• ନିଉଜ ଆଲର୍ଟJun 15, 2017

    ବିଧାନସଭାରୁ ୮୬ ବିଧାୟକୟଙ୍କୁ ମାର୍ଶାଲ ଳଗାଇ ଟିକେନେଲେ

    ଚେନ୍ନାଇ : ଷ୍ଟିଙ୍ଗ ଅପରେସନକୁ ନେଇ ତଦନ୍ତ ଦାବିରେ ଆଜି ତାମିଲନାଡ଼ୁ ବିଧାନସଭା ଅଧିବେଶନରେ ବିରୋଧୀ ଡିଏମ୍‌କେ ହୋହଲ୍ଲା କରିବା ପରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା । ଫଳରେ ବାଚସ୍ପତି ବିରୋଧୀ ଦଳ ନେତା ଏମ୍‌.କେ ଷ୍ଟାଲିନଙ୍କ ସହ ୮୬ବିଧାୟକଙ୍କୁ ବିଧାନସଭାରୁ...

  • ନିଉଜ ଆଲର୍ଟJun 14, 2017

    ସାଂସଦକୁ ଛାଡ଼ି ଉଡ଼ିଗଲା ବିମାନ

    ମୁମ୍ବାଇ : ବୋଡିଂ ପାସ୍‌ ଥିବା ସତ୍ତ୍ୱେ ସ୍ୱାଭିମାନୀ ପାର୍ଟିର ସାଂସଦ ତଥା ଚାଷୀ ନେତା ରାଜୁ ସେଟ୍ଟୀଙ୍କୁ ମୁମ୍ବାଇ ବିମାନବନ୍ଦରରେ ଛାଡ଼ି ଜେଟ ଏୟାରୱେଜର ବିମାନ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି  ।...

  • ନିଉଜ ଆଲର୍ଟJun 14, 2017

    ଭୁବନେଶ୍ୱର ଆଇଆଇଟିରେ ସିଟ୍‌ ସଂଖ୍ୟା ବୃଦ୍ଧି

      ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଭାରତୀୟ ପ୍ରାଦ୍ୟୋଗିକ ସଂସ୍ଥାନ (ଆଆଇଟି)ରେ ସିଟ୍‌  ସଂଖ୍ୟା ବୃଦ୍ଧି ପାଇଛି  । ବିଟେକ ପାଠ୍ୟକ୍ରମରେ ୯୦ଟି ସିଟ୍‌ ବୃଦ୍ଧି କରାଯାଇ ୪୫୦ କରାଯାଇଛି  । ସେହିଭଳି ଏମ୍‌ଟେକ୍‌ ପାଠ୍ୟକ୍ରମରେ ସିଟ୍‌ ସଂଖ୍ୟା ୧୫୪କୁ ବୃଦ୍ଧି କରାଯାଇଛି ।...

  • ନିଉଜ ଆଲର୍ଟJun 14, 2017

    ଆଇସିସି ଚମ୍ପିଆନ୍ସ ଟ୍ରଫି ; ଫାଇନାଲରେ ପାକିସ୍ତାନ

    କାର୍ଡିଫ୍‌ : ଆଇସିସି ଚମ୍ପିଆନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ଆୟୋଜକ ଇଂଲଣ୍ଡକୁ ୮ ୱିକେଟରେ ହରାଇ ପାକିସ୍ତାନ ଫାଇନାଲରେ ପ୍ରବେଶ କରିଛି  । ଏହାୟସହ ପାକିସ୍ତାନ ପ୍ରଥମ ଥର ଚମ୍ପିଆନ୍ସ ଟ୍ରଫିର ପାଇନାଲରେ ପହଞ୍ଚିଛି  । ଏପଟେ ୪୨ ବର୍ଷ ଧରି...

  • ନିଉଜ ଆଲର୍ଟJun 14, 2017

    ଆଭ୍ୟନ୍ତରୀଣ ନିରାପତ୍ତା ସଂକ୍ରାନ୍ତ ରାଜ୍ୟ ଗୃହମନ୍ତ୍ରୀଙ୍କ ବୈଠକ ଜୁଲାଇ ୩ରେ

      ନୂଆଦିଲ୍ଲୀ : ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ପ୍ରସଙ୍ଗରେ ଆଲୋଚନା ପାଇଁ ନୂଆଦିଲ୍ଲୀଠାରେ ଜୁଲାଇ ୩ରେ ସମସ୍ତ ରାଜ୍ୟ ଗୃହମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବ । ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ପ୍ରଥମ ଥର ଲାଗି ଏହି ବୈଠକ ଡକାଇଛନ୍ତି । ଜାମ୍ମୁ-କାଶ୍ମୀର ପ୍ରସଙ୍ଗ...

  • ନିଉଜ ଆଲର୍ଟJun 14, 2017

    ଭାରତ-ବାଂଲାଦେଶ ସେମିଫାଇନାଲ ଆଜି

      ବର୍ମିଂହାମ : ଆଇସିସି ଚମ୍ପିଆନ୍ସ ଟ୍ରଫିରେ ଫାଇନାଲ ମ୍ୟାଚ୍‌ ଖେଳିବା ଲାଗି ଭାରତ ଗୁରୁବାର ପଡ଼ୋଶୀ ବାଂଲାଦେଶ ବିରୋଧରେ ୨ୟ ସେମିଫାଇନାଲ ଖେଳିବାକୁ ଯାଉଛି  । ଅଷ୍ଟ୍ରେଲିଆ ଓ ନୁ୍ୟଜିଲାଣ୍ଡ,ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ଶେଷରେ ଇଂଲଣ୍ଡ ପ୍ରତିଯୋଗିତାରୁ ବିଦାୟ ନେଇଥିବା...

  • ନିଉଜ ଆଲର୍ଟJun 14, 2017

    ୧୨ ଆକାଉଣ୍ଟରେ ୨୫% ଅନାଦାୟ ଋଣ

      ନୂଆଦିଲ୍ଲୀ :  ଅନାଦେୟ ଋଣ ସମସ୍ୟା ସମାଧାନ ପାଇଁ ସରକାର ବିଚାର କରୁଥିବା ବେଳେ ପ୍ରତି ଆକାଉଣ୍ଟରେ ୫୦୦୦ କୋଟି ଟଙ୍କାରୁ ଅଧିକ ଟଙ୍କାର ଋଣ ଥିବା ୧୨ଟି ଆକାଉଣ୍ଟସ୍‌କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଚିହ୍ନଟ କରିଛି । ମୋଟ୍‌ ଏନପିଏ...

  • ନିଉଜ ଆଲର୍ଟJun 14, 2017

    ଉତ୍ତରପୂର୍ବାଞ୍ଚଳରେ ବନ୍ୟା ଓ ଭୂସ୍ଖଳନ ଜୀବନଯାତ୍ରା ପ୍ରଭାବିତ

      ଇଟାନଗର:  ଅରୁଣାଚଳ ପ୍ରଦେଶରେ ମୂଷଳଧାରାରେ ଲଗାଣବର୍ଷା ଯୋଗୁଁ ପଶ୍ଚିମ କାମେଙ୍ଗ ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି । ପ୍ରବଳବର୍ଷା ଯୋଗୁଁ ଜିଲ୍ଲାର ଅନେକ ସ୍ଥାନରେ ଭୂସ୍ଖଳନ ଘଟିବାରୁ ମୁଖ୍ୟ ସ୍ଥାନମାନଙ୍କରେ ଯାତାୟାତ ପ୍ରଭାବିତ ହୋଇଛି  । ଜିଲ୍ଲାରେ ବିଦୁ୍ୟତ୍ ଓ...

  • ନିଉଜ ଆଲର୍ଟJun 14, 2017

    ଆର୍ଥିକ ସମାଧାନ ଓ ଜମା ବୀମା ବିଲ୍-୨୦୧୭କୁ କ୍ୟାବିନେଟ୍ ଅନୁମୋଦନ

      ନୂଆଦିଲ୍ଳୀ : ଆର୍ଥିକ ସମାଧାନ ଓ ଜମା ବୀମା ବିଲ୍ ୨୦୧୭ ଉପସ୍ଥାପନ ପାଇଁ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି  । ବ୍ୟାଙ୍କ୍, ବୀମା କମ୍ପାନୀ ଓ ଆର୍ଥିକ ଅନୁଷ୍ଠାନଗୁଡ଼ିକର ଦେବାଳିଆ ଅବସ୍ଥାର ସମାଧାନ ସକାଶେ ଏକ ବ୍ୟାପକ...

  • ନିଉଜ ଆଲର୍ଟJun 14, 2017

    କୃଷି ଋଣ ସୁଧ ଉପରେ ଶତକଡ଼ା ୨ଭାଗ ରିହାତି

      ନୂଆଦିଲ୍ଳୀ : କେନ୍ଦ୍ର ସରକାର କୃଷି ଋଣ ସୁଧ ଉପରେ ଶତକଡ଼ା ୨ଭାଗ ରିହାତି ପ୍ରଦାନକୁ ଅନୁମୋଦନ କରିଛନ୍ତି  । ଯେଉଁମାନେ ଠିକ୍ ସମୟରେ ଋଣ ପରିଶୋଧ କରିବେ ସେମାନଙ୍କୁ ଅତିରିକ୍ତ ଶତକଡ଼ା ୩ଭାଗର ରିହାତି ମିଳିବ  । ଚଳିତ ବର୍ଷ...

  • ନିଉଜ ଆଲର୍ଟJun 14, 2017

    ଚାଷୀଙ୍କ ସମସ୍ୟା ପାଇଁ ନୋଟବନ୍ଦୀ ଦାୟୀ:ମମତା ବାନାର୍ଜୀ

    କୋଲକାତା: ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ପରେ ଏବେ ଦେଶର ଅନ୍ୟ ରାଜ୍ୟକୁ ମଧ୍ୟ କୃଷକ ଆନ୍ଦୋଳନ  ବ୍ୟାପିବାର ସମ୍ଭାବନା ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରକୁ କଡା ସମାଲୋଚନା କରିଛନ୍ତି । କୃଷକଙ୍କ...

  • ନିଉଜ ଆଲର୍ଟJun 14, 2017

    ଅଣସରରେ ଅଲାରନାଥ ଦର୍ଶନ

    ପୁରୀ: ବ୍ରହ୍ମଗିରିର ଶ୍ରୀଅଲାରନାଥପୀଠରେ ଏବେ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ଭିଡ। ଶ୍ରୀମନ୍ଦିରରେ ଜୀଉମାନେ ଅଣସରରେ ଥିବା ସମୟରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କଲେ ଶ୍ରୀଜଗନ୍ନାଥ ଦର୍ଶନ ପ୍ରାପ୍ତିର ସୌଭାଗ୍ୟ ମିଳିଥାଏ  ବୋଲି ବିଶ୍ୱାସ ରହିଛି। ତେବେ ଶ୍ରୀଅଲାରନାଥପୀଠ ଓ ଠାକୁରଙ୍କ ସଂପର୍କରେ ଅନେକ...

  • ନିଉଜ ଆଲର୍ଟJun 14, 2017

    ରଜପର୍ବ ପାଇଁ ସାରା ରାଜ୍ୟ ଉତ୍ସବ ମୁଖର

      କଟକ : ପାରମ୍ପରିକ ରଜପର୍ବ ପାଇଁ ରାଜ୍ୟର ଗାଁ ଠାରୁ ସହର ଉତ୍ସବ ମୁଖର ହୋଇ ଉଠିଛି  । ଗତକାଲି ସଜବାଜ ପରେ ଆଜିଠାରୁ ଆରମ୍ଭ ହୋଇଛି ପହିଲି ରଜ  ।  କୁମାରୀ ଝିଅମାନେ ପାଦରେ ଅଳତା, ନୂଆ ପୋଷାକ ଓ...

  • ନିଉଜ ଆଲର୍ଟJun 14, 2017

    ଗାଙ୍ଗୁଲୀଙ୍କ ଠାରୁ ହାରିବେ ପରେ କ ଣ କହିଲେ ୱାର୍ଣ୍ଣ ପଢନ୍ତୁ ଏହି ରିପୋର୍ଟ

    ଏବେ ଇଂଲେଣ୍ଡ କ୍ରିକେଟ ଟିମ ପିନ୍ଧୁଥିବା ଟି ସାର୍ଟ ଖୋଜୁଛନ୍ତି ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ ଖେଳୀଳୀ ସେନ ୱାର୍ଣ୍ଣ। ସୈାରଭ ଗାଙ୍ଗୁଲୀଙ୍କ ଠାରୁ ବାଦି ହାରିଯିବା ପରେ ସେ ଇଂଲଣ୍ଡର ଜର୍ସି ଖୋଜୁଛନ୍ତିା ଆଇସିସି ଚାମ୍ପିୟନ୍ସ ଟ୍ରଫିର ଅଷ୍ଟ୍ରେଲିଆ ଓ ଇଂଲଣ୍ଡ...

  • ନିଉଜ ଆଲର୍ଟJun 14, 2017

    ଓଜେଇଇ ପକ୍ଷରୁ କାଉନସେଲିଂ ଆରମ୍ଭ

      ଭୁବନେଶ୍ୱର : ରାଜ୍ୟର ସରକାରୀ ଓ ଘରୋଇ ଇଞ୍ଜିନିୟରିଂ କଲେଜରେ ବି.ଟେକ୍‌ରେ ଚଳିତ ବର୍ଷ ନାମଲେଖା ନିମନ୍ତେ ଓଜେଇଇ ପକ୍ଷରୁ ଗୁରୁବାର ଠାରୁ  କାଉନସେଲିଂ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଜୁନ୍‌ ୨୭ ପର୍ଯ୍ୟନ୍ତ ଚାଲିବ । ଛାତ୍ରଛାତ୍ରୀଙ୍କୁ ଓଜେଇଇ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |