• ନିଉଜ ଆଲର୍ଟJun 29, 2017

    ଜାଣନ୍ତୁ ଗୁରୁବାର କ’ଣ କଲେ ଘରେ ଶୁଭ ଫଳ ପ୍ରପ୍ତି ହୁଏ!

    ଗୁରୁଜନଙ୍କ ଠାରୁ ଆପଣ ଶୁଣିଥିବେ କିଛି କାମ ଅଛି ଯାହାକୁ ଗୁରୁବାର ଦିନ କରିବା ଅନୁଚିତ୍‌ । କାରଣ ଏହାର ନାକାରତ୍ମକ ପ୍ରଭାବ ଜୀବନଶୈଳୀ ଉପରେ ପଡିଥାଏ, ଯାହାଦ୍ୱାରା ଆର୍ଥିକ ଅଭାବ ଦେଖା ଦେଇଥାଏ ।   ଜାଣନ୍ତୁ କଣ କରିବା ଉଚିତ ନୁହେଁ! ୧....

  • ନିଉଜ ଆଲର୍ଟJun 29, 2017

    ଏୟାର ଇଣ୍ଡିଆକୁ କିଣିବାକୁ ଇଣ୍ଡିଗୋର ପ୍ରସ୍ତାବ !

    ନୂଆଦିଲ୍ଲୀ: କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ କିଣିବାକୁ ଘରୋଇ ବିମାନସେବା କମ୍ପାନୀ ଇଣ୍ଡିଗୋ ଆଗ୍ରହ ପ୍ରକାଶ କରିଛି । ଏଥିପାଇଁ ନାଗରିକ ଉଡ୍ଡୟନ ମନ୍ତ୍ରାଳୟକୁ ମଧ୍ୟ ଇଣ୍ଡିଗୋ ପକ୍ଷରୁ ଏକ ଚିଠି ଲେଖାଯାଇଛି । ନାଗରିକ ଉଡ୍ଡୟନ ମନ୍ତ୍ରାଳୟ ସଚିବ ଆର.ଏନ.ଚୌବେ...

  • ନିଉଜ ଆଲର୍ଟJun 29, 2017

    ବଜାରକୁ ଆସିବ ନୂଆ ୨୦୦ ଟଙ୍କା ନୋଟ୍

    ୧୦୦୦ ଓ ୫୦୦ ଟଙ୍କିଆ ପୁରୁଣା ନୋଟ୍‌ ବନ୍ଦ ହେବା ପରେ ଲୋକଙ୍କ ଅସୁବିଧାକୁ ନଜର ରଖି ୨୦୦ ଟଙ୍କା ନୋଟ୍‌ ଛାପିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ୨୦୦ ଟଙ୍କା ନୋଟ୍‌ ଛାପିବା କାମ ଆରମ୍ଭ ହୋଇଛି...

  • ନିଉଜ ଆଲର୍ଟJun 29, 2017

    ଅନଲାଇନ ଡେଟିଂ କରୁଛନ୍ତି ତ ମନେ ରଖନ୍ତୁ ଏହି ୭ଟି କଥା !

    ଯଦି ଆପଣ ଅନଲାଇନରେ ଡେଟିଂ କରୁଛନ୍ତି ତେବେ ଆପଣଙ୍କ ପ୍ରୋଫାଇଲ ଫଟୋ ଭଲ କ୍ୱାଲିଟିର ହୋଇଥିବାବେଳେ ଆପଣଙ୍କ ପ୍ରୋଫାଇଲ ମଧ୍ୟ ଷ୍ଟ୍ରଙ୍ଗ ଓ ଇମ୍ପ୍ରେସିଭ ହୋଇଥିବା ଆବଶ୍ୟକ । ଯାହା  ଆପଣଙ୍କୁ ଏକ ଉତ୍ତମ ଜୀବନ ସାଥୀ ଖୋଜିବାରେ ସାହଯୋଗ କରିପାରେ...

  • ନିଉଜ ଆଲର୍ଟJun 29, 2017

    ସେନା ପ୍ରମୁଖ ଜେନେରାଲ ବିପିନ ରାଓତଙ୍କ ସିକ୍କିମ ଗ୍ରସ୍ତ

    ନୂଆଦିଲ୍ଲୀ: ସେନା ପ୍ରମୁଖ ଜେନେରାଲ ବିପିନ ରାଓତଙ୍କ ଆଜି ସିକ୍କିମ ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ଏହି ଗ୍ରସ୍ତ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ସିକ୍କିମରେ ଚୀନ ପକ୍ଷରୁ ଅଶାନ୍ତି ସୃଷ୍ଟି କରାଯିବା କାରଣରୁ ଏହି ଗ୍ରସ୍ତର ଗୁରୁତ୍ୱ ବଢି...

  • ନିଉଜ ଆଲର୍ଟJun 29, 2017

    ଅଗଷ୍ଟ,୫ରେ ହେବ ଉପ-ରାଷ୍ଟ୍ରପତି ନିର୍ବାଚନ

    ଉପ-ରାଷ୍ଟ୍ରପତି ନିର୍ବାଚନ ଲାଗି ନିର୍ବାଚନ କମିଶନ ପକ୍ଷରୁ ଅଗଷ୍ଟ ୫ରେ ମତଦାନ କରାଯିବ ବୋଲି ଘୋଷଣା କରାଯାଇଛି । ମୁଖ୍ୟ ନିର୍ବାଚନ କମିଶନର ନସିମ ଜୈଦି ଗୁରୁବାର ଗଣମାଧ୍ୟକୁ ସୂଚନା ଦେଇ କହିଛନ୍ତି ଯେ ଜୁଲାଇ ୪ରେ ନିର୍ବାଚନ ସମ୍ବନ୍ଧୀୟ ବିଜ୍ଞପ୍ତି...

  • ନିଉଜ ଆଲର୍ଟJun 29, 2017

    ୨୫ ବର୍ଷ ପରେ, ଅଜୟଙ୍କ ସହ ସମ୍ପର୍କକୁ ନେଇ ଖୁଲାସା କଲେ ତବୁ

    ଆକ୍ସନ ଫିଲ୍ମ ନିର୍ଦେଶକ ରୋହିତ ସେଟ୍ଟୀ ଦିପାବଳୀକୁ ଗୋଳମାଳ ଏଗେନ ମୁକ୍ତିଲାଭ କରିବାର ଯୋଜନା କରିଛନ୍ତି । ୨୫ ବର୍ଷ ପରେ ପୁଣି ଅଜୟ ଦେବଗନ ଓ ତବୁ ରୋମାନ୍ସ କରିବାର ନଜର ଆସିବେ । କିନ୍ତୁ ଫିଲ୍ମ ରିଲିଜ ପୂର୍ବରୁ...

  • ନିଉଜ ଆଲର୍ଟJun 29, 2017

    ଝିଅ ମାନଙ୍କ ପସନ୍ଦ କିପରି ପୁଅ ? ପଢନ୍ତୁ ଏହି ରିପୋର୍ଟ ...

    ଝିଅ ମାନେ ନିଜର ବୟଫ୍ରେଣ୍ଡ ବା ଜୀବନସାଥୀ ବାଛିବାରେ ବହୁତ ମୁଡି ଥାଆନ୍ତି ।ସାଧାରଣତଃ ଝିଅ ମାନେ ଫିଜିକାଲ ଫିଟ ତଥା ସ୍ମାର୍ଟ ଥିବା ପୁଅ ମାନଙ୍କୁ ଅଧିକ ପସନ୍ଦ କରିଥାଆନ୍ତି ।  ଏକ ସର୍ଭେରୁ ଜଣାପଡିଛି ଯେ ଝିଅ ମାନେ ନିଜ...

  • ନିଉଜ ଆଲର୍ଟJun 29, 2017

    ୨୯ଲକ୍ଷ ଟଙ୍କାର ପୁରୁଣା ନୋଟ ଜବତ, ୫ଗିରଫ

    ମିରଟ:ଉତ୍ତରପ୍ରଦେଶର ମିରଟ ଜିଲ୍ଲାରେ ପୁଲିସ ୨୯ଲକ୍ଷ ଟଙ୍କାର ପୁରୁଣା ନୋଟ ଜବତ କରିବା ସହ ଏହି ଘଟଣାରେ ଜଣେ ମହିଳା ସମେତ ୫ଜଣଙ୍କୁ ଗିରଫ କରିଛି ।ପଲ୍ଲବପୁରମ ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ ବୁଧବାର ରାତିରେ ମୋଦିପୁରମ ଫ୍ଲାଇଓଭର ଠାରେ ଗାଡି...

  • ନିଉଜ ଆଲର୍ଟJun 29, 2017

    ଇସ୍ରୋ ପକ୍ଷରୁ ଜିଏସଏଟି-୧୭ ଉପଗ୍ରହର ସଫଳ ଉତକ୍ଷେପଣ

    ବେଙ୍ଗାଲୁରୁ:ଭାରତର ଅତ୍ୟାଧୁନିକ ସଞ୍ଚାର ଉପଗ୍ରହ ଜିଏସଏଟି-୧୭କୁ ଇସ୍ରୋ ପକ୍ଷରୁ ଗୁରୁବାର ଏରିୟନସ୍ପେସର ଏକ ରକେଟ ମାଧ୍ୟମରେ ସଫଳତାର ସହ ମହାକାଶକୁ ପ୍ରକ୍ଷେପଣ କରାଯାଇଛି ।ଏହା  ଦକ୍ଷୀଣ ଆମେରିକାର  ଫ୍ରେଞ୍ଚଗୁୟାନାର କୋଓରୁ ଠାରୁ  ପ୍ରକ୍ଷେପଣ କରାଯାଇଛି ।୩୪୭୭ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି...

  • ନିଉଜ ଆଲର୍ଟJun 29, 2017

    ଟୟଲେଟ ସିଟରୁ ଅଧିକ କୀଟାଣୁ ପ୍ଲାଷ୍ଟିକ ବୋତଲରେ ରହିଥାନ୍ତି

    ନିକଟରେ କରାଯାଇଥିବା ସର୍ଭେରୁ ଜଣାପଡିଛି ଯେ, ଯେଉଁ ପ୍ଲାଷ୍ଟିକ ବୋତଲକୁ ଆମେ ପାଣି ପିଇବା ପାଇଁ ବ୍ୟବହାର କରୁଛେ ସେଥିରେ ଟୟଲେଟ ସିଟରୁ ଅଧିକ କୀଟାଣୁ ରହିଥାନ୍ତି । ଯାହା ରୋଗର ମୁଖ୍ୟ କାରଣ ହୋଇଥାଏ । ମିଳିଥିବା ରିପୋର୍ଟ ଅନୁଯାୟୀ...

  • ନିଉଜ ଆଲର୍ଟJun 29, 2017

    ରାଜ୍ୟକୁ ସହାୟତା ଦେବ ଡିଏଫ୍‌ଆଇଡି

      ଭୁବନେଶ୍ୱର :  ବ୍ରିଟେନ ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍‌ ଇଣ୍ଟରନ୍ୟାସନାଲ ଡେଭଲପ୍‌ମେଣ୍ଟ (ଡିଏଫ୍‌ଆଇଡି)ର ମୁଖ୍ୟ ଗେଭିନ୍‌ ମ୍ୟାକ୍‌ଗିଲ୍‌ଭାରୀ ବୁଧବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ଅବସରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ସହଯୋଗ ନେଇ ଆଲୋଚନା କରିଛନ୍ତି । ସାକ୍ଷାତ ଆଲୋଚନା ପରେ...

  • ନିଉଜ ଆଲର୍ଟJun 29, 2017

    ୫ ଓଡିଆ ଖେଳାଳିଙ୍କ ସଫଳତାର କାହାଣୀ ପଢନ୍ତୁ ଏହି ରିପୋର୍ଟ

    ଏସୀୟ ଦୌଡକୁଦ ପ୍ରତିଯୋଗିତାରେ ଓଡ଼ିଶାର ସମ୍ଭାବନା  ଭୁବନେଶ୍ୱର: ଜୁଲାଇ ୬ରୁ ୯ ପର୍ଯର୍୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ୨୨ତମ ଏସୀୟ ଦୌଡକୁଦ ପ୍ରତିଯୋଗିତା ପାଇଁ ୯୫ ଜଣିଆ ଭାରତୀୟ ଦଳରେ ଓଡିଶାରୁ ୫ଜଣ ଖେଳାଳି ସ୍ଥାନ ପାଇଛନ୍ତି । ପୂର୍ବରୁ ପଦକ ହାସଲ କରିଥିବା...

  • ନିଉଜ ଆଲର୍ଟJun 29, 2017

    ପହଞ୍ଚିଲେ ଭାରତୀୟ ଆଥ୍‌ଲେଟ

      ଭୁବନେଶ୍ୱର : ବାଂଲାଦେଶ ଓ ଶ୍ରୀଲଙ୍କା ପରେ ତୃତୀୟ ଦଳ ଭାବେ ବୁଧବାର ଭୁବନେଶ୍ୱରେ ପହଞ୍ଚିଛନ୍ତି ଭାରତୀୟ ଦଳର କିଛି ଆଥ୍‌ଲେଟ୍‌ । କଳିଙ୍ଗ ଷ୍ଟାଡିୟମରେ ଜୁଲାଇ ୬ରୁ ଖେଳାଯିବାକୁ ଥିବା ଏସୀୟ ଦୌଡକୁଦ ପ୍ରତିଯୋଗିତା ଲାଗି ୯୫ଜଣିଆ ଭାରତୀୟ ଆଥ୍‌ଲେଟଙ୍କ...

  • ନିଉଜ ଆଲର୍ଟJun 29, 2017

    ଅସଙ୍ଗତି ଦୂର ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

      ଭୁବନେଶ୍ୱର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦ୍ୱାଦଶଶ୍ରେଣୀ ପରୀକ୍ଷାଫଳ ଅସଙ୍ଗତି ଦୂର ନେଇ ବୁଧବାର ଓଡ଼ିଶା ଅଭିଭାବକ ମହାସଂଘର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି  । ଛାତ୍ରଛାତ୍ରୀଙ୍କ ସମସ୍ୟା ସମ୍ପର୍କରେ ସେ ଅବଗତ ଅଛନ୍ତି...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |