• ନିଉଜ ଆଲର୍ଟJun 20, 2017

    ବୁଢା ହେଉଛି ଭାରତ !

    ନୂଆଦିଲ୍ଲୀ: ଭାରତ କ୍ରମେ ବୁଢା ହେଉଛି । ସଂଯୁକ୍ତ ରାଷ୍ଟ୍ର ଏଜେନ୍ସି ୟୁଏନଏଫ୍‌ପିଏ ପକ୍ଷରୁ କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଭାରତରେ କ୍ରମେ ବୃଦ୍ଧଙ୍କ ସଂଖ୍ୟା ଅଧିକ ହେଉଥିବା କୁହାଯାଇଛି । ରିପୋର୍ଟ ମୁତାବକ ଆସନ୍ତା ୧୩ ବର୍ଷରେ ଭାରତରେ ପ୍ରତି...

  • ନିଉଜ ଆଲର୍ଟJun 20, 2017

    ୪ ତାରିଖ ସୁଦ୍ଧା ଟଙ୍କା ଜମା କର : ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୪ ତାରିଖ ସୁଦ୍ଧା ୭୦୯.୮୨ କୋଟି ଟଙ୍କା ଜମା କରିବାକୁ ସାହାରା ମୁଖ୍ୟ ସୁବ୍ରତ ରାୟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେବି ଖାତାରେ କମ୍ପାନୀ ୧୫ଶହ କୋଟି ଟଙ୍କା ଜମା କରିବାକୁ ଥିବାବେଳେ ଏହି ଟଙ୍କା ଦାଖଲ...

  • ନିଉଜ ଆଲର୍ଟJun 20, 2017

    ଲାଲୁଙ୍କ ଝିଅ ନାମରେ ଥିବା ସମ୍ପତ୍ତି ଜବତ କଲା ଆୟକର ବିଭାଗ

    ନୂଆଦିଲ୍ଲୀ: ୧ ହଜାର କୋଟିର ବେନାମୀ ସମ୍ପତ୍ତିର ଖୋଳତାଡ କରିବା ପରିପ୍ରେକ୍ଷୀରେ ଆୟକର ବିଭାଗ ଲାଲୁପ୍ରସାଦ ଯାଦବଙ୍କ ପରିବାର ସଦସ୍ୟଙ୍କ ଅସ୍ଥାବର ସମ୍ପତ୍ତିକୁ ଜବତ କରିଥିବା ଜଣାପଡିଛି । ଏହି ମାମଲାରେ ଲାଲୁ ଯାଦବଙ୍କ ବଡ ଝିଅ ତଥା ରାଜାସଭା ସଦସ୍ୟ...

  • ନିଉଜ ଆଲର୍ଟJun 19, 2017

    କୃଷି ଋଣ ଛାଡ କଲେ ପଞ୍ଜାବ ସରକାର

    ଚଣ୍ଡିଗଡ: ଘୋଷଣାପତ୍ରରେ ଥିବା ନିର୍ବାଚନୀ ପ୍ରତିଜ୍ଞାକୁ ପୂରଣ କରିଛନ୍ତି ପଞ୍ଜାବ ସରକାର । ରାଜ୍ୟର ଚାଷୀଙ୍କ କୃଷି ଋଣ ଛାଡ କରିବା ନେଇ ଘୋଷଣା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ । ରାଜ୍ୟର ଛୋଟ ଚାଷୀ ତଥା ଭାଗ ଚାଷୀଙ୍କ...

  • ନିଉଜ ଆଲର୍ଟJun 19, 2017

    ଆଜି ଚକାବିଜେ, ଶ୍ରୀମନ୍ଦିରରେ ପହଞ୍ଚିଲା ଦଶମୂଳ ମୋଦକ

      ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ସୋମବାର ଦଶମୀ ତିଥିରେ ଶ୍ରୀଜୀଉମାନେ ଚକାବିଜେ କରିବେ  । ଶ୍ରୀଜୀଉମାନଙ୍କୁ ଲାଗି ହେବା ପାଇଁ ଦଶମୂଳ ମୋଦକ ଶ୍ରୀମନ୍ଦିରରେ ପହଞ୍ଚିଛି। ରାଜବୈଦ୍ୟ ପରିବାର ପକ୍ଷରୁ ଏହି ମୋଦକ ପ୍ରସ୍ତୁତ କରାଯାଉଛି  । ମୋଦକ ସେବନ ପରେ...

  • ନିଉଜ ଆଲର୍ଟJun 19, 2017

    ୨୧ରେ ଜେଟଲୀଙ୍କ ଋଷ ଗସ୍ତ

    ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀ ଆସନ୍ତା ୨୧ରୁ ୨୩ ତାରିଖ ଯାଏଁ ଋଷିଆ ଗସ୍ତରେ ଯିବେ  । ସେଠାରେ ସେ ଋଷ ସରକାରଙ୍କ ସହ ୨ଟି ବୈଠକରେ ଅଧ୍ୟକ୍ଷତା କରିବେ ବୋଲି ମସ୍କୋରେ ଭାରତର ରାଷ୍ଟ୍ରଦୂତ କହିଛନ୍ତି...

  • ନିଉଜ ଆଲର୍ଟJun 19, 2017

    କଙ୍କଡାହାଡ ଘଟଣାର ପୁନରାବୃତ୍ତି ନ ହେଉ

      ଭୁବନେଶ୍ୱର : ରାଜ୍ୟ ତଥା ଦେଶରେ ମହିଳା ମାନଙ୍କ ଉପରେ ହେଉଥିବା ବଳାତ୍କାର ଓ ଆକ୍ରମଣ ଘଟଣା ଯେତିକି ଘୃଣ୍ୟ ସେତିକି ନିନ୍ଦନୀୟ । କିନ୍ତୁ ଏହାର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ୨୦୧୨ ଦିଲ୍ଲୀର ନିର୍ଭୟାକାଣ୍ଡ...

  • ନିଉଜ ଆଲର୍ଟJun 19, 2017

    ହାଇୱେରେ ମିଳିବ ମଦ !

    ନୂଆଦିଲ୍ଲୀ: ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥର ୫ ଶହ ମିଟର ପରିସୀମା ଭିତରେ ଏଣିକି ମଦ ମିଳିବ । ଏନେଇ ପଞ୍ଜାବ ମନ୍ତ୍ରିମଣ୍ଡଳରେ ଆଲୋଚନା ହେବାସହ ଏହାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏଭଳି କରିବା ଦ୍ୱାରା ପଞ୍ଜାବ ସରକାର...

  • ନିଉଜ ଆଲର୍ଟJun 19, 2017

    ଜାକିର ନାଏକଙ୍କୁ ଲେବାନନରେ ବିରୋଧ

    କାରିଓ : ବିବାଦୀୟ ଇସଲାମ ଧର୍ମଗୁରୁ ଏବଂ ନେତା ଜାକିର ନାଏକଙ୍କୁ ଲେବାନନରେ ପ୍ରବଳ ବିରୋଧ କରାଯାଇଛି  । ଆତଙ୍କବାଦ ସଂପୃକ୍ତି ଅଭିଯୋଗରେ ଜାକିର ନାଏକଙ୍କୁ ଭାରତରେ ୱାଣ୍ଟେଡ ତାଲିକା ଭୁକ୍ତ କରାଯାଇଛି । ଲେବାନନର ସ୍ଥାନୀୟ ଜଣେ ଇସଲାମ ଧର୍ମଗୁରୁ...

  • ନିଉଜ ଆଲର୍ଟJun 19, 2017

    ଆଫଗାନିସ୍ତାନ-ଭାରତ ସିଧାସଳଖ ମାଲବାହୀ ବିମାନ ଚଳାଚଳ

    କାବୁଲ : ଭାରତ-ଆଫଗାନିସ୍ତାନ ମଧ୍ୟରେ ସିଧାସଳଖ ମାଲବାହୀ ବିମାନ ଚାଳଚଳ ଆରମ୍ଭ ହୋଇଛି  । ଆଜି ଆଫଗାନିସ୍ତାନରୁ ୬୦ଟନ୍‌ ଔଷଧୀୟ ଗଛ ପ୍ୟାକେଟ ଔଷଧ ତିଆରି କରିବା ପାଇଁ ବିମାନ ଯୋଗେ ଭାରତକୁ  ଆସିଛି  । ୫ ନିୟୁତ ଡଲାର ମୂଲ୍ୟର ମାଲବାହୀ...

  • ନିଉଜ ଆଲର୍ଟJun 19, 2017

    ଅଖିଳେଶଙ୍କ ଇଫତାର ପାର୍ଟିରେ ଯୋଗଦେଲେନି ମୁଲାୟମ, ଆଜମ

    ଲକ୍ଷ୍ନୋ : ସମାଜବାଦୀ ପାର୍ଟି (ସପା)ର ରୋଜା ଇଫତାର କାର୍ଯ୍ୟକ୍ରମରେ ସପାର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଏବଂ ବରିଷ୍ଠ ନେତା ଶିବପାଲ, ଆଜମ ଖାନ ଯୋଗଦେଇନାହାନ୍ତି  । ସପା ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପକ୍ଷରୁ ଦଳ କାର୍ଯ୍ୟାଳୟରେ ଆଡମ୍ବରପୂର୍ଣ୍ଣ ଇଫତାର...

  • ନିଉଜ ଆଲର୍ଟJun 19, 2017

    ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ : କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ୪୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି  । ରାହୁଲଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନେକ ବରିଷ୍ଠ ରାଜନେତା ରାହୁଲଙ୍କୁ ଶୁଭକାମନା ଜଣାଇଛନ୍ତି  । ମୋଦି ଏକ ଟ୍ୱିଟ୍‌ରେ...

  • ନିଉଜ ଆଲର୍ଟJun 19, 2017

    ବିଜେପି ଯୁବ ମୋର୍ଚ୍ଚାର ପିସି ଫେରାଅ ଅଭିଯାନ: ୫ ଜିଲାରେ ହେଲା ବିକ୍ଷୋଭ

    ଭୁବନେଶ୍ୱର: ବିଜେଡ଼ି ସରକାରଙ୍କ ପିସି କାରବାର କଥା ଲୋକଲୋଚନକୁ ଆସିବା ପରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯାଇଛି। ସୋମବାର ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର ଆଦି ୫ଟି ଜିଲାରେ ଯୁବ ବିଜେପି କର୍ମୀମାନେ ବିକ୍ଷୋଭ କରିଥିଲେ। ମାଷ୍ଟର...

  • ନିଉଜ ଆଲର୍ଟJun 19, 2017

    ଆସାମରେ ପ୍ରବଳ ବନ୍ୟା : ବ୍ୟାପକ କ୍ଷୟକ୍ଷତି

      ଗୌହାଟି : ଆସାମରେ ପ୍ରବଳ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି  ।  ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ଘଟିଥିବା ୯ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବେଳେ ଅନେକ ନଦୀ ବନ୍ଧରେ ଘାଇ ସୃଷ୍ଟି ହେବାରୁ  ବିଭିନ୍ନ ଅଞ୍ଚଳକୁ...

  • ନିଉଜ ଆଲର୍ଟJun 19, 2017

    ରାଷ୍ଟ୍ରପତି ପ୍ରାର୍ଥୀ ପସଙ୍ଗ : ୨୨ରେ ବିରୋଧୀଙ୍କ ବୈଠକ

    ନୂଆଦିଲ୍ଲୀ : ରାଷ୍ଟ୍ରପତି ପଦ ପାଇଁ ପାର୍ଥୀ ଭାବେ ଶାସକ ଏନଡିଏ ରାମନାଥ କୋବିନ୍ଦଙ୍କ ନାମ ଘୋଷଣା କରିଛି  । ବିରୋଧୀ ଦଳ ମେଣ୍ଟ ଏପର୍ଯ୍ୟନ୍ତ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ  । ତେବେ ଜୁନ୍‌ ୨୨ରେ ବିରୋଧୀ ଦଳଗୁଡ଼ିକ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |