• ନିଉଜ ଆଲର୍ଟJun 24, 2017

    ନାଲ୍‌କୋରୁ ପୁଞ୍ଜି ପ୍ରତ୍ୟାହାର ବନ୍ଦ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି

    ଭୁବନେଶ୍ୱର : ନାଲ୍‌କୋରୁ ପୁଞ୍ଜି ପ୍ରତ୍ୟାହାର ପ୍ରସ୍ତାବକୁ ନେଇ ଏହାର କର୍ମଚାରୀ ଏବଂ ଓଡ଼ିଶାବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି  । ପୁଞ୍ଜି ପ୍ରତ୍ୟାହାର ଦ୍ୱାରା ଏହି ନବରତ୍ନ କମ୍ପାନୀର ଅଗ୍ରଗତି କ୍ଷେତ୍ରରେ ବାଧା ସୃଷ୍ଟି ହେବାର ଆଶଙ୍କା ଥିବାରୁ ତାହାକୁ...

  • ନିଉଜ ଆଲର୍ଟJun 24, 2017

    ଆଜିଠାରୁ ଆଇସିସି ମହିଳା ବିଶ୍ୱକପ କ୍ରିକେଟ

    ଆଜିଠାରୁ ଆଇସିସି ମହିଳା ବିଶ୍ୱକପ କ୍ରିକେଟ ଲଣ୍ଡନ : ଆଇସିସି ମହିଳା ବିଶ୍ୱକପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧୧ତମ ସଂସ୍କରଣ ଆଜି ଠାରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଛି । ଜୁଲାଇ ୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି...

  • ନିଉଜ ଆଲର୍ଟJun 23, 2017

    ଆସନ୍ତାକାଲି ଠାରୁ ପ୍ରଧାନମନ୍ତ୍ରୀଙ୍କ ପର୍ତ୍ତୁଗାଲ, ଆମେରିକା ଓ ନେଦରଲାଣ୍ଡ ଗସ୍ତ

    ନୂଆଦିଲ୍ଲୀ  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଠାରୁ ତାଙ୍କର ବିଦେଶ ଗସ୍ତ ଆରମ୍ଭ କରିବେ । ସେ ପର୍ତ୍ତୁଗାଲ, ଯୁକ୍ତରାଷ୍ଟ୍ର ଆମେରିକା ଓ ନେଦରଲାଣ୍ଡ ଗସ୍ତରେ ଯିବେ  । ଏହି ଦେଶମାନଙ୍କ ସହିତ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ତାଙ୍କ...

  • ନିଉଜ ଆଲର୍ଟJun 23, 2017

    ପ୍ରକାଶ ପାଇଲା ନିଟ୍‌ ଫଳ : ନବଦୀପ ଟପ୍ପର

    ନୂଆଦିଲ୍ଲୀ : ମେଡିକାଲ କଲେଜରେ ନାମଲେଖା ପାଇଁ ସିବିଏସ୍‌ଇ ଦ୍ୱାରା ଅନୁଷ୍ଠିତ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌) ଫଳ ଶୁକ୍ରବାର ପ୍ରକାଶ ପାଇଛି  । ଏଥିରେ ପଞ୍ଜାବର ନବଦୀପ ସିଂହ ଟପ୍ପ କରିଛନ୍ତି  । ନବଦୀପ ୭୨୦ରୁ ୬୯୭ ନମ୍ବର...

  • ନିଉଜ ଆଲର୍ଟJun 23, 2017

    ଆପ ଇଫତାର ପାର୍ଟିକୁ କୁମାର ବିଶ୍ୱାସଙ୍କୁ ଡାକିଲେନି

    ନୂଆଦିଲ୍ଲୀ : ଆମ ଆଦମି ପାର୍ଟି (ଆପ)ରେ ଥିବା ଦଳୀୟ କନ୍ଦଳ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଆପର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜେରିୱାଲ ଏବଂ ବରିଷ୍ଠ ଆପ ନେତା କୁମାର ବିଶ୍ୱାସଙ୍କ ମଧ୍ୟରେ ଥିବା...

  • ନିଉଜ ଆଲର୍ଟJun 23, 2017

    ଆଜି ନବଯୌବନ ଦର୍ଶନ

      ପୁରୀ : ସ୍ନାନ ପୂର୍ଣ୍ଣିମା ଠାରୁ ୧୫ ଦିନ ଅଣସରରେ ରହିବାପରେ ଶନିବାର ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ  ଅନୁଷ୍ଠିତ ହେବ ।  ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁ ଓ ଭକ୍ତ ଭିଡ ଲାଗିଲାଣି  । ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀ ଜଗନ୍ନାଥପ୍ରେମୀଙ୍କ...

  • ନିଉଜ ଆଲର୍ଟJun 23, 2017

    ପିଓକେରେ ୧୨ ପ୍ରକଳ୍ପକୁ ପାକିସ୍ତାନର ମଞ୍ଜୁରୀ

    ଇସଲାମାବାଦ: ପାକ୍‌ ଅଧିକୃତ କାଶ୍ମୀରରେ ୧୨ଟି ନୂଆ ପ୍ରକଳ୍ପ ନିର୍ମାଣକୁ ମଞ୍ଜୁରୀ ଦେଇଛି ପାକିସ୍ତାନ । ପିଓକେର ଗିଲଗିଟ୍‌-ବେଲୁଚିସ୍ତନ ଅଞ୍ଚଳରେ ଏହିସବୁ ପ୍ରକଳ୍ପ କରିବ ପାକିସ୍ତାନ । ପାକ୍‌ ଅଧିକୃତ କାଶ୍ମୀର ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ବେଳେ ଏଠାରେ...

  • ନିଉଜ ଆଲର୍ଟJun 23, 2017

    ମୁମ୍ବାଇ ସର୍ବାଧିକ ବ୍ୟୟବହୁଳ ସହର

    ମୁମ୍ବାଇ : ମୁମ୍ବାଇ ଭାରତର ସର୍ବାଧିକ ବ୍ୟୟବହୁଳ ସହର । ଏଠାରେ ରହଣୀ ଖର୍ଚ୍ଚ ସବୁଠୁ ଅଧିକ । ମର୍ସର ନାମକ ଏକ ସଂସ୍ଥା ପକ୍ଷରୁ କରାଯାଇଥିବା ସେର୍ବକ୍ଷଣରୁ ଏହା ଜଣାପଡ଼ିଛି । ମର୍ସର ୨୩ତମ ବାର୍ଷିକ ସର୍ବେକ୍ଷଣରେ ବିଶ୍ୱର ବ୍ୟୟବହୁଳ...

  • ନିଉଜ ଆଲର୍ଟJun 23, 2017

    ପାକିସ୍ତାନ ବିସ୍ଫୋରଣରେ ୩୮ ମୃତ,୧୨୦ରୁ ଅଧିକ ଆହତ

    ଇସଲାମାବାଦ: ପାକିସ୍ତାନର କେତେକ ଅଞ୍ଚଳରେ ଶକ୍ତିଶାଳୀ ବୋମା ବିସ୍ଫୋରଣରେ ୩୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୦ରୁ  ଅଧିକ ଲୋକ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ମୁତାବକ ପ୍ରଥମ ଆତ୍ମଘାତୀ ବିସ୍ଫୋରଣ କ୍ୱେଟାର ଗୁଲିସ୍ତା ରୋଡରେ ହୋଇଥିଲା । ଏହାପରେ...

  • ନିଉଜ ଆଲର୍ଟJun 23, 2017

    ଅଧିନାୟକ ଆୟର ୬୦% ଦାବି କରିଥିଲେ କୁମ୍ବଲେ

    ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚଙ୍କ ପାଉଣା କ୍ରିକେଟ  ଅଧିନାୟକ ମୋଟ ଆୟର ୬୦% କରିବାକୁ ପୂର୍ବ କୋଚ୍‌ ଅନୀଲ କୁମ୍ବଲେ ବିସିସିଆଇକୁ ପ୍ରସ୍ତାବ ଦେଇଥିଲେ  ।  ଖେଳାଳିଙ୍କ କଣ୍ଟ୍ରାକ୍ଟ ପୁନର୍ଗଠନ ବେଳେ ଅନୀଲ ପ୍ରସ୍ତୁତ କରିଥିବା ୧୯...

  • ନିଉଜ ଆଲର୍ଟJun 23, 2017

    ଟ୍ରେନରେ ସିଟ୍‌ ପାଇଁ ପିଟି ପିଟି ମାରିଦେଲେ

    ନୂଆଦିଲ୍ଲୀ : ସିଟ୍‌ରେ ବସିବାକୁ ନେଇ ଝଗଡ଼ାରୁ ଜଣେ ୧୬ ବର୍ଷିୟ କିଶୋରଙ୍କୁ କେତେକ ଟ୍ରେନ୍‌ ଯାତ୍ରୀ ପିଟି ପିଟି ହତ୍ୟା କରିଛନ୍ତି  । ଏହା କାଲି ରାତିରେ ହରିୟଣାର ଏକ ଚଳନ୍ତା ଟ୍ରେନରେ ଘଟିଛି । ଦିଲ୍ଲୀରୁ ମଥୁରା ଯାଉଥିବା...

  • ନିଉଜ ଆଲର୍ଟJun 23, 2017

    ଯୁକ୍ତ ୨ ମୂଲ୍ୟାୟନ ବିଭ୍ରାଟ ନେଇ ସିଏଚଏସଇ ଅଫିସ ଆଗରେ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ

    ଭୁବନେଶ୍ୱର: ଯୁକ୍ତ ୨ ମୂଲ୍ୟାୟନ ବିଭ୍ରାଟରେ ଛାତ୍ର ଛାତ୍ରୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବିରେ ଭାରତୀୟ ଜନତା ପାର୍ଟୀ ଯୁବ ମୋର୍ଚ୍ଚା ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। କାର୍ଯ୍ୟକର୍ତାମାନେ ବିଭିନ୍ନ ପ୍ଲାକାର୍ଡ...

  • ନିଉଜ ଆଲର୍ଟJun 23, 2017

    ବିହାର ସରିଫ ରେଳଷ୍ଟେସନରେ ବିକ୍ଷୋଭକାରୀଙ୍କ ଲଙ୍କାକାଣ୍ଡ

    ପାଟନା : ରେଳ ବିଭାଗରେ ନିଯୁକ୍ତି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ହଜାର ହଜାର ଆଶାୟୀ ଆଜି ବିହାର ସରିଫ ରେଳଷ୍ଟେସନରେ ଲଙ୍କାକାଣ୍ଡ ଭିଆଇଛନ୍ତି  । ସେମାନେ ରେଳଷ୍ଟେସନରେ ପଶି ଭଙ୍ଗାରୁଜା କରିବା ସହ ଅନେକ ଆସବାବପତ୍ର ଜାଳି ଦେଇଛନ୍ତି  ।...

  • ନିଉଜ ଆଲର୍ଟJun 23, 2017

    ଇମଫାକୁ ମିଳିଲା ଖଣି ଉତ୍ତେଳନର ଅନୁମତି

    ଭୁବନେଶ୍ୱର:  ପରିବେଶ ମଞ୍ଜୁରି ନ ଥିବାରୁ ଇମଫାର ଦୁଇଟି ଖଣିରେ ଉତ୍ତୋଳନ କାର୍ଯ୍ୟ ବନ୍ଦ ଥିଲା। ରାଜ୍ୟ ପରିବେଶ ନିୟନ୍ତ୍ରଣ ବୋର୍ଡ ଇମଫାକୁ ସୁକିନ୍ଦା ଓ ମହାଗିରିରେ ଥିବା ଦୁଇଟି ଖଣି ଅଞ୍ଚଳରେ ଖଣି ଉତ୍ତୋଳନ କରିବା ପାଇଁ ମଞ୍ଜୁରି ପ୍ରଦାନ କରିଛି। ମାର୍ଚ୍ଚ...

  • ନିଉଜ ଆଲର୍ଟJun 23, 2017

    ମୃତ ଆତଙ୍କବାଦୀ ପାକିସ୍ତାନ ସେନାର କମାଣ୍ଡୋ

    ନୂଆଦିଲ୍ଲୀ : ପୁଞ୍ଝ ସୀମାରେ ପାକିସ୍ତାନ ବର୍ଡର ଆକ୍ସନ ଟିମ୍‌ (ବ୍ୟାଟ)ର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରିବାର ଗୋଟିଏ ଦିନ ପରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି  । ଭାରତୀୟ ସୁରକ୍ଷା କର୍ମୀଙ୍କ ଗୁଳିରେ ନହିତ ଆତଙ୍କବାଦୀ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |