହପୁର ଓ ବ୍ରହ୍ମପୁରସ୍ଥିତ ଜେଲ ମାନଙ୍କରେ ଚଢାଉ କରାଯାଇ ବିପୁଳ ପରିମାଣରେ...

  • ନିଉଜ ଆଲର୍ଟJun 04, 2017

    ସାଇ ପ୍ରଣୀତ ଥାଇଲାଣ୍ଡ ଓପନ ଚମ୍ପିଆନ

      ବ୍ୟାଙ୍କକ୍‌ : ଭାରତର ସାଇ ପ୍ରଣୀତ ଥାଇଲାଣ୍ଡ ଓପନ ଗ୍ରାଁ ପ୍ରି ଗୋଲ୍ଡ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍‌ସ ଚମ୍ପିଆନ ହୋଇଛନ୍ତି । ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସାଇ ପ୍ରଣୀତ ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟିଙ୍କୁ ୧୭-୨୧,୨୧-୧୮ ଓ ୨୧-୧୯ରେ ପରାସ୍ତ...

  • ନିଉଜ ଆଲର୍ଟJun 04, 2017

    ଆଇଏସ୍‌ଆଇ ଲିଙ୍କ୍‌ ; ଜଣେ ଅଟକ

    ନୂଆଦିଲ୍ଲୀ : ଗୁଜୁରାଟ ଆତଙ୍କବାଦୀ ନିରୋଧୀ ଦଳ (ଏଟିଏସ୍‌) ଆତଙ୍କବାଦୀଙ୍କ ସହ ସଂପର୍କ ଥିବା ସଂଦେହରେ ଜଣେ ଗୁଜୁରାଟନିବାସୀଙ୍କୁ ଅଟକ ରଖି ପଚରାଉଚୁରା କରିଛି । ନିକଟରେ ମୁମ୍ବାଇରୁ ଗିରଫ ଦୁଇ ଆଇଏସ୍‌ଆଇ ସନ୍ଦିଗ୍ଧ ସହ ଏହି ଗୁଜୁରାଟନିବାସୀଙ୍କ ସଂପର୍କ ଥିବା...

  • ନିଉଜ ଆଲର୍ଟJun 04, 2017

    ବିଜେପି ସରକାରଙ୍କ ପାକିସ୍ତାନ ନୀତି ଅସ୍ଥିର,ଅନିଶ୍ଚିତ ଏବଂ ଅପରିପକ୍ୱ :ଆଜାଦ

    ଲକ୍ଷ୍ନୌ: ବିଜେପି ସରକାରର ପାକିସ୍ତାନ ନୀତି ଅସ୍ଥିର ,ଅନିଶ୍ଚିତ ଏବଂ ଅପରିପକ୍ୱ ବୋଲି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ ପ୍ରକାଶ କରିଛନ୍ତି । ଏନଡିଏ ସରକାରର ୩ବର୍ଷ ପୂର୍ତ୍ତି ଅବସରରେ ସେ କହିଛନ୍ତିଯେ  ମୋଦି ସରକାରଙ୍କ ଗତ ୩ବର୍ଷ...

  • ନିଉଜ ଆଲର୍ଟJun 04, 2017

    ଜିଏସଏଲଭି ମାର୍କ- ଥ୍ରୀ ଉତକ୍ଷେ‌ପଣ ପାଇଁ ଅବଗଣନା ଆରମ୍ଭ

      ଚେନ୍ନାଇ : ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ ଇସ୍ରୋ ପକ୍ଷରୁ ଜିଏସଏଲଭି ମାର୍କ- ଥ୍ରୀ-ଡି-ଆଇ (GSLV Mark-III-D-I) ମହାକାଶଯାନକୁ ଆସନ୍ତାକାଲି  ଉତକ୍ଷେ‌ପଣ କରାଯିବ  । ଆନ୍ଧ୍ର ପ୍ରଦୋଶର ଶ୍ରୀହରିକୋଟାର ସତୀଶ ଧାୱନ୍ ମହାକାଶ ଗବେଷଣା କେନ୍ଦ୍ରରୁ ଆଜି ଅପରାହ୍ଣ ୩ଟା ୫୮...

  • ନିଉଜ ଆଲର୍ଟJun 04, 2017

    ଉତ୍ତର ପ୍ରଦେଶ:ଦୁଇ ଭଉଣୀଙ୍କୁ ପୁଲିସ କର୍ମଚାରୀଙ୍କ ଅସଦାଚରଣ

    ମୈନପୁରୀ:ଥାନାରେ ଯୁବତୀଙ୍କ ସହ ଅସଦାଚରଣ  ଅଭିଯୋଗରେ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବାର ସୂଚନା ମିଳିଛି । ସୂଚନା ଅନୁଯାଇ ଆପୋଷ ଗଣ୍ଡଗୋଳ ଅଭିଯୋଗ ନେଇ ଦୁଇ ଭଉଣୀ ଉତ୍ତର ପ୍ରଦେଶର କରହାଲ ଗେଟ ଥାନାକୁ ଆସିଥିଲେ । ତେବେ ଅଭିଯୋଗ ଶୁଣିବା...

  • ନିଉଜ ଆଲର୍ଟJun 04, 2017

    ମା’ ପାଇଁ କୂଅ ଖୋଲିଲେ ଝିଅ

    ରାୟପୁର:ମା’ ପାଇଁ ପୁଅ ମାନେ ନିଜ ଜୀବନକୁ ବଳି ଦେବାର ଇତିହାସରେ  ବହୁ ଦୃଷ୍ଟାନ୍ତ ରହିଥିବା ବେଳେ ଝିଅ ମାନେ ଯେ ଏଥିରେ ପଛରେ ନାହାଁନ୍ତି ତାହା ପ୍ରମାଣ କରି ଦେଖାଇଛନ୍ତି ଛତିଶଗଡ ର କୋରିଆ ଜିଲ୍ଲାର ୨ଝିଅ ।  ଛତିଶଗଡ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |