• ନିଉଜ ଆଲର୍ଟAug 17, 2017

    ଗୁରୁବାର ରାଶିଫଳ

    ମେଷ: ମାନସିକ ସ୍ଥିତି ଭଲ ରହିବ । ସମ୍ମାନିତ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମ ହୋଇ ଆର୍ଥିକ ସ୍ଥିତି ଦୃଢ଼ ହେବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଦିଅଁ ଦର୍ଶନର ସୁଯୋଗ ଅଛି । ସରକାରୀ...

  • ନିଉଜ ଆଲର୍ଟAug 17, 2017

    ୨୯ ହଜାର କୋଟି ଦାନ କଲେ ବିଲ୍‌ ଗେଟ୍‌ସ

    ନୂଆଦିଲ୍ଲୀ : ମାଇକ୍ରୋସଫ୍ଟ ସଂସ୍ଥାପକ ବିଲ୍‌ ଗେଟ୍‌ସ ସମାଜସେବା ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ବେଳେ ସେ ପୁଣି ୨୯ ହଜାର କୋଟି ଟଙ୍କା ସମାଜସେବା ପାଇଁ ଦାନ କରିଛନ୍ତି । ସେ ମାଇକ୍ରୋସଫ୍ଟ କମ୍ପାନୀର ୬ କୋଟି ୪୦...

  • ନିଉଜ ଆଲର୍ଟAug 17, 2017

    ଏମପି ପୌର ନିର୍ବାଚନରେ କଂଗ୍ରେସକୁ ଲାଭ

    ଭୋପାଳ : ମଧ୍ୟପ୍ରଦେଶରେ ସଦ୍ୟ ସମାପ୍ତ ପୌର ନିର୍ବାଚନରେ ବିଜେପି ବୃହତ୍‌ ଦଳ ଭାବରେ ଉଭା ହୋଇଥିଲେ ମଧ୍ୟ ତାର ଭୋଟା ହାର ହ୍ରାସ ପାଇଛି । ଅପରପକ୍ଷେ କଂଗ୍ରେସ ଦଳ ଗତ ନିର୍ବାଚନ ଅପେକ୍ଷା ସି୍ଥତି ସୁଦୃଢ କରିବା ସହ...

  • ନିଉଜ ଆଲର୍ଟAug 17, 2017

    ଲୋକଙ୍କ ସେବା ପାଇଁ ‘ମୁକ୍ତିରଥ‘ ଲୋକାର୍ପିତ

     ସମ୍ବଲପୁର : ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ କୁଚିଣ୍ଡା ଜନସାଧାରଣଙ୍କ ସେବାରେ ନିୟୋଜିତ ପାଇଁ ଏକ ଶବବାହକ ଗାଡି(ମୁକ୍ତିରଥ)ର ଲୋକାର୍ପଣ ହୋଇଛି । ସ୍ୱାଧୀନତା ଦିବସ ଅବସରରେ କୁଚିଣ୍ଡା ମୁକୁନ୍ଦି ପଡିଆରେ ଆୟୋଜିତ ପ୍ୟାରେଡ ଉତ୍ସବରେ ଏହି ‘ମୁକ୍ତି ରଥ’ ଚାବିକୁ...

  • ନିଉଜ ଆଲର୍ଟAug 17, 2017

    ନିରଞ୍ଜନଙ୍କ ବିରୋଧରେ ମୁହଁ ଖୋଲିଲେ ଶ୍ରୀକାନ୍ତ

    ଭୁବନେଶ୍ୱର : ରାଜ୍ୟ କଂଗ୍ରେସ ରାଜନୈତିକ ପରିବେଶ ବେଶ୍‌ ଗରମ ରହିଥିବା ବେଳେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ଦେଖିବାକୁ ମିଳୁଛି । ପ୍ରଦେଶ କଂଗ୍ରେସ ବଦଳକୁ ନେଇ ଟଣାଓଟରା ରାଜନୀତି ଚାଲିଥିବା ବେଳେ ମୈଦାନକୁ ଓହ୍ଲାଇଛନ୍ତି ବରିଷ୍ଠ...

  • ନିଉଜ ଆଲର୍ଟAug 17, 2017

    ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ୩ ଜୀବନ୍ତ ଦଗ୍ଧ

    ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଶାସନ ପାଖ ରାଣୀଖିଣ୍ଡା ଗ୍ରାମର ଗୋଟିଏ ଘରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟି ୩ ଜଣ ନାବାଳକ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଏହି ଗାଁରେ ଟୁନିଟୁନ୍‌ ଶତପଥୀଙ୍କ ଘରେ ଭଡ଼ା ରହୁଥିବା ନରୋତ୍ତମ ଜଗତଙ୍କ...

  • ନିଉଜ ଆଲର୍ଟAug 16, 2017

    ଯୁଦ୍ଧ ପାଇଁ ଚୀନର ପ୍ରସ୍ତୁତି!

    ବେଜିଂ : ଡୋକଲାମ ଓ ଲଦାଖରେ ଭାରତୀୟ ସେନା ସହ ମୁହାଁମୁହିଁ ହେବା ପରେ ଚୀନ ଏବେ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଯୁଦ୍ଧ ପାଇଁ ଚୀନ ଦ୍ରୁତଗତିରେ ପ୍ରସ୍ତୁତି ଚଳାଇଛି  । ଚୀନ ସୀମାନ୍ତର ବିଭିନ୍ନ ପ୍ରାନ୍ତ...

  • ନିଉଜ ଆଲର୍ଟAug 16, 2017

    ହିଜ୍‌ବୁଲ ମୁଜାହିଦ୍ଦିନକୁ କଳା ତାଲିକାଭୁକ୍ତ

    ୱାଶିଂଟନ  : କାଶ୍ମୀରରେ ସକ୍ରିୟ ରହିଥିବା ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନକୁ ଆମେରିକା କଳା ତାଲିକାଭୁକ୍ତ କରିଛି । ବୁଧବାର ଆମେରିକାର ଅର୍ଥ ମନ୍ତ୍ରଣାଳୟ ହିଜବୁଲ୍‌ ମୁଜାହିଦ୍ଦିନକୁ କଳା ତାଲିକାଭୁକ୍ତ କରିବା ସହ ଏହାକୁ ଏକ ବିଶ୍ୱ ଆତଙ୍କବାଦୀ ସଂଗଠନ ବୋଲି...

  • ନିଉଜ ଆଲର୍ଟAug 16, 2017

    ଖୋର୍ଦ୍ଧା : ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀଙ୍କ ଅସୁସ୍ଥ

      ଭୁବନେଶ୍ୱର: ଖୋର୍ଦ୍ଧା ସଦରଥାନା ଅନ୍ତର୍ଗତ କାଇପଦର ପଞ୍ଚାୟତ ଦେଉଳଟାଙ୍ଗୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଖାଇ ଛାତ୍ରଛାତ୍ରୀଙ୍କ ଅସୁସ୍ଥତାକୁ ଗଣଶିକ୍ଷା ବିଭାଗ ଓ ଜିଲା ପ୍ରଶାସନ ଗୁରୁତର ସହ ଗ୍ରହଣ କରିଛି । କାର୍ଯ୍ୟରେ ଅବହେଳା ଦର୍ଶାଇ ଦେଉଳଟାଙ୍ଗୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ...

  • ନିଉଜ ଆଲର୍ଟAug 16, 2017

    ‘ନୂଆଁଖାଇ’ ପାଇଁ ଲଗ୍ନ

    ସମ୍ବଲପୁର: ଓଡ଼ିଶାର ପଶ୍ଚିମାଞ୍ଚଳର ମହାନ ଗଣପର୍ବ ‘ନୂଆଁଖାଇ’ ପାଇଁ ଆଜି ଲଗ୍ନ ସ୍ଥିର ହୋଇଛି । ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କଠାରେ ନବାନ୍ନ ଅର୍ପଣ ସକାଶେ ପ୍ରଚଳିତ ପରମ୍ପରା ଅନୁଯାୟୀ ଲଗ୍ନ ସ୍ଥିର କରାଯିବା ସକାଶେ ମଙ୍ଗଳବାର ନନେ୍ଦାତ୍ସବ...

  • ନିଉଜ ଆଲର୍ଟAug 16, 2017

    ଖାଲିପେଟରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ହୋଇପାରେ ଏସିଡିଟି ଓ ଅଲସର

    ଖାଲିପେଟରେ ଅନେକ ଲୋକ ଚା କିମ୍ବା କଫି ପିଇବା ପସନ୍ଦ କରନ୍ତି । ହେଲେ ଏହା ସ୍ୱାସ୍ଥ୍ୟ ପ୍ରତି ଅତି ଖରାପ। ଖାଲିପେଟରେ ଚା ପିଇଲେ ପେଟରେ ଏସିଡିଟ ସହ ବାନ୍ତି  ଓ କୋଷ୍ଠ କାଠିନ୍ୟ ପରି ସମସ୍ୟା ହୋଇପାରେ। ପାଚିଲା କଦଳୀ...

  • ନିଉଜ ଆଲର୍ଟAug 16, 2017

    ଧରାପଡିଲା ମାନସିକ ବିକାରଗସ୍ତ ସିରିଏଲ କିଲର

    ପୁରୀ: ଓଡ଼ିଶାରେ ନିଠାରୀ ଗଣହତ୍ୟା ଘଟଣାର ପୁନରାବୃତ୍ତି ହୋଇଛି । ଜଣେ ଯୁବକ ୫ଜଣ ମହିଳାଙ୍କୁ ବଳାତ୍କାର ପରେ ତଣ୍ଟିକାଟି ବିଭତ୍ସ ଭାବେ ହତ୍ୟା କରିଛି  । ଏପରି ଜଣେ ଅପରାଧିକୁ ଗିରଫ କରିଛି ପୁଲିସ  । ସେ ଜଣେ ନିଷ୍ଠୁର,...

  • ନିଉଜ ଆଲର୍ଟAug 16, 2017

    ଦିନିକିଆ ସିରିଜ୍‌ ପାଇଁ ଶ୍ରୀଲଙ୍କା ଦଳ; ତରଙ୍ଗା ଅଧିନାୟକ

    କଲମ୍ବୋ:  ଭାରତ ବିରୋଧରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍‌ ଲାଗି ଘରୋଇ ଶ୍ରୀଲଙ୍କା ଦଳ ମଙ୍ଗଳବାର ଘୋଷଣା କରାଯାଇଛି । ବାମହାତି ଓପ୍‌ନର ଉପୁଲ ତରଙ୍ଗା ଏହି ଦଳର ନେତୃତ୍ୱ ନେବେ । ଆସନ୍ତା ୨୦ରୁ ଉଭୟ ଦଳଙ୍କ ମଧ୍ୟରେ ୫...

  • ନିଉଜ ଆଲର୍ଟAug 16, 2017

    ନୀତୀଶଙ୍କୁ ଶରଦଙ୍କ ଆହ୍ୱାନ ; ଦଳରୁ ବାହାର କରି ଦେଖା

    ପାଟନା : ରାଜ୍ୟସଭାରେ ସଂଯୁକ୍ତ ଜନତା ଦଳ (ଜେଡିୟୁ) ସଂସଦୀୟ ଦଳ ନେତା ପଦରୁ ହଟାଯିବାର ଗୋଟିଏ ଦିନ ପରେ ଶରଦ ଯାଦବ ବୁଧବାର ତାଙ୍କୁ ଦଳରୁ ବାହାର କରି ଦେଖାଇବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଆହ୍ୱାନ ଦେଇଛନ୍ତି ।...

  • ନିଉଜ ଆଲର୍ଟAug 16, 2017

    କଟକରେ ଏନ୍‌କାଉଣ୍ଟର ; ଦୁର୍ଦାନ୍ତ ରଘୁ ଗୁରୁତର

     କଟକ  : କଟକରେ ପୁଲିସ ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ରଘୁନାଥ ଦାସ ଗୁରୁତର ଆହତ ହୋଇଛି । ରଘୁନାଥର ବାମ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରଘୁନାଥ ସହିତ...

Like Us

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |