• ନିଉଜ ଆଲର୍ଟJun 25, 2017

    ୱେଷ୍ଟଇଣ୍ଡିଜ୍‌ - ଭାରତ ଦ୍ୱିତୀୟ ଦିନିକିଆ ଆଜି

    ପୋର୍ଟ ଅଫ୍‌ ସ୍ପେନ୍‌ : ୱେଷ୍ଟଇଣ୍ଡିଜ୍‌ ଓ ଭାରତ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ଆଜି ଅନୁଷ୍ଠିତ ହେବାକୁଯାଇଛି । ଗତ ଶୁକ୍ରବାର ପ୍ରଥମ ମ୍ୟାଚ୍‌ ମାତ୍ର ୩୯.୨ ଓଭର ଖେଳା ଯାଇଥିଲା  । ପ୍ରଥମେ ବ୍ୟାଟିଂର ଆହ୍ୱାନ ପାଇଥିବା ଭାରତ...

  • ନିଉଜ ଆଲର୍ଟJun 25, 2017

    ବାରିପଦା, ରାୟଗଡା ଓ ଗୋପାଳପୁରରେ ନୂଆ ପ୍ଲାନେଟୋରିୟମ

      ଭୁବନେଶ୍ୱର : ବାରିପଦା, ରାୟଗଡା ଓ ଗୋପାଳପୁରରେ ସରକାର ୩ଟି ନୂଆ ପ୍ଲାନେଟୋରିୟମ ସ୍ଥାପନ କରିବେ । ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପ୍ରଚାର ଓ ପ୍ରସାର ଓ ଲୋକାଭିମୁଖୀ କରିବା ନେଇ ସରକାର ଏଭଳି ନିଷ୍ପତ୍ତି ନେଇଛନନ୍ତି  । ବିଭାଗୀୟ ମନ୍ତ୍ରୀ...

  • ନିଉଜ ଆଲର୍ଟJun 25, 2017

    ରଥଯାତ୍ରା ଲାଗି ଖାଦ୍ୟ ପଦାର୍ଥ ଯାଞ୍ଚ ନିର୍ଦେଶ

    ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଆଗମନ ଦୃଷ୍ଟିରୁ ପୁରୀ ଓ ଆଖପାଖ ଅଞ୍ଚଳରେ ଖାଦ୍ୟ ପଦାର୍ଥର ବ୍ୟାପକ ଯାଞ୍ଚ ଲାଗି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା...

  • ନିଉଜ ଆଲର୍ଟJun 25, 2017

    ପ୍ରତିଷ୍ଠା ହେବ ଓଡ଼ିଆ ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ

    ଭୁବନେଶ୍ୱର : ଓଡ଼ିଆ ଭାଷାର ଉକ୍ରର୍ଷତା ପ୍ରତିପାଦନ ପାଇଁ ରାଜ୍ୟ ସରକାର ଏକ ଓଡ଼ିଆ ଭାଷା ଓ ସାହିତ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ତେବେ ଛାତ୍ରଛାତ୍ରୀ କେମିତି ଭାଷାକୁ ଭଲ ପାଇବେ, କେମିତି ତାହାର ମାଧୁର୍ଯ୍ୟକୁ ଉପଲବ୍ଧି କରିପାରିବେ...

  • ନିଉଜ ଆଲର୍ଟJun 25, 2017

    ଆସୁଛି ଲଘୁଚାପ : ପ୍ରବଳ ବର୍ଷା ସମ୍ଭାବନା

      ଭୁବନେଶ୍ୱର : ଉତ୍ତର  ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ...

  • ନିଉଜ ଆଲର୍ଟJun 25, 2017

    ସରକାରୀ କର୍ମଚାରୀଙ୍କ ପାଇଁ ବହୁତଳ କୋଠା

      ଭୁବନେଶ୍ୱର : ସ୍ୱଳ୍ପ ବେତନ ଭୋଗୀ ସରକାରୀ କର୍ମଚାରୀଙ୍କ ପାଇଁ ସୈନିକ ସ୍କୁଲ ନିକଟରେ ବହୁତଳ କୋଠା ନିର୍ମିତ ହେବ । ଏଥିପାଇଁ ୧୫କୋଟି ୧୦ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି ।ଏହି ବହୁତଳ କୋଠାରେ ଇ ଏବଂ ଏଫ ଟାଇପ୍‌ର...

  • ନିଉଜ ଆଲର୍ଟJun 25, 2017

    ୧୭ରୁ ସଂସଦର ମୌସୁମୀ ଅଧିବେଶନ

      ନୂଆଦିଲ୍ଲୀ : ସଂସଦ ମୌସୁମୀ ଅଧିବେଶନ ଜୁଲାଇ ୧୭ରୁ ଆରମ୍ଭ ହେବ  । ଶୁକ୍ରବାର ସନ୍ଧ୍ୟାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ ବ୍ୟାପାର ବିଭାଗ କ୍ୟାବିନେଟ କମିଟି ବୈଠକରେ ଏହା ସ୍ଥିର ହୋଇଛି । କମିଟିର ବୈଠକରେ...

  • ନିଉଜ ଆଲର୍ଟJun 25, 2017

    ୯ଲକ୍ଷ ୯୪ହଜାର ମେଟ୍ରିକ ଟନରେ ପହଞ୍ଚିଲା ରବି ଧାନ ସଂଗ୍ରହ

      ଭୁବନେଶ୍ୱର : ଚଳିତ ରବି ଧାନ ସଂଗ୍ରହ ପ୍ରକି୍ରୟାରେ ଶୁକ୍ରବାର ସୁଦ୍ଧା ୯ଲକ୍ଷ ୯୪ହଜାର ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି ।   ସଂଗୃହୀତ ଧାନର ପରିମାଣ ଗତବର୍ଷ ରବି ଧାନ ସଂଗ୍ରହ ପରିମାଣକୁ ଟପିଛି । ଗତବର୍ଷ ରବିରେ୯ଲକ୍ଷ...

  • ନିଉଜ ଆଲର୍ଟJun 25, 2017

    ଆଜି ଘୋଷଯାତ୍ରା : ରଥ,ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ

    ପୁରୀ : ରଥ,ପଥ, ଭକ୍ତ ସମସ୍ତେ ପ୍ରସ୍ତୁତ  । ଅପେକ୍ଷା କରି ରହିଛନ୍ତି ତିନିରଥ  । ଭକ୍ତିରେ ଉଛୁଳୁଛି ବଡ଼ଦାଣ୍ଡ । ଶ୍ରୀକ୍ଷେତ୍ର ଜନସମୁଦ୍ର । ଜୟ ଜଗନ୍ନାଥ, ହରିବୋଲ ଓ ହୁଳହୁଳୀ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ର  । ଆଜି...

  • ନିଉଜ ଆଲର୍ଟJun 25, 2017

    ରଥଯାତ୍ରା ନୀତିନିର୍ଘଣ୍ଟ : ସକାଳ ୯ଟା ୩୦ରେ ପହଣ୍ଡି ; ଦିନ ୨ଟା ୩୦ରେ ରଥଟଣା

      ପୁରୀ: ଆଜି ପବିତ୍ର  ରଥଯାତ୍ରା  । ଶ୍ରୀକ୍ଷେତ୍ର ପୁରୀକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି  । ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ନବଦିନବ୍ୟାପୀ ଘୋଷଯାତ୍ରା କରିବେ କାଳିଆ ଠାକୁର । ବଡ଼ ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ...

  • ନିଉଜ ଆଲର୍ଟJun 25, 2017

    ବିଧାନସଭା ପରିସରରେ ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ

    ଭୁବନେଶ୍ୱର: ସେବା, ତ୍ୟାଗ ଓ ପରୋପକାରର ମୂର୍ତ୍ତିମନ୍ତ ପ୍ରତୀକ ଉକôଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୮୯ତମ ଶ୍ରାଦ୍ଧ ଦିବସ ରାଜ୍ୟ ବିଧାନସଭା ପରିସରରେ ପାଳିତ ହୋଇଯାଇଛି । ବାଚସ୍ପତି ପ୍ରଦୀପକୁମାର ଅମାତ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପରିସରରେ ଥିବା...

  • ନିଉଜ ଆଲର୍ଟJun 24, 2017

    ଆପ୍‌ ପାଇଁ ଅଡୁଆ ବଢ଼ିଲା

    ନୂଆଦିଲ୍ଲୀ : ଦିଲ୍ଲୀର ଶାସକ ଦଳ ଆମ୍‌ ଆଦମୀ ପାର୍ଟି (ଆପ୍‌) ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଶାସକ ଦଳର ୨୧ ବିଧାୟକଙ୍କ ବିରୋଧରେ ଆସିଥିବା ଲାଭଜନକ ପଦ ହାସଲ କରିବା ଅଭିଯୋଗ ଉପରେ ନିର୍ବାଚନ ଆୟୋଗ (ଇସି)...

  • ନିଉଜ ଆଲର୍ଟJun 24, 2017

    ରଥଯାତ୍ରା ପାଇଁ ୨୭୨ ସ୍ୱତନ୍ତ୍ର ବସ୍‌

    ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଯାତ୍ରୀମାନଙ୍କ ସୁବିଧା ପାଇଁ  ରାଜ୍ୟ ସରକାର ପୁରୀକୁ ୨୭୨ଟି ସ୍ୱତନ୍ତ୍ର ବସ୍‌ ଚଳାଚଳ ନିମନ୍ତେ ବ୍ୟବସ୍ଥା କରିଛନ୍ତି  । ସେଥି ମଧ୍ୟରୁ  ୩୦ଟି ସରକାରୀ ଓ ଅବଶିଷ୍ଟ ଘରୋଇ ବସ୍‌...

  • ନିଉଜ ଆଲର୍ଟJun 24, 2017

    ନାଲକୋ ପୁଞ୍ଜି ପ୍ରତ୍ୟାରକୁ ନବୀନଙ୍କ ବିରୋଧ

    କଟକ : ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧ କରିଛନ୍ତି  । ନବରତ୍ନ କମ୍ପାନୀ ନାଲକୋରୁ ପୁଞ୍ଜି ପ୍ରତ୍ୟାହାର ପ୍ରସ୍ତାବ ବନ୍ଦ କରିବାକୁ ନବୀନ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡ଼ିଛନ୍ତି  ।...

  • ନିଉଜ ଆଲର୍ଟJun 24, 2017

    କ୍ୱାତାରରେ ଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ସବୁ କିଛି କରାଯିବ : ସୁଷମା

    ନୂଆଦିଲ୍ଲୀ : କ୍ୱାତାରରେ ଥିବା ଭାରତୀୟଙ୍କ ସୁରକ୍ଷା ଏବଂ ସୁସ୍ଥାବସ୍ଥା ପାଇଁ କେନ୍ଦ୍ର ସରକାର ସବୁ କିଛି କରିବେ ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି  । ସାଉଦି ଆରବ ସହ ୭ଟି ଗଲ୍ଫ ରାଷ୍ଟ୍ର କ୍ୱାତାରଠାରୁ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |