• ନିଉଜ ଆଲର୍ଟAug 10, 2017

    ହାଫିଜ ସୟିଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

    ମୁମ୍ବଇ : ଲସ୍କର ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ତଥା ୨୬/୧୧ ମୁମ୍ବଇ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ହାଫିଜ ସୟିଦ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ପ୍ରାୟ ଏକ ହଜାର ଭାରତୀୟ ମୌଲବୀ ଓ ଇମାମ ଜାତିସଂଘକୁ ପତ୍ର ଲେଖିଛନ୍ତି...

  • ନିଉଜ ଆଲର୍ଟAug 10, 2017

    ୯୧ବର୍ଷରେ ମହିଳାଙ୍କୁ ମିଳିଲା ସ୍ନାତକ ଡିଗ୍ରୀ

    ବ୍ୟାଂକକ୍‌ : ଥାଇଲ୍ୟାଣ୍ଡର ଜଣେ ମହିଳା ୯୧ବର୍ଷରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ୧୦ବର୍ଷର ପଢାପଢି ପରେ ମହିଳା ଜଣଙ୍କ କଳାରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଥାଇ ଟିଭି ଚ୍ୟାନେଲ ଘୋଷଣା ଅନୁଯାୟୀ ମହିଳା ଜଣଙ୍କ ମାନବ...

  • ନିଉଜ ଆଲର୍ଟAug 10, 2017

    କାର୍ତ୍ତୀଙ୍କୁ ଆଶ୍ୱସ୍ତି: ଲୁକ୍‌ଆଉଟ୍‌ ନୋଟିସ ଉପରେ ରହିତାଦେଶ

    ଚେନ୍ନଇ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମ୍‌ଙ୍କ ପୁଅ କାର୍ତ୍ତୀ ଚିଦମ୍ବରମ୍‌ଙ୍କୁ ମାଡ୍ରାସ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି । କାର୍ତ୍ତୀଙ୍କ ବିରୋଧରେ ସିବିଆଇ ଜାରି କରିଥିବା ଲୁକ୍‌ଆଉଟ୍‌ ନୋଟିସ ଉପରେ ହାଇକୋର୍ଟ ଗୁରୁବାର ରହିତାଦେଶ ଜାରି କରିଛନ୍ତି ।  କାର୍ତ୍ତୀଙ୍କ ପକ୍ଷରୁ...

  • ନିଉଜ ଆଲର୍ଟAug 10, 2017

    ଅକାଲ ତଖ୍‌ତ ଏକ୍ସପ୍ରେସରୁ ବୋମା ଓ ଧମକପୂର୍ଣ୍ଣ ଚିଠି ଉଦ୍ଧାର

    ଅମୃତସର : ଚଳିତମାସ ପହିଲାରେ ଜାମ୍ମୁ କାଶ୍ମୀରର ପୁଲୱାମା ଜିଲାରେ ନିରାପତ୍ତାରକ୍ଷୀଙ୍କ ଗୁଳିରେ ନିହତ ହୋଇଥିବା ଲସ୍କର ଆତଙ୍କବାଦୀ ଆବୁ ଦୁଜାନା ମୃତ୍ୟୁର ପ୍ରତିଶୋଧ ନିଆଯିବ ବୋଲି ଧମକ ମିଳିଛି । ବୁଧବାର ହାୱଡାରୁ ଅମୃତସର ଅଭିମୁଖେ ଯାତ୍ରା କରୁଥିବା ଅକାଲ...

  • ନିଉଜ ଆଲର୍ଟAug 10, 2017

    ରୁପା ମୂଲ୍ୟରେ ୧୧୨୦ ଟଙ୍କା ବୃଦ୍ଧି

    ନୂଆଦିଲ୍ଲୀ : ବିଶ୍ୱ ବଜାରରେ କାରବାର ଭଲ ରହିବାର ପ୍ରଭାବରେ ଗୁରୁବାର ଘରୋଇ ବଜାରରେ ସୁନା  ଓ ରୁପା ମୂଲ୍ୟ ଉପରେ ପଡିିଛି । ଫଳସ୍ୱରୂପ ଘରୋଇ ବଜାରରେ ସୁନା ଏବଂ ରୁପା ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି । ସୁନା...

  • ନିଉଜ ଆଲର୍ଟAug 10, 2017

    ସେନ୍‌ସେକ୍ସରେ ୨୬୭ ପଏଣ୍ଟ ହ୍ରାସ

    ମୁମ୍ବଇ : ଉତ୍ତର କୋରିଆ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତିି ଦେଖାଦେଇଥିôବା ଉତ୍ତେଜନା ଆଜି ମଧ୍ୟ ଘରୋଇ ସମେତ ବିଶ୍ୱ ପୁଞ୍ଜି ବଜାରରେ କାରବାରକୁ ପ୍ରଭାବିତ କରିଛି ।  ଗୁରୁବାର କାରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ) ସେନ୍‌ସେକ୍ସ ସୂଚକାଙ୍କରେ ୨୬୭...

  • ନିଉଜ ଆଲର୍ଟAug 10, 2017

    ମଝି ସମୁଦ୍ରରେ ନୌକାରୁ ୧୮୦ ଜଣଙ୍କୁ ଓହ୍ଲାଇଦେଲେ, ୫୦ ନିଖୋଜ

    ଦୁବାଇ : ୟମନ ଯାଉଥିବା ଏକ ନୌକାରୁ ୧୮୦ ଆଫ୍ରିକୀୟ ଲୋକଙ୍କୁ ଜୋରଜବରଦସ୍ତ ମଝି ସମୁଦ୍ରରେ ଓହ୍ଲାଇ ଦିଆଯିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫୦ ଜଣ ନିଖୋଜ ହୋଇଯାଇଛନ୍ତି ବୋଲି ଆନ୍ତର୍ଜାତିକ ପ୍ରବାସୀୟ ସଂଗଠନ (ଆଇଓଏମ୍‌) ପକ୍ଷରୁ ସୂଚନା ମିଳିଛି...

  • ନିଉଜ ଆଲର୍ଟAug 10, 2017

    ତହସିଲଦାରଙ୍କୁ ଛୁରି ଭୂଷିଲା ଗ୍ରାମରକ୍ଷୀ

      କୋରପୁଟ: ଜମି ପଟ୍ଟା ପାଇଁ ଜଣେ ତହସିଲଦାରଙ୍କୁ ଛୁରି ଭୂଷିଛନ୍ତି ଗ୍ରାମରକ୍ଷୀ। ଗ୍ରାମରକ୍ଷୀ ଦାମୁ ଖୋମୁଣ୍ଡିଙ୍କ ଛୁରାଘାତରେ ନନ୍ଦପୁରର ତହସିଲଦାର ସୁବ୍ରତ ପାଣିଗ୍ରାହୀ ଗୁରୁତର ଆହତ ହୋଇଛନ୍ତି। ତହସିଲଦାରଙ୍କ ଡାହାଣପଟ ପେଟ ଓ ଶରୀରର ବିଭିନ୍ନ ଅଂଶରେ ଆଘାତ ଲାଗିଛି। ତାଙ୍କୁ...

  • ନିଉଜ ଆଲର୍ଟAug 10, 2017

    ୧୧ ପୂର୍ବତନ ସାଂସଦଙ୍କ ବିରୋଧରେ ଚାର୍ଜଫ୍ରେମ ପାଇଁ ନିର୍ଦେଶ

    ନୂଆଦିଲ୍ଲୀ : ସଂସଦରେ ସରକାରଙ୍କୁ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ଦାବି କରିବା ମାମଲାରେ ଅଭିଯୁକ୍ତ ୧୧ଜଣ ପୂର୍ବତନ ସାଂସଦଙ୍କ ବିରୋଧରେ ଚାର୍ଜଫ୍ରେମ ଲାଗି ସ୍ୱତନ୍ତ୍ର କୋର୍ଟ ଗୁରୁବାର ନିର୍ଦେଶ ଦେଇଛନ୍ତି । ଅଭିଯୁକ୍ତ ପୂର୍ବତନ ସାଂସଦଙ୍କ ବିରୋଧରେ ଦୁର୍ନୀତି  ଓ...

  • ନିଉଜ ଆଲର୍ଟAug 10, 2017

    ଗିଲାନିଙ୍କ ବିରୋଧରେ ୫୬ଟି ଫୌଜଦାରୀ ମାମଲା

    ନୂଆଦିଲ୍ଲୀ : ବିଗତ ତିନି ଦଶନ୍ଧି ମଧ୍ୟରେ ଜାମ୍ମୁ କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହା ଗିଲାନିଙ୍କ ବିରୋଧରେ ୫୬ଟି ଫୌଜଦାରୀ ମାମଲା ରୁଜୁ ହୋଇସାରିଛି ବୋଲି ପୁଲିସ ସୂତ୍ରରୁ ଜଣାପଡିଛି । ତେବେ ଏଥିମଧ୍ୟରୁ ୪୯ଟି ମାମଲାର ତଦନ୍ତ...

  • ନିଉଜ ଆଲର୍ଟAug 10, 2017

    ‘ଭାରତ-ଚୀନ ନୂତନ ଚୁକ୍ତି ସ୍ୱାକ୍ଷର କରିବା ଉଚିତ’

    ବେଜିଂ : ଡୋକଲାମ ବିବାଦକୁ କେନ୍ଦ୍ରକରି ଭାରତ ଓ ଚୀନ ବର୍ତ୍ତମାନ ଯୁଦ୍ଧ ପରିସ୍ଥିତିର ସମ୍ମୁଖୀନ ହେବାକୁ ଯାଉଥିବାବେଳେ ଚୀନର ସାମରିକ ବିଶ୍ଲେଷକମାନେ ନୂତନ ପ୍ରସ୍ତାବ ଦେଇଛନ୍ତି । ୧୮୯୦ରେ ବ୍ରିଟେନ-ଚୀନ ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତି ବଦଳରେ ଭାରତ ଓ ଚୀନ...

  • ନିଉଜ ଆଲର୍ଟAug 10, 2017

    ଶ୍ୱଶୁରଘର ସମ୍ପତ୍ତି ପାଇବାକୁ ଶର୍ମିଲା ପ୍ରଶାସନର ଦ୍ୱାରସ୍ଥ

    ଭୋପାଳ : ଶ୍ୱଶୁରଘର ସମ୍ପତ୍ତି ଉପରେ ମାଲିକାନା ସ୍ୱତ୍ୱ ହାସଲ କରିବାକୁ ପୂର୍ବତନ କ୍ରିକେଟ ଅଧିନାୟକ ମନସୁର ଅଲ୍ଲୀ ଖାଁ ପଟୌଦିଙ୍କ ପତ୍ନୀ ତଥା ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ଶର୍ମିଲା ଟାଗୋର ଇତିମଧ୍ୟରେ ଭୋପାଳ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ।...

  • ନିଉଜ ଆଲର୍ଟAug 10, 2017

    ୧୨ ତାମିଲନାଡୁ ମତ୍ସ୍ୟଜୀବୀ ଗିରଫ

    ରାମେଶ୍ୱରମ : ଶ୍ରୀଲଙ୍କା ନୌସେନା ପକ୍ଷରୁ ତାମିଲନାଡୁର ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଗୁରୁବାର ଗିରଫ କରାଯାଇଛି । ଶ୍ରୀଲଙ୍କା ଜଳସୀମା ଅନ୍ତର୍ଗତ ନେଦୁନଥିଭୁ ଅଞ୍ଚଳରେ ଗଭୀର ସମୁଦ୍ରରେ ଏମାନେ ମାଛ ଧରୁଥିବାବେଳେ ସେମାନଙ୍କୁ ଗିରଫ କରାଯାଇଥିବା ପ୍ରକାଶ । ସେମାନେ ବ୍ୟବହାର...

  • ନିଉଜ ଆଲର୍ଟAug 10, 2017

    କାଠମାଣ୍ଡୁରେ ପହଞ୍ଚିଲେ ସୁଷମା

    କାଠମାଣ୍ଡୁ : ଦୁଇଦିନିଆ ବିମ୍‌ଷ୍ଟେକ୍‌ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଗୁରୁବାର ନେପାଳର ରାଜଧାନୀ କାଠମାଣ୍ଡୁରେ ପହଞ୍ଚିଛନ୍ତି । ଏହି ଅବସରରେ ସେ ନେପାଳ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ, ପ୍ରଧାନମନ୍ତ୍ରର ଶେରବାହାଦୂର ଦେଉବା, ବିରୋଧୀ...

  • ନିଉଜ ଆଲର୍ଟAug 10, 2017

    ହିମାଳୟର ପ୍ରକୃତିକୁ ଉପଭୋଗ କରିବା ସହ ଲାଲ ପାଣ୍ଡା ଦେଖିବାକୁ ଚାହୁଁଛନ୍ତି କି!

    ଦାର୍ଜିଲିଂ: ଦାର୍ଜିଲିଂ ତ ବର୍ଷସାରା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ।  ଗ୍ରୀଷ୍ମରେ ଏହାର ଶୀତଳତା, ଶୀତରେ ତୁଷାରପାତକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକ ଯାଇଥାଆନ୍ତି। ହେଲେ ଦାର୍ଜିଲିଂର ଉଚ୍ଚ ବରଫ ପାହାଡ ଉପରେ ଏକ ସୁନ୍ଦର ଜାତୀୟ ଉଦ୍ୟାନ ରହିଛି। ଏହାର ନାମ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |