• ନିଉଜ ଆଲର୍ଟJun 08, 2017

    ଅନଶନରେ ବସିଲେ ଅଭିଭାବକ ସଂଘ

    ଭୁବନେଶ୍ବର: ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ ବିଭ୍ରାଟକୁ ନେଇ ଆମରଣ ଅନଶନ ଜାରି ରଖିଛି ଓଡ଼ିଶା ଅଭିଭାବକ ସଂଘ। ଗତ ରାତି ସାରା ସିବିଏସ୍ଇ ଭୁବନେଶ୍ୱର ରିଜିଅନ୍ କାର୍ୟ୍ୟାଳୟ ପରିସରରେ ଆମରଣ ଅନଶନରେ ବସିଥିଲେ। ଏହି ସମୟରେ ଦୁଇ ଜଣ ଅନଶନକାରୀ...

  • ନିଉଜ ଆଲର୍ଟJun 08, 2017

    ନୌଗାମରେ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ;୨ଆତଙ୍କବାଦୀ ନିହତ

    ଜାମ୍ମୁ-କାଶ୍ମୀରର ନୌଗାମରେ ସେନା ପକ୍ଷରୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯିବା ସହ ସେନା ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିବାର ସୂଚନା ମିଳିଛି । ଏହି ସଂଘର୍ଷରେ ଜଣେ ଯବାନ ଶହୀଦ ହୋଇଛନ୍ତି । ଉଡିରେ ମଧ୍ୟ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ...

  • ନିଉଜ ଆଲର୍ଟJun 08, 2017

    ‘ବିକନୀ କିଲର’ ଚାର୍ଲସ ଶୋଭରାଜଙ୍କ ଜୁନ ୧୦ରେ ହାର୍ଟ ସର୍ଜରୀ

    ସାରା ଦୁନିଆରେ ‘ବିକନୀ କିଲର’ଭାବେ ପ୍ରସିଦ୍ଧ ଚାର୍ଲସ ଶୋଭରାଜ ହୃଦୟ ରୋଗ ଗସ୍ତ ଥିବାର ସୂଚନା ମିଳିଛି ।ଏନେଇ ଜୁନ ୧୦ରେ କାଠମାଣ୍ଡୁସ୍ଥିତ ଏକ ହସ୍ପିଟାଲରେ ତାଙ୍କର ଓପେନ ହାର୍ଟ ସର୍ଜରୀ କରାଯିବାର ବ୍ୟବସ୍ଥା କରାଯାଇଥିବା ବେଳେ ଚାର୍ଲସ ପ୍ୟାରିସରେ ନିଜର...

  • ନିଉଜ ଆଲର୍ଟJun 08, 2017

    ଏନଡିଏରେ ନିଯୁକ୍ତି ଘୋଟାଲାର ଯାଞ୍ଚ କଲା ସିବିଆଇ

    ପୁନେ:ରାଷ୍ଟ୍ରୀୟ ରକ୍ଷା ଆକାଡେମୀ (ଏନଡିଏ)ର  ଶିକ୍ଷା ବିଭାଗର ରିଡର ,ପ୍ରଫେସର ଆଦି ପଦରେ ନିଯୁକ୍ତି ପାଇଁ ହୋଇଥିବା ଘୋଟାଲାର ଯାଞ୍ଚ ଆରମ୍ଭ କରିଛି ସିବିଆଇ ।ବରୀଷ୍ଠ ସିବିଆଇ ଅଧିକାରୀଙ୍କ ସୂଚନା ଅନୁଯାଇ  ଗତ କିଛି ବର୍ଷ ଧରି ଏନଡିଏରେ ଭର୍ତ୍ତି ହୋଇଥିବା...

  • ନିଉଜ ଆଲର୍ଟJun 08, 2017

    ବେକାରୀ ସମସ୍ୟାକୁ ନେଇ ରାଷ୍ଟ୍ରପତିଙ୍କ ଉଦ୍‌ବେଗ ପ୍ରକାଶ

    ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଉଥିବା ବେକାରୀ ସମସ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ରୋଜଗାର ତଥା କର୍ମସଂସ୍ଥାନ ଖୋଜିବାକୁ ପ୍ରତିବର୍ଷ କୋଟିଏରୁ ଅଧିକ ଯୁବକ ବାହାରୁଥିଲେ  ମଧ୍ୟ ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହୋଇପାରୁନି...

  • ନିଉଜ ଆଲର୍ଟJun 08, 2017

    ରାଷ୍ଟ୍ରପତି ନିର୍ବାଚନ ପାଇଁ ସ୍ୱତନ୍ତ୍ର କଲମ

    ନୂଆଦିଲ୍ଲୀ: ଆସନ୍ତା ରାଷ୍ଟ୍ରପତି ପଦ ନିର୍ବାଚନ ପାଇଁ ସ୍ୱତନ୍ତ୍ର କଲମର ବ୍ୟବହାର କରାଯିବ ବୋଲି ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛି । ଗତବର୍ଷ ହରିଆଣା ନିର୍ବାଚନ ସମୟରେ ବ୍ୟବହୃତ ହୋଇଥିବା କାଳିକୁ ନେଇ ବିବାଦ ହୋଇଥିବାରୁ ରାଷ୍ଟ୍ରପତି ନିର୍ବାଚନରେ ସ୍ୱତନ୍ତ୍ର କଲମ...

  • ନିଉଜ ଆଲର୍ଟJun 07, 2017

    ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୩ ଆତଙ୍କବାଦୀ ନିହତ

    ନୂଆଦିଲ୍ଲୀ/ଶ୍ରୀନଗର : ପାକିସ୍ତାନ ଆତଙ୍କବାଦୀଙ୍କ ଆଉ ଏକ ବଡ଼ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରିଦେଇଛି  । ବୁଧବାର ଉତ୍ତର କାଶ୍ମୀର କୁପୱାରା ଜିଲାର ମଚିଲ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୩ ଆତଙ୍କବାଦୀ ଭାରତୀୟ ସୁରକ୍ଷା କର୍ମୀଙ୍କ ଗୁଳିରେ...

  • ନିଉଜ ଆଲର୍ଟJun 07, 2017

    ୪୭ ନୂଆ କୃଷି ଓ ଆନୁଷଙ୍ଗିକ ପ୍ରକଳ୍ପକୁ ଅନୁମୋଦନ

      ଭୁବନେଶ୍ୱର: ଚଳିତ ଆର୍ଥିକବର୍ଷ ପାଇଁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ୪୭ଟି ନୂତନ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ ସଂପୃକ୍ତ ବିଭାଗ ଓ ସଂସ୍ଥାଗୁଡ଼ିକୁ ନିର୍ଦେଶ ଦିଆଯାଇଛି । ଅନୁମୋଦନ ପାଇଥିବା ପ୍ରକଳ୍ପ ମଧ୍ୟରେ...

  • ନିଉଜ ଆଲର୍ଟJun 07, 2017

    ମୁଖ୍ୟ କୋଚ୍‌ ପ୍ରସଙ୍ଗ : କୋହଲିଙ୍କ ପସନ୍ଦ ରବି ଶାସ୍ତ୍ରୀ

    ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ବା ମୁଖ୍ୟ କୋଚ୍‌ ପଦ ପାଇଁ ବିଜ୍ଞାପନ ପ୍ରକାଶ ପାଇବା ପରଠାରୁ ଏହା ଚର୍ଚ୍ଚା ପରିସରରେ ରହିଛି  । ଏହି ପଦରେ ଥିବା ଅନୀଲ କୁମ୍ବଲେ ପଦରେ ରହିବାକୁ ଆଗ୍ରହୀ ଅଛନ୍ତି...

  • ନିଉଜ ଆଲର୍ଟJun 07, 2017

    ଆଜି ଭାରତ-ଶ୍ରୀଲଙ୍କା ମୁକାବିଲା

      ଓଭାଲ : ଆଇସିସି ଚମ୍ପିଆନ୍‌ସ ଟ୍ରଫିରେ ଗୁରୁବାର ଶ୍ରୀଲଙ୍କା ବିରୋଧରେ ଭାରତ ଗ୍ରୁପ୍‌ ‘ବି’ରେ ୨ୟ ଲିଗ୍‌ ମ୍ୟାଚ୍‌ ଖେଳିବାକୁ ଯାଉଛି । ଏହି ମ୍ୟାଚ୍‌ ଜିତି ସେମିଫାଇନାଲ ସ୍ଥାନ ନିଶ୍ଚିତ କରିବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ । ଅନ୍ୟପକ୍ଷରେ...

  • ନିଉଜ ଆଲର୍ଟJun 07, 2017

    ବୈଷୟିକ ପରାମର୍ଶଦାତା ପଦରୁ ସାମ୍ ପିଟ୍ରୋଡ଼ାଙ୍କ ଇସ୍ତଫା

      ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବୈଷୟିକ ପରାମର୍ଶଦାତା ପଦରୁ ଶେଷରେ ସାମ୍ ପିଟ୍ରୋଡ଼ା ବୁଧବାର ଇସ୍ତଫା ପ୍ରଦାନ କରିଛନ୍ତି । ପିଟ୍ରୋଡ଼ା ରାଜ୍ୟ ସରକାରଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଥିବା ବଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଗ୍ରହଣ କରିଛନ୍ତି...

  • ନିଉଜ ଆଲର୍ଟJun 07, 2017

    କତରଫା ପ୍ରେମର କରୁଣ ପରିଣତି : ମହିଳାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲା ଦୁର୍ବୃତ୍ତ

    ଭୁବନେଶ୍ୱର: ଏକତରଫା ପ୍ରେମ ଯେ କେତେ ଭୟଙ୍କର ଓ ତାର ପରିଣାମ କେତେ ବିଭତ୍ସ ତାର ଏକ ନମୁନା ଆଜି ଦେଖିବାକୁ ମିଳିଛି । ଏକତରଫା ପ୍ରେମରୁ ଜଣେ ମହିଳାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେବା ଭଳି ନାରକୀୟ...

  • ନିଉଜ ଆଲର୍ଟJun 07, 2017

    ବିଶ୍ୱବିଦ୍ୟାଳୟ ଓ କଲେଜରେ ନଗଦ କାରବାର ମନା

    ନୂଆଦିଲ୍ଲୀ : ଆଗାମୀ ଦିନରେ ଦେଶର ସବୁ ବିଶ୍ୱବିଦ୍ୟାଳୟ ଏବଂ କଲେଜ ଭଳି ଶିକ୍ଷା ଅନୁଷ୍ଠାନରେ କୌଣସି ବି କାରବାର ନଗଦରେ ହେବ ନାହିଁ ବୋଲି କେନ୍ଦ୍ର ସରକାର ନିର୍ଦେଶ ଜାରି କରିଛନ୍ତି  । ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଏନେଇ ବିଶ୍ୱବିଦ୍ୟାଳୟ...

  • ନିଉଜ ଆଲର୍ଟJun 07, 2017

    ମାଣ୍ଡାସରରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ; ମୃତ କୃଷକଙ୍କୁ ଶହୀଦ ମର୍ଯ୍ୟାଦା ଦାବି

      ଭୋପାଳ : ମଧ୍ୟପ୍ରଦେଶର ମାଣ୍ଡାସର ଜିଲ୍ଲାରେ ପରିସ୍ଥିତି ଉତେଜନାପୂର୍ଣ୍ଣ ଥିଲେ ମଧ୍ୟ ନିୟନ୍ତ୍ରଣାଧୀନ ରହିଛି । କୃଷକ ଧର୍ମଘଟ ବେଳେ ଗୁଳିଚାଳନାରେ ମୃତ୍ୟୁ ସଂଖ୍ୟା ୬ କୁ ବୃଦ୍ଧି ପାଇଛି । ସଂପୃକ୍ତ ଅଞ୍ଚଳରେ ସାନ୍ଧ୍ୟ ଆଇନ ବଳବତ୍ତର ରହିଛି ।...

  • ନିଉଜ ଆଲର୍ଟJun 07, 2017

    ପାକିସ୍ତାନରେ ସେନା ଶିବିର ସ୍ଥାପନ ରିପୋର୍ଟକୁ ଚୀନର ଖଣ୍ଡନ

    ବେଜିଂ : ପାକିସ୍ତାନରେ ଚୀନ ସେନା ଶିବିର ପ୍ରତିଷ୍ଠା କରିବା ଖବରକୁ ଚୀନ ଖଣ୍ଡନ କରିଛି । ଆମେରିକା ପେଣ୍ଟାଗନରୁ ପ୍ରକାଶିତ ଏଭଳି ରିପୋର୍ଟକୁ ଚୀନ ସମ୍ପୂର୍ଣ୍ଣ ବିରୋଧ କରୁଛି ବୋଲି କହିଛି । ବିବାଦୀୟ ଦକ୍ଷିଣ ଚୀନ ସାଗରର ଏକ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |