• ନିଉଜ ଆଲର୍ଟJun 19, 2017

    ଆଜି ଚକାବିଜେ, ଶ୍ରୀମନ୍ଦିରରେ ପହଞ୍ଚିଲା ଦଶମୂଳ ମୋଦକ

      ପୁରୀ : ଶ୍ରୀକ୍ଷେତ୍ର ପୁରୀରେ ସୋମବାର ଦଶମୀ ତିଥିରେ ଶ୍ରୀଜୀଉମାନେ ଚକାବିଜେ କରିବେ  । ଶ୍ରୀଜୀଉମାନଙ୍କୁ ଲାଗି ହେବା ପାଇଁ ଦଶମୂଳ ମୋଦକ ଶ୍ରୀମନ୍ଦିରରେ ପହଞ୍ଚିଛି। ରାଜବୈଦ୍ୟ ପରିବାର ପକ୍ଷରୁ ଏହି ମୋଦକ ପ୍ରସ୍ତୁତ କରାଯାଉଛି  । ମୋଦକ ସେବନ ପରେ...

  • ନିଉଜ ଆଲର୍ଟJun 19, 2017

    ୨୧ରେ ଜେଟଲୀଙ୍କ ଋଷ ଗସ୍ତ

    ନୂଆଦିଲ୍ଲୀ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀ ଆସନ୍ତା ୨୧ରୁ ୨୩ ତାରିଖ ଯାଏଁ ଋଷିଆ ଗସ୍ତରେ ଯିବେ  । ସେଠାରେ ସେ ଋଷ ସରକାରଙ୍କ ସହ ୨ଟି ବୈଠକରେ ଅଧ୍ୟକ୍ଷତା କରିବେ ବୋଲି ମସ୍କୋରେ ଭାରତର ରାଷ୍ଟ୍ରଦୂତ କହିଛନ୍ତି...

  • ନିଉଜ ଆଲର୍ଟJun 19, 2017

    କଙ୍କଡାହାଡ ଘଟଣାର ପୁନରାବୃତ୍ତି ନ ହେଉ

      ଭୁବନେଶ୍ୱର : ରାଜ୍ୟ ତଥା ଦେଶରେ ମହିଳା ମାନଙ୍କ ଉପରେ ହେଉଥିବା ବଳାତ୍କାର ଓ ଆକ୍ରମଣ ଘଟଣା ଯେତିକି ଘୃଣ୍ୟ ସେତିକି ନିନ୍ଦନୀୟ । କିନ୍ତୁ ଏହାର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ୨୦୧୨ ଦିଲ୍ଲୀର ନିର୍ଭୟାକାଣ୍ଡ...

  • ନିଉଜ ଆଲର୍ଟJun 19, 2017

    ହାଇୱେରେ ମିଳିବ ମଦ !

    ନୂଆଦିଲ୍ଲୀ: ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥର ୫ ଶହ ମିଟର ପରିସୀମା ଭିତରେ ଏଣିକି ମଦ ମିଳିବ । ଏନେଇ ପଞ୍ଜାବ ମନ୍ତ୍ରିମଣ୍ଡଳରେ ଆଲୋଚନା ହେବାସହ ଏହାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏଭଳି କରିବା ଦ୍ୱାରା ପଞ୍ଜାବ ସରକାର...

  • ନିଉଜ ଆଲର୍ଟJun 19, 2017

    ଜାକିର ନାଏକଙ୍କୁ ଲେବାନନରେ ବିରୋଧ

    କାରିଓ : ବିବାଦୀୟ ଇସଲାମ ଧର୍ମଗୁରୁ ଏବଂ ନେତା ଜାକିର ନାଏକଙ୍କୁ ଲେବାନନରେ ପ୍ରବଳ ବିରୋଧ କରାଯାଇଛି  । ଆତଙ୍କବାଦ ସଂପୃକ୍ତି ଅଭିଯୋଗରେ ଜାକିର ନାଏକଙ୍କୁ ଭାରତରେ ୱାଣ୍ଟେଡ ତାଲିକା ଭୁକ୍ତ କରାଯାଇଛି । ଲେବାନନର ସ୍ଥାନୀୟ ଜଣେ ଇସଲାମ ଧର୍ମଗୁରୁ...

  • ନିଉଜ ଆଲର୍ଟJun 19, 2017

    ଆଫଗାନିସ୍ତାନ-ଭାରତ ସିଧାସଳଖ ମାଲବାହୀ ବିମାନ ଚଳାଚଳ

    କାବୁଲ : ଭାରତ-ଆଫଗାନିସ୍ତାନ ମଧ୍ୟରେ ସିଧାସଳଖ ମାଲବାହୀ ବିମାନ ଚାଳଚଳ ଆରମ୍ଭ ହୋଇଛି  । ଆଜି ଆଫଗାନିସ୍ତାନରୁ ୬୦ଟନ୍‌ ଔଷଧୀୟ ଗଛ ପ୍ୟାକେଟ ଔଷଧ ତିଆରି କରିବା ପାଇଁ ବିମାନ ଯୋଗେ ଭାରତକୁ  ଆସିଛି  । ୫ ନିୟୁତ ଡଲାର ମୂଲ୍ୟର ମାଲବାହୀ...

  • ନିଉଜ ଆଲର୍ଟJun 19, 2017

    ଅଖିଳେଶଙ୍କ ଇଫତାର ପାର୍ଟିରେ ଯୋଗଦେଲେନି ମୁଲାୟମ, ଆଜମ

    ଲକ୍ଷ୍ନୋ : ସମାଜବାଦୀ ପାର୍ଟି (ସପା)ର ରୋଜା ଇଫତାର କାର୍ଯ୍ୟକ୍ରମରେ ସପାର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ ଏବଂ ବରିଷ୍ଠ ନେତା ଶିବପାଲ, ଆଜମ ଖାନ ଯୋଗଦେଇନାହାନ୍ତି  । ସପା ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ପକ୍ଷରୁ ଦଳ କାର୍ଯ୍ୟାଳୟରେ ଆଡମ୍ବରପୂର୍ଣ୍ଣ ଇଫତାର...

  • ନିଉଜ ଆଲର୍ଟJun 19, 2017

    ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ : କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ୪୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି  । ରାହୁଲଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନେକ ବରିଷ୍ଠ ରାଜନେତା ରାହୁଲଙ୍କୁ ଶୁଭକାମନା ଜଣାଇଛନ୍ତି  । ମୋଦି ଏକ ଟ୍ୱିଟ୍‌ରେ...

  • ନିଉଜ ଆଲର୍ଟJun 19, 2017

    ବିଜେପି ଯୁବ ମୋର୍ଚ୍ଚାର ପିସି ଫେରାଅ ଅଭିଯାନ: ୫ ଜିଲାରେ ହେଲା ବିକ୍ଷୋଭ

    ଭୁବନେଶ୍ୱର: ବିଜେଡ଼ି ସରକାରଙ୍କ ପିସି କାରବାର କଥା ଲୋକଲୋଚନକୁ ଆସିବା ପରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ କରାଯାଇଛି। ସୋମବାର ଭୁବନେଶ୍ୱର, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, ବାଲେଶ୍ୱର ଆଦି ୫ଟି ଜିଲାରେ ଯୁବ ବିଜେପି କର୍ମୀମାନେ ବିକ୍ଷୋଭ କରିଥିଲେ। ମାଷ୍ଟର...

  • ନିଉଜ ଆଲର୍ଟJun 19, 2017

    ଆସାମରେ ପ୍ରବଳ ବନ୍ୟା : ବ୍ୟାପକ କ୍ଷୟକ୍ଷତି

      ଗୌହାଟି : ଆସାମରେ ପ୍ରବଳ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି  ।  ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ଘଟିଥିବା ୯ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବେଳେ ଅନେକ ନଦୀ ବନ୍ଧରେ ଘାଇ ସୃଷ୍ଟି ହେବାରୁ  ବିଭିନ୍ନ ଅଞ୍ଚଳକୁ...

  • ନିଉଜ ଆଲର୍ଟJun 19, 2017

    ରାଷ୍ଟ୍ରପତି ପ୍ରାର୍ଥୀ ପସଙ୍ଗ : ୨୨ରେ ବିରୋଧୀଙ୍କ ବୈଠକ

    ନୂଆଦିଲ୍ଲୀ : ରାଷ୍ଟ୍ରପତି ପଦ ପାଇଁ ପାର୍ଥୀ ଭାବେ ଶାସକ ଏନଡିଏ ରାମନାଥ କୋବିନ୍ଦଙ୍କ ନାମ ଘୋଷଣା କରିଛି  । ବିରୋଧୀ ଦଳ ମେଣ୍ଟ ଏପର୍ଯ୍ୟନ୍ତ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ  । ତେବେ ଜୁନ୍‌ ୨୨ରେ ବିରୋଧୀ ଦଳଗୁଡ଼ିକ...

  • ନିଉଜ ଆଲର୍ଟJun 19, 2017

    କୋବିନ୍ଦଙ୍କୁ ସମର୍ଥନ ଦେବେ ମାୟାବତୀ!

    ଲକ୍ଷ୍ନୋ : ରାଷ୍ଟ୍ରପତି ପଦ ପାଇଁ ବିଜେପି ପ୍ରାର୍ଥୀ ଭାବେ ରାମନାଥ କୋବିନ୍ଦଙ୍କ ନାମ ଘୋଷଣା ପରେ ବିରୋଧୀ ଦଳ ଗୁଡ଼ିକ ମଧ୍ୟ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବାରେ ଲାଗିଛନ୍ତି  । ଏହି ଭତ୍ତିରେ ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷା ମାୟାବତୀ...

  • ନିଉଜ ଆଲର୍ଟJun 19, 2017

    ସିରିୟାର ଯୁଦ୍ଧ ବିମାନକୁ ମାରି ଖସାଇଦେଲା ଆମେରିକା

    ବିରୁଟ୍‌ : ଆମେରିକାର ଏକ ଯୁଦ୍ଧ ବିମାନ ପ୍ରଥମ ଥର ସିରିୟାର ଏକ ଯୁଦ୍ଧ ବିମାନକୁ ମାରି ତଳକୁ ଖସାଇ ଦେଇଛି  । ସିିରିୟା ଯୁଦ୍ଧ ବିମାନ ଆମେରିକା ସମର୍ଥିତ ସେନାଙ୍କ ଉପରକୁ ଆକ୍ରମଣ କରୁଥିଲା ବୋଲି ଆମେରିକା ଅଭିଯୋଗ କରିଛି...

  • ନିଉଜ ଆଲର୍ଟJun 19, 2017

    କାର ରୁ ବାହାରିଲା ୧୦ ଫୁଟିଆ ବିଶାଳ ଅହିରାଜ ସାପ ଦେଖନ୍ତୁ ଭିଡ଼ିଓ

    ବେଜିଂ :  କାରରେ ଲୋକ ଯାତ୍ରା କରିଥାଆନ୍ତି। ଯାତ୍ରା କରିବା ସମୟରେ ଅନେକ ଏହା ଭିତରେ କଣ ଅଛି ସେ ବିଷୟରେ ଅଜ୍ଞ ଥାଆନ୍ତି। ବେଳେ ବେଳେ କାରରେ ଅନ୍ୟ ଜନ୍ତୁ ଜନ୍ତୁ ବି ଆଶ୍ରୟ ନେଇଥାଆନ୍ତି। ଏପରି ଚୀନର ଏକ...

  • ନିଉଜ ଆଲର୍ଟJun 19, 2017

    ‘ଏଫ୍‌-୧୬’ ଯୁଦ୍ଧ ବିମାନ ନିର୍ମାଣ ପାଇଁ ଟାଟା-ଲକହିଡ୍‌ ମଧ୍ୟରେ ଚୁକ୍ତିନାମା

    ପ୍ୟାରିସ୍‌ : ଭାରତରେ ଏଫ-୧୬ ଯୁଦ୍ଧ ବିମାନ ତିଆରି କରିବା ପାଇଁ ଲକ୍‌ହିଡ ମାର୍ଟିନ୍‌ କମ୍ପାନୀ ଓ ଭାରତର ଟାଟା କମ୍ପାନୀ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷର ହୋଇଛି  । ଭାରତୟ ବାୟୁ ସେନା ଋଷରୁ ଆଣିଥିବା ଯୁଦ୍ଧ ବିମାନ ସ୍ଥାନ ପୂରଣ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |