• ନିଉଜ ଆଲର୍ଟJul 06, 2017

    ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି

      ପୁରୀ : ରଥଯାତ୍ରା ଶେଷକରି ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡିଛନ୍ତି ଦାରୁବ୍ରହ୍ମ  । ଗୁରୁବାର ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହୋଇଛି  । ତିନିରଥରେ ସନ୍ଧ୍ୟାଆଳତି ଏବଂ ସନ୍ଧ୍ୟାଧୂପ ପରେ ଚାରମାଳ ବନ୍ଧା ଯାଇଥିଲା  । ଅପରାହ୍ଣ ୪ଟା ୪୦ରେ...

  • ନିଉଜ ଆଲର୍ଟJul 06, 2017

    ଉତ୍ତରାଖଣ୍ଡରେ ଅତଡ଼ା ଖସି ୫ ମୃତ

    ଡେରାଡୁନ : ଉତ୍ତରାଖଣ୍ଡର ପିଥୋରାଗଡ ଜିଲା ଅନ୍ତର୍ଗତ ତାୱାଗଡ ଅଞ୍ଚଳରେ କ୍ରମାଗତ ବର୍ଷା ଲାଗିରହିଥିବାବେଳେ ଗୁରୁବାର ଅତଡା ଖସି ୫ ଜଣ ପ୍ରାଣ ହରାଇଛନ୍ତି । ୫ ଜଣ ନେପାଳୀ ନାଗରିକଙ୍କ ସମେତ ମୋଟ ସାତଜଣ ବ୍ୟକ୍ତି ଗୋଟିଏ ମାରୁତି କାରରେ...

  • ନିଉଜ ଆଲର୍ଟJul 06, 2017

    ତିବ୍ଦତରେ ଚୀନ ସେନାର ସମରାଭ୍ୟାସ

    ବେଜିଂ : ସିକିମ୍‌ ସୀମା ଉତ୍ତେଜନାରୁ ଭାରତ-ଚୀନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିଛି । ଉଭୟ ଦେଶର ସେନା ଆମ୍ନାସାମ୍ନା ହୋଇ ରହିଛନ୍ତି  । ଏଭଳି ସମୟରେ ଚୀନ ସେନା ତିବ୍ଦତ ସୀମାନ୍ତରେ ସମରାଭ୍ୟାସ କରିଛି । ତିବ୍ଦତ ଉପତ୍ୟକାରେ ଚୀନ...

  • ନିଉଜ ଆଲର୍ଟJul 06, 2017

    ଦେଶର ୧୦୦ ଟି ଜିଲ୍ଲାରେ ଗରିବ ନୱାଜ ଦକ୍ଷତା ବିକାଶ କେନ୍ଦ୍ର

    ନୂଆଦିଲ୍ଲୀ : ଦେଶର ଶହେଟି ଜିଲ୍ଲାରେ ଗରିବ ନୱାଜ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ ଓ ସଂଖ୍ୟାଲଘୁ ଯୁବକ/ଯୁବତୀଙ୍କୁ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶକୁ ଗୁରୁତ୍ୱ ଦିଆଯିବ ବୋଲି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର (ସ୍ୱାଧୀନ ଦାୟିତ୍ୱ) ଏବଂ ସଂସଦୀୟ ବ୍ୟାପାର...

  • ନିଉଜ ଆଲର୍ଟJul 06, 2017

    ପଶ୍ଚିମବଙ୍ଗରେ ଦଙ୍ଗା, ଜଣେ ମୃତ

    କଲକାତା : ପଶ୍ଚିମବଙ୍ଗର ବସିରହାଟ ଅଞ୍ଚଳରେ ଘଟିଥିବା ସାଂପ୍ରଦାୟିକ ଦଙ୍ଗାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ୨୦ରୁ ଊଦ୍ଧ୍ୱର୍ ଆହତ ହୋଇଥିବା ଜଣାପଡିଛି । ଉତ୍ତର ଚବିଶ ପ୍ରଗଣା ଜିଲାର ବାଦୁରିଆରେ ମହାପୁରୁଷ ମହମ୍ମଦଙ୍କ ସମ୍ପର୍କରେ ଫେସବୁକ୍‌ରେ ପୋଷ୍ଟ କରାଯାଇଥିବା ଆପତ୍ତିଜନକ...

  • ନିଉଜ ଆଲର୍ଟJul 06, 2017

    ଭାରତର ଅନୁ ରାଣୀଙ୍କୁ ଜାଭେଲିନ ଥ୍ରୋରେ କାଂସ୍ୟ ପଦକ

      ଭୁବନେଶ୍ୱର :ଏସୀୟ ଦୌଡ଼ କୁଦ ପ୍ରତିଯୋଗିତାରେ ଭାରତକୁ ଅନେକ ସଫଳତା ମିଳିଛି। ଭାରତର ଅନୁରାଣୀଙ୍କୁ ଜେଭେଲିନ ଥ୍ରୋରେ କାଂସ୍ୟ ପଦକ ମିଳିଛି। ଏଥିରେ ଚୀନର ପ୍ରତିଯୋଗୀ ଲି ଲିଙ୍ଗୁଇଙ୍କୁ ସ୍ୱର୍ଣ୍ଣ, ଶ୍ରୀଲଙ୍କାର ନଦିଶା ଦିଲାନିଙ୍କୁ ରୌପ୍ୟ ପଦକ ମିଳିଛି।

  • ନିଉଜ ଆଲର୍ଟJul 06, 2017

    ଜାଲ୍‌ ଜାତିଗତ ସାର୍ଟିଫିକେଟ : ଧରାପଡ଼ିଲେ ଚାକିରି ଯିବ

      ନୂଆଦିଲ୍ଲୀ: ଜାଲ୍‌ ଜାତିଗତ ସାର୍ଟିଫିକେଟ ଜରିଆରେ ମିଳିଥିବା ସରକାରୀ ଚାକିରିକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିଛନ୍ତି । ଏଭଳି ବ୍ୟକ୍ତି ଧରାପଡିଲେ ଚାକିରିରୁ ତୁରନ୍ତ ବିଦା ହେବେ ବୋଲି କୁହାଯାଇଛି । କେବଳ ଚାକିରି ନୁହେଁ, ଏଭଳି ଚକ୍ରାନ୍ତ କରି ବିଭିନ୍ନ...

  • ନିଉଜ ଆଲର୍ଟJul 06, 2017

    ମନ୍‌ପ୍ରିତ କୌର ଭାରତ ପାଇଁ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

      ଭୁବନେଶ୍ୱର : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆଜି ଠାରୁ ୨୨ତମ ଏସିଆନ୍‌ ଆଥ୍‌ଲେଟିକ୍ସ ଚମ୍ପିୟନ୍‌ସିପ୍‌ର ବିଭିନ୍ନ ପ୍ରତିଯୋଗୀତା ଆରମ୍ଭ ହୋଇଛି  । ମନପ୍ରିତ କୌର ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି  । ସଟ୍‌ଫୁଟ ଥ୍ରୋରେ ସେ ସ୍ୱର୍ଣ୍ଣ...

  • ନିଉଜ ଆଲର୍ଟJul 06, 2017

    ଭୁବନେଶ୍ୱରରେ ହାଇ ପରଫରମାନ୍ସ କ୍ରୀଡ଼ା ଏକାଡେମୀ

       ଭୁବନେଶ୍ୱର : ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ହାଇ ପରଫରମାନ୍ସ କ୍ରୀଡ଼ା ଏକାଡେମୀ  ।  କଳିଙ୍ଗ ଷ୍ଟାଡିୟମରେ ୨୨ତମ ଏସୀୟ ଦୌଡ଼କୁଦ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଚାଲିଥିବାବେଳେ ଗୁରୁବାର  ଆନ୍ତର୍ଜାତିୟ ଆଥଲେଟିକ ଫେଡେରେସନ (ଆଇଏଏଏଫ) ସଂଘ ଏବଂ ଭାରତୀୟ ଆଥଲେଟିକ ଫେଡେରେସନ (ଏଏଫଆଇ) ଓ...

  • ନିଉଜ ଆଲର୍ଟJul 06, 2017

    ଭାରତକୁ ଆଉ ଏକ ସ୍ୱର୍ଣ୍ଣ: ୫୦୦୦ ମିଟର ଦୌଡରେ ଜି. ଲକ୍ଷ୍ମଣଙ୍କ ସ୍ୱର୍ଣ୍ଣ

      ଭୁବନେଶ୍ୱର: ଭାରତକୁ ଏସିଆନ ଆଥଲେଟିକ ମିଟରେ  ଆଉଏକ ସ୍ୱର୍ଣ୍ଣ ମିଳିଛି। ପୁରୁଷ ୫ହଜାର ମିଟର ଦୌଡ଼ରେ ଜି ଲକ୍ଷ୍ମଣଙ୍କୁ ସ୍ୱର୍ଣ୍ଣ ମିଳିଛି। ଏହା ସହ ଆଗକୁ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଚାମ୍ପିୟନସିପ୍‌ ପାଇଁ ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ମନପ୍ରିତ...

  • ନିଉଜ ଆଲର୍ଟJul 06, 2017

    ଲମ୍ବ ଡିଆଁରେ ଭାରତର ଭି ନିନାଙ୍କୁରୌପ୍ୟ ଓ ନୟାନାଙ୍କୁ କାଂସ୍ୟ

     କଟକ: ଏସୀୟ ଦୌଡକୁଦ ପ୍ରତିଯୋଗିତାରେ ଭାରତର ମହିଳା ଖେଳାଳୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ମନପ୍ରୀତ କୌର ସଟପୁଟ ଥ୍ରୋରେ ସ୍ୱର୍ଣ୍ଣ ଜିତିବା ପରେ ଲମ୍ବାଡିଆଁ ପ୍ରତିଯୋଗିତାରେ  ଭି ନିନା ରୌପ୍ୟ ଓ ନୟନା ଜେମ୍ସ କାଂସ୍ୟ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ଭିଏତନାମର ବୁଇ...

  • ନିଉଜ ଆଲର୍ଟJul 06, 2017

    ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ଦାୟିତ୍ୱ ଗ୍ରହଣ କଲେ ଅଚଲ କୁମାର ଜୋତି

    ନୂଆଦିଲ୍ଲୀ : ନୂତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ ଅଚଲ କୁମାର ଜୋତି ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଜୋତିଙ୍କୁ ଡ଼କ୍ଟର ନସୀମ ଜୈଦୀଙ୍କ ସ୍ଥାନରେ ଏହି ନିଯୁକ୍ତି ଦିଆଯାଇଛି । ଡ଼କ୍ଟର ଜୈଦୀ ଗତକାଲି ତାଙ୍କର କାର୍ୟ୍ୟକାଳ...

  • ନିଉଜ ଆଲର୍ଟJul 06, 2017

    ଚାଷୀଙ୍କ ଋଣ ବୋଝ ହ୍ରାସ କରିବା ଆବଶ୍ୟକ: ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଚାଷୀ ଆତ୍ମହତ୍ୟା ପରେ କ୍ଷତିପୂରଣ ଦେବା ସମସ୍ୟାର ସମାଧାନ ନୁହେଁ ବରଂ ଚାଷୀଙ୍କ ଋଣ ବୋଝକୁ କମ୍‌ କଲେ ସମସ୍ୟାର ସମାଧାନ ହୋଇପାରିବ । ସେ ଦିଗରେ କାର୍ଯ୍ୟ କରିବା ଉଚିତ ଏବଂ ଚାଷୀଙ୍କ ଉନ୍ନତି ଓ ବିକାଶ ପାଇଁ...

  • ନିଉଜ ଆଲର୍ଟJul 06, 2017

    ଟ୍ରେଡ୍ ମାର୍କରେ ପଞ୍ଜୀକୃତ ହୋଇନଥିବା କୌଣସି ବସ୍ତୁ ଉପରେ ଲାଗିବନି ସିଜିଏସଟି

      ନୂଆଦିଲ୍ଲୀ : ଛେନା ଓ ପନିର, ପ୍ରାକୃତିକ ମହୁ, ଅଟା, ଚାଉଳ ଏବଂ ଅନ୍ୟ ଶସ୍ୟ, ଡାଲି, ଚକି ପେସା ଅଟା ଆଦି ବସ୍ତୁ ରେଜିଷ୍ଟର ହୋଇଥିବା ବ୍ରାଣ୍ଡ ନାମ ଥିବା ପ୍ୟାକେଟ୍ରେ ଭର୍ତି ହୋଇନଥିଲେ ଏସବୁ ବସ୍ତୁର ଯୋଗାଣ ଉପରେ...

  • ନିଉଜ ଆଲର୍ଟJul 06, 2017

    ଦୁଇ ବିଶ୍ୱବିଦ୍ୟାଳୟର ନୂତନ କୂଳପତି

      ଭୁବନେଶ୍ୱର : ରାଜ୍ୟର ଦୁଇଟି ବିଶ୍ୱବିଦ୍ୟାଳୟରେ ଦୁଇଜଣ ନୂତନ କୂଳପତିଙ୍କୁ ନିଯୁକ୍ତି ଦିଆଯାଇଛି  । ପ୍ରଫେରସ ଅତନୁ କୁମାର ପତିଙ୍କୁ ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ନୂତନ କୂଳପତି ଭାବେ ନିଯୁକ୍ତି ମିଳିଛି  । କୁଳାଧିପତି ଏସ୍‌ସି ଜମିରଙ୍କ ଅନୁମୋଦନ ପରେ...

Like Us

Breaking News

ଅନୁସୂଚିତ ଜାତି ଓ ଜନଜାତିର ଝିଅଙ୍କୁ ବିଭାହେଲେ ମିଳିବ ୧ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି | କଟକ: ବଜ୍ରାଘାତରେ ବିଡାନାସିର ଜଣେ ମୃତ ,୨ଆହତ | ବିବାହ କଲେ ଇରୋମ ଶର୍ମିଲା | ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚୋରି | ପାରାଦୀପ: ମାଛ ଧରିବାକୁ ଯାଇଥିବା ବେଳେ ପାରାଦୀପ ମୁହାଣରେ ଓଲଟିଲା ଡଙ୍ଗା,ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ | ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ |