• ନିଉଜ ଆଲର୍ଟJun 09, 2017

    କୂଳଭୁଷଣ ମାମଲାରେ ତୁରନ୍ତ ନିଷ୍ପତ୍ତି ନେବାକୁ ଆଇସିଜେରେ ପାକିସ୍ଥାନର ଦାବୀ

    ହେଗ:କୂଳଭୁଷଣ ମାମଲା ପରିଚାଳନା କ୍ଷେତ୍ରରେ ଅଧିକ ତ୍ୱରାନ୍ୱିତ ଆଣିବା ସହ ଜଲଦି ଚୁଡାନ୍ତ ରାୟ ପ୍ରକାଶ କରିବା ନିମେନ୍ତେ ଇଣ୍ଟର ନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ)ରେ ଦାବୀ କରିଛି ପାକିସ୍ଥାନ  ।ପାକିସ୍ଥାନ ଆଟର୍ଣ୍ଣି ଜେନେରାଲ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଖବର...

  • ନିଉଜ ଆଲର୍ଟJun 09, 2017

    ବ୍ରିଟେନ ସଂସଦୀୟ ର୍ନିବାଚନ ଜିତି ଇତିହାସ ରଚିଲେ ପ୍ରଥମ ଶିଖ ମହିଳା

    ବ୍ରିଟେନର ମଧ୍ୟବର୍ତ୍ତି ସଂସଦୀୟ ର୍ନିବାଚନରେ କନଜରଭେଟିଭ ପାର୍ଟି ଓ ଲେବର ପାର୍ଟି ମଧ୍ୟରୁ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳି ନଥିବା ବେଳେ ଏକ ପ୍ରକାର ଝୁଲା ସରକାର ଗଠନ ହେବାର ଆଶଙ୍କା ଦେଖାଯାଇଛି । ତେବେ ଏହି ଦୁଇ ଦଳରୁ...

  • ନିଉଜ ଆଲର୍ଟJun 09, 2017

    ଅନଲାଇନ ବ୍ୟାଙ୍କିଙ୍ଗ ଦ୍ୱାରା ବନ୍ଦ ହେବ ବ୍ୟଙ୍କ ଶାଖା କାର୍ଯ୍ୟାଳୟ

    ନୂଆଦିଲ୍ଲୀ:ଅନଲାଇନ ବ୍ୟାଙ୍କିଙ୍ଗର ବହୁଳ ପ୍ରଚଳନ ଦ୍ୱାରା ଆଗାମି ଦିନରେ ବ୍ୟାଙ୍କ ଗୁଡିକର ଶାଖା କାର୍ଯ୍ୟାଳୟ  ବନ୍ଦ ହୋଇପାରେ ବୋଲି ସୂଚନା ଦେଇଛନ୍ତି ନୀତି ଆୟୋଗର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଶ୍ରୀ ଅମିତାଭ କାନ୍ତ ।ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ କାନ୍ତ...

  • ନିଉଜ ଆଲର୍ଟJun 09, 2017

    ସରିଫଙ୍କ ଭଲମନ୍ଦ ପଚାରିଲେ ମୋଦି

    ନୂଆଦିଲ୍ଲୀ: ସାଙ୍ଘାଇ ଅର୍ଗାନାଇଜେସନ୍‌ ଅପରେସନ୍‌(ସିଏସଓ) ବୈଠକରେ ଯୋଗ ଦେବାକୁ କଜାକସ୍ତାନ ରାଜଧାନୀ ଆସ୍ଥାନାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ କାଜକସ୍ତାନ ରାଷ୍ଟ୍ରପତିଙ୍କ ନୈଶଭୋଜିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସହ କଥାବାର୍ତ୍ତା କରିଥିଲେ ନରେନ୍ଦ୍ର ମୋଦି । ଏହି...

  • ନିଉଜ ଆଲର୍ଟJun 09, 2017

    ଜୁନ ଶେଷ ସୁଦ୍ଧା ଟ୍ରମ୍ପଙ୍କୁ ଭେଟିବେ ମୋଦି

    ୱାସିଙ୍ଗଟନ:ଜୁନ ଶେଷ ସୁଦ୍ଧା  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିବେ ବୋଲି ଆମେରିକା ବୈଦେଶିକ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଆମେରିକାର ବୈଦେଶିକ ବିଭାଗର ପ୍ରବକ୍ତା ହିଦର ନୌଅର୍ଟ ଗଣ ମାଧ୍ୟମକୁ କହିଛନ୍ତିଯେ ଆମେରିକାର ନିମନ୍ତ୍ରଣ ଅନୁଯାଇ...

  • ନିଉଜ ଆଲର୍ଟJun 09, 2017

    କୃଷି ଋଣ ପରିମାଣ ନିର୍ଦ୍ଧାରଣ ପାଇଁ ମହାରାଷ୍ଟ୍ରରେ ସମିତି ଗଠନ

     ମୁମ୍ବାଇ: ମହାରାଷ୍ଟ୍ରରେ କୃଷି ଋଣ ମାଫ୍‌ ଏବଂ ଅନ୍ୟ କେତେକ ଦାବିକୁ ନେଇ ଚାଷୀ ମାନେ ଆନେ୍ଦାଳନ ଜାରି ରଖିଥିବା ବେଳେ ଗୁରୁବାର ସୋଲାପୁରରେ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ଅକ୍ଟୋବର ୩୧ ତାରିଖ...

  • ନିଉଜ ଆଲର୍ଟJun 09, 2017

    କାଜକିସ୍ତାନ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି

    ନୂଆଦିଲ୍ଲୀ : କାଜକିସ୍ତାନରେ ହେବାକୁ ଥିବା ସାଂଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌ (ଏସ୍‌ସିଓ) ବୈଠକରେ ଯୋଗ ଦେବାକୁ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କାଜକିସ୍ତାନ ରାଷ୍ଟ୍ରପତି ନୁରସୁଲତାନ ନଜରବୟେଭଙ୍କୁ ଭେଟିଛନ୍ତି  । ଦ୍ୱିପାକ୍ଷିକ ସଂପର୍କ ବୃଦ୍ଧି ନେଇ ଉଭୟ ନେତା କଥା...

  • ନିଉଜ ଆଲର୍ଟJun 09, 2017

    ୨୦୦ ଟଙ୍କିଆ ମୁଦି, ପ୍ରକୃତ ଦାମ ୫ କୋଟି

    ନୂଆଦିଲ୍ଲୀ : ମାତ୍ର ୨୦୦ ଟଙ୍କାରେ କିଣାଯାଇଥିବା ଏକ ମୁଦିର ଦାମ ଏବେ ୫ କୋଟିରେ ପହଞ୍ଚିଛି  । ଏଭଳି ଏକ ଘଟଣା ବ୍ରିଟେନରେ ଘଟିଛି  । ସୂଚନା ଅନୁଯାୟୀ ବ୍ରିଟେନର ଜଣେ ମହିଳା ୮୦ ଦଶକରେ ଗୋଟିଏ ମୁଦି କିଣିଥିଲେ...

  • ନିଉଜ ଆଲର୍ଟJun 09, 2017

    ଯୋଗୀଙ୍କ ପାଖକୁ ୧୨୫ କିଲୋର ସାବୁନ ପଠାଇଲେ ଦଳିତ

    ଅହମ୍ମଦାବାଦ : ଗୁଜୁରାଟର ଦଳିତମାନେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଖକୁ ଏକ ୧୨୫ କିଲୋ ଓଜନର ସାବୁନ ପଠାଇଛନ୍ତି  । ଘଟଣା ଅନୁଯାୟୀ, ଗତ କିଛି ଦିନ ତଳେ  ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶ କୁଶିନାର ଜିଲାର ଦଳିତଙ୍କୁ ଭେଟିବାକୁ ଯାଇଥିଲେ  ।...

  • ନିଉଜ ଆଲର୍ଟJun 09, 2017

    ସୋମାଲିଆରେ ଅଲ-ସାବାବର ଆକ୍ରମଣ, ୭୦ ମୃତ

    ମୋଗାଡ଼ିସୁ : ସୋମିଲିଆର ପୁଟଲାଣ୍ଡ ରାଜ୍ୟରେ ଥିବା ଏକ ସେନା ଶିବିର ଉପରେ ଅଲ-ସାବାବ ବିଚ୍ଛନ୍ନତାବାଦୀମାନେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି  । ଏଥିରେ ସୈନ୍ୟଙ୍କ ସମେତ ପାଖାପାଖି ୭୦ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି  । ଆହତଙ୍କ ସଠିକ୍‌ ସଂଖ୍ୟା ଜଣାପଡ଼ିନାହିଁ...

  • ନିଉଜ ଆଲର୍ଟJun 09, 2017

    ଆମେରିକାରେ ଭାରତୀୟ ଯୁବକଙ୍କୁ ଗୁଳିମାଡ଼

    ହାଇଦ୍ରାବାଦ/କାଲିଫର୍ଣ୍ଣିଆ : କାଲିଫର୍ଣ୍ଣିଆର ଡିପାର୍ଟମେଣ୍ଟାଲ ଷ୍ଟୋରରେ ଜଣେ ଭାରତୀୟ ଯୁବକଙ୍କୁ ଗୁଳିମାଡ଼ ହୋଇଥିବାବେଳେ ୪ ଦିନ ଧରି ସେ ଚିକିତ୍ସାଧୀନ ଅଛନ୍ତି  । ଏବେ ବି ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି  । ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲା ବାସିନ୍ଦା (୨୬) ମୁବିନ୍‌...

  • ନିଉଜ ଆଲର୍ଟJun 09, 2017

    ଦରମା ବିବାଦକୁ ନେଇ ୱାର୍ଣ୍ଣର ଖପ୍ପା

    ବର୍ମିଂହମ : ଅଷ୍ଟେଲିଆ କ୍ରିକେଟ ଦଳରେ ଏବେ ଦରମାକୁ ନେଇ ବିବାଦ ଚାଲିଛି  । ଏହି ବିବାଦ ଖେଳାଳିଙ୍କୁ ମାନସିକ ଭାବେ ପ୍ରଭାବିତ କରୁଛି  । ଫଳରେ ଅଷ୍ଟ୍ରେଲିଆ କ୍ରିକେଟ ଦଳର ଅଧିନାୟକ ଡେଭିଡ୍‌ ୱାର୍ଣ୍ଣରେ ଅଷ୍ଟ୍ରେିଲିଆ କ୍ରିକେଟ ବୋର୍ଡକୁ ପରାମର୍ଶ...

  • ନିଉଜ ଆଲର୍ଟJun 08, 2017

    ଚମ୍ପିଆନ୍ସ ଟ୍ରଫି : ଶ୍ରୀଲଙ୍କାଠୁ ହାରିଲା ଭାରତ

    ଲଣ୍ଡନ/ଓଭାଲ : ଚମ୍ପିଆନ୍ସ ଟ୍ରଫିର ୮ମ ମ୍ୟାଚ୍‌ରେ ଭାରତକୁ ହରାଇ ଶ୍ରୀଲଙ୍କା ୭ ୱିକେଟରେ ବିଜୟୀ ହୋଇଛି  । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ଶୀଲଙ୍କାକୁ ୩୨୨ରନର ଟାର୍ଗେଟ ଦେଇଥିଲା  । ଶ୍ରୀଲଙ୍କା ୪୮.୪ ଓଭର ଖେଳି ମାତ୍ର ୩...

  • ନିଉଜ ଆଲର୍ଟJun 08, 2017

    ବଜାରରେ ପ୍ଲାଷ୍ଟିକ୍‌ ଚାଉଳ ଅଭିଯୋଗ ; ଯାଞ୍ଚ ପାଇଁ ଯୋଗାଣ ଅଧିକାରୀଙ୍କୁ ନିର୍ଦେଶ

      ଭୁବନେଶ୍ୱର : ନୂଆପଡା ଓ ରାଜ୍ୟର କେତେକ ସ୍ଥାନରେ ସାଧାରଣ ଲୋକଙ୍କୁ ପ୍ଲାଷ୍ଟିକ୍‌ ଚାଉଳ ଦିଆଯାଉଥିବା ନେଇ ଆସିଥିବା ଅଭିଯୋଗକୁ ଭିତ୍ତିକରି ଖାଦ୍ୟ ନିରାପତ୍ତା କମିଶନରଙ୍କ ପକ୍ଷରୁ ସବୁ ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ଯାଞ୍ଚ ପାଇଁ ନିର୍ଦେଶ ଦିଆଯାଇଛି । ଏନେଇ...

  • ନିଉଜ ଆଲର୍ଟJun 08, 2017

    ଆମେରିକାରେ ପାକିସ୍ତାନ କୁଟନୀତିଜ୍ଞ ହଟହଟା

    ୱାଶିଂଟନ : ଆମେରିକାର ୱାଶିଂଟିନରେ ଜଣେ ପାକିସ୍ତାନୀ କୁଟନୀତିଜ୍ଞଙ୍କୁ ହଟହଟାର ଶିକାର ହେବାକୁ ପଡ଼ିଛି  । ଥିଙ୍କ୍‌ ଟ୍ୟାଙ୍କ ନାମକ୍‌ ଏକ କାର୍ଯ୍ୟକ୍ରମରେ ପାକିସ୍ତାନର କୁଟନୀତିଜ୍ଞ ଅଜିଜ ଅହମ୍ମଦ ଚୌଧୁରୀ ଯୋଗଦେଇ ‘ପାକିସ୍ତାନ ଆତଙ୍କବାଦୀଙ୍କ ପାଇଁ ସୁରକ୍ଷିତ ସ୍ୱର୍ଗ’ ନୁହେଁ ବୋଲି...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |