• ନିଉଜ ଆଲର୍ଟAug 14, 2017

    ଡକାୟତି ଉଦ୍ୟମ ବେଳେ ୬ ଗିରଫ

      ବ୍ରହ୍ମପୁର: ବ୍ରହ୍ମପୁର ଥାନା ଅନ୍ତର୍ଗତ ଏକ ନିରୋଳା ସ୍ଥାନରେ ଡକାୟତି ଯୋଜନା କରୁଥିବା ବେଳେ ୬ଜଣଙ୍କୁ ଟାଉନ ଥାନା ପୁଲିସ ଗିରଫ କରିଛି। ଗିରଫ ବେଳେ ସେମାନଙ୍କଠାରୁ...

  • ନିଉଜ ଆଲର୍ଟAug 14, 2017

    ଓଡିଶାର ୧୭ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୁଲିସ...

      କଟକ: ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ପୁଲିସ ପଦକ ଘୋଷଣା କରାଯାଇଛି। ଓଡିଶାର ୧୭ ଜଣ ପୁଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତି ସାହସିକତା ପଦକ ଏବଂ ରାଜ୍ୟର ଜଣେ...

  • ନିଉଜ ଆଲର୍ଟAug 14, 2017

    ବାଦଲ ଫାଟି ୪ ମୃତ,୭ ନିଖୋଜ

    ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ପିଥୋରାଗଡରେ ବାଦଲ ଫଟା ବର୍ଷା ତାଣ୍ଡବଲୀଳା ଖେଳାଇଛି । ପିଥୋରାଗଡ ମାଲପା ଶିବମନ୍ଦିର ନିକଟରେ ହଠାତ୍‌ ବାଦଲ ଫାଟି ବର୍ଷା ହେବା ଫଳରେ...

  • ନିଉଜ ଆଲର୍ଟAug 14, 2017

    ଗୋରଖପୁର ଶିଶୁମୃତ୍ୟୁ ମାମଲାରେ ହସ୍ତକ୍ଷେପ କରିବାକୁ ମନାକଲେ...

    ଗୋରଖପୁର : ଉତ୍ତରପ୍ରଦେଶର ଗୋରଖପୁର ଡାକ୍ତରଖାନାରେ ଶିଶୁମୃତ୍ୟୁ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ସୁ୍‌ପ୍ରିମକୋର୍ଟ କହିଛନ୍ତି ଏହି ମାମଲା ଗୋଟିଏ ରାଜ୍ୟ,ଜିଲ୍ଲାର ଗୋଟିଏ...

  • ନିଉଜ ଆଲର୍ଟAug 14, 2017

    ତ୍ରିରଙ୍ଗା ରାଇସ୍

      ଆବଶ୍ୟକୀୟ ସାମଗ୍ରୀ ଚାଉଳ, ଗାଜର, ପାଳଙ୍ଗ ଶାଗ, ଜୀରା, ତେଲ, ଆବଶ୍ୟକୀୟ ଅନୁଯାୟୀ ଲୁଣ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଚାଉଳକୁ ଧୋଇ ପ୍ରେସର କୁକୁର ଅବା ହାଣ୍ଡିରେ ଭାତ ପ୍ରସ୍ତୁତ କରୁନ୍ତୁ।...

  • ନିଉଜ ଆଲର୍ଟAug 14, 2017

    ଶିରଶୂଳ ଓ ମୁଣ୍ଡବିନ୍ଧା ଏହାର କାରଣ ଓ...

    କପାଳର ଆଖିପତା ନିକଟସ୍ଥ ଅସ୍ଥିରେ ଥିବା ଛୋଟଛୋଟ ବିବରରେ କଫ ସଞ୍ଚିତ ହୋଇ ଶିରଶୂଳ ଉତ୍ପନ୍ନ କରେ। ଏଥିରେ ବେଦନା ନିବାରକ ଔଷଧ ପ୍ରୟୋଗ ଦ୍ବାରା ସାମୟିକ...

  • ନିଉଜ ଆଲର୍ଟAug 14, 2017

    ପୋଖରୀରେ ବୁଡି ଦୁଇ ଭାଇ ମୃତ

      ବାଲିଅନ୍ତା: ପୋଖରୀରେ ବୁଡି ଦୁଇ ଭାଇଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ସେମାନେ ହେଲେ ବାଲିଅନ୍ତା ଥାନା ଅନ୍ତିର୍ଗତ କାକରୁଦ୍ରପୁର  ଜେନାସାହିର  ଲକ୍ଷ୍ମୀଧର ପରିଡ଼ାଙ୍କ ଦୁଇପୁଅ ସୌମ୍ୟରଞ୍ଜନ(୧୨)...

  • ନିଉଜ ଆଲର୍ଟAug 14, 2017

    ଯବାନ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ

      ବଲାଙ୍ଗିର: ଖୋପ୍ରାଖୋଲ ବ୍ଳକ୍ ଅନ୍ତର୍ଗତ ନାନ୍ଦୁପୋଲ ପଞ୍ଚାୟତ ନୂଆପାଲି ନିକଟରେ ଥିବା ଏକ ଜଙ୍ଗଲର ଗନ୍ଧମାର୍ଦ୍ଧନ ପାହଡରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଜାରି...

  • ନିଉଜ ଆଲର୍ଟAug 14, 2017

    କଳାଧନ ପ୍ରସଙ୍ଗକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ

    କଟକ: କଳାଧନ ପ୍ରସଙ୍ଗକୁ ନେଇ ଆଜି ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଏସଆଇଟିର ଉପାଧ୍ୟକ୍ଷ ଅରଜିତ ପଶାୟତ ଅଧ୍ୟକ୍ଷତା କରିଛନ୍ତି। କଳାଟଙ୍କା କାରବାର...

  • ନିଉଜ ଆଲର୍ଟAug 14, 2017

    ୧୯୪୭ରେ ଉଡ଼ିଥିବା ତ୍ରିରଙ୍ଗା ଏବେ ମଧ୍ୟ ରହିଛି...

      ଚେନ୍ନଇ: ୧୯୪୭ ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନ ହୋଇଥିବାବେଳେ ସେଦିନ ଚେନ୍ନଇର ସେଣ୍ଟ୍ ଜର୍ଜ ଦୁର୍ଗରେ ଉତ୍ତୋଳନ କରାଯାଇଥିବା ଜାତୀୟ ପତାକା (ତ୍ରିରଙ୍ଗା)କୁ ଏବେ ସୁଦ୍ଧା ସୁରକ୍ଷିତଭାବେ...

  • ନିଉଜ ଆଲର୍ଟAug 14, 2017

    ଆଜି ଜନ୍ମାଷ୍ଟମୀ, ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ

    ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମତିଥି। ଭାଦ୍ରବ ମାସ କୃଷ୍ଣପକ୍ଷ  ଅଷ୍ଟମୀ ତିଥିରେ ଏହା ସର୍ବତ୍ର ଆନନ୍ଦଉଲ୍ଲାସରେ ପାଳିତ ହୁଏ। କିମ୍ବଦନ୍ତୀ ତଥା ପୁରାଣ କହେ ଯେ କଂସର...

  • ନିଉଜ ଆଲର୍ଟAug 14, 2017

    ଅଗ୍ନୀକାଣ୍ଡରେ ୪ଟି ଗାଈ ଜୀବନ୍ତ ଦଗ୍ଧ

    ପିପିଲି: ପିପିଲି ଥାନା ସହଜପୁର ପଞ୍ଚାୟତ ଅନ୍ତର୍ଗତ ଜନାର୍ଦ୍ଦନ ପୁର ଗ୍ରାମରେ ଥିବା ଏକ ଗାଈ ଫାର୍ମରେ ରବିବାର ଘଟିଥିବା ଏକ ଅଗ୍ନୀକାଣ୍ଡରେ ୪ଟି ଗାଈ ଜୀବନ୍ତ...

  • ନିଉଜ ଆଲର୍ଟAug 14, 2017

    ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ...

    ଶ୍ରୀନଗର: ଶାରୀରିକ ଅସୁସ୍ଥତା ନେଇ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ତଥା ହୁରିୟତ କନଫେରନ୍ସର ପ୍ରମୁଖ ୍ସସୟଦ ଅଲ୍ଲୀ ଶାହ ଗିଲାନୀଙ୍କୁ ରବିବାର ଶ୍ରୀନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଛି...

  • ନିଉଜ ଆଲର୍ଟAug 14, 2017

    କୂଳପତିଙ୍କ ଜିଦ ପାଇଁ ଖୁବ ଶୀଘ୍ର ଅଚଳ...

    ସମାଜଲାଇଭ.ଇନ: ଛାତ୍ର ସଂସଦ ର୍ନିବାଚନକୁ ନେଇ ଓଡିଶାର ସର୍ବପୁରାତନ ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ଛାତ୍ର ଆନ୍ଦୋଳନ କ୍ରମେ ତେଜିବାକୁ ଲାଗିଛି । ଗୋଟିଏ ପଟେ ଇସି କାଉନସିଲ...

  • ନିଉଜ ଆଲର୍ଟAug 14, 2017

    ସୋମବାର ରାଶିଫଳ

    ମେଷ: ଅନ୍ୟାୟର ପ୍ରତିବାଦ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ପ୍ରତ୍ୟେକ କାର୍ଯ୍ୟ ସାବଧାନତାର ସହ କରିବାକୁ ପଡ଼ିବ । ରୋଜଗାର ଆଶାନୁରୂପ ହୋଇପାରେ । ଦାମ୍ପତ୍ୟ...

ବିଗ୍‌ ନିଉଜ

Like Us

ଏଣ୍ଟରଟେନମେଣ୍ଟ

Breaking News

କଟକ:ନରାଜ ବ୍ରିଜରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି, ଘଟଣାସ୍ଥଳରୁ ମହିଳାଙ୍କ ସ୍କୁଟି ଓ ଡ୍ରାଇଭିଂ ଲାଇସେନ୍ସ ମିଳିଲା | ଉତ୍ତରପ୍ରଦେଶ: ମୁଜାଫରନଗର ଖତୌଳୀରେ ଟ୍ରେନ ଦୁର୍ଘଟଣା, ଟ୍ରାକରୁ ଖସିଲା ଟ୍ରେନର ୬ଟି ବଗି | ଆଇଓସିଏଲ ବିବାଦର ଅନ୍ତ , ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | କଟକ: ଯୋବ୍ରା ସାରଲା ମନ୍ଦିରରୁ ହୁଣ୍ଡି ବକ୍ସ ଲୁଟ୍ | କ୍ରାଇମବ୍ରାଞ୍ଚ ଜାଲରେ ଦୁଇ ରାଇସ୍ ମିଲ୍ ମାଲିକ, ୪କୋଟି ଟଙ୍କାର ଚାଉଳ ହେରଫେର ମାମଲାରେ ଗିରଫ | ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ବାଲିମେଳା-ମାଲକାନଗିରି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ, ନିକଟରେ ଥିବା ଏକ ପୋଲ ଉପରେ ୪ ଫୁଟ୍‌ ଉପରେ ଚାଲୁଛି ପାଣି | ଖୋର୍ଦ୍ଧା: ଜଙ୍କିଆ ଥାନା ସିକୋ ଗାଁରେ ବିସ୍ଫୋରଣ, ୨ ମୃତ ଓ୨ ଗୁରୁତର | ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । |