• ନିଉଜ ଆଲର୍ଟJun 15, 2017

    ଆମେରିକା କଂଗ୍ରେସ ସଦସ୍ୟଙ୍କୁ ଗୁଳିମାଡ଼

    ଭର୍ଜିନିଆ/ୱାଶିଂଟନ : ଭର୍ଜିନିଆ ପ୍ରଦେଶର ଆଲେକ୍‌ଜାଣ୍ଡି୍ରାଆଠାରେ ବେସ୍‌ ବଲ୍‌ ଖେଳୁଥିବା ସମୟରେ ଆମେରିକା କଂଗ୍ରେସର ସଦସ୍ୟଙ୍କ ଉପରେ ଗୁଳିମାଡ଼ ହୋଇଛି । ଏଥିରେ ସାଂସଦ ତଥା ଆମେରିକା ରିପବ୍ଲିକାନ କଂଗ୍ରେସ ସଦସ୍ୟ ଷ୍ଟିଭ୍‌ ସ୍କାଲିସଙ୍କ ସମେତ ଆଉ ଜଣେ ଆହତ ହୋଇଛନ୍ତି...

  • ନିଉଜ ଆଲର୍ଟJun 15, 2017

    ପୋଲ ତଳକୁ ଖସିପଡ଼ିଲା ବସ୍‌ : ୮ମୃତ

    ଜୌନପୁର : ବୁଧବାର ସନ୍ଧ୍ୟାରେ ଉତ୍ତରପ୍ରଦେଶର ସାଇ ନଦୀ ପୋଲରୁ ଏକ ବସ୍‌ ତଳକୁ ଖସିପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ଘଟିଛି  । ସୂଚନା ଅନୁଯାୟୀ, ଆହ୍ଲାବାଦ୍‌ରୁ ଗୋରଖପୁର ଯାଉଥିବା ଏକ ସରକାରୀ ବସ୍‌ ସିକରାରା ଗ୍ରାମ ପାଖ ସାଇ ନଦୀ...

  • ନିଉଜ ଆଲର୍ଟJun 15, 2017

    ଇଣ୍ଡୋନେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ : ୨ୟ ରାଉଣ୍ଡରେ ଶ୍ରୀକାନ୍ତ ଓ ପ୍ରଣୟ

    ଜାକର୍ତ୍ତା : ବୁଧବାର ଇଣ୍ଡୋନେସିଆ ଓପନ ସୁପର ସିରିଜ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଏଚ୍‌.ଏସ୍‌. ପ୍ରଣୟ ଓ କେ. ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍‌ସରେ ବିଜୟ ସହ ୨ୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି  । ହେଲେ ଭାରତୀୟ ଖେଳାଳି ବି. ସାଇ ପ୍ରଣିତ...

  • ନିଉଜ ଆଲର୍ଟJun 15, 2017

    ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାୟନ କରିଛନ୍ତି ବିୟୁଟିପାର୍ଲର ମାଲିକାଣୀ, ପ୍ରାଥମିକ ଶିକ୍ଷକ

    ନୂଆଦିଲ୍ଲୀ : କ’ଣ ବୋର୍ଡର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଖାତା ବିୟୁଟିପାର୍ଲର ଚଳାଉଥିବା ମହିଳା ମୂଲ୍ୟାୟନ କରିପାରିବେ ? କ’ଣ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦ୍ୱାଦଶ ବୋର୍ଡର ପରୀକ୍ଷା ଖାତା ଯାଞ୍ଚ କରିପାରିବେ ? କ’ଣ ଶିକ୍ଷକଙ୍କ ସ୍ଥାନରେ...

  • ନିଉଜ ଆଲର୍ଟJun 15, 2017

    ବିଧାନସଭାରୁ ୮୬ ବିଧାୟକୟଙ୍କୁ ମାର୍ଶାଲ ଳଗାଇ ଟିକେନେଲେ

    ଚେନ୍ନାଇ : ଷ୍ଟିଙ୍ଗ ଅପରେସନକୁ ନେଇ ତଦନ୍ତ ଦାବିରେ ଆଜି ତାମିଲନାଡ଼ୁ ବିଧାନସଭା ଅଧିବେଶନରେ ବିରୋଧୀ ଡିଏମ୍‌କେ ହୋହଲ୍ଲା କରିବା ପରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା । ଫଳରେ ବାଚସ୍ପତି ବିରୋଧୀ ଦଳ ନେତା ଏମ୍‌.କେ ଷ୍ଟାଲିନଙ୍କ ସହ ୮୬ବିଧାୟକଙ୍କୁ ବିଧାନସଭାରୁ...

  • ନିଉଜ ଆଲର୍ଟJun 14, 2017

    ସାଂସଦକୁ ଛାଡ଼ି ଉଡ଼ିଗଲା ବିମାନ

    ମୁମ୍ବାଇ : ବୋଡିଂ ପାସ୍‌ ଥିବା ସତ୍ତ୍ୱେ ସ୍ୱାଭିମାନୀ ପାର୍ଟିର ସାଂସଦ ତଥା ଚାଷୀ ନେତା ରାଜୁ ସେଟ୍ଟୀଙ୍କୁ ମୁମ୍ବାଇ ବିମାନବନ୍ଦରରେ ଛାଡ଼ି ଜେଟ ଏୟାରୱେଜର ବିମାନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି  ।...

  • ନିଉଜ ଆଲର୍ଟJun 14, 2017

    ଭୁବନେଶ୍ୱର ଆଇଆଇଟିରେ ସିଟ୍‌ ସଂଖ୍ୟା ବୃଦ୍ଧି

      ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଆଇଟି)ରେ ସିଟ୍‌  ସଂଖ୍ୟା ବୃଦ୍ଧି ପାଇଛି  । ବିଟେକ ପାଠ୍ୟକ୍ରମରେ ୯୦ଟି ସିଟ୍‌ ବୃଦ୍ଧି କରାଯାଇ ୪୫୦ କରାଯାଇଛି  । ସେହିଭଳି ଏମ୍‌ଟେକ୍‌ ପାଠ୍ୟକ୍ରମରେ ସିଟ୍‌ ସଂଖ୍ୟା ୧୫୪କୁ ବୃଦ୍ଧି କରାଯାଇଛି ।...

  • ନିଉଜ ଆଲର୍ଟJun 14, 2017

    ଆଇସିସି ଚମ୍ପିଆନ୍ସ ଟ୍ରଫି ; ଫାଇନାଲରେ ପାକିସ୍ତାନ

    କାର୍ଡିଫ୍‌ : ଆଇସିସି ଚମ୍ପିଆନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ଆୟୋଜକ ଇଂଲଣ୍ଡକୁ ୮ ୱିକେଟରେ ହରାଇ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଛି  । ଏହାୟସହ ପାକିସ୍ତାନ ପ୍ରଥମ ଥର ଚମ୍ପିଆନ୍ସ ଟ୍ରଫିର ପାଇନାଲରେ ପହଞ୍ଚିଛି  । ଏପଟେ ୪୨ ବର୍ଷ ଧରି...

  • ନିଉଜ ଆଲର୍ଟJun 14, 2017

    ଆଭ୍ୟନ୍ତରୀଣ ନିରାପତ୍ତା ସଂକ୍ରାନ୍ତ ରାଜ୍ୟ ଗୃହମନ୍ତ୍ରୀଙ୍କ ବୈଠକ ଜୁଲାଇ ୩ରେ

      ନୂଆଦିଲ୍ଲୀ : ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ପ୍ରସଙ୍ଗରେ ଆଲୋଚନା ପାଇଁ ନୂଆଦିଲ୍ଲୀଠାରେ ଜୁଲାଇ ୩ରେ ସମସ୍ତ ରାଜ୍ୟ ଗୃହମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବ । ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ପ୍ରଥମ ଥର ଲାଗି ଏହି ବୈଠକ ଡକାଇଛନ୍ତି । ଜାମ୍ମୁ-କାଶ୍ମୀର ପ୍ରସଙ୍ଗ...

  • ନିଉଜ ଆଲର୍ଟJun 14, 2017

    ଭାରତ-ବାଂଲାଦେଶ ସେମିଫାଇନାଲ ଆଜି

      ବର୍ମିଂହାମ : ଆଇସିସି ଚମ୍ପିଆନ୍ସ ଟ୍ରଫିରେ ଫାଇନାଲ ମ୍ୟାଚ୍‌ ଖେଳିବା ଲାଗି ଭାରତ ଗୁରୁବାର ପଡ଼ୋଶୀ ବାଂଲାଦେଶ ବିରୋଧରେ ୨ୟ ସେମିଫାଇନାଲ ଖେଳିବାକୁ ଯାଉଛି  । ଅଷ୍ଟ୍ରେଲିଆ ଓ ନୁ୍ୟଜିଲାଣ୍ଡ,ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ଶେଷରେ ଇଂଲଣ୍ଡ ପ୍ରତିଯୋଗିତାରୁ ବିଦାୟ ନେଇଥିବା...

  • ନିଉଜ ଆଲର୍ଟJun 14, 2017

    ୧୨ ଆକାଉଣ୍ଟରେ ୨୫% ଅନାଦାୟ ଋଣ

      ନୂଆଦିଲ୍ଲୀ :  ଅନାଦେୟ ଋଣ ସମସ୍ୟା ସମାଧାନ ପାଇଁ ସରକାର ବିଚାର କରୁଥିବା ବେଳେ ପ୍ରତି ଆକାଉଣ୍ଟରେ ୫୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ଋଣ ଥିବା ୧୨ଟି ଆକାଉଣ୍ଟସ୍‌କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଚିହ୍ନଟ କରିଛି । ମୋଟ୍‌ ଏନପିଏ...

  • ନିଉଜ ଆଲର୍ଟJun 14, 2017

    ଉତ୍ତରପୂର୍ବାଞ୍ଚଳରେ ବନ୍ୟା ଓ ଭୂସ୍ଖଳନ ଜୀବନଯାତ୍ରା ପ୍ରଭାବିତ

      ଇଟାନଗର:  ଅରୁଣାଚଳ ପ୍ରଦେଶରେ ମୂଷଳଧାରାରେ ଲଗାଣବର୍ଷା ଯୋଗୁଁ ପଶ୍ଚିମ କାମେଙ୍ଗ ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ପ୍ରବଳବର୍ଷା ଯୋଗୁଁ ଜିଲ୍ଲାର ଅନେକ ସ୍ଥାନରେ ଭୂସ୍ଖଳନ ଘଟିବାରୁ ମୁଖ୍ୟ ସ୍ଥାନମାନଙ୍କରେ ଯାତାୟାତ ପ୍ରଭାବିତ ହୋଇଛି  । ଜିଲ୍ଲାରେ ବିଦୁ୍ୟତ୍ ଓ...

  • ନିଉଜ ଆଲର୍ଟJun 14, 2017

    ଆର୍ଥିକ ସମାଧାନ ଓ ଜମା ବୀମା ବିଲ୍-୨୦୧୭କୁ କ୍ୟାବିନେଟ୍ ଅନୁମୋଦନ

      ନୂଆଦିଲ୍ଳୀ : ଆର୍ଥିକ ସମାଧାନ ଓ ଜମା ବୀମା ବିଲ୍ ୨୦୧୭ ଉପସ୍ଥାପନ ପାଇଁ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି  । ବ୍ୟାଙ୍କ୍, ବୀମା କମ୍ପାନୀ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକର ଦେବାଳିଆ ଅବସ୍ଥାର ସମାଧାନ ସକାଶେ ଏକ ବ୍ୟାପକ...

  • ନିଉଜ ଆଲର୍ଟJun 14, 2017

    କୃଷି ଋଣ ସୁଧ ଉପରେ ଶତକଡ଼ା ୨ଭାଗ ରିହାତି

      ନୂଆଦିଲ୍ଳୀ : କେନ୍ଦ୍ର ସରକାର କୃଷି ଋଣ ସୁଧ ଉପରେ ଶତକଡ଼ା ୨ଭାଗ ରିହାତି ପ୍ରଦାନକୁ ଅନୁମୋଦନ କରିଛନ୍ତି  । ଯେଉଁମାନେ ଠିକ୍ ସମୟରେ ଋଣ ପରିଶୋଧ କରିବେ ସେମାନଙ୍କୁ ଅତିରିକ୍ତ ଶତକଡ଼ା ୩ଭାଗର ରିହାତି ମିଳିବ  । ଚଳିତ ବର୍ଷ...

  • ନିଉଜ ଆଲର୍ଟJun 14, 2017

    ଚାଷୀଙ୍କ ସମସ୍ୟା ପାଇଁ ନୋଟବନ୍ଦୀ ଦାୟୀ:ମମତା ବାନାର୍ଜୀ

    କୋଲକାତା: ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ପରେ ଏବେ ଦେଶର ଅନ୍ୟ ରାଜ୍ୟକୁ ମଧ୍ୟ କୃଷକ ଆନ୍ଦୋଳନ  ବ୍ୟାପିବାର ସମ୍ଭାବନା ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରକୁ କଡା ସମାଲୋଚନା କରିଛନ୍ତି । କୃଷକଙ୍କ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |