• ନିଉଜ ଆଲର୍ଟJun 11, 2017

    ଫିଙ୍ଗନ୍ତୁ ନାହିଁ ବଳକା ଭାତ: ଏଥରୁ କରି ପାରିବେ ସୁସ୍ୱାଦୁ ପକୋଡି

    ଅନେକ ସମୟରେ ଭାତ ବଳି ପଡିଲେ ଲୋକ ଏହାକୁ ନ ପଖାଳି ଫିଙ୍ଗି ଦେଇଥାଆନ୍ତି।ଶୀତ କି ବର୍ଷା ଦିନେ ଏପରି ଅନେକ କରି ଥାଆନ୍ତି। ହେଲେ ଏହି ଭାତରୁ ସୁସ୍ୱାଦୁ ପକୋଡି କରି ହେବ। ଏଥିପାଇଁ ଅଧିକ କିଛି ଜିନିଷ ବି...

  • ନିଉଜ ଆଲର୍ଟJun 11, 2017

    ହନୁମାନଙ୍କୁ ପୂଜା କଲେ ବୃଦ୍ଧି ପାଏ ଆତ୍ମବିଶ୍ୱାସ

     ଭକ୍ତି ଓ ନିଷ୍ଠାର ପ୍ରତୀକ  ଶ୍ରୀରାମଚନ୍ଦ୍ରଙ୍କର ପରମ ଭକ୍ତ ହନୁମାନା  ସେ ଅଞ୍ଜନା ଓ କେଶରୀଙ୍କ ନନ୍ଦନା ମାତା ସୀତାଙ୍କୁ ରାବଣ କବଳରୁ ଉଦ୍ଧାର କରିବା ପାଇଁ ହନୁମାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲୋ  ହନୁମାନଙ୍କୁ ଜ୍ଞାନ ଓ ଭକ୍ତିର ସାଗର...

  • ନିଉଜ ଆଲର୍ଟJun 11, 2017

    ଉତ୍ତର ପ୍ରଦେଶ: କେନାଲକୁ କାର ଖସି ୧୦ ମୃତ

    ମଥୁରା: ଉତ୍ତର ପ୍ରଦେଶର ମଥୁରା ଜିଲ୍ଲା ଅନ୍ତର୍ଗତ ମକେରା ଅଞ୍ଚଳରେ ଏକ କାରଟି କେନାଲକୁ ଖସିଯିବା ଫଳରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି ।କାରରେ ଯାଉଥିବା ଲୋକେ ତୀର୍ଥଯାତ୍ରୀ ଥିବାର ଖବର ମିଳିଛି ।ପୁଲିସ ଗ୍ରାମାଞ୍ଚଳ ଏସପି ଆଦିତ୍ୟ ଶୁକ୍ଲାଙ୍କ...

  • ନିଉଜ ଆଲର୍ଟJun 11, 2017

    ମହଙ୍ଗା ପଡିଲା ପଡୋଶୀଙ୍କ ସହ ଝଗଡା

    ହରିୟାଣା: ପଡୋଶୀଙ୍କ ସହ ଝଗଡା ମହଙ୍ଗା ପଡଛି ଯୁବକଙ୍କୁ । ଏମିତିକି ଏଥିପାଇଁ ନିଜର ଜୀବନ ହରାଇଛନ୍ତି ଯୁବକ ଜଣକ । ଘଟଣାଟି ଘଟିଛି ହରିୟାଣ ରାଜ୍ୟ ରେୱାଡିରେ । ଏହି ହତ୍ୟାକାଣ୍ଡରେ ତିନି ଜଣ ସଂମ୍ପୂକ୍ତ ଥିବା ନେଇ ପରିବାର...

  • ନିଉଜ ଆଲର୍ଟJun 11, 2017

    ଶ୍ରୀମନ୍ଦିରରେ ପଟିଦିଅଁ ; ଅଣସରରେ ଗୁପ୍ତସେବା

    ପୁରୀ : ଶ୍ରୀକ୍ଷେତ୍ର ପୁରୀ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନେ ଏବେ ଶ୍ରୀମନ୍ଦିରରେ ପଟିଦିଅଁଙ୍କୁ ଦର୍ଶନ କରୁଛନ୍ତି  । ଗତ ଶନିବାର ଠାରୁ  ପଟ୍ଟିଦିଅଁଙ୍କ ପୂଜା ଆରମ୍ଭ ହୋଇଛି । ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ, ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଏବଂ...

  • ନିଉଜ ଆଲର୍ଟJun 11, 2017

    ଜାଣନ୍ତୁ ଭଗବାନ ରାମଙ୍କ ସହ ଜଡିତ ୧୦ଟି ରୋଚକ ତଥ୍ୟ

    ହିନ୍ଦୁ ଧର୍ମରେ ଭଗବାନ ରାମଙ୍କୁ ବିଷ୍ଣୁଙ୍କ ଅବତାର ବୋଲି ବିଶ୍ୱାସ କରାଯାଏ । ଭଗବାନ ଶ୍ରୀରାମ ହେଉଛି ବିଷ୍ଣୁଙ୍କ ସପ୍ତମ ଅବତାର । ରାମଚରିତମାନସରେ ଭଗବାନ ରାମଙ୍କ ମହିମା ବର୍ଣ୍ଣନା କରାଯାଇଛି ଯାହା ସମସ୍ତଙ୍କ ହୃଦୟ ସ୍ପର୍ଶୀ ହୋଇପାରିଛି ।  ଶ୍ରୀରାମ...

  • ନିଉଜ ଆଲର୍ଟJun 11, 2017

    ନାବାଳିକାଙ୍କୁ ବଳି, ତାନ୍ତ୍ରିକ ଗିରଫ

    କନୌଜ: ଉତ୍ତରପ୍ରଦେଶର କନୌଜ୍‌ ଜିଲା ଅନ୍ତର୍ଗତ ବାଦୁସି ଗାଁରେ ଜଣେ ୧୪ ବର୍ଷର ନାବାଳିକାକୁ ବଳି ଦେବା ଅଭିଯୋଗରେ ଶନିବାର ପୁଲିସ ତାନ୍ତ୍ରିକକୁ ଗିରଫ କରିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ନାବାଳିକାର ବାପା ମହାବୀର ପ୍ରସାଦ ତାନ୍ତ୍ରିକ କୃଷ୍ଣ କୁମାର...

  • ନିଉଜ ଆଲର୍ଟJun 11, 2017

    ଇସାନିନ୍ଦା ଅଭିଯୋଗରେ ପାକିସ୍ଥାନର ସିଆ ଯୁବକଙ୍କୁ ମୃତ୍ୟୁଦଣ୍ଡ

    ଫେସବୁକରେ ଇସାନିନ୍ଦା ସମ୍ବନ୍ଧୀୟ ଆପତ୍ତିଜନକ ପୋଷ୍ଟ କରିବା ଅଭିଯୋଗରେ ପାକିସ୍ଥାନ ପକ୍ଷରୁ ଏକ ସିଆ ସମ୍ପ୍ରଦାୟର ଯୁବକଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଫେସବୁକ ପୋଷ୍ଟ ନେଇ କାହାକୁ ମୃତ୍ୟୁଦଣ୍ଡ ପ୍ରଦାନ କରାଯିବା ନେଇ ପାକିସ୍ଥାନରେ ଏହା ପ୍ରଥମ ଘଟଣା ଅଟେ ।...

  • ନିଉଜ ଆଲର୍ଟJun 11, 2017

    ପାକିସ୍ଥାନର ଯୁଦ୍ଧ ବିରତିି ଉଲଙ୍ଘନ:ଭାରତ ପକ୍ଷରୁ କଡା ଜବାବ

    ନୂଆଦିଲ୍ଲୀ:ପାକିସ୍ଥାନ ପକ୍ଷରୁ ଜାମ୍ମୁର ନିୟନ୍ତ୍ରଣ ରେଖା ନିକଟରେ ଥିବା ବିମ୍ମବର ସେକ୍ଟରରେ ଯୁଦ୍ଧ ବିରତି  ଉଲଙ୍ଘନ କରାଯାଇଛି ।ପାକିସ୍ଥାନ ପକ୍ଷରୁ ଏଠାରେ ପ୍ରବଳ ଗୁଳି ଗୋଳା ବର୍ଷଣ କରାଯାଇଥିବା ବେଳେ ଭାରତୀୟ ସେନା ପକ୍ଷରୁ ଏହାର କଡା ଜବାବ ଦିଆଯାଇଛି । ଅନ୍ୟପକ୍ଷରେ...

  • ନିଉଜ ଆଲର୍ଟJun 11, 2017

    ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ ରେଜଲ୍ଟ

    ଭୁବନେଶ୍ୱର: ରବିବାର ପ୍ରକାଶ ପାଇଛି ଜେଇଇ ଆଡଭାନ୍ସଡ ପରୀକ୍ଷାଫଳ । ଏହି ପାରକ୍ଷାରେ ୨ ଲକ୍ଷ ୨୦ ହଜାର ଛାତଛାତ୍ରୀ ପାରୀକ୍ଷା ଦେଇଥିବା ବେଳେ ଓଡିଶାରୁ ୨୭୦୦ ପରୀକ୍ଷାର୍ଥୀ ଅଛନ୍ତି ।  

  • ନିଉଜ ଆଲର୍ଟJun 11, 2017

    ମହାରାଷ୍ଟ୍ର:ବସ ଦୁର୍ଘଟଣାରେ ୯ମୃତ,୧୨ଆହତ

    ରବିବାର ମହାରାଷ୍ଟ୍ରର ପୁନେରୁ ଲାଟୁର ଯାଉଥିବା ବସଟି ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଏହି ଦୁର୍ଘଟଣାରେ ବସରେ ଥିବା ୯ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଯାତ୍ରୀ ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାଇ ବସଟି ଦ୍ରୁତ ଗତିରେ ଯାଉଥିବା...

  • ନିଉଜ ଆଲର୍ଟJun 11, 2017

    ବଳାତ୍କାର ଉଦ୍ୟମ କରୁଥିବା ଯୁବକକୁ ପିଟିପିଟି ମାରିଦେଲେ ଉତ୍ତ୍ୟକ୍ତ ଲୋକେ

    ନୂଆଦିଲ୍ଲୀ: ଦିଲ୍ଲୀର ଏକ ଚାରି ବର୍ଷର ଶିଶୁକୁ ଦୁଷ୍କର୍ମ ଉଦ୍ୟମ କରୁଥିବା ଯୁବକକୁ ଲୋକେ ପିଟି ପିଟି ମାରିଦେଇଥିବାର ଅଭିଯୋଗ ହୋଇଛି ।ସୂଚନା ଅନୁଯାଇ ପୂର୍ବ ଦିଲ୍ଲୀ ଅନ୍ତର୍ଗତ ପାଣ୍ଡବ ନଗର  ଅଞ୍ଚଳରେ ଥିବା  ପାର୍କରେ ଏକ ଚାରି ବର୍ଷର ଶିଶୁ...

  • ନିଉଜ ଆଲର୍ଟJun 11, 2017

    ପିଓକେକୁ ଭାରତ ଦଖଲ କରିବା ଉଚିତ:ରାମଦେବ

    ମୋତିହାରି:ପାକ ଅଧିକୃତ କାଶ୍ମୀର(ପିଓକେ)କୁ ସବୁ ବିବାଦର ମୂଳ ବୋଲି ଆଖ୍ୟା ଦେବା ସହ ଭାରତ ଖୁବ ଜଲଦି ଏହାକୁ ଦଖଲ କରିବା ଉଚିତ ବୋଲି ଯୋଗ ଗୁରୁ ବାବା ରାମଦେବ ମତବ୍ୟକ୍ତ କରିଛନ୍ତି ।ଚମ୍ପାରଣ ଜିଲ୍ଳାରେ ଆୟୋଜିତ ୩ଦିବସୀୟ ଯୋଗ ଶିବିରରେ...

  • ନିଉଜ ଆଲର୍ଟJun 11, 2017

    ଫେଷ୍ଟ ପୂର୍ବରୁ ମୋଦି-ଧର୍ମେନ୍ଦ୍ରଙ୍କ ଫ୍ଲେକ୍ସ ପୋଡି

    କେନ୍ଦ୍ରାପଡା: ରବିବାର କେନ୍ଦ୍ରପଡାରେ ହେବାକୁ ଥିବା ମୋଦି ଫେଷ୍ଟ ବା ମିଶ୍ରଣ ପର୍ବ ପୂର୍ବରୁ ଅଭାବନୀୟ ଘଟଣା ଘଟିଯାଇଛି । ଆୟୋଜିତ ସଭା ପାଇଁ ବିଜେପି ପକ୍ଷରୁ ରାସ୍ତାଘାଟରେ ପ୍ରଧାନମନ୍ତ୍ରୀ ମୋଦ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୋଷ୍ଟର ଏବଂ ଫ୍ଲେକ୍ସ...

  • ନିଉଜ ଆଲର୍ଟJun 11, 2017

    ଆଫଗାନ ସୈନ୍ୟଙ୍କ ଗୁଳିରେ ଦୁଇ ଆମେରିକା ସୈନ୍ୟ ନିହତ

    କାବୁଲ: ଆଫଗାନିସ୍ତାନର ଜଣେ ସୈନ୍ୟଙ୍କ ଗୁଳିରେ ଆମେରିକାର ଦୁଇଜଣ ସୈନିକ ପ୍ରାଣ ହରାଇବା ସହ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତିି । ଶନିବାର ଅପରାହ୍ଣରେ ଆଫଗାନିସ୍ତାନର ନାଙ୍ଗାହାର ପ୍ରଦେଶର ଆଚିନ ଜିଲାରେ ଏହି ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡ ଘଟାଇଥିବା ସୈନିକ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |