• ନିଉଜ ଆଲର୍ଟJun 20, 2017

    ଜଷ୍ଟିସ୍‌ କର୍ଣ୍ଣନ ଗିରଫ

    କୋଏମ୍ବାଟୁର : ମଇ ୯ରୁ ଫେରାର ଥିବା ଅବସରପ୍ରାପ୍ତ ବିବାଦୀୟ ବିଚାରପତି ସି.ଏସ୍‌ କର୍ଣ୍ଣନଙ୍କୁ କୋଏମ୍ବାଟୁରରୁ ଗିରଫ କରାଯାଇଛି  । ତାମିଲନାଡୁ ପୁଲିସ୍‌ ସହାୟତାରେ ପଶ୍ଚିମବଙ୍ଗ ପୁଲିସ୍‌ ଆଜି ସନ୍ଧ୍ୟା ପ୍ରାୟ ସାଢେ ୭ଟା ସମୟରେ କର୍ଣ୍ଣନଙ୍କୁ ଗିରଫ କରିବାରେ ସକ୍ଷମ...

  • ନିଉଜ ଆଲର୍ଟJun 20, 2017

    ମହାକାଶକୁ ୩୧ ଉପଗ୍ରହ ପଠାଇବ ଇସ୍ରୋ

    ଚେନ୍ନାଇ : ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବୃହତ୍ତ ରକେଟ୍‌ ଜିଏସ୍‌ଏଲଭି ଏମ୍‌କେ-୩ ଉତ୍‌କ୍ଷେପଣ କରିବା ପରେ ଭାରତ ଅନ୍ତରିକ୍ଷ ଗବେଷଣା କେନ୍ଦ୍ର (ଇସ୍ରୋ) ୩୧ଟି କ୍ଷୁଦ୍ର ଉପଗ୍ରହ (ସାଟେଲାଇଟ୍‌) ମହାକାଶକୁ ପଠାଇବାକୁ ଯାଉଛି  । ଇସ୍ରୋ ଶୁକ୍ରବାର ପିଏସ୍‌ଏଲଭି ରକେଟ ମାଧ୍ୟମରେ...

  • ନିଉଜ ଆଲର୍ଟJun 20, 2017

    ପାକିସ୍ତାନ ପ୍ରତି ଟ୍ରମ୍ପଙ୍କ କଡ଼ା ଆଭିମୁଖ୍ୟ

    ୱାଶିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆତଙ୍କବାଦୀ ବିରୋଧୀ ଅଭିଯାନକୁ ତ୍ୱରାନ୍ୱିତ କରିଛନ୍ତି  । ତେଣୁ ଆତଙ୍କବାଦୀ ଠିକଣାଗୁଡ଼ିକରେ ଆକ୍ରମଣ କରିବାକୁ ଆମେରିକା ପ୍ରସ୍ତୁତି ଚଳାଇଛି  । ଏହି ଭିତ୍ତିରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ଆମେରିକା ଆକାଶମାର୍ଗରୁ...

  • ନିଉଜ ଆଲର୍ଟJun 20, 2017

    ପାକିସ୍ତାନ ବିଜୟରେ ଖୁସି ପାଳନ,ଦେଶଦ୍ରୋହ ମାମଲା ରୁଜୁ

    ବୁରହାନପୁର: ଚମ୍ପିଆନ୍ସ ଟ୍ରଫିରେ ପାକିସ୍ତାନର ବିଜୟରେ ମଧ୍ୟପ୍ରଦେଶ ବୁରହାନପୁରରେ ଖୁସି ମନାଇଥିବା ୧୫ ଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି । ଫାଇନାଲରେ ପାକିସ୍ତାନର ବିଜୟ ପରେ ଏହି ଯୁବକ ମାନେ ବାଣ ଫଟାଇବା ସହ ଖୁସି ମନାଇଥିଲେ ।...

  • ନିଉଜ ଆଲର୍ଟJun 20, 2017

    ୧୫ଶହ କୋଟିର ଋଣଛାଡ ଏବଂ ମହିଳାଙ୍କୁ ମାଗଣାରେ ଶିକ୍ଷାଦାନ

    ଚଣ୍ଡିଗଡ: କ୍ୟାପଟେନ୍‌ ଅମରିନ୍ଦର ସିଂହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର  ପ୍ରଥମ ବଜେଟ୍‌ ଉପସ୍ଥାପନ କରିଥିଲେ । ଏହି ବଜେଟ୍‌ରେ ଚାଷୀଙ୍କ ଋଣ ଛାଡ ପାଇଁ ୧୫ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହାଛଡା...

  • ନିଉଜ ଆଲର୍ଟJun 20, 2017

    ଏନ୍‌ଏସ୍‌ଜି ଏବଂ ଅଝହର ପ୍ରସଙ୍ଗରେ ଭାରତ ପାଇଁ ଚୀନ କଣ୍ଟା

    ନୂଆଦିଲ୍ଲୀ : ଆଣବିକ ଯୋଗାଣ ଗୋଷ୍ଠୀ (ଏନ୍‌ଏସ୍‌ଜି)ରେ ଭାରତର ପ୍ରବେଶ ଏବଂ ଆତଙ୍କବାଦୀ ମାସୁଦ ଅଝହର ଉପରେ ପ୍ରତିବନ୍ଧକ କ୍ଷେତ୍ରରେ ଭାରତ ପାଇଁ ଚୀନ କଣ୍ଟା ସାଜିଛି  । ଏନ୍‌ଏସ୍‌ଜିରେ ଭାରତର ସଦ୍ୟସତାକୁ ପୁଣି ଥରେ ଚୀନ ବିରୋଧ କରିଛି  ।...

  • ନିଉଜ ଆଲର୍ଟJun 20, 2017

    ରାଷ୍ଟ୍ରପତିଙ୍କ ଗାଡିକୁ ଅଟକାଇଲେ ପୁଲିସ ଏସଆଇ

    ବେଙ୍ଗାଲୁରୁ: ଆମ୍ବୁଲାନ୍ସ ପାଇଁ ନେତା ଓ ମନ୍ତ୍ରୀଙ୍କ ଗାଡିକୁ ଅଟକା ଯିବା ଭଳି ଘଟଣା ଅନେକ ଥର ଚଳଚ୍ଚିତ୍ରରେ ଦେଖିବାକୁ ମିଳେ । ହେଲେ ବାସ୍ତବରେ ଏଭଳି ଘଟଣା ଘଟିଛି ବେଙ୍ଗାଲୁରୁ ସହରରେ । ଏଠାରେ ଆମ୍ବୁଲାନ୍ସକୁ ରାସ୍ତା ଦେବାକୁ ଯାଇ...

  • ନିଉଜ ଆଲର୍ଟJun 20, 2017

    ମୁଥ ମାରି ଓଡ଼ିଆ ଯୁବକଙ୍କ ଗିନିଜ ବୁକ ବିଶ୍ୱ ରେର୍କଡ

     ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଦେପୁର ଗ୍ରାମର  ସତ୍ୟପୀର ପ୍ରଧାନଙ୍କ ବିଶ୍ୱ ରେର୍କଡ। ସେ ଏକ ମିନିଟରେ ୩୯୩ ଥର ମୁଥମାରି ଗିନଜ ବୁକ ବିଶ୍ୱ ରେର୍କଡ କରିଛନ୍ତି। ସତ୍ୟପୀରଙ୍କ ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସୀର ଲହରୀ ଖେଳିଯାଇଛି।...

  • ନିଉଜ ଆଲର୍ଟJun 20, 2017

    ଚଳନ୍ତା କାରରେ ମହିଳାଙ୍କୁ ଗଣବଳାତ୍କାର

    ଗ୍ରେଟର ନୋଏଡ଼ା : ଜଣେ ମହିଳାଙ୍କୁ ଅପହରଣ କରି ଚଳନ୍ତା କାରରେ ଗଣବଳାତ୍କାର କରିବା ଭଳି ଏକ ଲୋମହର୍ଷଣକାରୀ ଘଟଣା ପଦାକୁ ଆସିଛି  । ଅଭିଯୁକ୍ତମାନେ ପୀଡ଼ିତା ମହିଳାଙ୍କୁ ହରିୟାଣାର ସୋହନାରୁ ଅପହରଣ କରି ଆଣିଥିଲେ  । ବଳାତ୍କାର ପରେ ଅଭିଯୁକ୍ତମାନେ ମହିଳାଙ୍କୁ ଗ୍ରେଟର...

  • ନିଉଜ ଆଲର୍ଟJun 20, 2017

    ବାଟରେ ଜଳିଗଲା ପୁଲିସ ଟ୍ରକ

     ବୈାଦ୍ଧ: ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଯାଉଥିବା ଏକ ପୁଲିସ ଟ୍ରକ ଜଳି ଯାଇଛି। ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ ୫୭  ପୁରୁଣା କଟକ ଥାନା ରାଣୀ ଗଞ୍ଜ ନିକଟରେ ଏହି ଟ୍ରକ ଟି ଜଳିଯାଇଛି। ଏଥିରେ...

  • ନିଉଜ ଆଲର୍ଟJun 20, 2017

    ବେନାମୀ ସମ୍ପତ୍ତି ମାମଲା: ଲାଲୁଙ୍କ ପରିବାର ନାମରେ ମାମଲା ରୁଜୁ, ସମ୍ପତ୍ତି ଜବତ

    ନୂଆଦିଲ୍ଲୀ : ବେନାମୀ ସମ୍ପତ୍ତି ମାମଲାରେ ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଛନ୍ଦି ହୋଇପଡ଼ିଛନ୍ତି  । ଏପଟେ ଆରଜେଡି ମୁଖ୍ୟ ଲାଲୁଙ୍କ ସହ ମେଣ୍ଟ ସରକାର ଗଢିଥିବା ନୀତିଶଙ୍କ ପାଇଁ ବି ଏହା ମୁଣ୍ଡବିନ୍ଧାର କାରଣ ସାଜିଛି...

  • ନିଉଜ ଆଲର୍ଟJun 20, 2017

    ଗ୍ରେଟ ୱାଲ୍‌ ଅଫ୍‌ ଚାଇନାରେ ଯୋଗାଭ୍ୟାସ

    ନୂଆଦିଲ୍ଲୀ: ଜୁନ୍‌ ୨୧ ତାରିଖରେ ସମଗ୍ର ବିଶ୍ୱରେ ଯୋଗ ଦିବସ ପାଳନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ଚୀନରେ ମଧ୍ୟ ଏହାର ରଙ୍ଗ ଦେଖିବାକୁ ମିଳିଛି । ଚୀନର ଗ୍ରେଟ ୱାଲ ଉପରେ ଯୋଗାଭ୍ୟାସ କରାଯିବାକୁ ପ୍ରସ୍ତୁତି ଚାଲିଛି ।...

  • ନିଉଜ ଆଲର୍ଟJun 20, 2017

    ଅଣ୍ଡର-୧୯ କୋଚ୍‌ ରାହୁଲ ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ଅବଧି ବଢିଲା

    ମୁମ୍ବାଇ: ଭାରତର ଅଣ୍ଡର ୧୯ କ୍ରିକେଟ୍‌ କୋଚ୍‌ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳକୁ ଅଧିକ ୨ ବର୍ଷ ପାଇଁ ବଢାଇଛି ବିସିସିଆଇ ଉପଦେଷ୍ଟା କମିଟି । ସୂଚନା ମୁତାବକ ସଚିନ ତେନ୍ଦୁଲକର,ସୌରଭ ଗାଙ୍ଗୁଲି ଏବଂ ଭିଭିଏସ ଲକ୍ଷ୍ମଣ ଏହି ପଦ ପାଇଁ ରାହୁଲଙ୍କୁ...

  • ନିଉଜ ଆଲର୍ଟJun 20, 2017

    ଏକ ତରଫା ପ୍ରେମର କରୁଣ ପରିଣତି

     ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ତେଣ୍ଟେଇ ଗ୍ରାମରେ  ସୋମବାର ମଧ୍ୟରାତ୍ରିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ତରଫା ପ୍ରେମ କରି ବିଫଳ ହେବାପରେ ବିଫଳ ପ୍ରେମିକ ଉନ୍ମତ କାଣ୍ଡ ଘଟାଇଛି। ନାବାଳିକାର ବେକ କାଟି ହତ୍ୟା...

  • ନିଉଜ ଆଲର୍ଟJun 20, 2017

    ୫୦ ଲକ୍ଷ ଲୋକ ଏକାସାଙ୍ଗରେ କରିବେ ଯୋଗାଭ୍ୟାସ

    ନୂଆଦିଲ୍ଲୀ: ଜୁନ୍‌ ୨୧ ତାରିଖରେ ବିଶ୍ୱ ଯୋଗ ଦିବସରେ ଛତିଶଗଡରେ ବିଶ୍ୱ ରେକର୍ଡ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଏଠାରେ ଆୟୋଜିତ ହେବାକୁ ଥିବା ଯୋଗ ଦିବସରେ ୫୦ ଲକ୍ଷ ଲୋକ  ଯୋଗାଭା୍ୟାସ କରିବା ସହ ବିଶ୍ୱ ରେକର୍ଡ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |