• ନିଉଜ ଆଲର୍ଟJun 17, 2017

    ଛତିଶଗଡ:ପୁଲିସ ସଂଘର୍ଷରେ ନକ୍ସଲ ସେକ୍ସନ କମାଣ୍ଡରଙ୍କ ମୃତ୍ୟୁ

    ନୂଆଦିଲ୍ଲୀ: ଛତିଶଗଡର ବସ୍ତର  ଅଞ୍ଚଳରେ ପୁଲିସ ଓ ନକ୍ସଲ ମଧ୍ୟରେ ଘଟିଥିବା ସଂଘର୍ଷରେ ନକ୍ସଲଙ୍କ ଜଣେ ସେକ୍ସନ କମାଣ୍ଡରଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ପରିମାଣର  ଗୋଳାବାରୁଦ ଜବତ ହୋଇଛି ।ଗୁରୁବାର ୩ ଘଣ୍ଟା ଧରି ଚାଲିଥିବା  ଏହି ସଂଘର୍ଷରେ ନକ୍ସଲ...

  • ନିଉଜ ଆଲର୍ଟJun 17, 2017

    ବ୍ରିଟିସ ସଂସଦ ବାହାରେ ଛୁରୀ ସହ ଯୁବକ ଗିରଫ

    ଲଣ୍ଡନ:ବ୍ରିଟିସ ସଂସଦ ବାହାରେ ଛୁରୀ ସହ ଏକ ଯୁବକଙ୍କୁ ସ୍କଟଲାଣ୍ଡୟାର୍ଡ ପୁଲିସ ଗିରଫ କରିଛି । ଉଚ୍ଚ ସୁରକ୍ଷା ବଳୟ ମଧ୍ୟରେ ଥିବା ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ପକ୍ଷରୁ କରାଯାଇଥିବା ଆକ୍ରମଣର ୩ ମାସ ପରେ ଏଭଳି ଘଟଣା ଘଟିଛି ।ମେଟ୍ରୋପଲିଟାନ...

  • ନିଉଜ ଆଲର୍ଟJun 17, 2017

    ଏନଏସଜିରେ ଭାରତର ସଦସ୍ୟତା ନେଇ ଚୀନ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହେବନାହିଁ

    ବେଜିଂ:ପରମାଣୁ ଅପ୍ରସାର ସନ୍ଧୀ (ଏନପିଟି)ରେ ସ୍ୱାକ୍ଷରିତ କରିନଥିବା ଦେଶ ଗୁଡିକ ଏନଏସଜିରେ ପ୍ରବେଶ କରିବା ନେଇ ଚୀନର ଆଭିମୁଖ୍ୟରେ  କୌଣସି ପରିବର୍ତ୍ତନ ଆସିନାହିଁ ବୋଲି ଚୀନ ସୂଚନା ଦେଇଛି ।ତେବେ ଚୀନର ଏଭଳି ବକ୍ତବ୍ୟ ଭାରତକୁ ଏନଏସଜିରେ ପ୍ରବେଶ ନେଇ ରହିଥିବା...

  • ନିଉଜ ଆଲର୍ଟJun 17, 2017

    ବ୍ରହ୍ମାଣ୍ଡରେ ଜୀବନର ସତ୍ତା ଖୋଜିବ ନାସାର ଜେମ୍ସ ବେବ

    ୱାସିଂଙ୍ଗଟନ:ଆମେରିକା ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାଇ  ନିକଟ ଅତୀତରେ ନାସାର ଜେମ୍ସ ବେବ ନାମକ  ମହାକାଶ ଦୂରବୀକ୍ଷଣ ପକ୍ଷରୁ ଖୋଜାଯାଇଥିବା  ‘ଟ୍ରେପିଷ୍ଟ -୧’ ଗ୍ରହ ପ୍ରଣାଳୀ ଅନ୍ତର୍ଗତ ପୃଥିବୀ ଆକାରର ଗ୍ରହ ଓ ବୃହସ୍ପତି ଗ୍ରହର ଉପଗ୍ରହ...

  • ନିଉଜ ଆଲର୍ଟJun 16, 2017

    ଗଛ ସହ ବାଇକ ଧକ୍କା ; ୧ମୃତ ,୧ଆହତ

    ସୁନ୍ଦରଗଡ: ସୁନ୍ଦରଗଡ ଜିଲା ସଦର  ଥାନା ଅର୍ନ୍ତଗତ ରତନପୁର ପୋଲ ନିକଟରେ ଘଟିଥିବା ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।  ସୂଚନା ମୁତାବକ ଶୁକ୍ରବାର ଦିନ ୨ଟା  ସମୟରେ...

  • ନିଉଜ ଆଲର୍ଟJun 16, 2017

    ଲଣ୍ଡନ ଅଗ୍ନିକାଣ୍ଡ : ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି

    ଲଣ୍ଡନ : ଲଣ୍ଡର ୨୪ ମହଲା ବିଶିଷ୍ଟ ଗ୍ରୀନପେଲ ଟାୱାର ଅଗ୍ନିକାଣ୍ଡରେ ମୃତକଙ୍କ ସଂଖ୍ୟା ୩୦ରେ ପହଞ୍ଚିଛି  । ଅନେକ ଲୋକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତକଙ୍କ ସଂକ୍ୟା ବୃଦ୍ଧି ପାଇ ବୋଲି ଆଶଙ୍କା କରାଯାଉଛି  । ଏପଟେ କୋଠାର ସମସ୍ତ...

  • ନିଉଜ ଆଲର୍ଟJun 16, 2017

    ଅଇଁଠାପାଲି ଛକରୁ ୪୦କେ.ଜି ଗଞ୍ଜେଇ ଜବତ ସହ ୪ଗିରଫ

    ବøଦ୍ଧ:ବୌଦ୍ଧ ଜିଲ୍ଲା ମନମୁଣ୍ଡାରୁ ଏକ ବୋଲେରୋ ଗଞ୍ଜେଇ ନେଇ ଆସୁଥିବା ବେଳେ ଅଇଁଠାପାଲି ଛକ ଠାରେ   ପୁଲିସ ଚଢଉ କରି ୪୦କେ.ଜି. ଗଞ୍ଜେଇ ଜବତ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ସୁନିଲ...

  • ନିଉଜ ଆଲର୍ଟJun 16, 2017

    ଆକାଶବାଣୀ ସତ୍ୟନିଷ୍ଠ ଖବର ପ୍ରସାରଣର ଏକମାତ୍ର ବିକଳ୍ପ: ଭେଙ୍କେୟା ନାଇଡୁ

    ନୂଆଦିଲ୍ଳୀ :  ବର୍ତ୍ତମାନ ଯୁଗରେ ଟିଭି ଚ୍ୟାନେଲ୍, ଖବରକାଗଜ, ସାମାଜିକ ଗଣମାଧ୍ୟମଗୁଡ଼ିକ ଚାଞ୍ଚଲ୍ୟକର ଖବର ପରିବେଷଣ କରୁଛନ୍ତି ଏବଂ ସତ ଖବରକୁ ଚାପି ଦେଇ ଅଧିକ ରେଟିଂ ଓ ପଏଣ୍ଟ ହାସଲ କରିବା ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ବୋଲି ଏମ. ଭେଙ୍କେୟା...

  • ନିଉଜ ଆଲର୍ଟJun 16, 2017

    ମାଲେସିଆରେ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ହତ୍ୟା

    କ୍ୱାଲମ୍ଫପୁର : ମାଲେସିଆରେ ଜଣେ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ମାଲେସିଆରେ ଭୟଭୀତ କରାଇବା, ଧମକେ ଦେବା ଏବଂ ଆକ୍ରମଣ କରିବା ଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି...

  • ନିଉଜ ଆଲର୍ଟJun 16, 2017

    କୁକୁର ସହିତ ପ୍ରାତଃ ଭ୍ରମଣ- ବରିଷ୍ଠଙ୍କ ପାଇଁ ସୁସ୍ଥ ଓ ସତେଜତାର ମନ୍ତ୍ର

      ନ୍ୟୁୟର୍କ : ବରିଷ୍ଠ ନାଗରିକମାନେ ନିଜକୁ ସୁସ୍ଥ ଓ ନିରୋଗୀ ରଖିବା ପାଇଁ ଏକ ସହଜ ଉପାୟ ହେଉଛି ପ୍ରାତଃ ଭ୍ରମଣ । ତେବେ ଏହି ପ୍ରାତଃ ଭ୍ରମଣ ଯଦି ନିଜ ପୋଷା  କୁକୁର ସହିତ କରନ୍ତି ତେବେ ଅଧିକ ଫଳପ୍ରଦ...

  • ନିଉଜ ଆଲର୍ଟJun 16, 2017

    ଦାର୍ଜିଲିଂ ହିଂସା : ଅତିରିକ୍ତ ଅର୍ଦ୍ଧସାମରିକ ବାହନୀ ପଠାଇବନି କେନ୍ଦ୍ର

    ଦାର୍ଜିଲିଂ : ଦାର୍ଜିଲିଂ ହିଂସା ଘଟଣାରେ ପଶ୍ଚିମବଙ୍ଗ ସରକାରଙ୍କ ଆଭିମୁଖ୍ୟକୁ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ଅସନ୍ତୋଷ ବ୍ୟକ୍ତ କରିଛି  । ପରିସ୍ଥିତି ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ମଗାଯିବାର ସପ୍ତାହେ ପରେ ବି ରିପୋର୍ଟ ପ୍ରଦାନ କରାଯାଇନାହିଁ । ତେଣୁ ସେଠାକୁ...

  • ନିଉଜ ଆଲର୍ଟJun 16, 2017

    ପର୍ଯ୍ୟଟକଙ୍କ ପାଇଁ ସାଢ଼େ ୪ ମାସ ଶିମିଳିପାଳ ବନ୍ଦ

      ବାରିପଦା : ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକମାନଙ୍କ ପରିଦର୍ଶନ ନିମନ୍ତେ ଶୁକ୍ରବାର ଠାରୁ ବନ୍ଦକରି ଦିଆଯାଇଛି  । ବର୍ଷା ଋତୁ ସକାଶେ ଜୁନ୍‌ ୧୬ ତାରିଖ ଠାରୁ ଆଗାମୀ ସାଢେ ୪ ମାସ ପାଇଁ ଶିମିଳିପାଳକୁ ବନ୍ଦ କରି ଦିଆଯାଇଛି  । ସାଧାରଣତଃ...

  • ନିଉଜ ଆଲର୍ଟJun 16, 2017

    ‘ଓଡ଼ିଶା ହେବ ଦେଶର ଇସ୍ପାତ ହବ୍‌’

    ଭୁବନେଶ୍ୱର : ଆଗାମୀ ଦିନରେ ଦେଶରେ ଷ୍ଟିଲ ଉତ୍ପାଦନ ୩୦୦ ନିୟୁତ ଟନ୍‌ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂହ କହିଛନ୍ତି  । ଜାତୀୟ ଇସ୍ପାତ ପରିଷଦର ଭୁବନେଶ୍ୱରଠାରେ ଆୟୋଜିତ ଦ୍ୱିତୀୟ ସମ୍ମିଳନୀରେ...

  • ନିଉଜ ଆଲର୍ଟJun 16, 2017

    ଆୟକର ସଂଗ୍ରହରେ ୨୬.୨% ଅଭିବୃଦ୍ଧି

    ନୂଆଦିଲ୍ଲୀ : ଚଳିତ ବର୍ଷ ଭାରତରେ ଆୟକର ସଂଗ୍ରହରେ ୨୬.୨ % ବୃଦ୍ଧି ଘଟିଛି  । ଗତବର୍ଷ ତୁଳନାରେ ଆୟକର ଆଦାୟରେ ଆଶାନୁରୂପକ ଅଭିବୃଦ୍ଧି ଘଟିଛି  । ଗତ ବର୍ଷ ଜୁନ୍‌ ୧୫ ସୁଦ୍ଧା ୮୦,୦୭୫ କୋଟି ଟଙ୍କା ଆୟକର ସଂଗ୍ରହ...

  • ନିଉଜ ଆଲର୍ଟJun 16, 2017

    ୧୦ ଜିଲ୍ଲାରେ ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ମୋଦି ଉତ୍ସବ

      ଭୁବନେଶ୍ୱର: ରାଜ୍ୟର ଆଉ ୧୦ ଜିଲ୍ଲା ସଦର ମହକୁମାରେ ଶୁକ୍ରବାରଠାରୁ MODI ଉତ୍ସବ ଆରମ୍ଭ ହୋଇଛି । ନୟାଗଡ, କେନ୍ଦ୍ରାପଡା, ଯାଜପୁର, ବାରିପଦା (ମୟୁରଭଞ୍ଜ), ସମ୍ବଲପୁର, ଫୁଲବାଣୀ (କନ୍ଧମାଳ), ନୂଆପଡା, ମାଲକାନଗିରି,ବଲାଙ୍ଗିର, ପଦମପୁର (ବରଗଡ)ଠାରେ ଏହି ଉତ୍ସବ ଆରମ୍ଭ ହୋଇଛି  । ତିନିଦିନ ଧରି...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |