• ନିଉଜ ଆଲର୍ଟJun 26, 2017

    ଏସୀୟ ଦୌଡକୁଦ ପ୍ରତିଯୋଗିତା : ୨୮ରେ ପହଞ୍ଚିବେ ଭାରତୀୟ ଖେଳାଳି

      ଭୁବନେଶ୍ୱର : ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଏସୀୟ ଦୌଡକୁଦ ପ୍ରତିଯୋଗିତା ପାଇଁ ବିଭିନ୍ନ ଦେଶ​ର​‌ ପ୍ରତିଯୋଗୀମାନେ  ପହଞ୍ଚିବାରେ ଲାଗିଛନ୍ତି। ସେମାନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇ ଅତିଥି ଭବନରେ ରଖାଯାଉଛି । ଭାରତୀୟ ଖେଳାଳିମାନେ ୨୮ ତାରିଖରେ ପହଞ୍ଚିବାପରେ...

  • ନିଉଜ ଆଲର୍ଟJun 26, 2017

    ମାନସରୋବର ତୀର୍ଥଯାତ୍ରୀଙ୍କୁ ବାଟରେ ଅଟକାଇଲା ଚୀନ

    ବେଜିଂ : କୈଳାସ ମାନସରୋବର ଯାତ୍ରା ପାଇଁ ଚୀନ ଭାରତର ୪୭ ତୀର୍ଥଯାତ୍ରୀଙ୍କୁ ପ୍ରବେଶର ଅନୁମତି ଦେଇନାହିଁ  । ଏହି ତୀର୍ଥଯତ୍ରୀମାନେ ସିକିମ୍‌ର ନାଥୁଲା ପାସ ଦେଇ ତିବତରେ ଥିବା ମାନସରୋବରକୁ ଯାତ୍ରା କରିଥାନ୍ତେ  । ତେବେ କାହିଁକି ତୀର୍ଥଯାତ୍ରୀଙ୍କୁ ଅନୁମତି...

  • ନିଉଜ ଆଲର୍ଟJun 26, 2017

    ଜାଣନ୍ତୁ ଅମୃତ ଫେଣୀର ୬ଟି ଉପକାର ଗୁଣ

    ସବୁଜ କଦଳୀ ଏବଂ ହଳଦୀଆ ରଙ୍ଗର କଦଳୀକୁ ଜାଣନ୍ତି । କିନ୍ତୁ ବହୁତ କମ୍‌ ଲୋକ ଅମୃତ ଫେଣୀ ବା ଲାଲ କଦଳୀ ବିଷୟରେ ଜାଣନ୍ତି । ଏହି ଫଳକୁ ବିଶ୍ୱର ସର୍ବାଧିକ ଲୋକ ଖାଇଥାନ୍ତି । ଏହାର ସ୍ୱାଦ ମଧ୍ୟ...

  • ନିଉଜ ଆଲର୍ଟJun 26, 2017

    ଗୋରା ହେବାକୁ ଚାହୁଁଛନ୍ତି କି? ପ୍ରୟୋଗ କରନ୍ତୁ ନାଭି ଥେରାପି

    ଚେହେରାରେ ଗୋରାପଣ ଆଣିବା ପାଇଁ ତଥା ଗ୍ଲୋନେସ ଲାଗି ଅନେକ ସମୟରେ ଆମେ ମୁହଁରେ ବିଭିନ୍ନ ପ୍ରକାର କ୍ରିମ ବ୍ୟବହାର କରିଥାଉ ।ବେଳେ ବେଳେ ଏହାର କୁପରିଣାମ ମଧ୍ୟ ଆମକୁ ଭୋଗିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ନାଭି ଥେରାପି...

  • ନିଉଜ ଆଲର୍ଟJun 26, 2017

    ଭାରତ-ଆମେରିକାର ମିଳିତ ଭାଗିଦରୀ :ସାରା ବିଶ୍ୱ ଲାଭବାନ

    ୱାଶିଂଟନ୍ : ଯେତେବେଳେ ଭାରତ ଓ ଆମେରିକା ମିଳିମିଶି କାମ କରିଛନ୍ତି, ସେତେବେଳେ ସାରା ବିଶ୍ୱ ଉପକୃତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି  । ୱାଲ୍ ଷ୍ଟି୍ରଟ୍ ପତ୍ରିକାରେ ସ୍ୱାକ୍ଷରିତ ଏକ ସନ୍ଦର୍ଭରେ ସେ କହିଛନ୍ତି ଯେ, ବିଶ୍ୱର...

  • ନିଉଜ ଆଲର୍ଟJun 26, 2017

    ଚୀନରେ ବନ୍ୟା : ୩୪ ଜଣଙ୍କ ପ୍ରାଣହାନି ୯୩ ନିଖୋଜ

      ବେଜିଂ: ଅବିଶ୍ରାନ୍ତ ବର୍ଷା ଯୋଗୁଁ  ଚୀନରେ ସୃଷ୍ଟି ହୋଇଥିବା ବନ୍ୟାରେ ୩୪ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ଭୂସ୍ଖଳନଯୋଗୁଁ ପ୍ରାୟ ୯୩ ଜଣ ନିଖୋଜ ଅଛନ୍ତି  । ଇତିମଧ୍ୟରେ ପ୍ରାୟ ୫ ଲକ୍ଷ ଲୋକଙ୍କୁ ଚୀନ୍ର ଦକ୍ଷିଣ-ପଶ୍ଚିମ ଅଂଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ...

  • ନିଉଜ ଆଲର୍ଟJun 26, 2017

    ରିଲିଜ ହେଲା ‘ମମ୍‌’ ର ଟ୍ରେଲର ;ଶ୍ରୀଦେବୀଙ୍କୁ ଦେଖିବାକୁ ମିଳିଲା ଏକ ଦମଦାର ରୋଲରେ ,ଦେଖନ୍ତୁ ଭିଡିଓ...

    ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ମମ୍‌’ର ରବିବାର ଟ୍ରେଲର ରିଲିଜ ହୋଇଛି । ଫଇଳ୍ମରେ ଜବରଦସ୍ତ ସସପେନ୍ସ ରହିଥିବା ବେଳେ ଏହାର ଷ୍ଟାରକାଷ୍ଟ ମଧ୍ୟ ଜବରଦସ୍ତ ରହିଛି ।ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଶ୍ରୀଦେବୀ, ନବାଜଉଦ୍ଦିନ ସିଦ୍ଦକୀ ଓ ଅକ୍ଷୟ...

  • ନିଉଜ ଆଲର୍ଟJun 26, 2017

    ଆଜି ରାତିରେ ମୋଦି-ଟ୍ରମ୍ଫ୍ ପ୍ରତିନିଧିସ୍ତରୀୟ ଅଲୋଚନା

      ୱାଶିଂଟନ୍ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ମଧ୍ୟରେ ଆଜି ବିଳମ୍ବିତ ରାତ୍ରିରେ ପ୍ରତିନିଧିସ୍ତରୀୟ ଅଲୋଚନା ଅନୁଷ୍ଠିତ ହେବ  । ଏହି ବୈଠକ ପୂର୍ବରୁ ଉଭୟ ନେତାଙ୍କ ମଧ୍ୟରେ ହ୍ୱାଇଟ୍ ହାଉସରେ  ବ୍ୟକ୍ତିଗତ ସ୍ତରୀୟ ଅଲୋଚନା...

  • ନିଉଜ ଆଲର୍ଟJun 26, 2017

    ଧର୍ମୀୟ ଅନୁଷ୍ଠାନ ପରିସରରେ ରକ୍ତଛିଟାକୁ ନେଇ ଉତ୍ତେଜନା

    ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶ୍ରୀ ଜଙ୍ଗ ଗାଁରେ ଥିବା ଏକ ଧର୍ମୀୟ ଅନୁଷ୍ଠାନ ପରିସରର ଏକ ଘରର କାନ୍ଥ ଓ ଚଟଣାରେ ରକ୍ତ ଛିଟା ଦେଖିବାକୁ ମିଳିଥିଲା। ଗତ କାଲି  ଯାତ୍ରା ଥିବା ବେଳେ କେହି...

  • ନିଉଜ ଆଲର୍ଟJun 26, 2017

    ଅମୃତଭଣ୍ଡାର କମାଲ

    ଯୁବତୀମାନେ ସୁନ୍ଦର ଓ କୋମଳ ତ୍ୱଚା ପାଇଁ ବିଭିନ୍ନ ପ୍ରକାର କସମେଟିକ ବ୍ୟବହାର କରନ୍ତି । କିନ୍ତୁ ଏହା ତ୍ୱାଚା ପାଇଁ କ୍ଷତିକାରକ ହୋଇଥାଏ । ଘରୋଇ ଓ ପ୍ରାକୃତିକ ଉପଚାର ଦ୍ୱାରା ଆପଣ ତ୍ୱାଚାକୁ ସୁନ୍ଦର ଓ ଆର୍କଷଣ କରିପାରିବେ...

  • ନିଉଜ ଆଲର୍ଟJun 26, 2017

    ରୁପରେ ଥିବା ଖୁଣ ଆମକୁ ବେଶି ସୁନ୍ଦର କରିଥାଏ: ଜ୍ୟାକଲିନ

    ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିସ ନିଜର ଫଟୋ ସୁଟରେ କୁତ୍ରିମ ସୁନ୍ଦରତା ଅଥବା ମେକଅପକୁ ଆଭଏଡ କରିଥିବା ବେଳେ ପ୍ରାକୃତିକ ସୁନ୍ଦରତା ଉପରେ ବେଶି ଗୁରୁତ୍ୱ ଦେଇଥାଆନ୍ତି । ଜ୍ୟାକଲିନଙ୍କ କହିବା ଅନୁସାରେ ଆମ ସୁନ୍ଦରତାରେ ଥିବା ଖୁଣ ଆମକୁ ମଣିଷର ପରିଚୟ...

  • ନିଉଜ ଆଲର୍ଟJun 26, 2017

    ଇଦ୍‌ ରେ ସିଆରପିଏଫ କ୍ୟାମ୍ପ ଉପରକୁ ପଥର ଫିଙ୍ଗାଳୀଙ୍କ ଆକ୍ରମଣ; ୨ଯବାନ ଆହତ

    ଶ୍ରୀନଗର:ପବିତ୍ର ଇଦ ପର୍ବରେ ମଧ୍ୟ ଜାମ୍ମୁ-କାଶ୍ମୀରରେ ପଥର ଫିଙ୍ଗାଳୀଙ୍କ ପକ୍ଷରୁ ହିଂସାକାଣ୍ଡ ଜାରି ରହିଛି । ଏହି ପଥର ଫିଙ୍ଗାଳୀ ମାନେ କାଶ୍ମୀରର ଅନନ୍ତନାଗର ଜଙ୍ଗଲାତମଣ୍ଡିରେ ଥିବା ସିଆରପିଏଫ କ୍ୟାମ୍ପ ଉପରେ ଟେକା,ପଥର ମାଡ କରିଛନ୍ତି । ଏହି ଘଟଣାରେ ୨...

  • ନିଉଜ ଆଲର୍ଟJun 26, 2017

    ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଲା ତିନି ରଥ

      ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଆଜି ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଛି  । ଶ୍ରୀଗୁଣ୍ଡିଚା ଯାତ୍ରାରେ ଗତକାଲି ଅଧାବାଟରେ ଅଟକି ରହିଥିବା ତିନୋଟି ଯାକ ରଥକୁ ଆଜି ଶ୍ରାଦ୍ଧାଳୁମାନେ ଟାଣିନେଇ ଗୁଣ୍ଡିଚା ଘର ନିକଟରେ ପହଞ୍ଚାଇ ଦେଇଛନ୍ତି  ।  ଗତକାଲି...

  • ନିଉଜ ଆଲର୍ଟJun 26, 2017

    ବୋଲେରୋ - ଟ୍ରକ ମୁହାଁମୁହିଁ ଧକ୍କା ; ୪ମୃତ ,ଜଣେ ଗୁରୁତର

    ଢେଙ୍କାନାଳ:ଉଡାପଡା ଥାନା ଅର୍ନ୍ତଗତ ନାଧେରା ଛକ ନିକଟରେ ଥିବା ୫୫ନମ୍ବର ଜାତୀୟ ରାଜପଥରେ ଏକ ବୋଲେରୋ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣକ ଅବସ୍ଥା ଗୁରୁତର ରହିଛି ।ମିଳିଥିବା ସୂଚନା ଅନୁଯାଇ ସୋମବାର...

  • ନିଉଜ ଆଲର୍ଟJun 26, 2017

    ମାନୁଷୀ ଚିଲ୍ଲର ହେଲେ ‘ଫେମିନା ମିସ ଇଣ୍ଡିଆ-୨୦୧୭’

    ନୂଆଦିଲ୍ଲୀ:‘ଫେମିନା ମିସ ଇଣ୍ଡିଆ-୨୦୧୭’ର ଟାଇଟେଲ ଜିଣିଛନ୍ତି ହରିଆନାର ମାନୁଷୀ ଚିଲ୍ଲର ।ଜୁନ ,୨୫ ରବିବାର ଦିନ ୟଶରାଜ ଷ୍ଟୁଡିଓରେ ଆୟୋଜିତ ଏକ ସମାରୋହରେ ମାନୁଷୀ ‘ଫେମିନା ମିସ ଇଣ୍ଡିଆ-୨୦୧୭’ର ଟାଇଟେଲ ଜିତିଛନ୍ତି ।ଏହି ପ୍ରତିଯୋଗିତାରେ ୩୦ଟି ରାଜ୍ୟର ପ୍ରତିଯୋଗୀ ମାନେ ଭାଗ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |