• ନିଉଜ ଆଲର୍ଟJun 17, 2017

    ବ୍ରହ୍ମାଣ୍ଡରେ ଜୀବନର ସତ୍ତା ଖୋଜିବ ନାସାର ଜେମ୍ସ...

    ୱାସିଂଙ୍ଗଟନ:ଆମେରିକା ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାଇ  ନିକଟ ଅତୀତରେ ନାସାର ଜେମ୍ସ ବେବ ନାମକ  ମହାକାଶ ଦୂରବୀକ୍ଷଣ ପକ୍ଷରୁ ଖୋଜାଯାଇଥିବା  ‘ଟ୍ରେପିଷ୍ଟ -୧’...

  • ନିଉଜ ଆଲର୍ଟJun 16, 2017

    ଗଛ ସହ ବାଇକ ଧକ୍କା ; ୧ମୃତ...

    ସୁନ୍ଦରଗଡ: ସୁନ୍ଦରଗଡ ଜିଲା ସଦର  ଥାନା ଅର୍ନ୍ତଗତ ରତନପୁର ପୋଲ ନିକଟରେ ଘଟିଥିବା ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଜଣେ...

  • ନିଉଜ ଆଲର୍ଟJun 16, 2017

    ଲଣ୍ଡନ ଅଗ୍ନିକାଣ୍ଡ : ମୃତ୍ୟୁ ସଂଖ୍ୟା ୩୦କୁ...

    ଲଣ୍ଡନ : ଲଣ୍ଡର ୨୪ ମହଲା ବିଶିଷ୍ଟ ଗ୍ରୀନପେଲ ଟାୱାର ଅଗ୍ନିକାଣ୍ଡରେ ମୃତକଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି  । ଅନେକ ଲୋକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତକଙ୍କ...

  • ନିଉଜ ଆଲର୍ଟJun 16, 2017

    ଅଇଁଠାପାଲି ଛକରୁ ୪୦କେ.ଜି ଗଞ୍ଜେଇ ଜବତ ସହ...

    ବøଦ୍ଧ:ବୌଦ୍ଧ ଜିଲ୍ଲା ମନମୁଣ୍ଡାରୁ ଏକ ବୋଲେରୋ ଗଞ୍ଜେଇ ନେଇ ଆସୁଥିବା ବେଳେ ଅଇଁଠାପାଲି ଛକ ଠାରେ   ପୁଲିସ ଚଢଉ କରି ୪୦କେ.ଜି. ଗଞ୍ଜେଇ ଜବତ କରିବା...

  • ନିଉଜ ଆଲର୍ଟJun 16, 2017

    ଆକାଶବାଣୀ ସତ୍ୟନିଷ୍ଠ ଖବର ପ୍ରସାରଣର ଏକମାତ୍ର ବିକଳ୍ପ:...

    ନୂଆଦିଲ୍ଳୀ :  ବର୍ତ୍ତମାନ ଯୁଗରେ ଟିଭି ଚ୍ୟାନେଲ୍, ଖବରକାଗଜ, ସାମାଜିକ ଗଣମାଧ୍ୟମଗୁଡ଼ିକ ଚାଞ୍ଚଲ୍ୟକର ଖବର ପରିବେଷଣ କରୁଛନ୍ତି ଏବଂ ସତ ଖବରକୁ ଚାପି ଦେଇ ଅଧିକ ରେଟିଂ...

  • ନିଉଜ ଆଲର୍ଟJun 16, 2017

    ମାଲେସିଆରେ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ହତ୍ୟା

    କ୍ୱାଲମ୍ଫପୁର : ମାଲେସିଆରେ ଜଣେ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ମାଲେସିଆରେ ଭୟଭୀତ କରାଇବା, ଧମକେ ଦେବା ଏବଂ ଆକ୍ରମଣ କରିବା...

  • ନିଉଜ ଆଲର୍ଟJun 16, 2017

    କୁକୁର ସହିତ ପ୍ରାତଃ ଭ୍ରମଣ- ବରିଷ୍ଠଙ୍କ ପାଇଁ...

      ନ୍ୟୁୟର୍କ : ବରିଷ୍ଠ ନାଗରିକମାନେ ନିଜକୁ ସୁସ୍ଥ ଓ ନିରୋଗୀ ରଖିବା ପାଇଁ ଏକ ସହଜ ଉପାୟ ହେଉଛି ପ୍ରାତଃ ଭ୍ରମଣ । ତେବେ ଏହି ପ୍ରାତଃ...

  • ନିଉଜ ଆଲର୍ଟJun 16, 2017

    ଦାର୍ଜିଲିଂ ହିଂସା : ଅତିରିକ୍ତ ଅର୍ଦ୍ଧସାମରିକ ବାହନୀ...

    ଦାର୍ଜିଲିଂ : ଦାର୍ଜିଲିଂ ହିଂସା ଘଟଣାରେ ପଶ୍ଚିମବଙ୍ଗ ସରକାରଙ୍କ ଆଭିମୁଖ୍ୟକୁ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ଅସନ୍ତୋଷ ବ୍ୟକ୍ତ କରିଛି  । ପରିସ୍ଥିତି ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ...

  • ନିଉଜ ଆଲର୍ଟJun 16, 2017

    ପର୍ଯ୍ୟଟକଙ୍କ ପାଇଁ ସାଢ଼େ ୪ ମାସ...

      ବାରିପଦା : ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକମାନଙ୍କ ପରିଦର୍ଶନ ନିମନ୍ତେ ଶୁକ୍ରବାର ଠାରୁ ବନ୍ଦକରି ଦିଆଯାଇଛି  । ବର୍ଷା ଋତୁ ସକାଶେ ଜୁନ୍‌ ୧୬ ତାରିଖ ଠାରୁ ଆଗାମୀ...

  • ନିଉଜ ଆଲର୍ଟJun 16, 2017

    ‘ଓଡ଼ିଶା ହେବ ଦେଶର ଇସ୍ପାତ ହବ୍‌’

    ଭୁବନେଶ୍ୱର : ଆଗାମୀ ଦିନରେ ଦେଶରେ ଷ୍ଟିଲ ଉତ୍ପାଦନ ୩୦୦ ନିୟୁତ ଟନ୍‌ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର...

  • ନିଉଜ ଆଲର୍ଟJun 16, 2017

    ଆୟକର ସଂଗ୍ରହରେ ୨୬.୨% ଅଭିବୃଦ୍ଧି

    ନୂଆଦିଲ୍ଲୀ : ଚଳିତ ବର୍ଷ ଭାରତରେ ଆୟକର ସଂଗ୍ରହରେ ୨୬.୨ % ବୃଦ୍ଧି ଘଟିଛି  । ଗତବର୍ଷ ତୁଳନାରେ ଆୟକର ଆଦାୟରେ ଆଶାନୁରୂପକ ଅଭିବୃଦ୍ଧି ଘଟିଛି  ।...

  • ନିଉଜ ଆଲର୍ଟJun 16, 2017

    ୧୦ ଜିଲ୍ଲାରେ ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ...

      ଭୁବନେଶ୍ୱର: ରାଜ୍ୟର ଆଉ ୧୦ ଜିଲ୍ଲା ସଦର ମହକୁମାରେ ଶୁକ୍ରବାରଠାରୁ MODI ଉତ୍ସବ ଆରମ୍ଭ ହୋଇଛି । ନୟାଗଡ, କେନ୍ଦ୍ରାପଡା, ଯାଜପୁର, ବାରିପଦା (ମୟୁରଭଞ୍ଜ), ସମ୍ବଲପୁର, ଫୁଲବାଣୀ (କନ୍ଧମାଳ),...

  • ନିଉଜ ଆଲର୍ଟJun 16, 2017

    ଦାର୍ଜିଲିଂରେ ଜନଜୀବନ ସଂପୂର୍ଣ୍ଣ ବାଧାପ୍ରାପ୍ତ

      ଦାର୍ଜିଲିଂ : ସ୍ୱତନ୍ତ୍ର ଗୋର୍ଖାଲ୍ୟାଣ୍ଡ ରାଜ୍ୟ ଗଠନ ଦାବିରେ ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ପକ୍ଷରୁ ଚାଲିଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ଦାର୍ଜିଲିଂ ନଗରୀର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଜାରି...

  • ନିଉଜ ଆଲର୍ଟJun 16, 2017

    ଇଣ୍ଡୋନେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ : ସେମିଫାଇନାଲରେ...

    ଜାକର୍ତ୍ତା/ନୂଆଦିଲ୍ଳୀ : ଶୁକ୍ରବାର ଇଣ୍ଡୋନେସିଆ ଓପନ ସୁପର ସିରିଜ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଏଚ୍‌.ଏସ୍‌. ପ୍ରଣୟ ଓ କେ. ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍‌ସରେ ବିଜୟ ସହ ସେମିଫାଇନାଲରେ...

  • ନିଉଜ ଆଲର୍ଟJun 16, 2017

    ଛୋଟା ସକ୍କିଲର ସହଯୋଗୀ ଗିରଫ

    ନୂଆଦିଲ୍ଲୀ : ଗ୍ୟାଙ୍କଷ୍ଟାର ଛୋଟା ସକ୍କିଲର ଜଣେ ସହଯୋଗୀକୁ ଦିଲ୍ଲୀ ପୁଲସ୍‌ ସ୍ୱତନ୍ତ୍ର ଶାଖା ଗିରଫ କରିଛି  । ପାକିସ୍ତାନ ଜନ୍ମିତ କାନାଡ଼ିଆନ ଲେଖକ ତାରେକ୍‌ ଫତେହଙ୍କୁ...

ବିଗ୍‌ ନିଉଜ

Like Us

ଏଣ୍ଟରଟେନମେଣ୍ଟ

Breaking News

କଟକ:ନରାଜ ବ୍ରିଜରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି, ଘଟଣାସ୍ଥଳରୁ ମହିଳାଙ୍କ ସ୍କୁଟି ଓ ଡ୍ରାଇଭିଂ ଲାଇସେନ୍ସ ମିଳିଲା | ଉତ୍ତରପ୍ରଦେଶ: ମୁଜାଫରନଗର ଖତୌଳୀରେ ଟ୍ରେନ ଦୁର୍ଘଟଣା, ଟ୍ରାକରୁ ଖସିଲା ଟ୍ରେନର ୬ଟି ବଗି | ଆଇଓସିଏଲ ବିବାଦର ଅନ୍ତ , ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | କଟକ: ଯୋବ୍ରା ସାରଲା ମନ୍ଦିରରୁ ହୁଣ୍ଡି ବକ୍ସ ଲୁଟ୍ | କ୍ରାଇମବ୍ରାଞ୍ଚ ଜାଲରେ ଦୁଇ ରାଇସ୍ ମିଲ୍ ମାଲିକ, ୪କୋଟି ଟଙ୍କାର ଚାଉଳ ହେରଫେର ମାମଲାରେ ଗିରଫ | ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ବାଲିମେଳା-ମାଲକାନଗିରି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ, ନିକଟରେ ଥିବା ଏକ ପୋଲ ଉପରେ ୪ ଫୁଟ୍‌ ଉପରେ ଚାଲୁଛି ପାଣି | ଖୋର୍ଦ୍ଧା: ଜଙ୍କିଆ ଥାନା ସିକୋ ଗାଁରେ ବିସ୍ଫୋରଣ, ୨ ମୃତ ଓ୨ ଗୁରୁତର | ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । |