• ନିଉଜ ଆଲର୍ଟJun 28, 2017

    ଉପ-ରାଷ୍ଟ୍ରପତି ପଦ ପାଇଁ ଆଗ୍ରହୀ ନୁହେଁ : ଭେଙ୍କେୟା ନାଇଡୁ

    ନୂଆଦିଲ୍ଲୀ: ମୁଁ ଉପ-ରାଷ୍ଟ୍ରପତି ପଦ ପାଇଁ ଆଦୌ ଆଗ୍ରହୀ ନୁହେଁ । ମତେ ଏଥିପାଇଁ କିଏ ବାଧ୍ୟ କଲେ ମଧ୍ୟ ମୁଁ ଏହି ପଦ ପାଇଁ ନିର୍ବାଚନ ଲଢିବି ନାହିଁ ବୋଲି ରୋକଠୋକ୍‌ କହିଛନ୍ତି କେନ୍ଦ୍ର ସହର ବିକାଶ ମନ୍ତ୍ରୀ ଭେଙ୍କେୟା...

  • ନିଉଜ ଆଲର୍ଟJun 28, 2017

    ପୁରସ୍କାର ଫେରାଇଲେ ସବନମ୍‌ ହାସମି

    ନୂଆଦିଲ୍ଲୀ: ପ୍ରଖ୍ୟାତ ମାନବାଧିକାର କର୍ମୀ ସବନମ୍‌ ହାସମି ରାଷ୍ଟ୍ରୀୟ ସଂଖ୍ୟାଲଘୁ ଅଧିକାର ପୁରସ୍କାର ଫେରାଇ ଦେଇଛନ୍ତି । ସମଗ୍ର ଦେଶରେ ସଂଖ୍ୟାଲଘୁ ମୁସଲମାନଙ୍କ ଉପରେ ହେଉଥିବା ଆକ୍ରମଣ ଓ ହିଂସାକାଣ୍ଡକୁ ବିରୋଧ କରି ସେ ଏଭଳି ପଦକ୍ଷେପ ନେଇଛନ୍ତି । ସେ...

  • ନିଉଜ ଆଲର୍ଟJun 27, 2017

    ଯୋଗୀରାଜ୍‌ରେ ବଢିଛି ଅପରାଧ ହାର

    ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ଶହେ ଦିନ ପୂରଣ ହୋଇଛି । ଏହି ଅବସରରେ ରାଜ୍ୟରେ ଅପରାଧ ଉପରେ ନିୟନ୍ତ୍ରଣ ଆସଛି ବୋଲି ସରକାର କହୁଥିଲେ ମଧ୍ୟ ପୋଲିସ ପକ୍ଷରୁ ଜାରି ହୋଇଥିବା ରେକର୍ଡ କହୁଛି ଭିନ୍ନ କଥା । ରାଜ୍ୟରେ...

  • ନିଉଜ ଆଲର୍ଟJun 27, 2017

    ଜିଏସଟି ଲାଗୁ ପୂର୍ବରୁ କୋହଳ ହେଲା ନିୟମ

    ନୂଆଦିଲ୍ଲୀ: ଜୁଲାଇ ୧ ତାରିଖରୁ ସାରା ଦେଶରେ ଲାଗୁ ହେବ ଜିଏସଟି(ବସ୍ତୁ ଏବଂ ସେବା କର) । ସେହି କାର୍ଯ୍ୟକ୍ରମ ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କୁହାଯାଉଥିଲେ ମଧ୍ୟ ପ୍ରକୃତରେ  ସମସ୍ତ ପ୍ରସ୍ତୁତିରେ ଚୂଡାନ୍ତ ରୂପ...

  • ନିଉଜ ଆଲର୍ଟJun 27, 2017

    ଜାଣନ୍ତୁ ଆପଣଙ୍କ ମହିଳା ସାଥୀଙ୍କ ସିକ୍ରେଟ...

    ସାଧାରଣତଃ ମହିଳା ମାନେ କ୍ୱଚିତ ନିଜ ମନକଥା ମୁହଁରେ କହିଥାଆନ୍ତି । ମହିଳାମାନେ ନିଜ ବୟଫ୍ରେଣ୍ଡ ତଥା ପାର୍ଟନର ଠାରୁ ସବୁବେଳେ କିଛି ଖାସ କେୟାର ବା ଯତ୍ନ ଆଶା କରିଥାଆନ୍ତି । ଯେପରିକି ତାଙ୍କର ବୟଫ୍ରେଣ୍ଡ ହେଉ କି ପାର୍ଟନର...

  • ନିଉଜ ଆଲର୍ଟJun 27, 2017

    ପବ୍ଲିକ ଡିମାଣ୍ଡରେ ଆସିଲା ଢିଞ୍ଚକ ପୂଜାର ‘ଦିଲ୍ଲୋ କା ସୁଟର’ଗୀତ; ଦେଖନ୍ତୁ ଭିଡିଓ

    ‘ସୌଗ ବାଲି ଟୋପି’, ‘ଦାରୁ ଦାରୁ’, ଏବଂ ‘ସେଲଫି ମେନେ ଲି ଆଜ’ରେ ଧମାଲ ମଚାଇଥିବା ଢିଞ୍ଚକ ପୂଜା ଏବେ ନଜର ଆସିଛନ୍ତି ତାଙ୍କ ନୂଆ ଭିଡିଓ ଆଲବମ ‘ଦିଲ୍ଲୋ କା ସୁଟର’ଗୀତରେ । ତେବେ ଏହି ଗୀତରେ ଗାଡି ବଦଳରେ...

  • ନିଉଜ ଆଲର୍ଟJun 27, 2017

    ଜାଣନ୍ତୁ ଟୁଥବ୍ରସର ଇତିହାସ...

    ସକାଳୁ ଉଠିଲେ ଦାନ୍ତ ସଫା କରିବା ପାଇଁ ଆମେ ପ୍ରଥମେ ଦରକାର କରିଥାଉ ଟୁଥବ୍ରସ । ଦାନ୍ତ ସଫା କରିବା ପାଇଁ ବଜାରରେ ବିଭିନ୍ନ ରକମର ଟୁଥବ୍ରସ ମିଳୁଥିବା ବେଳେ ପୂର୍ବେ ଲୋକେ ଦାନ୍ତ ଘଷିବା ପାଇଁ  ଦାନ୍ତକାଠି ଓ ଦନ୍ତ...

  • ନିଉଜ ଆଲର୍ଟJun 27, 2017

    ଅଣଛାତ୍ର ଦୁର୍ବ୍ୟବହାର କରୁଥିବା ମହିଳା ଥାନାରେ ଛାତ୍ରୀଙ୍କର ଅଭିଯୋଗ

    ଭୁବନେଶ୍ୱର: ଖଣ୍ଡଗିରି ଥାନା ଅଧିନ ରାଜଧାନୀ କଲେଜର ଛାତ୍ରୀମାନଙ୍କୁ ଗତ କିଛି ଦିନ ହେବ ଜଣେ ଅଣଛାତ୍ର ଦୁର୍ବ୍ୟବହାର ପ୍ରଦର୍ଶନ କରି ଆସୁଥିବାରୁ ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ଗତ ୨୪ ତାରିଖରେ ଜଣେ ଛାତ୍ରୀ...

  • ନିଉଜ ଆଲର୍ଟJun 27, 2017

    ଭିତରକନିକାରେ ଠାବ ହେଲା ନୂଆ କୁମ୍ଭୀର ବସା

     ଭୁବନେଶ୍ୱର: ଭିତରକନିକାର ଗହୀରମଥାରେ ନୂଆ କୁମ୍ଭୀର ବସା ଠାବ କରାଯାଇଛି। ଏହା କୁମ୍ଭୀର ସଂରକ୍ଷଣ ପାଇଁ ଏକ ଖୁସୀ ଖବର। ମାଈ କୁମ୍ଭୀରମାନେ ସାଧାରଣତଃ ଗହୀରମଥା ଓ ବାଉନ ଶଗଡ଼ି ନଈ ପଠାରେ ଅଣ୍ଡାଦେବା ପାଇଁ ସ୍ଥାନ ବାଛି ଥାଆନ୍ତି। ଚଳିତ...

  • ନିଉଜ ଆଲର୍ଟJun 27, 2017

    ମୋଟାପଣ ଦୂର କରିବା ପାଇଁ ପେଟରେ ଗୁଡାନ୍ତୁ ଓଦା ତଉଲିଆ ...

    ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ମୋଟାପଣ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି । ପରିଶ୍ରମ ନ କରିବା , ଖରାପ ଜୀବନଶୈଳୀ, ଅତ୍ୟଧିକ ତେଲଯୁକ୍ତ  ଖାଦ୍ୟ ଖାଇବା ମୋଟାପଣର ମୁଖ୍ୟ କାରଣ ଅଟେ । ଏଥିପାଇଁ ଅନେକ ସମୟରେ ଆମେ...

  • ନିଉଜ ଆଲର୍ଟJun 27, 2017

    ବ୍ୟାଙ୍କ ଠକେଇ: ୪ ଜଣ ସିବିଆଇ କୋର୍ଟରେ ଦଣ୍ଡିତ

    ଭୁବନେଶ୍ୱର: କଟକ ରାଣୀହାଟସ୍ଥିତ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଶାଖାରୁ ଗାଡ଼ି ଋଣ ବାବଦରେ ୪୮.୫୪ ଲକ୍ଷ ଟଙ୍କାର ଜାଲିଆତି ଘଟଣାରେ ସ୍ଥାନୀୟ ସିବିଆଇ-୨ କୋର୍ଟର ବିଚାରପତି ସ୍ୱରୂପ କୁମାର ମିଶ୍ର ବ୍ୟାଙ୍କର ତକ୍ରାଳୀନ ୨ ଜଣ କର୍ମଚାରୀଙ୍କୁ ମିଶାଇ ୪ ଜଣଙ୍କୁ...

  • ନିଉଜ ଆଲର୍ଟJun 27, 2017

    ଯବାନଙ୍କ ଉନ୍ମତ୍ତ କାଣ୍ଡ; ବେପାରୀକୁ ଗୁଳି କରି ହତ୍ୟା

    ନୋଏଡା:ନିଶାଗ୍ରସ୍ତ ହୋଇ ସିଆରପିଏଫର ଯବାନ ଜଣକ ସ୍ଥାନୀୟ ଅଞ୍ଚଳରେ ଗୁଳି ଚଳାଇବା ଦ୍ୱାରା ଜଣେ  ସ୍ଥାନୀୟ ବେପାରୀଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାଇ ସୋମବାର ବିଳମ୍ବିତ ରାତ୍ରୀରେ ନୋଏଡାର ଦାଦରି ଅଞ୍ଚଳରେ ଥିବା ଏକ ବସ୍ତିରେ ସିଆରପିଏଫର ଏସଆଇ ଜଣକ...

  • ନିଉଜ ଆଲର୍ଟJun 27, 2017

    ଭାରତୀୟ କ୍ରିକେଟ ଟିମର କୋଚ ପାଇଁ ଆବେଦନ କରିବେ ରବି ଶାସ୍ତ୍ରୀ

    ପ୍ରସିଦ୍ଧ କ୍ରିକେଟ ଖେଳାଳୀ , ଭାଷ୍ୟକାର ତଥା ସମୀକ୍ଷକ ରବି ଶାସ୍ତ୍ରୀ ଭାରତୀୟ କ୍ରିକେଟ ଟିମର କୋଚ ଲାଗି ଆବେଦନ କରିବାର ନିଷ୍ପତ୍ତି ନେଇଛନ୍ତି । ୨୦୧୪-୧୬ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଟିମର ଡାଇରେକ୍ଟର ପଦରେ ଥିବା ସମୟରେ ୨୦୧୫ରେ ଦଳ...

  • ନିଉଜ ଆଲର୍ଟJun 27, 2017

    ଗ୍ୟାସ ସିଲିଣ୍ଡର ଫାଟି ୫ ମୃତ, ୯ଆହତ

    ନୂଆଦିଲ୍ଲୀ:ଓଖଲାର ଟାଟା ଷ୍ଟିଲ ନିକଟରେ ଏକ ଗ୍ୟାସ ସିଲିଣ୍ଡର ଫାଟି ୫ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୯ଜଣ ଆହତ ହୋଇଛନ୍ତି ।ସୂଚନା ଅନୁଯାଇ ଗତ ସୋମବାର ଏଠାରେ ଏକ ଝିଅ ବାହାଘର ଭୋଜି ଚାଲୁଥିବା ବେଳେ ବହୁ ଅତିଥୀ ଏକଜୁଟ ହୋଇଥିଲେ...

  • ନିଉଜ ଆଲର୍ଟJun 27, 2017

    ଅର୍ଥ ତୋଷାରପାତ ଅଭିଯୋଗରେ ଡିପିଓଙ୍କୁ ୫ବର୍ଷ କାରାଦଣ୍ଡ

    ଯାଜପୁର:  ଜିଲ୍ଲା ଡିପିଓ କାର୍ଯ୍ୟାଳୟରେ ଘଟିଥିବା ରାଜସ୍ୱ ଘୋଟାଲା ଅଭିଯୋଗରେ ତକ୍ରାଳୀନ ଡିପିଓ ଓ ଅନ୍ୟଜଣେ କର୍ମଚାରୀଙ୍କୁ ଯାଜପୁର ସିଜେଏମ କୋର୍ଟ ପକ୍ଷରୁ କାରାଦଣ୍ଡ ପ୍ରଦାନ କରାଯାଇଥିବା ବେଳେ ଘଟଣାରେ ସଂପୃକ୍ତ ଅନ୍ୟଜଣେ ଅଭିଯୁକ୍ତଙ୍କୁ  ନିର୍ଦୋସରେ ଖଲାସ କରାଯାଇଛି । ପ୍ରକାଶଯୋଗ୍ୟଯେ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |