• ନିଉଜ ଆଲର୍ଟAug 16, 2017

    ବେଙ୍ଗାଲୁରୁରେ ଖୋଲିଲା ‘ଇନ୍ଦିରା କ୍ୟାଣ୍ଟିନ’, ୧୦ଟଙ୍କାରେ ମିଳିବ...

    ବେଙ୍ଗାଲୁରୁ: କର୍ଣ୍ଣାଟକରେ ଶ୍ରମିକ ଶ୍ରେଣୀ ତଥା ଦାରିଦ୍ର ସୀମାରେଖା ତଳେ ବସବାସ କରୁଥିବା ଲୋକଙ୍କୁ ଅନାହାରରୁ ବଞ୍ଚାଇବା ପାଇଁ ବେଙ୍ଗାଲୁରୁରେ ଆରମ୍ଭ କରାଯାଇଛି  ‘ଇନ୍ଦିରା କ୍ୟାଣ୍ଟିନ’ ।...

  • ନିଉଜ ଆଲର୍ଟAug 16, 2017

    କାଶ୍ମୀର:ଆତଙ୍କବାଦୀଙ୍କୁ ଫଣ୍ଡ ଯୋଗାଇବା ଅଭିଯୋଗରେ ଏନଆଇଏ ପକ୍ଷରୁ...

    ନୂଆଦିଲ୍ଲୀ: କାଶ୍ମୀରରେ ଫଥର ଫିଙ୍ଗାଳି ତଥା ଆତଙ୍କବାଦୀ ମାନଙ୍କୁ ଅର୍ଥ ଯୋଗାଣକୁ ରୋକିବା ପାଇଁ ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ  ଜାମ୍ମୁ-କାଶ୍ମୀରର ୧୨ଟି ସ୍ଥାନରେ ଚଢଉ...

  • ନିଉଜ ଆଲର୍ଟAug 16, 2017

    ହସ୍ପିଟାଲରେ ଚିକିତ୍ସିତ ଡିଏମକେ ମୁଖ୍ୟ କରୁଣାନିଧୀ

    ଚେନ୍ନାଇ:ବୁଧବାର  ଡିଏମକେ ପ୍ରମୁଖ କରୁଣାନିଧୀଙ୍କ ଶରୀରରେ ପିଇଜି ଟ୍ୟୁବ ପରିବର୍ତ୍ତନ ଲାଗି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାବେରୀ ହସ୍ପିଟାଲର କାର୍ଯ୍ୟକାରୀ ନିର୍ଦେଶକ ଏସ ଅରବିନ୍ଦନଙ୍କ...

  • ନିଉଜ ଆଲର୍ଟAug 15, 2017

    ଧମକରୁ ପଛକୁ ହଟିଲା ଉତ୍ତରକୋରିଆ

    ହାଗାତ୍ନା/ଗୁଆମ :  ଗୁଆମ ଦ୍ୱୀପରେ ୪ଟି କ୍ଷପଣାସ୍ତ୍ର ମାଡ଼ କରିବାକୁ ଉତ୍ତରକୋରିଆ ଦେଇଥିବା ଧମକରୁ ଏବେ ପଛକୁ ହଟିଛି  । ଫଳରେ ଏହି ଦ୍ୱୀପରେ ରହୁଥିବା ଆମେରିକୀୟ...

  • ନିଉଜ ଆଲର୍ଟAug 15, 2017

    ଜୋତା ସଂଗ୍ରହ ପାଇଁ ଗିନିଜ ବୁକ ଅଫ...

    ବ୍ୟକ୍ତିତ୍ବ, ନାମ, ଚେହେରା ପରି ପ୍ରତ୍ୟେକ ଲୋକଙ୍କ ସଉକ୍ ମଧ୍ୟ ଭିନ୍ନ ଭିନ୍ନ। ବିଶ୍ବରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ନିଜ ବିଚିତ୍ର ସଉକକୁ ନେଇ ରେକର୍ଡ...

  • ନିଉଜ ଆଲର୍ଟAug 15, 2017

    ୧୧ ଜଣଙ୍କୁ ପୁଲିସ୍‌ ପଦକ ପ୍ରଦାନ କଲେ...

    ଭୁବନେଶ୍ୱର : ଦେଶର ୭୧ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ରାଜ୍ୟର ୧୧ ଜଣ ପୁଲିସ୍‌ ଅଧିକାରୀ ଓ କର୍ମଚାରୀଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁଲିସ୍‌ ପଦକ...

  • ନିଉଜ ଆଲର୍ଟAug 15, 2017

    ସମାଜକୁ ବିଭାଜିତ କରୁଥିବା ଶକ୍ତି ବିରୋଧରେ ଲଢନ୍ତୁ...

    ନୂଆଦିଲ୍ଲୀ : ବିଚ୍ଛିନ୍ନତାବାଦ, ଆତଙ୍କବାଦ ଏବଂ ସମାଜରେ ଘୃଣା ବଢାଉଥିବା ସମସ୍ତ ଶକ୍ତିଙ୍କ ମୁକାବିଲା କରିବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆହ୍ୱାନ ଦେଇଛନ୍ତି  ।...

  • ନିଉଜ ଆଲର୍ଟAug 15, 2017

    ୫୦୦ ପାକିସ୍ତାନୀ ୱେବସାଇଟକୁ ଅଚଳ କଲେ ଭାରତୀୟ...

    ନୂଆଦିଲ୍ଲୀ/ଇସଲାମାବାଦ : ଅଗଷ୍ଟ ୧୪ ପାକିସ୍ତାନ ସ୍ୱାଧୀନତା ଦିବସରେ ପାକିସ୍ତାନର ପାଖାପାଖି ୫୦୦ ସରକାରୀ ଓ ବେସରକାରୀ ୱେବସାଇଟ ହ୍ୟାକ ହୋଇଥିଲା  । ପାକିସ୍ତାନ ପ୍ରାୟ ୱେବସାଇଟ...

  • ନିଉଜ ଆଲର୍ଟAug 15, 2017

    ୧୫ ଅଗଷ୍ଟରେ ମୁକ୍ତିଲାଭ କରିଥିଲା ଶୋଲେ

    ନୂଆଦିଲ୍ଲୀ :  ସୁପରହିଟ ବଲିଉଡ଼ ଚଳିଚିତ୍ର ଶୋଲେ ୧୫ ଅଗଷ୍ଟ ୧୯୭୫ରେ ମୁକ୍ତିଲାଭ କରିଥିଲା  । ଏହାକୁ ଏବେ ୪୨ ବର୍ଷ ପୂରିଯାଇଛି  । ଅମତିଭା ବଚ୍ଚନ,...

  • ନିଉଜ ଆଲର୍ଟAug 15, 2017

    ଆୟକର ବିଭାଗ ନଜରରେ ଅମିତାଭ

    ନୂଆଦିଲ୍ଲୀ : ପାନାମା ପେପର୍ସ ମାମଲାରେ ବଲିଉଡ୍‌ ସୁପରଷ୍ଟାର ଅମିତାଭ୍‌ ବଚ୍ଚନ ଏବେ ଆୟକର ବିଭାଗର ସନ୍ଦେହଘେରକୁ ଆସିଛନ୍ତି । ଏହି ମାମଲାର ତଦନ୍ତକୁ ନେଇ ଆୟକର...

  • ନିଉଜ ଆଲର୍ଟAug 15, 2017

    ନିଯୁକ୍ତ ହେବେ ୩ କାର୍ଯ୍ୟକାରୀ ସଭାପତି !

    ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଗତ ତିନିଦିନ ଧରି ଏଆଇସିସି ପକ୍ଷରୁ ଚାଲିଥିବା ମନ୍ଥନ ଇତିମଧ୍ୟରେ ଶେଷ ହୋଇଛି । ପିସିସି ପରିବର୍ତ୍ତନ ନେଇ ନିର୍ଯାସ କ’ଣ ବାହାରିବ...

  • ନିଉଜ ଆଲର୍ଟAug 15, 2017

    ରେକର୍ଡ ବୁକ୍‌ରେ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ୍‌

    ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ଗୋଟିଏ ଦିନ  ପୂର୍ବରୁ  ଶ୍ରୀଲଙ୍କା ବିପକ୍ଷରେ ୩-୦ରେ ଟେଷ୍ଟ ସିରିଜ ବିଜୟୀ ହୋଇ ଭାରତୀୟ କ୍ରିକେଟ ପ୍ରେମୀଙ୍କ ଉତ୍ସାହକୁ ବହୁଗୁଣିତ କରି ଦେଇଛି...

  • ନିଉଜ ଆଲର୍ଟAug 15, 2017

    ମଙ୍ଗଳବାର ରାଶିଫଳ

    ମେଷ: ଯାନବାହାନ ପ୍ରତି ସତର୍କ ରହିବେ । ଅପରାହ୍ଣ କିଛିଟା ଅର୍ଥ ମଳିପାରେ । ଦିନ ସାଢ଼େ ଦଶଟା ପରେ ଭାଗ୍ୟରେ ପରିବର୍ତ୍ତନ ଦେଖାଦେବ । ଚଞ୍ଚଳମନା...

  • ନିଉଜ ଆଲର୍ଟAug 15, 2017

    ସତରେ କ'ଣ ଆମେ ସ୍ୱାଧୀନ !

     କଟକ:  ସମାଜ ଲାଇଭ.ଇନ(ସନ୍ତୋଷ କୁମାର ମହାରଣା)ଦେଶ ପାଳନ କରିବ ତାହାର ୭୧ତମ ସ୍ୱାଧୀନତା ଦିବସ । ଅର୍ଥାତ ସ୍ୱାଧୀନ ଭାରତ ପାଦ ଦେବ ତାର ଜୀବନଯାତ୍ରାର ୭୧ବର୍ଷରେ...

  • ନିଉଜ ଆଲର୍ଟAug 15, 2017

    ସ୍ୱାଧୀନତା ଦିବସ : ରାଜ୍ୟବ୍ୟାପି କଡ଼ା ସୁରକ୍ଷା...

    ଭୁବନେଶ୍ୱର: ୭୧ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସାରା ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ...

ବିଗ୍‌ ନିଉଜ

Like Us

ଏଣ୍ଟରଟେନମେଣ୍ଟ

Breaking News

କଟକ:ନରାଜ ବ୍ରିଜରୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି, ଘଟଣାସ୍ଥଳରୁ ମହିଳାଙ୍କ ସ୍କୁଟି ଓ ଡ୍ରାଇଭିଂ ଲାଇସେନ୍ସ ମିଳିଲା | ଉତ୍ତରପ୍ରଦେଶ: ମୁଜାଫରନଗର ଖତୌଳୀରେ ଟ୍ରେନ ଦୁର୍ଘଟଣା, ଟ୍ରାକରୁ ଖସିଲା ଟ୍ରେନର ୬ଟି ବଗି | ଆଇଓସିଏଲ ବିବାଦର ଅନ୍ତ , ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | କଟକ: ଯୋବ୍ରା ସାରଲା ମନ୍ଦିରରୁ ହୁଣ୍ଡି ବକ୍ସ ଲୁଟ୍ | କ୍ରାଇମବ୍ରାଞ୍ଚ ଜାଲରେ ଦୁଇ ରାଇସ୍ ମିଲ୍ ମାଲିକ, ୪କୋଟି ଟଙ୍କାର ଚାଉଳ ହେରଫେର ମାମଲାରେ ଗିରଫ | ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ବାଲିମେଳା-ମାଲକାନଗିରି ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ, ନିକଟରେ ଥିବା ଏକ ପୋଲ ଉପରେ ୪ ଫୁଟ୍‌ ଉପରେ ଚାଲୁଛି ପାଣି | ଖୋର୍ଦ୍ଧା: ଜଙ୍କିଆ ଥାନା ସିକୋ ଗାଁରେ ବିସ୍ଫୋରଣ, ୨ ମୃତ ଓ୨ ଗୁରୁତର | ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । |