• ନିଉଜ ଆଲର୍ଟJul 06, 2017

    ବ୍ରୁହାନ ୱାନି ଶ୍ରାଦ୍ଧ ଦିବସ: କାଶ୍ମୀରରେ ଇଣ୍ଟରନେଟ ସେବା ବନ୍ଦ

    ଶ୍ରୀନଗର : ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ବ୍ରୁହାନ ୱାନିର ଶ୍ରାଦ୍ଧ ଦିବସ ଲାଗି କାଶ୍ମୀରରେ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ ନେଇ ବିଚ୍ଛିନ୍ନତାବାଦୀ ସଂଗଠନଗୁଡିକ ଯୋଜନା ଚଳାଇଛନ୍ତି । ବିଚ୍ଛିନ୍ନତାବାଦୀଙ୍କ ଏପରି ଯୋଜନାକୁ ବିଫଳ କରିବା ପାଇଁ ପ୍ରଶାସନ ଆଗୁଆ ପଦକ୍ଷେପ...

  • ନିଉଜ ଆଲର୍ଟJul 06, 2017

    ବିହାର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା ବନ୍ଦ କର : ରାହୁଲ

    ପାଟନା : ବିହାର ମୁଖ୍ୟମନ୍ତ୍ରୀ ତଥା ମେଣ୍ଟ ସହଯୋଗୀ ନୀତୀଶ କୁମାରଙ୍କୁ ମନାଇବା ପାଇଁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଉଦ୍ୟମ କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନକୁ ନେଇ କଂଗ୍ରେସ ଓ ନୀତୀଶଙ୍କ ନେତୃତ୍ୱ ସଂଯୁକ୍ତ ଜନତା ଦଳ (ଜେଡିୟୁ) ମଧ୍ୟରେ...

  • ନିଉଜ ଆଲର୍ଟJul 06, 2017

    ସିସିଟିଭିରେ ହତ୍ୟାର ଦୃଶ୍ୟ

    ନୂଆଦିଲ୍ଲୀ : ଉତ୍ତର ଦିଲ୍ଲୀରେ ଜଣେ ୨୧ବର୍ଷର ଯୁବତୀଙ୍କୁ ଦିନ ଦ୍ୱିପ୍ରହରରେ ଛୁରିଭୁସି ହତ୍ୟା କରାଯାଇଛି । ହତ୍ୟାର ଦୃଶ୍ୟ ପୁଲିସର ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି । ହତ୍ୟାର ଦୃଶ୍ୟକୁ ବଜାରରେ ଉପସ୍ଥିତ କେତେକ ଲୋକ ନିଜ କ୍ୟାମେରାରେ ମଧ୍ୟ...

  • ନିଉଜ ଆଲର୍ଟJul 06, 2017

    ବିହାରରେ ୪ ମଦୁଆ କନଷ୍ଟେବଳ ଗିରଫ

    ପାଟନା : ବିହାରରେ ମଦବିକ୍ରିକୁ କଡାକଡିଭାବେ ନିଷେଧ କରାଯାଇଥିବାବେଳେ ବିହାର ପୁଲିସର ୪ ଜଣ କନଷ୍ଟେବଳଙ୍କୁ ମଦ୍ୟପାନ ଅଭିଯୋଗରେ ଗିରଫ କରାଯାଇଛି । ଭାଗଲପୁର ଏସ୍‌ପି ବୁଧବାର ରାତିରେ ଗୋଟିଏ ଥାନାକୁ ଅଚାନକ ପରିଦର୍ଶନରେ ଯାଇଥିବାବେଳେ ସେଠାରେ ଚାରିଜଣ କନଷ୍ଟେବଳ ମଦ୍ୟପାନ...

  • ନିଉଜ ଆଲର୍ଟJul 06, 2017

    ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି

      ପୁରୀ : ରଥଯାତ୍ରା ଶେଷକରି ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡିଛନ୍ତି ଦାରୁବ୍ରହ୍ମ  । ଗୁରୁବାର ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହୋଇଛି  । ତିନିରଥରେ ସନ୍ଧ୍ୟାଆଳତି ଏବଂ ସନ୍ଧ୍ୟାଧୂପ ପରେ ଚାରମାଳ ବନ୍ଧା ଯାଇଥିଲା  । ଅପରାହ୍ଣ ୪ଟା ୪୦ରେ...

  • ନିଉଜ ଆଲର୍ଟJul 06, 2017

    ଉତ୍ତରାଖଣ୍ଡରେ ଅତଡ଼ା ଖସି ୫ ମୃତ

    ଡେରାଡୁନ : ଉତ୍ତରାଖଣ୍ଡର ପିଥୋରାଗଡ ଜିଲା ଅନ୍ତର୍ଗତ ତାୱାଗଡ ଅଞ୍ଚଳରେ କ୍ରମାଗତ ବର୍ଷା ଲାଗିରହିଥିବାବେଳେ ଗୁରୁବାର ଅତଡା ଖସି ୫ ଜଣ ପ୍ରାଣ ହରାଇଛନ୍ତି । ୫ ଜଣ ନେପାଳୀ ନାଗରିକଙ୍କ ସମେତ ମୋଟ ସାତଜଣ ବ୍ୟକ୍ତି ଗୋଟିଏ ମାରୁତି କାରରେ...

  • ନିଉଜ ଆଲର୍ଟJul 06, 2017

    ତିବ୍ଦତରେ ଚୀନ ସେନାର ସମରାଭ୍ୟାସ

    ବେଜିଂ : ସିକିମ୍‌ ସୀମା ଉତ୍ତେଜନାରୁ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଉଭୟ ଦେଶର ସେନା ଆମ୍ନାସାମ୍ନା ହୋଇ ରହିଛନ୍ତି  । ଏଭଳି ସମୟରେ ଚୀନ ସେନା ତିବ୍ଦତ ସୀମାନ୍ତରେ ସମରାଭ୍ୟାସ କରିଛି । ତିବ୍ଦତ ଉପତ୍ୟକାରେ ଚୀନ...

  • ନିଉଜ ଆଲର୍ଟJul 06, 2017

    ଦେଶର ୧୦୦ ଟି ଜିଲ୍ଲାରେ ଗରିବ ନୱାଜ ଦକ୍ଷତା ବିକାଶ କେନ୍ଦ୍ର

    ନୂଆଦିଲ୍ଲୀ : ଦେଶର ଶହେଟି ଜିଲ୍ଲାରେ ଗରିବ ନୱାଜ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ ଓ ସଂଖ୍ୟାଲଘୁ ଯୁବକ/ଯୁବତୀଙ୍କୁ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶକୁ ଗୁରୁତ୍ୱ ଦିଆଯିବ ବୋଲି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର (ସ୍ୱାଧୀନ ଦାୟିତ୍ୱ) ଏବଂ ସଂସଦୀୟ ବ୍ୟାପାର...

  • ନିଉଜ ଆଲର୍ଟJul 06, 2017

    ପଶ୍ଚିମବଙ୍ଗରେ ଦଙ୍ଗା, ଜଣେ ମୃତ

    କଲକାତା : ପଶ୍ଚିମବଙ୍ଗର ବସିରହାଟ ଅଞ୍ଚଳରେ ଘଟିଥିବା ସାଂପ୍ରଦାୟିକ ଦଙ୍ଗାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ୨୦ରୁ ଊଦ୍ଧ୍ୱର୍ ଆହତ ହୋଇଥିବା ଜଣାପଡିଛି । ଉତ୍ତର ଚବିଶ ପ୍ରଗଣା ଜିଲାର ବାଦୁରିଆରେ ମହାପୁରୁଷ ମହମ୍ମଦଙ୍କ ସମ୍ପର୍କରେ ଫେସବୁକ୍‌ରେ ପୋଷ୍ଟ କରାଯାଇଥିବା ଆପତ୍ତିଜନକ...

  • ନିଉଜ ଆଲର୍ଟJul 06, 2017

    ଭାରତର ଅନୁ ରାଣୀଙ୍କୁ ଜାଭେଲିନ ଥ୍ରୋରେ କାଂସ୍ୟ ପଦକ

      ଭୁବନେଶ୍ୱର :ଏସୀୟ ଦୌଡ଼ କୁଦ ପ୍ରତିଯୋଗିତାରେ ଭାରତକୁ ଅନେକ ସଫଳତା ମିଳିଛି। ଭାରତର ଅନୁରାଣୀଙ୍କୁ ଜେଭେଲିନ ଥ୍ରୋରେ କାଂସ୍ୟ ପଦକ ମିଳିଛି। ଏଥିରେ ଚୀନର ପ୍ରତିଯୋଗୀ ଲି ଲିଙ୍ଗୁଇଙ୍କୁ ସ୍ୱର୍ଣ୍ଣ, ଶ୍ରୀଲଙ୍କାର ନଦିଶା ଦିଲାନିଙ୍କୁ ରୌପ୍ୟ ପଦକ ମିଳିଛି।

  • ନିଉଜ ଆଲର୍ଟJul 06, 2017

    ଜାଲ୍‌ ଜାତିଗତ ସାର୍ଟିଫିକେଟ : ଧରାପଡ଼ିଲେ ଚାକିରି ଯିବ

      ନୂଆଦିଲ୍ଲୀ: ଜାଲ୍‌ ଜାତିଗତ ସାର୍ଟିଫିକେଟ ଜରିଆରେ ମିଳିଥିବା ସରକାରୀ ଚାକିରିକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିଛନ୍ତି । ଏଭଳି ବ୍ୟକ୍ତି ଧରାପଡିଲେ ଚାକିରିରୁ ତୁରନ୍ତ ବିଦା ହେବେ ବୋଲି କୁହାଯାଇଛି । କେବଳ ଚାକିରି ନୁହେଁ, ଏଭଳି ଚକ୍ରାନ୍ତ କରି ବିଭିନ୍ନ...

  • ନିଉଜ ଆଲର୍ଟJul 06, 2017

    ମନ୍‌ପ୍ରିତ କୌର ଭାରତ ପାଇଁ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

      ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ଠାରୁ ୨୨ତମ ଏସିଆନ୍‌ ଆଥ୍‌ଲେଟିକ୍ସ ଚମ୍ପିୟନ୍‌ସିପ୍‌ର ବିଭିନ୍ନ ପ୍ରତିଯୋଗୀତା ଆରମ୍ଭ ହୋଇଛି  । ମନପ୍ରିତ କୌର ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି  । ସଟ୍‌ଫୁଟ ଥ୍ରୋରେ ସେ ସ୍ୱର୍ଣ୍ଣ...

  • ନିଉଜ ଆଲର୍ଟJul 06, 2017

    ଭୁବନେଶ୍ୱରରେ ହାଇ ପରଫରମାନ୍ସ କ୍ରୀଡ଼ା ଏକାଡେମୀ

       ଭୁବନେଶ୍ୱର : ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ହାଇ ପରଫରମାନ୍ସ କ୍ରୀଡ଼ା ଏକାଡେମୀ  ।  କଳିଙ୍ଗ ଷ୍ଟାଡିୟମରେ ୨୨ତମ ଏସୀୟ ଦୌଡ଼କୁଦ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଚାଲିଥିବାବେଳେ ଗୁରୁବାର  ଆନ୍ତର୍ଜାତିୟ ଆଥଲେଟିକ ଫେଡେରେସନ (ଆଇଏଏଏଫ) ସଂଘ ଏବଂ ଭାରତୀୟ ଆଥଲେଟିକ ଫେଡେରେସନ (ଏଏଫଆଇ) ଓ...

  • ନିଉଜ ଆଲର୍ଟJul 06, 2017

    ଭାରତକୁ ଆଉ ଏକ ସ୍ୱର୍ଣ୍ଣ: ୫୦୦୦ ମିଟର ଦୌଡରେ ଜି. ଲକ୍ଷ୍ମଣଙ୍କ ସ୍ୱର୍ଣ୍ଣ

      ଭୁବନେଶ୍ୱର: ଭାରତକୁ ଏସିଆନ ଆଥଲେଟିକ ମିଟରେ  ଆଉଏକ ସ୍ୱର୍ଣ୍ଣ ମିଳିଛି। ପୁରୁଷ ୫ହଜାର ମିଟର ଦୌଡ଼ରେ ଜି ଲକ୍ଷ୍ମଣଙ୍କୁ ସ୍ୱର୍ଣ୍ଣ ମିଳିଛି। ଏହା ସହ ଆଗକୁ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଚାମ୍ପିୟନସିପ୍‌ ପାଇଁ ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ମନପ୍ରିତ...

  • ନିଉଜ ଆଲର୍ଟJul 06, 2017

    ଲମ୍ବ ଡିଆଁରେ ଭାରତର ଭି ନିନାଙ୍କୁରୌପ୍ୟ ଓ ନୟାନାଙ୍କୁ କାଂସ୍ୟ

     କଟକ: ଏସୀୟ ଦୌଡକୁଦ ପ୍ରତିଯୋଗିତାରେ ଭାରତର ମହିଳା ଖେଳାଳୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ମନପ୍ରୀତ କୌର ସଟପୁଟ ଥ୍ରୋରେ ସ୍ୱର୍ଣ୍ଣ ଜିତିବା ପରେ ଲମ୍ବାଡିଆଁ ପ୍ରତିଯୋଗିତାରେ  ଭି ନିନା ରୌପ୍ୟ ଓ ନୟନା ଜେମ୍ସ କାଂସ୍ୟ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ଭିଏତନାମର ବୁଇ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |