• ରାଜନୀତିAug 17, 2017

    ଏମପି ପୌର ନିର୍ବାଚନରେ କଂଗ୍ରେସକୁ ଲାଭ

    ଭୋପାଳ : ମଧ୍ୟପ୍ରଦେଶରେ ସଦ୍ୟ ସମାପ୍ତ ପୌର ନିର୍ବାଚନରେ ବିଜେପି ବୃହତ୍‌ ଦଳ ଭାବରେ ଉଭା ହୋଇଥିଲେ ମଧ୍ୟ ତାର ଭୋଟା ହାର ହ୍ରାସ ପାଇଛି । ଅପରପକ୍ଷେ କଂଗ୍ରେସ ଦଳ ଗତ ନିର୍ବାଚନ ଅପେକ୍ଷା ସି୍ଥତି ସୁଦୃଢ କରିବା ସହ...

  • ରାଜନୀତିAug 17, 2017

    ନିରଞ୍ଜନଙ୍କ ବିରୋଧରେ ମୁହଁ ଖୋଲିଲେ ଶ୍ରୀକାନ୍ତ

    ଭୁବନେଶ୍ୱର : ରାଜ୍ୟ କଂଗ୍ରେସ ରାଜନୈତିକ ପରିବେଶ ବେଶ୍‌ ଗରମ ରହିଥିବା ବେଳେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ଦେଖିବାକୁ ମିଳୁଛି । ପ୍ରଦେଶ କଂଗ୍ରେସ ବଦଳକୁ ନେଇ ଟଣାଓଟରା ରାଜନୀତି ଚାଲିଥିବା ବେଳେ ମୈଦାନକୁ ଓହ୍ଲାଇଛନ୍ତି ବରିଷ୍ଠ...

  • ରାଜନୀତିAug 15, 2017

    ନିଯୁକ୍ତ ହେବେ ୩ କାର୍ଯ୍ୟକାରୀ ସଭାପତି !

    ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ଗତ ତିନିଦିନ ଧରି ଏଆଇସିସି ପକ୍ଷରୁ ଚାଲିଥିବା ମନ୍ଥନ ଇତିମଧ୍ୟରେ ଶେଷ ହୋଇଛି । ପିସିସି ପରିବର୍ତ୍ତନ ନେଇ ନିର୍ଯାସ କ’ଣ ବାହାରିବ ତାହା ଉପରେ ସମସ୍ତ ନଜର ରହିଥିବାବେଳେ ଆଗାମୀ ଦିନରେ ଦଳକୁ କିପରି ସୁଦୃଢ଼...

  • ରାଜନୀତିAug 14, 2017

    ‘ବିଜେପି ପାଖରୁ ଦେଶ ଭକ୍ତି ଶିଖିବୁ ନାହିଁ’

    କଲକାତା : କେନ୍ଦ୍ର ସରକାର ଏବଂ ପଶ୍ଚିମବଙ୍ଗ ସରକାର ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି । ସ୍ୱାଧିନତା ଦିବସ ପାଳନ ପାଇଁ କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତିକୁ ପଶ୍ଚିମବଙ୍ଗର କୌଣସି ସ୍କୁଲ କିମ୍ବା କଲେଜରେ ଲାଗୁ କରିବା ଉପରେ ରୋକ୍‌...

  • ରାଜନୀତିAug 14, 2017

    ଜେଡିୟୁରୁ ୨୧ ନିଲମ୍ବିତ

    ପାଟନା : ବିହାରରେ ଜେଡିୟୁ ଏବଂ ବିଜେପି ମିଳିତ ଭାବରେ ସରକାର ଗଠନ କରିବା ପରେ ଆରମ୍ଭ ହୋଇଥିବା ବିବାଦର ଅନ୍ତ ହେଉନାହିଁ । ନୀତିଶ କୁମାରଙ୍କ ଏଭଳି ନିଷ୍ପତ୍ତକୁ ଶରଦ ଯାଦବ କ୍ରମାଗତ ଭାବରେ ସମାଲୋଚନା କରିବା ସହ ତାଙ୍କର...

  • ରାଜନୀତିAug 12, 2017

    କଂଗ୍ରେସର ଜିଲ୍ଲା ସଭାପତିମାନଙ୍କୁ ଭେଟିଲେ ଦଳର ତିନି ଜଣିଆ ପର୍ଯ୍ୟବେକ୍ଷକ ଦଳ

    ଭୁବନେଶ୍ୱର:  ସର୍ବ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷା ସେନିଆ ଗାନ୍ଧୀଙ୍କ ଦ୍ୱାରା ଓଡିଶାରେ କଂଗ୍ରେସର ସ୍ଥିତି ବିଷୟରେ ରିପୋର୍ଟ ପ୍ରଦାନ କରିବାପାଇଁ ଗଠନ କରାଯାଇଥିବା ତିନି ଜଣିଆ ପର୍ଯ୍ୟବେକ୍ଷକ କମିଟି  କଂଗ୍ରେସ ଜିଲ୍ଲା ସଭାପତିମାନଙ୍କୁ ଭେଟିଛନ୍ତି। କଂଗ୍ରେସନେତା ଗୌରବ ଗୋଗଇ,ତାମ୍ର ଧ୍ୱଜ...

  • ରାଜନୀତିAug 12, 2017

    ଏନଡିଏରେ ଯୋଗଦେବେ ନୀତିଶ କୁମାର !

    ନୂଆଦିଲ୍ଲୀ : ଏନଡିଏରେ ଯୋଗଦେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର  । ଜେଡି(ୟୁ)ରେ ଆଭ୍ୟନ୍ତରୀଣ କନ୍ଦଳ ଲାଗିରହିଥିବା ବେଳେ ବଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏନଡିଏରେ ଯୋଗଦେବାକୁ ନୀତିଶ କୁମାରଙ୍କୁ ଆମନ୍ତ୍ରଣ କରିଛନ୍ତି  ।  ଶୁକ୍ରବାର ଶ୍ରୀ ଶାହା ନୀତିଶ...

  • ରାଜନୀତିAug 12, 2017

    ରାଜ୍ୟସଭା ନେତା ପଦରୁ ହଟିଲେ ଶରଦ ଯାଦବ

    ପାଟନା: ରାଜ୍ୟସଭାରେ ସଂଯୁକ୍ତ ଜନତା ଦଳର ନେତା ପଦରୁ ଶରଦ୍ ଯାଦବଙ୍କୁ ହଟାଇ ଦିଆଯାଇଛି  । ବିହାର ମୁଖ୍ୟମନ୍ତ୍ରୀ ଦଳର ଅଧ୍ୟକ୍ଷ  ନୀତିଶ କୁମାର ଶରଦ ଯାଦବଙ୍କୁ ହଟାଇ ଆରସିପି ସିଂହଙ୍କୁ ରାଜ୍ୟସଭାରେ ନୂତନ ନେତା ଭାବେ ମନୋନୀତ କରିଛନ୍ତି  ।...

  • ରାଜନୀତିAug 11, 2017

    ସଂସଦର ମୌସୁମୀ ଅଧିବେଶନ ସମାପ୍ତ

    • ଉଭୟ ଗୃହରେ ମୋଟ ୧୩ଟି ବିଲ୍ ପାରିତ • ଲୋକସଭାରେ ୭୭.୯୪% ଏବଂ ରାଜ୍ୟସଭାରେ ୭୯.୯୫% କାର୍ଯ୍ୟ ସମ୍ପନ୍ନ  ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ-୨୦୧୭ ଗୃହ କାର୍ଯ୍ୟ ଦୃଷ୍ଟିରୁ ବେଶ ସଫଳ ଅଧିବେଶନ ହୋଇପାରିଛି । ସମସ୍ତ ରାଜନୈତିକ ଦଳ...

  • ରାଜନୀତିAug 11, 2017

    ଉପ-ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କଲେ ଭେଙ୍କେୟା ନାଇଡୁ

    ନୂଆଦିଲ୍ଲୀ : ଦେଶର ତ୍ରୟୋଦଶ ଉପ-ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଭେଙ୍କେୟା ନାଇଡୁ । ରାଷ୍ଟ୍ରପତି ଭବନରେ ତାଙ୍କର ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଶପଥ ପାଠ କରାଇଥିଲେ । ଏହି...

  • ରାଜନୀତିAug 11, 2017

    ରାଜ୍ୟସଭାରେ ନୂତନ ଉପରାଷ୍ଟ୍ରପତି ତଥା ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

     ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାରେ ସଦସ୍ୟମାନଙ୍କ ସହ ମିଶି ଗୃହର ନୂତନ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଶ୍ରୀ ଏମ. ଭେଙ୍କେୟା ନାଇଡୁଙ୍କୁ ସ୍ୱାଗତ କରିଛନ୍ତି । ସ୍ୱାଗତ ଅଧିବେଶନରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଜି ଅଗଷ୍ଟ...

  • ରାଜନୀତିAug 11, 2017

    ମୌସୁମୀ ଅଧିବେଶନ ଶେଷ

    ନୂଆଦିଲ୍ଲୀ : ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଛି  । ଉଭୟ ରାଜ୍ୟସଭା ଓ ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳପାଇଁ ମୁଲତବୀ ଘୋଷଣା କରାଯାଇଛି  । ଆଜିର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେଲୋକସଭାର ବାଚସ୍ପତି ସୁମିତ୍ର ମହାଜନ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ...

  • ରାଜନୀତିAug 10, 2017

    ମହାନଦୀ ବଞ୍ଚାଅ ଆନ୍ଦୋଳନକୁ ଲୋକ ଦେଖାଣିଆ କହିଲା ବିଜେପି

    ମହାନଦୀକୁ ନେଇ ଏବେ ଦିଲ୍ଲୀ ଦରବାର ହୁଲସ୍ତୁଲ। ଅନେକ ସଂଗଠନର କାର୍ଯ୍ୟକର୍ତ୍ତା ଦିଲ୍ଲୀର ଯନ୍ତର ମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ବିଜେଡି ଓ କଂଗ୍ରେସର ନେତା ବି ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଛନ୍ତି। ଶୀଘ୍ର ଟ୍ରିବ୍ୟୁନାଲ ଗଠନ ସହ ଓଡିଶାର...

  • ରାଜନୀତିAug 10, 2017

    ୧୧ କୋଟି ଲୋକଙ୍କ ବିଶ୍ୱାସ ଭାଙ୍ଗିଦେଲେ ନୀତିଶ: ଶରଦ ଯାଦବ

    ନୂଆଦିଲ୍ଲୀ : ବିହାରରେ ମେଣ୍ଟ ସରକାର ଭାଙ୍ଗିବା ପରେ ବିଜେପି ସହ ମିଳିତ ଭାବେ ସରକାର ଗଠନ କରିବାକୁ ନୀତିଶ କୁମାରଙ୍କ ନିଷ୍ପତ୍ତିର କଡା ସମାଲୋଚନା କରିଛନ୍ତି ଜେଡିୟୁ ନେତା ଶରଦ ଯାଦବ । ୫ ବର୍ଷ ପାଇଁ ମେଣ୍ଟ ଗଠନ...

  • ରାଜନୀତିAug 10, 2017

    ମୁସଲମାନ ଅସ୍ଥିର ଏବଂ ଅସୁରକ୍ଷିତ ମନେ କରୁଛନ୍ତି: ଅନସାରୀ

    ନୂଆଦିଲ୍ଲୀ: ଦେଶର ମୁସଲମାନ ଅସ୍ଥିର ତଥା ଅସୁରକ୍ଷିତ ଭାବନା ରହିଛି ବୋଲି କହିଛନ୍ତି ବିଦାୟୀ ଉପ-ରାଷ୍ଟ୍ରପତି ହମିଦ ଅନସାରୀ । ବର୍ତ୍ତମାନ ଦେଶରେ ଗୋରକ୍ଷକଙ୍କ ହିଂସାକାଣ୍ଡ ତଥା ଅସହିଷ୍ଣୁ ମନୋଭାବ ବୃଦ୍ଧି ପାଉଥିବା ବେଳେ ହମିଦ ଅନସାରୀଙ୍କ ଏଭଳି ମନ୍ତବ୍ୟ ଏକ...

Like Us

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |