• ନିଉଜ ଆଲର୍ଟAug 11, 2017

    ରାଜ୍ୟସଭାରେ ନୂତନ ଉପରାଷ୍ଟ୍ରପତି ତଥା ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

     ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ସଦସ୍ୟମାନଙ୍କ ସହ ମିଶି ଗୃହର ନୂତନ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁଙ୍କୁ ସ୍ୱାଗତ କରିଛନ୍ତି । ସ୍ୱାଗତ ଅଧିବେଶନରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଅଗଷ୍ଟ...

  • ନିଉଜ ଆଲର୍ଟAug 11, 2017

    ମୌସୁମୀ ଅଧିବେଶନ ଶେଷ

    ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଛି  । ଉଭୟ ରାଜ୍ୟସଭା ଓ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳପାଇଁ ମୁଲତବୀ ଘୋଷଣା କରାଯାଇଛି  । ଆଜିର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେଲୋକସଭାର ବାଚସ୍ପତି ସୁମିତ୍ର ମହାଜନ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ...

  • ନିଉଜ ଆଲର୍ଟAug 11, 2017

    ଆମେରିକାକୁ ଧ୍ୱଂସ କରିବା ସମୟ ସ୍ଥିର କଲେ କିମ୍‌ ଜୋଙ୍ଗ !

    ନୂଆଦିଲ୍ଲୀ : ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ ଏକ ବିବାଦିତ ମନ୍ତବ୍ୟ ଦେଇ ପରିସ୍ଥିତିକୁ ଅଧିକ ଉତ୍ତେଜନାପୂର୍ଣ୍ଣ କରି ଦେଇଛନ୍ତି । ନ୍ୟୁଜ ଏଜେନ୍ସି ରଏଟର ମୁତାବକ...

  • ନିଉଜ ଆଲର୍ଟAug 11, 2017

    ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ୬୧୨.୨୩ ଫୁଟ୍‌

    ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ଆଜି ଦିନ ତିନିଟା ସୁଦ୍ଧା ୬୧୨.୨୩ ଫୁଟ୍‌ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୪୭ହଜାର ୩୩୪ ଘନଫୁଟ୍‌ ଜଳ ପ୍ରବେଶ କରୁଥିବାବେଳେ ସେହି ସମୟ ମଧ୍ୟରେ ବିଭିନ୍ନ କେନାଲ ଓ ପାୱାର ଚ୍ୟାନେଲ...

  • ନିଉଜ ଆଲର୍ଟAug 11, 2017

    ସେପ୍ଟେମ୍ବର ୨୩ରେ କଲେଜ ନିର୍ବାଚନ

    କଟକ : ରାଜ୍ୟର ବିଭିନ୍ନ କଲେଜରେ ନିର୍ବାଚନ ପାଇଁ ଉଚ୍ଚଶିକ୍ଷା ବିଭାଗ ତାରିଖ ଘୋଷଣା କରିଛନ୍ତି । ଆସନ୍ତା  ସେପ୍ଟେମ୍ବର ୨୩ ତାରିଖରେ ଭୋଟଗ୍ରହଣ ପାଇଁ ବିଭାଗ ନିର୍ଦେଶ ଜାରି କରିଛି । ଏଥିପାଇଁ ସେପ୍ଟେମ୍ବର ୧୬ ତାରିଖରେ ପ୍ରାର୍ଥୀ ମାନେ...

  • ନିଉଜ ଆଲର୍ଟAug 11, 2017

    ନାବାଳକ ମୃତ୍ୟୁକୁ ନେଇ ଉତ୍ତେଜନା

      ନୟାଗଡ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ଆଜି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଚିକିତ୍ସାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ନାବାଳକଙ୍କ ପରିବାର ତଥା ସ୍ଥାନୀୟ ଲୋକ ଶବ ରଖି...

  • ନିଉଜ ଆଲର୍ଟAug 11, 2017

    ଜାଭେଲିନ୍‌ ଥ୍ରୋ ଫାଇନାଲରେ ପହଞ୍ଚିଲେ ଦେବେନ୍ଦର

    ଲଣ୍ଡନ : ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଭାରତ ପାଇଁ ଏକ ଖୁସିର ଖବର । ଜାଭେଲିନ ଥ୍ରୋରେ ଭାରତର ଦେବେନ୍ଦର ସିଂହ କଙ୍ଗ ପ୍ରଥମ ଭାରତୀୟ ଭାବରେ ଫାଇନାଲରେ ପହଞ୍ଚିଛନ୍ତି । ତେବେ ଏହି ପ୍ରତିଯୋଗିତାରେ ଭାରତର ଷ୍ଟାର ଖେଳାଳୀ ନୀରଜ...

  • ନିଉଜ ଆଲର୍ଟAug 11, 2017

    ନୋଟବନ୍ଦୀ ପ୍ରଭାବରେ ହ୍ରାସ ପାଇଲା ସରକାରୀ ଲାଭ

    ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ଜୁନ ୩୦ ତାରିଖରେ ଘୋଷଣା କରିଥିବା ଲାଭାଂଶ ପରିମାଣରେ ହ୍ରାସ ଦେଖିବାକୁ ମିଳିଛି । ୨୦୧୭,ଜୁନ ୩୦ ତାରିଖରେ ବ୍ୟାଙ୍କକୁ ୩୦,୬୫୯ କୋଟି ଟଙ୍କା ଲାଭ ମିଳିଛି ବୋଲି ରିପୋର୍ଟ ପ୍ରକାଶ ପାଇଥିବା ବେଳେ...

  • ନିଉଜ ଆଲର୍ଟAug 11, 2017

    ରେଭେନ୍ସା ବିକେନ୍ଦ୍ରୀକୃତ ପ୍ରତ୍ୟକ୍ଷ ନିର୍ବାଚନର ଏପାଖ ସେପାଖ ...

    ସମାଜ ଲାଇଭ.ଇନ: ପ୍ରତିବର୍ଷ ଭଳି ଚଳିତ ବର୍ଷ ରେଭେନ୍ସାରେ ହେବନି ପ୍ରତ୍ୟକ୍ଷ ଛାତ୍ର ସଂସଦ ର୍ନିବାଚନ ।  ଏହା ବଦଳରେ ପ୍ରଥମ ଥର ପାଇଁ ବିଶ୍ୱ ବିଦ୍ୟାଳୟ କର୍ତ୍ତୁପକ୍ଷ ପରୀକ୍ଷାମୂଳକ ଭାବେ ଗ୍ରହଣ କରିବେ ବିକେନ୍ଦ୍ରୀକୃତ  ପ୍ରତ୍ୟକ୍ଷ ର୍ନିବାଚନ । ପ୍ରତ୍ୟକ୍ଷ ର୍ନିବାଚନ...

  • ନିଉଜ ଆଲର୍ଟAug 11, 2017

    ତାଜମହଲ-କବରସ୍ଥଳୀ ନା ମନ୍ଦିର ?

    ନୂଆଦିଲ୍ଲୀ : ଆଗ୍ରା ସ୍ଥିତ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ତାଜମହଲକୁ ନେଇ ଆରମ୍ଭ ହୋଇଛି ଏକ ନୂତନ ବିବାଦ । ଏହା ଏକ କବରସ୍ଥଳୀ ନା ଶିବ ମନ୍ଦିର ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ । ଏନେଇ ସୂଚନା...

  • ନିଉଜ ଆଲର୍ଟAug 11, 2017

    ବକ୍ସର ଜିଲ୍ଲାପାଳ ମୁକେଶ ପାଣ୍ଡେଙ୍କ ଆତ୍ମହତ୍ୟା !

    ଗାଜିଆବାଦ : ବିହାର ରାଜ୍ୟ ବକ୍ସର ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିବା ଯୁବ ଆଇଏଏସ ଅଧିକାରୀ ମୁକେଶ ପାଣ୍ଡେ ଆତ୍ମହତ୍ୟା କରିଛନ୍ତି । ସୂଚନା ମୁତାବକ ସେ ଗୁରୁବାର ରାତିରେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପୂର୍ବରୁ ସେ...

  • ନିଉଜ ଆଲର୍ଟAug 11, 2017

    ୫ଟି ରୋଗରୁ ମୁକ୍ତି ଦେବ ଅଶ୍ୱତ୍‌ଥ ପତ୍ର !

    ୧)୧୫ଟି ତାଜା ଅଶ୍ୱତ୍‌ଥ ପତ୍ରକୁ ପାଣିରେ ଭଲ ଭାବେ ଫୁଟାଇ ଏହାକୁ ଥଣ୍ଡା କରନ୍ତୁ । ପରେ ଏହି ପାନୀୟକୁ ଦିନକୁ ୩ଘଣ୍ଟା ଅନ୍ତରରେ ୩ଥର ପିଇଲେ ହୃଦୟ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ । ୨)ଅଶ୍ୱତ୍‌ଥ ଗଛର କାଠିରେ ତିଆରି ଦାନ୍ତକାଠିରେ...

  • ନିଉଜ ଆଲର୍ଟAug 11, 2017

    ସଫଳ କଲେଜ ଲାଇଫର ମନ୍ତ୍ର !

    ସମସ୍ତେ ନିଜର କଲେଜ ଲାଇଫକୁ ସଫଳ ତଥା କୀର୍ତ୍ତିମାନ କରିବାକୁ ଚାହିଁ ଥାଆନ୍ତି । ତେବେ ବେଳେ ବେଳେ ଏହ ସମ୍ଭବପର ହୋଇ ନଥାଏ । ତେବେ ଆସନ୍ତୁ ଜାଣିବା ସଫଳ କଲେଜ ଲାଇଫ ମନ୍ତ୍ର ବିଷୟରେ ... ୧)ନିୟମିତ କଲେଜରେ କ୍ଲାସ...

  • ନିଉଜ ଆଲର୍ଟAug 11, 2017

    ଲାଞ୍ଚ ନେବା ଅଭିଯୋଗରେ ଗ୍ରାମ ପଞ୍ଚାୟତ ପିଇଓଙ୍କୁ ୨ବର୍ଷ ଜେଲ ଦଣ୍ଡ

    ଭବାନୀ ପାଟଣା: ଲାଞ୍ଚ ନେବା ଅଭିଯୋଗରେ ଗ୍ରାମ ପଞ୍ଚାୟତ ପିଇଓଙ୍କୁ  ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୧ ହଜାର ଟଙ୍କା ଜୋରିମାନା ସହ ୨ବର୍ଷ ସଶ୍ରମ କାରାଦଣ୍ଡ  ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କଳାହାଣ୍ଡି ଜିଲାର ଗୋଲାମୁଣ୍ଡା ବ୍ଲକର ମାନଝରୀ...

  • ନିଉଜ ଆଲର୍ଟAug 11, 2017

    ଅଜଣା ଗାଡି ଧକ୍କାରେ ଜଣେ ମୃତ; ରାସ୍ତାରେ ଶବ ରଖି ଧାରଣା ଦେଲେ ଗ୍ରାମବାସୀ

    ଭବାନୀପାଟଣା: ଗୁରୁବାର ଅପରାହ୍ନରେ ଥୁଆମୂଲ ରାମପୁର ଠାରୁ  ମାତ୍ର ୫ଶହ ମିଟର ଦୁର ରାସ୍ତାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ମୃତୁ୍ୟ ଘଟିଛି । ମୃତକ ଜଣେ ହେଲେ ରାମପୁର ବ୍ଲକର କାଠକୁରା ଗ୍ରାମର ଅଗ୍ନୀ ମାଝୀ(୫୦)...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |