• ନିଉଜ ଆଲର୍ଟJun 30, 2017

    ବଣେଇ ଆଡିସନାଲ ଏସପିଙ୍କ ନିକଟରେ ଜଣେ ମାଓବାଦୀଙ୍କ ଅତ୍ମସମର୍ପଣ

    ବଣେଇ: ଆଜି ଜଣେ ମାଓବଦୀ ବଣେଇ ଆଡିସନାଲ ଏସପି ପ୍ରଶାନ୍ତ କୁମାର ଜେନାଙ୍କ ନିକଟରେ ଅତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଆତ୍ମସମର୍ପଣ କରିଥିବା ମାଓବାଦୀ ଜଣଙ୍କ ହେଲେ ସୁନ୍ଦରଗଡ ଜିଲାର ଚନ୍ଦିପଶ ଅଞ୍ଚଳର ଧର୍ମଜିତ ଓରଫ ଧର୍ମସିଂ (୪୨) ।...

  • ନିଉଜ ଆଲର୍ଟJun 30, 2017

    ରଥରେ ଶ୍ରୀ ଜୀଉଙ୍କୁ ଦର୍ଶନ କରିଥିଲେ ଶ୍ରୀଚୈତନ୍ୟ

    ପୁରୀ: ୧୫୧୪ରେ ଅନୁଷ୍ଠିତ ରଥଯାତ୍ରାରେ ଶ୍ରୀଚୈତନ୍ୟ ରଥ ଉପରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ  । ପ୍ରଭୁଙ୍କୁ ଦେଖି ସେ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ  । କହିଲେ :- ଯେଉଁ କୁରୁକ୍ଷେତ୍ରର ଶ୍ରୀକୃଷ୍ଣଙ୍କୁ ମୁଁ ଖୋଜୁଥିଲି ଆଜି ସେହି ପ୍ରାଣନାଥଙ୍କୁ ପାଇଲି  ।...

  • ନିଉଜ ଆଲର୍ଟJun 30, 2017

    ଆଜି ତିନିରଥଙ୍କ ଦକ୍ଷିଣ ମୋଡ଼

    ପୁରୀ: ସପ୍ତମୀ ତିଥିରେ ଶୁକ୍ରବାର ତିନିରଥ ଦକ୍ଷିଣମୋଡ କରାଯିବ  । ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ତାଳଧ୍ୱଜ, ନନ୍ଦିଘୋଷ ଏବଂ ଦର୍ପଦଳନ ରଥକୁ ଟଣାଯାଇ ନାକଚଣା ଦ୍ୱାରକୁ ଅଣାଯିବ  । ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ସକାଳଧୂପ ସରିବା ପରେ ପୂଜାପଣ୍ଡା...

  • ନିଉଜ ଆଲର୍ଟJun 30, 2017

    ସ୍ୱାସ୍ଥ୍ୟ କେନ୍ଦ୍ରର ଦୂରାବସ୍ଥା ଓ ରେଲୱ ଓଭର ବ୍ରିଜ୍‌ ନିର୍ମାଣ ନେଇ ବାମରାରେ ରାସ୍ତାରୋକ

    କୁଚିଣ୍ଡା: ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ବାମରା ବ୍ଳକର ସ୍ଥାନୀୟବାସିନ୍ଦା ବିଭିନ୍ନ ଦାବି ନେଇ ଆଜି ରାସ୍ତା ଅବରୋଧ କରିଛନ୍ତି । ଗୋବିନ୍ଦପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ ଜଣ ଡାକ୍ତର ପଦବୀ ପୂରଣ ଏବଂ ରେଲୱ ଓଭର ବ୍ରିଜ୍‌ ନିର୍ମାଣ...

  • ନିଉଜ ଆଲର୍ଟJun 30, 2017

    ଆଧାର ସହ ଲିଙ୍କ୍‌ ନହେଲେ ବି ରଦ୍ଦ ହେବନି ପ୍ୟାନକାର୍ଡ

    ନୂଆଦିଲ୍ଲୀ : ଆଧାର ଏବଂ ପା୍ୟନକାର୍ଡ ଲିଙ୍କ୍‌ ହୋଇନଥିଲେ ମଧ୍ୟ ପ୍ୟାନକାର୍ଡକୁ ଅବୈଧ ଘୋଷଣା କରାଯିବ ନାହିଁ । ଆଧାର ସହ ପ୍ୟାନ କାର୍ଡକୁ ସଂଯୋଗକୁ ସରକାର ବାଧ୍ୟତାମୂଳକ କରିଥିଲେ ଏବଂ ଏହି ପ୍ରକ୍ରିୟାକୁ ଜୁଲାଇ ୧ ତାରିଖ ପୂର୍ବରୁ ଶେଷ...

  • ନିଉଜ ଆଲର୍ଟJun 30, 2017

    ରାଜ୍ୟର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

    ବ୍ରହ୍ମପୁର: ବ୍ରହ୍ମପୁର ସହର ତଥା ଗଞ୍ଜାମ ଜିଲାର ପ୍ରଥମ ଡେଙ୍ଗୁ ରୋଗୀକୁ ଚିହ୍ନଟ ହୋଇଛି । ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ସୂର୍ଯ୍ୟ ବେହେରା(୨୦)ଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଚଳିତ ବର୍ଷ ଏହା ଜିଲାର ପ୍ରଥମ ଡେଙ୍ଗୁ...

  • ନିଉଜ ଆଲର୍ଟJun 30, 2017

    ଜିଏସଟି ଲାଗୁ ନଥିବା ସାମଗ୍ରୀ

    ନୂଆଦିଲ୍ଲୀ: ଜୁଲାଇ ୧ରୁ ସମଗ୍ର ଦେଶରେ ଲାଗୁ ହେବାକୁ ଯାଉଛି ଦ୍ରବ୍ୟ ଓ ସେବା କର ଅଥବା ଜିଏସଟି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଉଥିବା ଏହି କର ବ୍ୟବସ୍ଥାରେ ସମଗ୍ର ଦେଶରେ ଏକ ପ୍ରକାରର କର ଲାଗୁ କରାଯିବ...

  • ନିଉଜ ଆଲର୍ଟJun 30, 2017

    ଦିଲ୍ଲୀ: ୧କୋଟି ଡକାୟତି ଅଭିଯୋଗରେ ୭ଗିରଫ

    ନୂଆଦିଲ୍ଲୀ:ଦକ୍ଷୀଣ ଦିଲ୍ଲୀସ୍ଥିତ ଏକ ବେପାରୀଙ୍କ ଘରୁ କିଛି ନଗଦ ଟଙ୍କା ଓ ପ୍ରାୟ ୧କୋଟି ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବାର ଅଭିଯୋଗ ହୋଇଛି । ପୁଲିସ ଘଟଣାର ତଦନ୍ତ କରିବା ସହ ଏଥିରେ ସଂପୃକ୍ତ ଥିବା ୭ଜଣ ଅପରାଧୀଙ୍କୁ ଗିରଫ...

  • ନିଉଜ ଆଲର୍ଟJun 30, 2017

    ଜାଣନ୍ତୁ କେଉଁ ଫଟୋ ଘରେ ଲଗାଇବା ଅନୁଚିତ୍‌

    ଜାଣନ୍ତୁ କେଉଁ ଫଟୋ କାନ୍ଥରେ ଲଗାଇବା ଅନୁଚିତ୍‌ ଘରେ ବିଭିନ୍ନ ପ୍ରକାର ଫଟୋ ଲଗାଇବାକୁ ଲୋକେ ପସନ୍ଦ କରିଥାନ୍ତି । କିନ୍ତୁ ଜଣା ନ ଥାଏ ଯେ ଏହି ଫଟୋ ଘର ପରିବାର ଉପରେ କୁପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା କେଉଁ...

  • ନିଉଜ ଆଲର୍ଟJun 30, 2017

    ଜିଏସଟି: ସ୍ୱାଧିନତା ପରେ ସଂସଦରେ ୩ଥର ବସିଛି ‘ମିଡନାଇଟ ସେଶନ’

    ନୂଆଦିଲ୍ଲୀ:ଶୁକ୍ରବାର ରାତିରେ ସଂସଦର ବିଶେଷ ଅଧିବେଶନ ବସାଯାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ  ସମଗ୍ର ଦେଶରେ ବସ୍ତୁ ଓ ସେବା କର ଅଥବା ଜିଏସଟି ଲାଗୁ କରାଯିବ ।ତେବେ ଭାରତ ଇତିହାସରେ ଚତୁର୍ଥ ଥର ପାଇଁ ଆଜି ସଂସଦର ସେଣ୍ଟ୍ରାଲ ହଲରେ ମଧ୍ୟରାତ୍ର...

  • ନିଉଜ ଆଲର୍ଟJun 30, 2017

    ମୋସୁଲକୁ ଦଖଲ କଲେ ଇରାକ ସରକାର

      ମୋସୁଲ : ଇରାକ ସରକାର ମୋସୁଲ ଉପରେ ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି । ଇସଲାମିକ ଷ୍ଟେଟ (ଆଇଏସ୍‌) ଆତଙ୍କବାଦୀ ମୋସୁଲ ସହରକୁ ତିନିବର୍ଷ ଧରି ଅଧିକାର କରି ରଖିଥିବାବେଳେ ଗୁରୁବାର ଏହା ସରକାରଙ୍କ ଅଧୀନକୁ ଆସୁଛି । ବିଜୟ ରୂପକ...

  • ନିଉଜ ଆଲର୍ଟJun 30, 2017

    ଭୁବନେଶ୍ୱରରୁ ଘରୋଇ ବିମାନ ସେବା

      ଭୁବନେଶ୍ୱର :ଓଡ଼ିଶାକୁ ସିଧାସଳଖ ବିଦେଶ ସହିତ ଯୋଡ଼ିଥିବା ଏୟାର ଏସିଆ ଏବେ ଖୁବ୍‌ଶୀଘ୍ର ଘରୋଇ ବିମାନ ସେବା ଆରମ୍ଭ କରିବାକୁ ଯାଉଛି । ଏୟାର ଏସିଆ ବିମାନ ଏବେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଏବେ କ୍ୱାଲାଲୁମ୍ପୁରୁ ସମେତ ଭାରତର କିଛି...

  • ନିଉଜ ଆଲର୍ଟJun 30, 2017

    ଅନ୍‌ଲାଇନ୍‌ ଜମି ପଟ୍ଟା !

      ଭୁବନେଶ୍ୱର : ଜନସାଧାରଣଙ୍କ ଜମିଜମା ସଂକ୍ରାନ୍ତୀୟ ବହୁବିଧ ସମସ୍ୟାକୁ ଲାଘବ କରିବାପାଇଁ ଖୁବ୍‌ଶୀଘ୍ର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଅନ୍‌ଲାଇନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବାକୁ ନିଷ୍ପତ୍ତି ହୋଇଛି । ଏନେଇ ଗୁରୁବାର ବିଭାଗୀୟ ସଚିବ ଚନ୍ଦ୍ରଶେଖର କୁମାରଙ୍କ ଅଧ୍ୟକ୍ଷତାରେ...

  • ନିଉଜ ଆଲର୍ଟJun 30, 2017

    ବିଶ୍ୱ ବ୍ୟାଡ୍‌ମିଣ୍ଟନ ମାନ୍ୟତା: ଶୀର୍ଷ-୧୦ରେ କେ. ଶ୍ରୀକାନ୍ତ

      ନୂଆଦିଲ୍ଲୀ : କ୍ରମାଗତ ୨ ସପ୍ତାହରେ ୨ଟି ସୁପର ସିରିଜ୍‌ ଟାଇଟଲ ଜିତିବା ପରେ ଭାରତୀୟ ବ୍ୟାଡ୍‌ମିଣ୍ଟନ ତାରକା କିଦାମ୍ବି ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍‌ସ ମାନ୍ୟତାର ଶୀର୍ଷ-୧୦ରେ ପହଞ୍ଚିଛନ୍ତି । ଗୁରୁବାର ପ୍ରକାଶିତ ସଦ୍ୟତମ ମାନ୍ୟତା ତାଲିକାରେ ଶ୍ରୀକାନ୍ତ ୮ମ ସ୍ଥାନରେ...

  • ନିଉଜ ଆଲର୍ଟJun 30, 2017

    ତାରକାଙ୍କ ଗହଣରେ ଝଲସିବ ସେଣ୍ଟ୍ରାଲ ହଲ୍‌

    ନୂଆଦିଲ୍ଲୀ : ସାରା ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସଟି) ଜୁଲାଇ ୧ତାରିଖରୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୩୦ତାରିଖ  ମଧ୍ୟରାତ୍ରରେ ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଐତିହାସିକ ମହୂର୍ତ୍ତକୁ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |