• ନିଉଜ ଆଲର୍ଟJun 16, 2017

    ଜୁଏଲଙ୍କୁ କଳାପତାକା ପ୍ରଦର୍ଶନ : ରାଜ୍ୟପାଳଙ୍କୁ ଭେଟିଲେ ବିଜେପି ପ୍ରତିନିଧି ଦଳ

      ଭୁବନେଶ୍ୱର : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ କନ୍ଦ୍ରାପଡା ଜିଲ୍ଲାର ଆଳି ଗସ୍ତ ସମୟରେ ଅଣ୍ଡାମାଡ,କଳାପତାକା ପ୍ରଦର୍ଶନ ଓ ବିରୋଧ କରାଯିବା ଘଟଣା ପ୍ରତିବାଦ କରି ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳ ଡକ୍ଟର ଏସ୍‌. ସି. ଜମୀରଙ୍କୁ...

  • ନିଉଜ ଆଲର୍ଟJun 16, 2017

    ରଥଯାତ୍ରା ପ୍ରସ୍ତୁତି : ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

      ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ପ୍ରସ୍ତୁତି କାର୍ଯ୍ୟ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲିି ପୁରୀଠାରେ ସମୀକ୍ଷା କରିବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ଚଳଚଞ୍ଚଳ ହୋଇଉଠିଛି । ଆସନ୍ତା ୨୫ ତାରିଖ ଦିନ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେବାକୁ ଥିବା...

  • ନିଉଜ ଆଲର୍ଟJun 16, 2017

    ୱାକ୍‌ଫ ବୋର୍ଡ ଭଙ୍ଗ ପାଇଁ ଯୋଗୀ ସରକାରୀ ନିର୍ଦ୍ଦେଶକୁ ବିରୋଧ

    ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ୱାକ୍‌ଫ ବୋର୍ଡ ଭଙ୍ଗ କରିବାକୁ ସରକାରଙ୍କ ନିର୍ଦେଶ ପରେ ଏହାକୁ ନେଇ ଦେଖାଦେଇଛି ବିବାଦ । ସିହା ୱାକ୍‌ଫ ବୋର୍ଡ ଏହାକୁ ବିରୋଧ କରିବା ସହ ଆବଶ୍ୟକ ହେଲେ ଅଦାଲତର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ଏହାର ଅଧ୍ୟକ୍ଷ...

  • ନିଉଜ ଆଲର୍ଟJun 16, 2017

    ୨୪ କେଜି ଗଞ୍ଜେଇ ଜବତ,୨ ଗିରଫ

    ମନମୁଣ୍ଡା: ମନମୁଣ୍ଡା ପୁଲିସ ଆଜି ପେଟ୍ରୋଲିଂ କରିବା ବେଳେ ୨୪ କେଜ ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦୁଇ ଜଣ ହେଲେ କନ୍ଧମାଳ ଗୋଛପଡା ଥାନା ଅନ୍ତର୍ଗତ ଖଟିଗାଁର ଲଦଡା ଦଗଲ(୩୨) ଅନ୍ୟ...

  • ନିଉଜ ଆଲର୍ଟJun 16, 2017

    ଲସ୍କର କମାଣ୍ଡର ଜୁନୈଦ ମଟ୍ଟୁ ନିହତ

    ଶ୍ରୀନଗର: ଦକ୍ଷିଣ କାଶ୍ମୀର ଅନନ୍ତନାଗ ଜିଲ୍ଲା ଅରୱନି ଗ୍ରାମରେ ସୁରକ୍ଷା ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଆତଙ୍କବାଦୀ ତଥା ଲସ୍କର କମାଣ୍ଡର ଜୁନୈଦ ମଟ୍ଟୁ ନିହତ ହୋଇଛି । ସୂଚନା ପାଇବା ପରେ ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଏବଂ...

  • ନିଉଜ ଆଲର୍ଟJun 16, 2017

    ଚମ୍ପିଆନ୍ସ ଟ୍ରଫି ପାଇଁ ବେଟିଂ, ୫ ଗିରଫ

    ବ୍ରହ୍ମପୁର: ଚମ୍ପିଆନ୍ସ ଟ୍ରଫି କ୍ରିକେଟ ସେମି-ଫାଇନାଲ ମ୍ୟାଚ ପାଇଁ ବେଟିଂ ଚଳାଇଥିବା ବେଳେ ପୁଲିସ ୫ ଜଣଙ୍କୁ ଗିରଫ କରିବା ସହ ନଗଦ ୭ ଲକ୍ଷ ଟଙ୍କା ଏବଂ ୭ଟି ମୋବାଇଲ ଫୋନ ଜବତ କରିଛି । ଭାରତ ଓ ବାଙ୍ଗଲଦେଶ...

  • ନିଉଜ ଆଲର୍ଟJun 16, 2017

    ମନୀଷ ସିସୋଦିଆଙ୍କ ଘରେ ସିବିଆଇ ଚଢଉ

    ନୂଆଦିଲ୍ଲୀ: ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ପକ୍ଷରୁ ଚଢଉ କରାଯାଇଛି । ଗତ କିଛି ଦିନରୁ ବିଭିନ୍ନ ପ୍ରସଙ୍ଗ ଏବଂ କାର୍ଯ୍ୟକଳାପକୁ ନେଇ ଆମ୍‌ ଆଦମୀ ଦଳର ଗତିବିଧି ଉପରେ ସିବିଆଇର କଡା ନଜର ରହିଥିଲା । ‘ଟକ୍‌...

  • ନିଉଜ ଆଲର୍ଟJun 16, 2017

    କେଜରିୱାଲ-ଉପ ରାଜ୍ୟପାଳ ବିବାଦ ବଢିଲା

    ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ଉପ-ରାଜ୍ୟପାଳ ଅନିଲ ବୈଜଲଙ୍କ ମଧ୍ୟରେ ଲାଗି ରହିଥିବା ତିକ୍ତତା ଅଧିକ ଗଭୀର ହୋଇଛି । ମୁଖ୍ୟମନ୍ତ୍ରୀ କେଜରିୱାଲ ଅଭିଯୋଗ କରିଛନ୍ତି ଯେ,ଦିଲ୍ଲୀର ଫାଇଲକୁ ଉପ-ରାଜ୍ୟପାଳ ପ୍ରଥମେ ବିଜେପି ପାଖକୁ ପଠାଉଛନ୍ତି । ନିର୍ଦ୍ଦିଷ୍ଟ...

  • ନିଉଜ ଆଲର୍ଟJun 16, 2017

    ବିଜେପି ପକ୍ଷରୁ ୭ ଘଣ୍ଟିଆ ବନ୍ଦ ଡାକରା

    ସୁନ୍ଦରଗଡ: ଶୁକ୍ରବାର ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ସୁନ୍ଦରଗଡରେ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । କଂଗ୍ରେସ କର୍ମୀମାନେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ କଳାପତକା ପ୍ରଦର୍ଶନ କରିବା ଏବଂ ବିଜେଡି ପକ୍ଷରୁ ଅଣ୍ଡାମାଡ ଘଟଣାର ପ୍ରତିବାଦ କରି ଆଜି...

  • ନିଉଜ ଆଲର୍ଟJun 16, 2017

    ଟ୍ରାଜେଡି କିଙ୍ଗ ଦିଲ୍ଲୀପ କୁମାରଙ୍କ ନାତୁଣୀ ସାୟଶା ଅଦା ଦେଖନ୍ତୁ ଏହି ଡ୍ୟାନ୍ସ ଭିଡିଓରେ...

    ହିନ୍ଦି ଫିଲ୍ମର ବର୍ଷିୟାନ ଅଭିନେତା ତଥା ଟ୍ରାଜେଡି କିଙ୍ଗ  ଦିଲ୍ଲୀପ କୁମାରଙ୍କୁ କିଏ ବା ନ ଯାଣେ? ତେବେ ତାଙ୍କ ନାତୁଣୀ ଅଭିନେତ୍ରୀ ସାୟଶା ସହଗଲଙ୍କ ବିଷୟରେ ବହୁତ କମ ଲୋକ ଜାଣନ୍ତି । ନିକଟ ଅତୀତରେ ଅଜୟ ଦେବଗନଙ୍କ ‘ଶିବାୟ’ଫିଲ୍ମ...

  • ନିଉଜ ଆଲର୍ଟJun 16, 2017

    ୩ ସେକେଣ୍ଡରେ ଧ୍ୱଂସ ପାଇଲା ୩୯ ବର୍ଷର ପୋଲ , ଦେଖନ୍ତୁ ପୁରା ଭିଡିଓ...

    ଚୀନରେ ଥିବା ୩୯ ବର୍ଷର ଏକ ବିରାଟକାୟ ପୋଲ ମାତ୍ର ୩.୫ ସେକେଣ୍ଡରେ ଧ୍ୱସ୍ତ ବିଧ୍ୱସ୍ତ ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି ।ସୂଚନା ଅନୁଯାଇ ନୂଆ ପୋଲ ର୍ନିମାଣ ନେଇ ଚୀନ ଉତ୍ତର-ପୂର୍ବସ୍ଥିତ ନାଂହୁ ପୋଲକୁ ଧ୍ୱଂସ କରିଦିଆଯାଇଛି ।...

  • ନିଉଜ ଆଲର୍ଟJun 16, 2017

    ଅଣ ଇଂରାଜୀ ଚଳଚ୍ଚିତ୍ର ମଧ୍ୟରେ ବିଶ୍ୱର ୫ମ ସ୍ଥାନରେ ‘ଦଙ୍ଗଲ’

    ନୂଆଦିଲ୍ଲୀ:ବଲିଉଡ ଅଭିନେତା ଅମୀର ଖାନଙ୍କ ଦ୍ୱାରା ର୍ନିମିତ ଚଳଚ୍ଚିତ୍ର ‘ଦଙ୍ଗଲ’ ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରି ଚାଲିଛି ।କେବଳ ଦେଶ ନୁହେଁ ଦେଶ ବାହାରେ ମଧ୍ୟ ଏସ.ଏସ .ରାଜମୌଲିଙ୍କ ‘ବାହୁବଲୀ-୨,ଦି କନକ୍ଲୁଜନ’ ଓ ଅମୀର ଖାନଙ୍କ...

  • ନିଉଜ ଆଲର୍ଟJun 16, 2017

    ପେଟ୍ରୋଲ,ଡିଜେଲ ଭଳି ପ୍ରତିଦିନ ବଦଳିବ ସିଏନଜି ଦର

    ନୂଆଦିଲ୍ଲୀ: ପେଟ୍ରୋଲ ,ଡିଜେଲ ଭଳି ପ୍ରତିଦିନ ଦେଶରେ ଖୁବ ଶୀଘ୍ର  ସିଏନଜି (କମ୍ପରେସ୍ଡ ନେଚୁରାଲ ଗ୍ୟାସ)ଦର ନିର୍ଦ୍ଧାରଣ କରାଯିବାର ସୂଚନା ମିଳିଛି ।ମିଳିଥିବା ସୂଚନା ଅନୁଯାଇ ସରକାର ସିଏନଜି କ୍ଷେତ୍ରରେ ଡାଇନାମିକ ଫୁଏଲ ପ୍ରାଇଜିଙ୍ଗ ଫର୍ମୁର୍ଲା ଲାଗୁ କରିବାର ନିଷ୍ପତ୍ତି ନେଇଛନ୍ତି...

  • ନିଉଜ ଆଲର୍ଟJun 16, 2017

    ଏଫ-୧୫ ଯୁଦ୍ଧ ବିମାନ କତାରକୁ ବିକ୍ରି କରିବ ଆମେରିକା

    ୱାସିଂଙ୍ଗଟନ:ଏଫ-୧୫ ଯୁଦ୍ଧ ବିମାନ କତାରକୁ ବିକ୍ରି କରିବା ପାଇଁ ଆମେରିକା ରାଜି ହୋଇଛି ।ପେଣ୍ଟାଗନ ପ୍ରବକ୍ତା ଲେଫନାଣ୍ଟ କର୍ଣ୍ଣଲ ରୋଜର କେବିନେସଙ୍କ ସୂଚନା ଅନୁଯାଇ ଏହି ବିମାନ ବିକ୍ରିକୁ ନେଇଥିବା ସବୁ ପ୍ରକିୟାକୁ ଉଭୟ ଦେଶର ରକ୍ଷାମନ୍ତ୍ରୀ ଗଣ ଚୁଡାନ୍ତ ରୁପ...

  • ନିଉଜ ଆଲର୍ଟJun 16, 2017

    ଉଗ୍ରବାଦୀ ସନ୍ଦେହରେ ସେନା ପକ୍ଷରୁ ଗୁଳି ଚାଳନା ; ଜଣେ ମୃତ

    ଇଟାନଗର:ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ ଜିଲ୍ଲାରେ ଉଗ୍ରବାଦୀ ଆଶଙ୍କା କରି ସେନା ପକ୍ଷରୁ ଗୁଳି ଚାଳନା କରାଯାଇଥିବା ବେଳେ  ଏଥିରେ ଜଣେ ସାଧାରଣ ଗ୍ରାମବାସୀର ମୃତ୍ୟୁ  ଘଟିଥିବାର ସୂଚନା ମିଳିଛି ।ରକ୍ଷା ଅଧିକାରୀ କର୍ଣ୍ଣଲ ଚିରନଜିତଙ୍କ ସୂଚନା ଅନୁଯାଇ ଏହି ଘଟଣା ବୁଧବାର...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |