• ନିଉଜ ଆଲର୍ଟAug 13, 2017

    ଜନ୍ମାଷ୍ଟମିରେ କରନ୍ତୁ ଏହି ଉପାୟ ମିଳିବ ସନ୍ତାନ ସୁଖ ବନିବେ ଧନଶାଳୀ

    ଯଦି ଆପଣ ଆର୍ଥିକ ସମସ୍ୟା ଦେଇ ଗତିକରୁଛନ୍ତି କିମ୍ବା ବିବାହରେ ବିଳମ୍ବ ଘଟୁଛି ତଥା ସନ୍ତାନ ହୀନତାର ଦୁଃଖ ଭୋଗୁଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ ଜନ୍ମାଷ୍ଟମି କରିବାଦ୍ୱାରା ଏସବୁ ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ । ଆସନ୍ତୁ ଜାଣିବା ପବିତ୍ର...

  • ନିଉଜ ଆଲର୍ଟAug 13, 2017

    ପାକିସ୍ଥାନରେ ବୋମା ବିସ୍ଫୋରଣ; ୧୭ ମୃତ,୨୦ରୁ ଉଦ୍ଧ୍ୱ ଆହତ

    କରାଚି: ପାକିସ୍ଥାନର କ୍ୱେଟା ସହରରେ ଶନିବାର ଘଟିଥିବା ଏକ ବୋମା ବିସ୍ଫୋରଣରେ ୧୭ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଉଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ପିସିନ ବସଷ୍ଟପ ନିକଟରେ ଥିବା ଏକ ପାର୍କିଂରେ ଘଟିଥିବାର ସୂଚନା ମିଳିଛି...

  • ନିଉଜ ଆଲର୍ଟAug 13, 2017

    ଶୋପିୟାରେ ସେନା - ଆତଙ୍କବାଦୀ ସଂଘର୍ଷ ଜାରି ;୩ଯବାନ ଶହୀଦ ,୩ ଆହତ

    ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରର ଶୋପିୟା ଜିଲାରରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ସେନା ପକ୍ଷରୁ ଶୋପିୟା ଜିଲାର ଅବନିରା ଗ୍ରାମରେ  ଥିବା ଆତଙ୍କବାଦୀ ମାନଙ୍କୁ ଚାରିଆଡୁ ଘେରାଯାଇଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି...

  • ନିଉଜ ଆଲର୍ଟAug 13, 2017

    ରବିବାର ରାଶିଫଳ

    ମେଷ: ଗୃହ କାର୍ଯ୍ୟରେ ମନଦେଇ ପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ । ଶାରୀରିକ ଶକ୍ତି ବୃଦ୍ଧି ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମୋକଦ୍ଦମାରେ ବିଜୟୀ ହେବେ । ଧନ-ସମ୍ପଦ ଭରପୂର ରହିବ...

  • ନିଉଜ ଆଲର୍ଟAug 13, 2017

    ଜେଲରେ ୧୭ଦିନର ଉପବାସ ଭଙ୍ଗ କଲେ ମେଧା ପାଟକର

    ଧାର:ନର୍ମଦା ନଦୀ ଉପରେ ଥିବା ସରଦାର ସରୋବର ଡ୍ୟାମର ଉଚ୍ଚତା ବୃଦ୍ଧି ଦ୍ୱାରା ଗ୍ରାମବାସୀ ମାନଙ୍କ ହେଉଥିବା କ୍ଷତି ବିରୋଧରେ ଲଢୁଥିବା ତଥା ନର୍ମଦା ବଞ୍ଚାଓ ଆନେ୍ଦାଳନର ମୁଖ୍ୟ ମେଧା ପାଟକର ଶନିବାର ଧାର ଜେଲରେ ନିଜର ଅନଶନ ଭଙ୍ଗ କରିଛନ୍ତି...

  • ନିଉଜ ଆଲର୍ଟAug 12, 2017

    ତଣ୍ଟିରେ ଲାଗିଥିବା କଣ୍ଟା ବାହାର କରିପାରୁନି ଚୀନ

    ବେଜିଂ : ଡୋକଲାମ ପ୍ରସଙ୍ଗରେ ଚୀନ୍‌ ନିଜ ଦେଶବାସୀଙ୍କୁ ଭୁତାଇ ଚାଲିଛି । ନିଜେ କରିଥିବା ଭୁଲ ଢ଼ାଙ୍କିବା ପାଇଁ ଚୀନ୍‌ ଏଭଳି କରୁଥିବା କ୍ରମଶଃ ସ୍ପଷ୍ଟ ହେଲାଣି । ଭୁଟ୍ଟାନ ସରକାରଙ୍କ ପକ୍ଷରୁ ଦୁଇ ଦିନ ପୂର୍ବେ ପ୍ରକାଶିତ ବିଜ୍ଞପ୍ତି...

  • ନିଉଜ ଆଲର୍ଟAug 12, 2017

    ମିଶ୍ରରେ ଟ୍ରେନ ଦୁର୍ଘଟଣା : ୪୧ମୃତ, ୧୮୦ଆହତ

    କାହିରା:ମିଶ୍ରର ଆଲେକଜାଣ୍ଡ୍ରିଆ ସହରରେ ଶୁକ୍ରବାର ଦୁଇଟି ଟ୍ରେନ ପରସ୍ପର ସହ ଧକ୍କା ଲାଗିବା ଫଳରେ ୪୧ଜଣଙ୍କ ମୃତ୍ୟୁ ଘଟିବା ସହ ୧୮୦ଜଣ ଆହତ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ  ମିଶ୍ରର ରାଜଧାନୀ କାହିରାଠୁ  ଆଲେକଜାଣ୍ଡ୍ରିଆ ଯାଉଥିବା ଟ୍ରେନଟି...

  • ନିଉଜ ଆଲର୍ଟAug 12, 2017

    ସୁଟିଂ ସେଟରେ ଅମିତାଭ ଆହତ

    ନୂଆଦିଲ୍ଲୀ : ବଲିଉଡ ଚଳଚ୍ଚିତ୍ର ‘ଠଗ୍‌ସ  ଅଫ ହିନ୍ଦୋସ୍ଥାନ’ର ସୁଟିଂ ସମୟରେ ଅଭିନେତା ଅମିତାଭ ବଚ୍ଚନ ଆହତ ହୋଇଛନ୍ତି । ବଲିଉଡ୍‌ ଡଟ୍‌ କମ୍‌ର ରିପୋର୍ଟ ଅନୁଯାୟୀ ଅମିତାଭଙ୍କ ପଞ୍ଜରା ହାଡ ଭାଙ୍ଗିଛି । ପଞ୍ଜରାହାଡ ଭାଙ୍ଗିବା ସତ୍ତ୍ୱେ ଅମିତାଭ ତାଙ୍କର...

  • ନିଉଜ ଆଲର୍ଟAug 12, 2017

    କଏଦୀଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ କାରାଗାର

    କାନସାସ : କଏଦୀମାନଙ୍କ ପାଇଁ ଶୀତତାପ ନିୟନ୍ତ୍ରିତ (ଏସି) କାରାଗାର  । ଆଶ୍ଚର୍ଯ୍ୟ ହେଲେ ବି ସତ  । ଆମେରିକାର କାନସାସ ପ୍ରଦେଶ ସରକାର ଏଠାକାର କଏଦୀମାନଙ୍କ ପାଇଁ ଏସି  କାରାଗାର ତିଆରି କରିବାକୁ ଯାଉଛନ୍ତି । ଜେଲ୍‌ର କଏଦୀଙ୍କ ଠାରୁ...

  • ନିଉଜ ଆଲର୍ଟAug 12, 2017

    ଗୋରଖପୁର ଶିଶୁ ମୃତ୍ୟୁ ସାମୁହିକ ହତ୍ୟାକାଣ୍ଡ : କୈଳାଶ ସତ୍ୟାର୍ଥୀ

    ୱାଶିଂଟନ : ନେବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ ଗୋରଖପୁରରେ ଶିଶୁ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି  । ଏଥିପାଇଁ ସେ ଉତ୍ତର ପ୍ରଦେଶ ସରକାରଙ୍କୁ ଦାୟୀ କରିଛନ୍ତି । ଆମ ପିଲାମାନଙ୍କ ପାଇଁ  ସ୍ୱାଧୀନତାର ୭୦ ବର୍ଷର...

  • ନିଉଜ ଆଲର୍ଟAug 12, 2017

    ଓଭରବ୍ରିଜ କାମ ପାଇଁ ଟ୍ରେନ୍‌ ବାତିଲ୍‌

    ଭୁବନେଶ୍ୱର : ପଟିଆ ରେଳ ଷ୍ଟେସନ୍‌ ଠାରେ ଏକ ଫୁଟ୍‌ ଓଭର ଓଭରବ୍ରିଜ ନିର୍ମାଣ କାର୍ଯ୍ୟ ପାଇଁ ରବିବାର କଟକ-ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା କିଛି ଟ୍ରେନ୍‌ ପ୍ରଭାବିତ ହେବାକୁ ଯାଉଛି । ସକାଳ ୮ଟାରୁ ପୂର୍ବାହ୍ନ ୧୨ଟା ପର୍ଯ୍ୟନ୍ତ ପୋଲ...

  • ନିଉଜ ଆଲର୍ଟAug 12, 2017

    ଡେଙ୍ଗୁ କବଳରେ ୨୪ ଜିଲା ; ଦୁଇଦିନରେ ୨ଜଣଙ୍କ ମୃତ୍ୟୁ

    ଭୁବନେଶ୍ୱର: ରାଜ୍ୟରେ ଏବେ ସ୍ୱାଇନ୍‌ଫ୍ଲୁ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାବେଳେ ତାକୁ ତାଳଦେଇ ଡ଼େଙ୍ଗୁ ମଧ୍ୟ ବଢ଼ି ଚାଲିଛି । ଇତିମଧ୍ୟରେ ୧୫ଜିଲାରେ ସ୍ୱାଇନ୍‌ଫ୍ଲୁ ନିଜର ସ୍ଥିତି ଜାହିର କରିଥିବାବେଳେ ଡେଙ୍ଗୁ କିନ୍ତୁ ୨୪ ଜିଲାକୁ କବଳିତ କରିସାରିଲାଣି । ଶନିବାର...

  • ନିଉଜ ଆଲର୍ଟAug 12, 2017

    ଡୋକଲାକ ବିବାଦ ; ଚୀନର ପିଲାଳିଆମୀ

    ୱାଶିଂଟନ : ଡୋକଲାମ ବିବାଦରେ ଚୀନ ଯେଉଁ ବ୍ୟବହାର ପ୍ରଦର୍ଶନ କରୁଛି ତାହା ପିଲାଳିଆମୀର ପରିଚୟ । ଅନ୍ୟ ପଟେ ଭାରତ ଯେଉଁ ଆଭିମୁଖ୍ୟ ପ୍ରଦର୍ଶନ କରୁଛି ତାହା ବେଶ ପରିପକ୍ୱତାର ନିଦର୍ଶନ ବୋଲି ଆମେରିକାର ଜଣେ ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି...

  • ନିଉଜ ଆଲର୍ଟAug 12, 2017

    ଗଛରେ ପିଟି ହୋଇ ଜଳି ଗଲା କାର, ବର୍ତ୍ତିଗଲେ ୪ ଜଣ ଯାତ୍ରୀ

    ନୟାଗଡ଼ନୟାଗଡ ଜିଲା ନୂଆ ଗାଁ ନିକଟରେ ରାସ୍ତାପାର୍ଶ୍ୱରେ ଥିବା ଏକ ଗଛରେ ପିଟି ହୋଇଯିବାରୁ ଏକ କାର ଜଳିଯାଇଛି। କାର ଚାଳକ କାର ଉପରୁ ନିୟନ୍ତ୍ରଣ ହରାଇଥିବାରୁ ଏହା ଗଛରେ ପିଟି ହୋଇଯାଇଥିଲା। ଏଥିରେ ଥିବା ୪ ଜଣ ଯାତ୍ରୀ ଗୁରୁତର...

  • ନିଉଜ ଆଲର୍ଟAug 12, 2017

    ହାଇକୋର୍ଟରେ ଲୋକ ଅଦାଲତ, ୮୩ ମାମଲା ଫଇସଲା

    କଟକ : ଓଡ଼ିଶା ହାଇକୋର୍ଟରେ ଶନିବାର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଜଷ୍ଟିସ ସଞ୍ଜୁ ପଣ୍ଡା, ଜଷ୍ଟିସ ବିଶ୍ୱଜିତ ମହାନ୍ତି, ଜଷ୍ଟିସ ବିଶ୍ୱନାଥ ରଥ,  ଜଷ୍ଟିସ ସଙ୍ଗମ କୁମାର ସାହୁ, ଜଷ୍ଟିସ  ଏସ ଏନ ପ୍ରସାଦ,...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |