• ନିଉଜ ଆଲର୍ଟJul 02, 2017

    ଏସିଡିଟିରେ କଷ୍ଟ ପାଉଛନ୍ତି କି ? ଆପଣାନ୍ତୁ ଏହି ୫ଟି ଉପାୟ ...

    ଅନେକ ସମୟରେ ମସଲା ଯୁକ୍ତ ଖାଦ୍ୟ ତଥା ଫାଷ୍ଟଫୁଡ ଆଦି ଖାଇବା ଦ୍ୱାରା ଏସିଡିଟି ସମସ୍ୟା ଦେଖାଦେଇଥାଏ ।ସାଧାରଣତଃ ଅତ୍ୟଧିକ ତେଲଯୁକ୍ତ ଖାଦ୍ୟ ଖାଉଥିବା ଲୋକଙ୍କୁ ବେଶି ଏସିଡିଟି ଦେଖାଦେଇଥାଏ । ତେବେ ବିନା ଓøଷଧରେ ମଧ୍ୟ ଆପଣ ଏସିଡିଟି ସମସ୍ୟାରୁ...

  • ନିଉଜ ଆଲର୍ଟJul 02, 2017

    ସାମୁଦ୍ରିକ ସିଂହ କବଳରୁ ଅଳ୍ପକେ ବର୍ତ୍ତିଲେ ଯୁବତୀ ; ଦେଖନ୍ତୁ ରୋମାଞ୍ଚକର ଭିଡିଓ...

    ନିକଟରେ ଇଣ୍ଟରନେଟରେ ଭାଇରାଲ ହୋଇଥିବା ଏକ ଭିଡିଓ ବେଶ ଚର୍ଚ୍ଚାରେ ରହିଛି । ଏହି ଭିଡିଓରେ କାନାଡାର ପଶ୍ଚିମ ତଟରେ ଥିବା ଡକ ନିକଟରେ ଏକ ଝିଅଟି  ସାମୁଦ୍ରିକ ସିଂହ (ସି ଲାୟନ)କୁ ଖାଇବାକୁ ଦେଇ ମଜା ନେଉଥିବା ବେଳେ ହଠାତ...

  • ନିଉଜ ଆଲର୍ଟJul 02, 2017

    ଏସିଡ ମାଡ ପୀଡିତାଙ୍କୁ , ପୁଣି ଏସିଡ ମାଡ

    ଲକ୍ଷ୍ନୌ: ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ଯୁବତୀଙ୍କ ଉପରେ ପୁଣି ଏସିଡ ମାଡ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ପ୍ରକାଶ ଯେ, ଲକ୍ଷ୍ନୌ ସ୍ଥିତ ଏକ ଘରୋଇ ହଷ୍ଟେଲରେ ରହୁଥିବା ଯୁବତୀ ଜଣଙ୍କୁ ଗତ ମାର୍ଚ୍ଚ ମାସରେ ଏସିଡ୍‌ ମାଡ...

  • ନିଉଜ ଆଲର୍ଟJul 02, 2017

    କାଶ୍ମୀର ସ୍ୱାଧିନତା ଲାଗି ସଂଘର୍ଷ ଜାରୀ ରହିବ : ସଲ୍ଲାହୁଦ୍ଦିନ

    ଆମେରିକା ଦ୍ୱାରା ବିଶ୍ୱ ସ୍ତରରେ ଆତଙ୍କବାଦୀ ରୁପେ ଘୋଷିତ ହେବାର ଏକ ସପ୍ତାହ ପରେ ମୁହଁ ଖୋଲିଛନ୍ତି  ହିଜବୁଲ ସଂଗଠନର ମୁଖ୍ୟ ସୟଦ ସଲାହୁଦ୍ଦିନ ।  କାଶ୍ମୀର ସ୍ୱାଧିନତା ପାଇଁ ସଂଘର୍ଷ ଜାରି ରହିବ ବୋଲି ଶନିବାର ମୁଜାଫରବାଦରେ ଆୟୋଜିତ ଏକ...

  • ନିଉଜ ଆଲର୍ଟJul 02, 2017

    ୩୦ କୋଟି ଟଙ୍କା ଜମି ହଡପ ମାମଲାରେ ଜେଟ ଏୟାରୱେଜର ସିକ୍ୟୁରିଟି ମୁଖ୍ୟ ଗିରଫ

    ସାହିବାବାଦ:ଅବୈଧ ଉପାୟରେ ଜମି କବଜା ଅଭିଯୋଗରେ ଜେଟ ଏୟାରୱେଜର ସୁରକ୍ଷା ମୁଖ୍ୟ ଅଧିକାରୀ ଅବନିତ ସିଂହ ବେଦୀଙ୍କୁ ପୁଲିସ ସାହିବାବାଦରୁ ଗିରଫ କରିଛି  ।ସୂଚନା ଅନୁଯାଇ ଅବନିତ ସିଂହ ବେଦୀ ଗାଜିଆବାଦ ନଗର ନିଗମର ପ୍ରାୟ ୩୦କୋଟି ଟଙ୍କା ମୂଲ୍ୟର  ସମ୍ପତ୍ତି...

  • ନିଉଜ ଆଲର୍ଟJul 02, 2017

    ଆମେରିକାରେ ଧାର୍ମିକ ସ୍ୱାଧିନତାର ସୁରକ୍ଷା ଲାଗି ଶପଥ ନେଲେ ଟ୍ରମ୍ଫ

    ୱାସିଂଟନ:ଆମେରିକାରେ ଧାର୍ମିକ ସ୍ୱାଧିନତାର ସୁରକ୍ଷା ତଥା ଏହାର ପ୍ରସାର ପାଇଁ ଶପଥ ନେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ।ଖ୍ରୀଷ୍ଟିୟାନ ସମ୍ପ୍ରଦାୟ ପକ୍ଷରୁ ଆୟୋଜିତ ଏକ ସଭାରେ ଯୋଗ ଦେଇ ଟ୍ରମ୍ପ ଆତଙ୍କବାଦକୁ ବିଶ୍ୱରେ ଧାର୍ମିକ ସ୍ୱତନ୍ତ୍ରତାର ବଡ ଶତ୍ରୁ ବୋଲି ପ୍ରକାଶ...

  • ନିଉଜ ଆଲର୍ଟJul 02, 2017

    ପାକିସ୍ଥାନ ଜେଲରେ ୫୪୬ ଭାରତୀୟ ବନ୍ଦୀ

    ଇସଲାମାବାଦ: ପାକିସ୍ଥାନ ଜେଲରେ ଥିବା ଭାରତୀୟ ବନ୍ଦୀ ମାନଙ୍କର ଏକ ତାଲିକା ପାକିସ୍ଥାନ ସରକାରଙ୍କ ପକ୍ଷରୁ ଭାରତୀୟ ଉଚ୍ଚ ଆୟୋଗଙ୍କୁ ପ୍ରଦାନ କରାଯାଇଛି ।ଏହି ତାଲିକା ଅନୁସାରେ ବର୍ତ୍ତମାନ ପାକିସ୍ଥାନ ଜେଲରେ ପ୍ରାୟ ୫୪୬ଜଣ ଭାରତୀୟ ବନ୍ଦୀ ଥିବାର ସୂଚନା ମିଳିଛି...

  • ନିଉଜ ଆଲର୍ଟJul 02, 2017

    ଦିଲ୍ଲୀ: ତିନି ମହଲା ଘର ଭୁଷୁଡି ୪ଆହତ

    ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀର ଲକ୍ଷ୍ମୀନଗରଠାରେ ଏକ ତିନି ମହଲା ଘର ଭୁଷୁଡିବା ଦ୍ୱାରା ୪ଜଣ ଆହତ ହୋଇଥିବା ବେଳେ ବହୁ ଲୋକ ମଳବାରେ ଚାପି ହୋଇରହିଥିବାର ଆଶଙ୍କା କରାଯାଉଛି  ।ଶନିବାର ବିଳମ୍ବିତ ରାତ୍ରୀରେ ଏହି ଘରଟି ଭୁଷୁଡି ପଡିବା ଦ୍ୱାରା ୪ଜଣଙ୍କୁ ଆହତ...

  • ନିଉଜ ଆଲର୍ଟJul 02, 2017

    ୩ରେ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ

      ଭୁବନେଶ୍ୱର : ବିଜେପିର‘ମୋ ବୁଥ୍‌ ସବୁଠୁ ମଜବୁତ୍‌’  କାର୍ଯ୍ୟକ୍ରମ ନିମନ୍ତେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ସେମବାର ଦିନ  ଓଡ଼ିଶା ଆସୁଛନ୍ତି  । ତାଙ୍କର ଏହି  ଗସ୍ତକୁ ନେଇ  ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ପଡିଛି  । ଗତ ଏପ୍ରିଲ...

  • ନିଉଜ ଆଲର୍ଟJul 02, 2017

    ଜିଏସଟି ପ୍ରତିକ୍ରିୟା..... ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

      ଗତ ଶନିବାର ଠାରୁ ସାମଗ୍ରୀ ଓ ସେବା କର(ଜିଏସଟି)ଲାଗୁ ହେବା ପରେ ବିଭିନ୍ନ ମହଲରେ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି  । ପୂର୍ବରୁ ବିଜେଡି ଜିଏସଟିକୁ ସମର୍ଥନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ ଜରିଆରେ ନିଜର ପ୍ରତିକ୍ରିୟା ପ୍ରକାଶ...

  • ନିଉଜ ଆଲର୍ଟJul 02, 2017

    ଜିଏସଟି ପରିସରଭୁକ୍ତ ହେଲାନି ପେଟ୍ରୋଲିୟମ ଦ୍ରବ୍ୟ

      ନୂଆଦିଲ୍ଲୀ : ଜୁଲାଇ ପହିଳାରୁ ଦେଶବ୍ୟାପୀ ସେବା ଓ ସେବା କର(ଜିଏସଟି) ଲାଗୁ ହୋଇଛି  ।   ପେଟୋଲିୟମ ଓ   ପେଟୋଲିୟମ ଜାତଦ୍ରବ୍ୟକୁ ଜିଏସଟି ପରିସରଭୁକ୍ତ କରାଯାଇ ନାହିଁ  । କେତେକ ରାଜ୍ୟରେ ଥିବା ସମସ୍ୟା ପରିପ୍ରେକ୍ଷୀରେ ଏହାକୁ ଜିଏସଟି...

  • ନିଉଜ ଆଲର୍ଟJul 02, 2017

    ୨ବାଇକ ମୁହାଁମୁହିଁ ଧକ୍କା ୩ ମୃତ, ଜଣେ ଗୁରୁତର

      ନୟାଗଡ଼ : ନୟାଗଡ଼ ଜିଲା ଓଡଗାଁ ଦମକଳ କେନ୍ଦ୍ର ସମ୍ମୁଖ ୨୧ନଂ ନୟାଗଡ଼-ଭଞ୍ଜନଗର ରାଜ୍ୟ ରାଜପଥରେ ଶନିବାର ରାତିରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଯୁବକଙ୍କ ମୃତୁ୍ୟ  ଘଟିଛି । ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତରଙ୍କୁ...

  • ନିଉଜ ଆଲର୍ଟJul 02, 2017

    ଆଜି ଭାରତ-ପାକିସ୍ଥାନ ମୁକାବିଲା

      ଡର୍ବି: ମହିଳା କ୍ରିକେଟ ବିଶ୍ୱକପ୍‌ରେ ଭାରତ ଆଜି  ତା’ର ଚିର ପ୍ରତିଦ୍ୱନ୍ଦୀ ପାକିସ୍ଥାନକୁ ଭେଟୁଛି  । ଭାରତୀୟ ମହିଳା କ୍ରିକେଟ ନିଜର ବିଜୟ ଅଭିଯାନ ଜାରି ରଖିଛି ।  ଇଂଲଣ୍ଡକୁ ଉଦ୍‌ଘାଟନୀ ମ୍ୟାଚ୍‌ରେ ୩୫ ରନ୍‌ରେ ହରାଇବା ପରେ ୱେଷ୍ଟଇଣ୍ଡିଜ୍‌କୁ ୭...

  • ନିଉଜ ଆଲର୍ଟJul 01, 2017

    ରେକର୍ଡ ପରିମାଣର ଧାନ ସଂଗ୍ରହ

      ଭୁବନେଶ୍ୱର : ରାଜ୍ୟରେ ଚଳିତ ଖରିଫ୍‌ ଓ ରବି ଋତୁରେ ରେକର୍ଡ ପରିମାଣର  ଧାନ ସଂଗ୍ରହ ହୋଇଛି । ଏଥର ଧାନ ସଂଗ୍ରହ ପରିମାଣ ୫୪ଲକ୍ଷ ୧୮ହଜାର ୧୬୩ ମେଟ୍ରିକ ଟନକୁ ବୃଦ୍ଧି ପାଇଛି । ଯାହା ୨୦୧୨-୧୩ର ରେକର୍ଡ ଭାଙ୍ଗିଛି...

  • ନିଉଜ ଆଲର୍ଟJul 01, 2017

    ୪ର୍ଥ ଦିନିକିଆ ଆଜି

    ଆଣ୍ଟିଗୁଆ : ଲଗାତାର ଦୁଇଟି ଦିନିକିଆ ବିଜୟୀ ହୋଇ ୨-୦ରେ ସିରିଜରେ ଆଗୁଆ ଥିବା ଭାରତ ରବିବାର ୪ର୍ଥ ମ୍ୟାଚ ଜିତି ସିରିଜ ବିଜୟୀ ହେବା ଲକ୍ଷ୍ୟରଖିଛି  । ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତ ନିଜର ସଫଳ ପ୍ରଦର୍ଶନ ଜାରି...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |