• ନିଉଜ ଆଲର୍ଟJun 12, 2017

    ଜ୍ଞାନପୀଠ ପୁରସ୍କାର ବିଜେତା କବି ଡକ୍ଟର ସି. ନରାୟଣ ରେଡ୍ଡୀଙ୍କର ପରଲୋକ

      ହାଇଦରାବାଦ : ଜ୍ଞାନପୀଠ ପୁରସ୍କାର ବିଜେତା ସୁନାମଧନ୍ୟ କବି ଡକ୍ଟର ସି. ନରାୟଣ ରେଡ୍ଡୀଙ୍କର ରବିବାର ସକାଳେ ହାଇଦରାବାଦରେ ପରଲୋକ ଘଟିଛି  । ମୃତୁ୍ୟବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା  । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ...

  • ନିଉଜ ଆଲର୍ଟJun 12, 2017

    ଏସଟି, ଏସସିିି ସମବାୟ ନିଗମକୁ ଅଧିକ କ୍ରିୟାଶୀଳ କରାଯିବ:ମନ୍ତ୍ରୀ

      ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଅର୍ଥର୍ ସମବାୟ ନିଗମକୁ ଅଧିକ କ୍ରିୟାଶୀଳ କରାଯିବ । ନିଗମ କାର୍ଯ୍ୟାଳୟ ପରିଦର୍ଶନ ଓ କାର୍ଯ୍ୟର ସମୀକ୍ଷା ଅବସରରେ ବିଭାଗୀୟ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ଏହା କହିଛନ୍ତି ।  ଏହି...

  • ନିଉଜ ଆଲର୍ଟJun 12, 2017

    ନିଟ୍‌ -୨୦୧୭ ପରୀକ୍ଷା ଫଳ

    ନୂଆଦିଲ୍ଳୀ : ଏମ୍‌ବିବଏସ୍‌ ଓ ବଡିଏସ ପାଠ୍ୟକ୍ରମରେ ନାମ ଲେଖାଇବାପାଇଁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ନିଟ -୨୦୧୭  ପରୀକ୍ଷା ଫଳାଫଳ ପ୍ରକାଶ ନ କରିବା ଲାଗି ମାଡ୍ରାସ ହାଇକୋର୍ଟଙ୍କ ନିର୍ଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି  । ନିର୍ଦ୍ଧାରିତ...

  • ନିଉଜ ଆଲର୍ଟJun 12, 2017

    ଯୁକ୍ତ ଦୁଇ ନାମଲେଖା, ଆସନ୍ତାକାଲି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ

      ଭୁବନେଶ୍ୱର : ୨୦୧୭-୧୮ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ଜୁନିୟର କଲେଜରେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ପ୍ରକ୍ରିୟାରେ ନାମଲେଖା ଲାଗି ଆସନ୍ତାକାଲି(ମଙ୍ଗଳବାର) ପୂର୍ବାହ୍ନ ୧୧ଟାରେ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ । ଏହା ଉଚ୍ଚଶିକ୍ଷା ବିଭାଗ...

  • ନିଉଜ ଆଲର୍ଟJun 12, 2017

    ଶଶିଶେଖର ଭେମ୍ପତି ପ୍ରସାର ଭାରତୀର ନୂଆ ସିଇଓ

      ନୂଆଦିଲ୍ଳୀ: ଶଶିଶେଖର ଭେମ୍ପତି ପ୍ରସାର ଭାରତୀୟ ନୂଆ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି  । ଦାୟିତ୍ୱ ଗ୍ରହଣ କରିବା ପରେ ସମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ସେ କହିଛନ୍ତି, ପ୍ରସାର ଭାରତୀକୁ ଏକ ଆଧୁନିକ ପ୍ରସାରଣ...

  • ନିଉଜ ଆଲର୍ଟJun 12, 2017

    ମଣ୍ଡସୋର ସ୍ଥିତି ସ୍ୱଭାବିକ : ସାନ୍ଧ୍ୟ ଆଇନ ପ୍ରତ୍ୟାହାର

      ଭୋପାଳ : ମଧ୍ୟପ୍ରଦେଶର ମଣ୍ଡସୋର ଜିଲ୍ଲାରେ ପରିସ୍ଥିତି ସ୍ୱଭାବିକ ହୋଇଛି  । ଫଳରେ ସାନ୍ଧ୍ୟ  ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ନିଆଯାଇଛି । ସେଠାରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ଜିଲ୍ଲାର ପିପଲିଆମଣ୍ଡିଠାରେ ମଙ୍ଗଳବାର ଦିନ ୬ ଜଣ ଲୋକଙ୍କର ପୁଲିସ...

  • ନିଉଜ ଆଲର୍ଟJun 12, 2017

    ଚାଷୀମାନଙ୍କ ସମସ୍ୟା ପାଇଁ କଂଗ୍ରେସ ସରକାରଙ୍କ ଅବହେଳା ହିଁ ଦାୟୀ ; ନାଇଡୁ

      ଭୁବନେଶ୍ୱର : ମୋଦି ଉତ୍ସବ ଜରିଆରେ ଏନଡିଏ ସରକାର ତିନିବର୍ଷ ଶାସନ କାଳର ରିପୋର୍ଟ କାର୍ଡ ଜନସାଧାରଣଙ୍କ ସମ୍ମୁଖରେ ପ୍ରସ୍ତୁତି କରୁଛନ୍ତି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭେଙ୍କେୟା ନାଇଡୁ ଏହା କହିଛନ୍ତି  । ସବ୍‌ କା ସାଥ୍‌...

  • ନିଉଜ ଆଲର୍ଟJun 12, 2017

    ଆ ଅଲାର ଖା ଖିରୀ.....

    ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜୀଉମାନେ ଏବେ ଅଣସର ପିଣ୍ଡିରେ  । ଶ୍ରୀମନ୍ଦିରରେ ପଟିଦିଅଁ ପୂଜା ପାଉଛନ୍ତି  । ଭକ୍ତମାନେ ଏବେ ଶ୍ରୀଅଲାରନାଥଙ୍କ ଦର୍ଶନ ପାଇଁ  ବ୍ରହ୍ମଗିରିରେ ଭିଡ ଜମାଇଛନ୍ତି  । ଭକ୍ତମାନେ ଶ୍ରୀଅଲାରନାଥ ଦେବଙ୍କ ସମେତ ମହାଲକ୍ଷ୍ମୀ ଏବଂ ଶ୍ରୀ...

  • ନିଉଜ ଆଲର୍ଟJun 12, 2017

    ଦୃଢ ଇଚ୍ଛା ଶକ୍ତି ଆଗରେ ଅର୍ଥ ସାଜି ପାରିଲାନି ବାଧକ

    ଆହ୍ଲାବାଦ:ପରିବା ବିକାଳିଙ୍କ ପୁଅ ଆଇଆଇଟି ପରି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାରେ ସଫଳ ହୋଇଛନ୍ତିା ରରିବାରରେ ଘୋଷଣା କରାଯାଇଥିବା ଆଇଆଇଟି-ଜୀର ପରୀକ୍ଷାଫଳରୁ ଏ ବିଷୟରେ ଜଣାପଡିଛିା ବିଶାଲ ଅଗ୍ରହରି ସର୍ବଭାରତୀୟ ସ୍ତରରେ ୧,୯୬୪ ର୍ୟାଙ୍କ ରଖିଛନ୍ତିା ଏହା ଜାଣିବା ପରେ ତାଙ୍କ ପରିବାର ସହ...

  • ନିଉଜ ଆଲର୍ଟJun 12, 2017

    ଜାଣନ୍ତୁ ହ୍ୱାଟସ ଆପର ନୂଆ ଫିଚର

    ନୂଆଦିଲ୍ଲୀ: ହ୍ୱାଟସଆପ ବିଶ୍ୱରେ ବ୍ୟବହାର କରାଯାଉଥିବା ସବୁଠାରୁ ଲୋକ ପ୍ରିୟ ମେସେଜିଂ ଆପା ଏହାକୁ କୋଟି କୋଟି ଲୋକ ନିଜର ସ୍ମାର୍ଟଫୋନରେ ବ୍ୟବହାର କରୁଛନ୍ତିା ହ୍ୱାଟସଆପକୁ ଏବେ ଫେସବୁକ କିଣିିଛିା ଏହାପରେ ଏଥିରେ କେତକ ପରିବର୍ତ୍ତନ ଅଣାଯାଇଛିା ଏବେ ପୁଣି ନୂଆ...

  • ନିଉଜ ଆଲର୍ଟJun 12, 2017

    ଓଡିଶା ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ

    କଟକ: ଓଡିଶା ଉପକୂଳରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆଜି ସ୍ପର୍ଶ କରିଛି । ଏହାର ପ୍ରଭାବରେ ୪ଟି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂପୁର ଜିଲାର କେତେକ ଅଞ୍ଚଳରେ ସୌସୁମୀ ବର୍ଷା ହେବ...

  • ନିଉଜ ଆଲର୍ଟJun 12, 2017

    ଇଣ୍ଡିଗୋ ଏୟାରଲାଇନ୍ସର ମନସୁନ ଅଫର:୮୯୯ଟଙ୍କାରେ ବିମାନ ଟିକେଟ

    ଚେନ୍ନାଇ: ଅଳ୍ପ ମୂଲ୍ୟରେ ବିମାନ ଯାତ୍ରା ଯୋଗାଇ ଦେଉଥିବା ଇଣ୍ଡିଗୋ ତାର ମନସୁନ ଅଫର ଘୋଷଣା କରିଛିା ୮୯୯ ଟଙ୍କାରେ ଏବେ ଇଣ୍ଡିଗୋ ବିମାନ ଯାତ୍ରା ପାଇଁ ଟିକେଟ ଘୋଷଣା କରିଛିା ୮୯୯ ଟଙ୍କାରୁ ଆରମ୍ଭ ହେଉଛି ଏହାର ଟିକେଟ ମୂଲ୍ୟା...

  • ନିଉଜ ଆଲର୍ଟJun 12, 2017

    ଜେଏମଏଫସି କୋର୍ଟରେ ହାଜର ହେଲା ଆଲକାଏଦା ରେହମନ

    ସାଲେପୁର: ସାଲେପୁର ଜେଏମଏଫସି କୋର୍ଟରେ ଆଲକାଏଦା ଆତଙ୍କବାଦୀ ଅବଦୁର ରେହମନ ହାଜର କରାଯାଇଛି । ଏସଟିଏଫ ପକ୍ଷରୁ ୫୭୪ ପୃଷ୍ଠାର ଚାର୍ଜସିଟ ଦାଖଲ କରିବା ସହ ରେହମନକୁ ତିହାର ଜେଲରୁ କଡା ସୁରକ୍ଷା ମଧ୍ୟରେ ଆଣି ହାଜର କରିଛି । ଜଗତପୁର...

  • ନିଉଜ ଆଲର୍ଟJun 12, 2017

    ଭୁବନେଶ୍ୱରରେ ପହଞ୍ଚିଲେ ଭେଙ୍କେୟା ନାଇଡୁ

    ଭୁବନେଶ୍ୱର: ଭୁବନେଶ୍ୱରରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କେୟା ନାଇଡୁ । ସାଲିଆ ସାହିରେ ହେବାକୁ ଥିବା ‘ସବକା ସାଥ୍‌ ସବକା ବିକାଶ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡିଶା ଆସିଛନ୍ତି ଭେଙ୍କେୟା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯକ୍ରମରେ ଯୋଗ...

  • ନିଉଜ ଆଲର୍ଟJun 12, 2017

    ଜୟଲଳିତାଙ୍କ ବାସଭବନରେ ଝିଆରୀ ଦୀପାଙ୍କୁ ପୂରାଇ ଦେଲେନି

    ଚେନ୍ନାଇ : ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ପୋସ୍‌ ଗାର୍ଡେନସ୍ଥିତ ବାସଭବନକୁ ତାଙ୍କ ଝିଆରୀ ଦୀପା ରବିବାର ଦିନ ଯାଇଥିବାବେଳେ ତାଙ୍କୁ ସୁରକ୍ଷାକର୍ମୀମାନେ ଭିତରକୁ ପଶିବାକୁ ଦେଇନଥିଲେ  । ଶଶିକଳାଙ୍କ ଦ୍ୱାରା ପରିଚାଳିତ ଏଆଇଏଡ଼ିଏମ୍‌କେ ଆମ୍ମା ଗୋଷ୍ଠୀର ସଦସ୍ୟ ଓ ତାଙ୍କ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |