• ନିଉଜ ଆଲର୍ଟJun 14, 2017

    ଅଣସରରେ ଅଲାରନାଥ ଦର୍ଶନ

    ପୁରୀ: ବ୍ରହ୍ମଗିରିର ଶ୍ରୀଅଲାରନାଥପୀଠରେ ଏବେ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ଭିଡ। ଶ୍ରୀମନ୍ଦିରରେ ଜୀଉମାନେ ଅଣସରରେ ଥିବା ସମୟରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କଲେ ଶ୍ରୀଜଗନ୍ନାଥ ଦର୍ଶନ ପ୍ରାପ୍ତିର ସୌଭାଗ୍ୟ ମିଳିଥାଏ  ବୋଲି ବିଶ୍ୱାସ ରହିଛି। ତେବେ ଶ୍ରୀଅଲାରନାଥପୀଠ ଓ ଠାକୁରଙ୍କ ସଂପର୍କରେ ଅନେକ...

  • ନିଉଜ ଆଲର୍ଟJun 14, 2017

    ରଜପର୍ବ ପାଇଁ ସାରା ରାଜ୍ୟ ଉତ୍ସବ ମୁଖର

      କଟକ : ପାରମ୍ପରିକ ରଜପର୍ବ ପାଇଁ ରାଜ୍ୟର ଗାଁ ଠାରୁ ସହର ଉତ୍ସବ ମୁଖର ହୋଇ ଉଠିଛି  । ଗତକାଲି ସଜବାଜ ପରେ ଆଜିଠାରୁ ଆରମ୍ଭ ହୋଇଛି ପହିଲି ରଜ  ।  କୁମାରୀ ଝିଅମାନେ ପାଦରେ ଅଳତା, ନୂଆ ପୋଷାକ ଓ...

  • ନିଉଜ ଆଲର୍ଟJun 14, 2017

    ଗାଙ୍ଗୁଲୀଙ୍କ ଠାରୁ ହାରିବେ ପରେ କ ଣ କହିଲେ ୱାର୍ଣ୍ଣ ପଢନ୍ତୁ ଏହି ରିପୋର୍ଟ

    ଏବେ ଇଂଲେଣ୍ଡ କ୍ରିକେଟ ଟିମ ପିନ୍ଧୁଥିବା ଟି ସାର୍ଟ ଖୋଜୁଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ ଖେଳୀଳୀ ସେନ ୱାର୍ଣ୍ଣ। ସୈାରଭ ଗାଙ୍ଗୁଲୀଙ୍କ ଠାରୁ ବାଦି ହାରିଯିବା ପରେ ସେ ଇଂଲଣ୍ଡର ଜର୍ସି ଖୋଜୁଛନ୍ତିା ଆଇସିସି ଚାମ୍ପିୟନ୍ସ ଟ୍ରଫିର ଅଷ୍ଟ୍ରେଲିଆ ଓ ଇଂଲଣ୍ଡ...

  • ନିଉଜ ଆଲର୍ଟJun 14, 2017

    ଓଜେଇଇ ପକ୍ଷରୁ କାଉନସେଲିଂ ଆରମ୍ଭ

      ଭୁବନେଶ୍ୱର : ରାଜ୍ୟର ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜରେ ବି.ଟେକ୍‌ରେ ଚଳିତ ବର୍ଷ ନାମଲେଖା ନିମନ୍ତେ ଓଜେଇଇ ପକ୍ଷରୁ ଗୁରୁବାର ଠାରୁ  କାଉନସେଲିଂ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଜୁନ୍‌ ୨୭ ପର୍ଯ୍ୟନ୍ତ ଚାଲିବ । ଛାତ୍ରଛାତ୍ରୀଙ୍କୁ ଓଜେଇଇ...

  • ନିଉଜ ଆଲର୍ଟJun 14, 2017

    ହାଲୱା ପରି ପତ୍ର ଖାଉଛି ପୋକ, ଦେଖନ୍ତୁ ପୁରା ଭିଡିଓ

    ଯଦି ଖାଦ୍ୟ ଅତି ସୁସ୍ୱାଦୁ ହୋଇଥାଏ ତେବେ ଖାଇଲା ବେଳେ  ଖାଦ୍ୟକୁ ଚୋବାଇ ବାକୁ ପଡି ନଥାଏ ତାହା ଆପେ ତଣ୍ଟି ପାଖକୁ ଚାଲିଯାଏ । ସେହିପରି ଏହି ଅଦ୍ଭୁିତ ଜୀବଟି ପତ୍ର ଖାଇବାର ଦେଖିଲେ ଆପଣଙ୍କୁ ଅତି ଆଶ୍ଚର୍ଯ୍ୟ ଲାଗିବ...

  • ନିଉଜ ଆଲର୍ଟJun 14, 2017

    ମନ୍ଥର ଗତିରେ ଚାଲିଛି ରଥ ନିର୍ମାଣ

      ପୁରୀ: ମନ୍ଥର ଗତିରେ ଚାଲିଛି ରଥ ନିର୍ମାଣ  । ତେଣୁ ରଥ ନିର୍ମାଣ କାର୍ଯ୍ୟ ପଛେଇ ଯାଇଛି  । ଗତବର୍ଷ ଏତେବେଳକୁ ତୃତୀୟ ଭୂଇଁ ଉଠି ସାରିଥିଲା । ଏବର୍ଷ ପ୍ରଥମ ଭୂଇଁ ଉଠିପାରିନାହିଁ । କାର୍ଯ୍ୟ ତ୍ୱରାନ୍ୱିତ ନ ହେଲେ...

  • ନିଉଜ ଆଲର୍ଟJun 14, 2017

    ଟାଟୁ: କାହାପାଇଁ ଷ୍ଟାଇଲ ତ କାହା ପାଇଁ ଢାଲ !

    ଆଜିକାଲି ଯୁବବର୍ଗ ମଧ୍ୟରେ ଟାଟୁ କରିବା ନେଇ ପ୍ୟାସନ ଦେଖାଯିବାରେ ଲାଗିଛି । ପୁଅ ହେଉ ବା ଝିଅ ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ କରିବା ଆଜିକାଲି ଏକ ଷ୍ଟାଇଲରେ ପରିଣତ ହୋଇଛି । ତେବେ ଆପଣ ଜାଣନ୍ତିକି ଏହି ଟାଟୁ...

  • ନିଉଜ ଆଲର୍ଟJun 14, 2017

    ମୋବାଇଲ୍‌ ଆପ୍‌ ‘ଟ୍ରାଭେଲ୍‌ ସ୍ମାର୍ଟ’ରେ ମିଳିବ ସିଟିବସ୍‌ ସୂଚନା

    ଭୁବନେଶ୍ୱର: ସ୍ମାର୍ଟସିଟି ମିଶନ୍‌ରେ ପରିବହନ ଓ ଗମନାଗମନ ବ୍ୟବସ୍ଥାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉ ଥିବା ବେଳେ ଏହାକୁ ସୂଚନା ପ୍ରଯୁକ୍ତି ବିଦ୍ୟା ସହିତ ଯୋଡ଼ାଯାଉଛି । ଏହି ପ୍ରକଳ୍ପରେ ଆଗରେ ରହିଛି, ସିଟିବସ୍‌ ସେବା । ସିଟିବସ୍‌ ସେବାକୁ ତ୍ୱରାନ୍ୱିତ କରିବା...

  • ନିଉଜ ଆଲର୍ଟJun 14, 2017

    ମୁଖ୍ୟମନ୍ତ୍ରୀଙ୍କ ଜୁଏଲଙ୍କୁ ପତ୍ର

    ଭୁବନେଶ୍ୱର : ଜଙ୍ଗଲ ଜମି ଅଧିକାର ଆଇନରେ ହିତାଧିକାରୀ ଚୟନର ମାନଦଣ୍ଡକୁ ବଦଳାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି  । ଜଙ୍ଗଲରେ ଅନୁସୂଚିତ ଜନଜାତିଙ୍କ ସହ...

  • ନିଉଜ ଆଲର୍ଟJun 14, 2017

    ଯୁବତୀଙ୍କୁ ଅପହରଣ ସହ ଗଣ ବଳାତ୍କାର , ଅଭିଯୋଗ କଲାରୁ ପୀଡିତାଙ୍କ ମା’କୁ ମାରିଲେ ମାଡ

    ନୋଏଡା: ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ଜିଲ୍ଲାର ଜେବର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଅପହରଣ କରାଯିବା ସହ ତାଙ୍କୁ ଗଣ ବଳାତ୍କାର କରାଯାଇଥିବାର ଅଭିଯୋଗ ହୋଇଛି । ଜେବର ଥାନା ଅଧିକାରୀ ରାଜପାଲ ତୋମରଙ୍କ କହିବା ଅନୁଯାଇ ଜେବର ନିବାସୀ...

  • ନିଉଜ ଆଲର୍ଟJun 14, 2017

    ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଆଜି ଲାଗି କରାଯିବ ଫୁଲୁରି ତେଲ

      ପୁରୀ: ଶ୍ରୀ ମନ୍ଦିରରେ ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତସେବା ଚାଲିଛି । ସ୍ନାନ ପୂର୍ଣ୍ଣିମା ଠାରୁ ଶ୍ରୀଜୀଉ ମାନେ ଅରସର ଘରକୁ ବିଜେକରିଛନ୍ତି  । ଶ୍ରୀଅଙ୍ଗଲାଗି ସେବକ ଦଇତାପତି  ପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ନୀତି ସମ୍ପନ୍ନ କରିଛନ୍ତି ।  ଅନବସରର ପଞ୍ଚମ...

  • ନିଉଜ ଆଲର୍ଟJun 14, 2017

    ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ କହି ଲକ୍ଷାଧିକ ଟଙ୍କାର ଠକେଇ

    ନୋଏଡା:ନିଜକୁ ଭାରତୀୟଜନତା ପାର୍ଟି ଯୁବ ମୋର୍ଚ୍ଚାର ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୋଲି ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଠକିବା ନେଇ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଦକ୍ଷେନ୍ଦ୍ର ଶର୍ମା ନାମକ ଯୁବକ ଜଣକ ନିଜକୁ ବିଜେପିର ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୋଲି...

  • ନିଉଜ ଆଲର୍ଟJun 14, 2017

    ପାଚେରୀ ପଡି ଯୁବକଙ୍କ ମୃତ୍ୟୁ

    ସମ୍ବଲପୁର:କ୍ଷେତରାଜପୁର ଷ୍ଟେସନ ନିକଟବର୍ତ୍ତି ଷ୍ଟେସନପଡା ବସ୍ତିରେ ଏକ ପାଚେରୀ ଭୁଷୁଡିବା ଦ୍ୱାରା ଜଣେ ଯୁବକର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ଷ୍ଟେସନ ପଡା ବସ୍ତିର ମଣ୍ଟୁ ହରିପାଲ (୨୨)ଅଟେ ।ମଣ୍ଟୁ ଉକ୍ତ ବସ୍ତିରେ ନିଜ...

  • ନିଉଜ ଆଲର୍ଟJun 14, 2017

    ଜିଏସଟି କାର୍ଯ୍ୟକାରିତା: ମହଙ୍ଗା ହେବ ଅତ୍ୟାବଶ୍ୟକ ଔଷଧ

    ନୂଆଦିଲ୍ଲୀ: ଆସନ୍ତା ଜୁଲାଇରୁ ଦେଶରେ ଦ୍ରବ୍ୟ ଏବଂ ସେବା ଟିକସ(ଜିଏସ୍‌ଟି) କାର୍ଯ୍ୟକାରୀ ହେବାକୁ ଯାଉଛି । ସରକାର ଅଧିକାଂଶ ଅତ୍ୟାବଶ୍ୟକ ଔଷଧ ଉପରେ ୧୨% ଜିଏସ୍‌ଟି ହାର ସ୍ଥିର କରିଛନ୍ତି । ବର୍ତ୍ତମାନ ଏହି ସବୁ ଔଷଧ ଉପରେ ଜିଏସ୍‌ଟି ହାର...

  • ନିଉଜ ଆଲର୍ଟJun 14, 2017

    ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ଭି.କେ ସିଂଙ୍କ ମନ୍ତବ୍ୟ ପରେ ଯୁବ ବିଜେଡିର ବିକ୍ଷୋଭ, ରାଜ୍ୟପାଳଙ୍କୁ ଦେଲେ ଦାବିପତ୍ର

    ଭୁବନେଶ୍ୱର: ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଭି.କେ. ସିଂ ଦେଇଥିବା ମନ୍ତବ୍ୟ ପ୍ରତିବାଦରେ ଯୁବ ବିଜେଡ଼ି ପକ୍ଷରୁ ଆଜି ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଯୁବ କର୍ମୀମାନେ ଦଳୀୟ କାର୍ଯ୍ୟାଳୟରୁ ଏକ ରାଲିରେ ବାହାରି ରାଜଭବନ ଅଭିମୁଖେ ଯାଇଥିଲେ।...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |