• ବିଶ୍ଵAug 16, 2017

    ହିଜ୍‌ବୁଲ ମୁଜାହିଦ୍ଦିନକୁ କଳା ତାଲିକାଭୁକ୍ତ

    ୱାଶିଂଟନ  : କାଶ୍ମୀରରେ ସକ୍ରିୟ ରହିଥିବା ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନକୁ ଆମେରିକା କଳା ତାଲିକାଭୁକ୍ତ କରିଛି । ବୁଧବାର ଆମେରିକାର ଅର୍ଥ ମନ୍ତ୍ରଣାଳୟ ହିଜବୁଲ୍‌ ମୁଜାହିଦ୍ଦିନକୁ କଳା ତାଲିକାଭୁକ୍ତ କରିବା ସହ ଏହାକୁ ଏକ ବିଶ୍ୱ ଆତଙ୍କବାଦୀ ସଂଗଠନ ବୋଲି...

  • ବିଶ୍ଵAug 16, 2017

    ୧୦,୦୦୦ ଅଣ୍ଡାରେ ତିଆରି ହେଲା ଆମଲେଟ୍‌

    ବେଲଜିୟମ : ଅଣ୍ଡା ଆମଲେଟ୍‌ ଖାଇବାକୁ କାହାକୁ ଭଲ ନ ଲାଗେ  । ତେବେ  ଅମାଲେଟ୍‌ ଯଦି ୧୦,୦୦୦ଅଣ୍ଡାରେ ତିଆରି ହୋଇଥାଏ  । କେତେଜଣ ତାକୁ ତିଆରି କରିଥିବେ  । କେତେ ସମୟରେ ତିଆରି କରିଥିବେ, ଆଉ କେତେଜଣ ଖାଇବେ, ତାହା...

  • ବିଶ୍ଵAug 16, 2017

    ଭାରତ - ଚୀନ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରନ୍ତୁ : ଆମେରିକା

    ୱାସିଙ୍ଗଟନ :ଭାରତ ଓ ଚୀନ୍ ସେମାନଙ୍କ ମଧ୍ୟରେ ଥିବା ଅମୀମାଂସିତ ପ୍ରସଙ୍ଗଗୁଡ଼ିକୁ କଥାବାର୍ତା ମାଧ୍ୟମରେ ସମାଧାନ କରନ୍ତୁ ବୋଲି ଆମେରିକା କହିଛ  ।  ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ହିଦର୍ ନୱର୍ଟ ୱାସିଙ୍ଗଟନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଆମେରିକା ଉଭୟ...

  • ବିଶ୍ଵAug 16, 2017

    କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ସ୍ୱାଗତ

    ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ରାଜନୈତିକ ଦଳ ମତ ନିର୍ବିଶେଷରେ ସବୁଦଳର ନେତାମାନେ କାଶ୍ମୀର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଭିମୁଖ୍ୟକୁ ସ୍ୱାଗତ କରିଛନ୍ତି  । ଗତକାଲି ସ୍ୱାଧୀନତା ଦିବସ ଉତ୍ସବ ଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ କାଶ୍ମୀର ସମସ୍ୟାର ସମାଧାନ ଗୁଳିରେ...

  • ବିଶ୍ଵAug 15, 2017

    ଧମକରୁ ପଛକୁ ହଟିଲା ଉତ୍ତରକୋରିଆ

    ହାଗାତ୍ନା/ଗୁଆମ :  ଗୁଆମ ଦ୍ୱୀପରେ ୪ଟି କ୍ଷପଣାସ୍ତ୍ର ମାଡ଼ କରିବାକୁ ଉତ୍ତରକୋରିଆ ଦେଇଥିବା ଧମକରୁ ଏବେ ପଛକୁ ହଟିଛି  । ଫଳରେ ଏହି ଦ୍ୱୀପରେ ରହୁଥିବା ଆମେରିକୀୟ ଏବେ ଆଶ୍ୱସ୍ଥି ଲାଭ କରିଛନ୍ତି  । ଲେଫ୍ଟନାଣ୍ଟ ଗଭର୍ଣ୍ଣର ଟୋନିରିୟୋ କହିଛନ୍ତି ଯେ...

  • ବିଶ୍ଵAug 15, 2017

    ୫୦୦ ପାକିସ୍ତାନୀ ୱେବସାଇଟକୁ ଅଚଳ କଲେ ଭାରତୀୟ ହ୍ୟାକର

    ନୂଆଦିଲ୍ଲୀ/ଇସଲାମାବାଦ : ଅଗଷ୍ଟ ୧୪ ପାକିସ୍ତାନ ସ୍ୱାଧୀନତା ଦିବସରେ ପାକିସ୍ତାନର ପାଖାପାଖି ୫୦୦ ସରକାରୀ ଓ ବେସରକାରୀ ୱେବସାଇଟ ହ୍ୟାକ ହୋଇଥିଲା  । ପାକିସ୍ତାନ ପ୍ରାୟ ୱେବସାଇଟ ସାଇବର ଆକ୍ରମଣ ମଧ୍ୟରେ ଜାମ ହୋଇଯାଇଥିଲା  । ହ୍ୟାକରମାନେ ପ୍ରତି ୱେବସାଇଟରେ ଭାରତ...

  • ବିଶ୍ଵAug 15, 2017

    ନେପାଳରେ ବନ୍ୟା ଓ ଭୂସ୍ଖଳନରେ ୮୦ମୃତ

    କାଠମାଣ୍ଡୁ:  ସୋମବାର ନେପାଳରେ ଭୂସ୍ଖଳନରେ ୧୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପ୍ରବଳ ବର୍ଷା କାରଣରୁ ବନ୍ୟା ଦ୍ୱାରା  ମୃତକ ସଂଖ୍ୟା ୮୦ରେ ପହଁଞ୍ଚିଛି । ତେବେ ଏଥିରେ ଫସିଥିବା ୩୫ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ନେପାଳରେ ଗତ...

  • ବିଶ୍ଵAug 14, 2017

    ମଧ୍ୟରାତ୍ରରେ ୱାଘା ସୀମାରେ ଉଡିଲା ପାକିସ୍ଥାନର ୮୦ ଫୁଟ ଉଚ୍ଚ ଜାତୀୟ ପତାକା

    ଇସଲାମାବାଦ: ପାକିସ୍ଥାନର ୭୦ତମ ସ୍ୱାଧିନତା ଦିବସ ଅବସରରେ ସେନା ପ୍ରମୁଖ ୱାଘା ସୀମାରେ ଦେଶର ସବୁଠାରୁ ବଡ ଜାତୀୟ ପତାକା ଉଡାଇଛନ୍ତି । ମିଳିଥିବା ରିପୋର୍ଟ ଅନୁଯାୟୀ ପାକିସ୍ଥାନ ପକ୍ଷରୁ ତିଆରି କରାଯାଇଥିବା ୧୨୦:୮୦ ଫୁଟର ଜାତୀୟ ପତାକା ମଧ୍ୟରାତ୍ରରେ ଉତ୍ତୋଳନ...

  • ବିଶ୍ଵAug 14, 2017

    ‘ନିଉ ଇଣ୍ଡିଆ’ ଆମର ‘ରାଷ୍ଟ୍ରୀୟ ସଂକଳ୍ପ’

    ରାଷ୍ଟ୍ର ନିର୍ମାଣ କାର୍ୟ୍ୟରେ ଲାଗିଥିବା ମୋର ପ୍ରିୟ ଦେଶବାସୀ, ସ୍ୱାଧୀନତାର ୭୦ ବର୍ଷ ପୂରଣ ହେବା ଅବସରରେ ଆପଣମାନଙ୍କୁ ବହୁତ-ବହୁତ ଶୁଭକାମନା  । ଆସନ୍ତାକାଲି ୭୧ତମ ସ୍ୱାଧୀନତା ଦିବସ ପାଳିତ ହେବାକୁ ଯାଉଛି  । ଏହି ମହାନ ଦିବସର ପୂର୍ବ ସନ୍ଧ୍ୟାରେ ମୁଁ...

  • ବିଶ୍ଵAug 14, 2017

    ପ୍ରସିଦ୍ଧ ବିଗ୍‌ ବେନ୍‌ ଘଣ୍ଟାକୁ ବିଶ୍ରାମ

    ଲଣ୍ଡନ : ଶତାଧିକ ବର୍ଷ ଧରି ବ୍ରିଟିଶ ପାର୍ଲାମେଣ୍ଟ ପରିସରରେ ବାଜୁଥିବା ପ୍ରସିଦ୍ଧ ବିଗ୍‌ ବେନ୍‌ ଘଣ୍ଟା ବିଶ୍ରାମ ନେବ! ତେବେ ସବୁଦିନ ନୁହେଁ; ମାତ୍ର ୪ବର୍ଷ ପାଇଁ । ଲଣ୍ଡନର ବିଗ୍‌ ବେନ୍‌ କ୍ଳକ୍‌ ଟାୱାରରେ ଥିବା ଏହି ୧୩.୭ଟନ୍‌...

  • ବିଶ୍ଵAug 13, 2017

    ସେନା ଆଧୁନିକୀକରଣରେ ଭାରତକୁ ସାହାଯ୍ୟ କରିବ ଆମେରିକା

    ୱାଶିଂଟନ: ଭାରତର ସାମରିକ ଦକ୍ଷତା ବୃଦ୍ଧି ପୂର୍ବକ ଏହାର ସେନାକୁ ଆଧୁନିକୀକରଣ କରିବାରେ ଆମେରିକା ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ପେଣ୍ଟାଗନର ଜଣେ ବରିଷ୍ଠ କମାଣ୍ଡର କହିଛନ୍ତି । ଆମେରିକା ପ୍ୟାସିଫିକ୍‌ କମାଣ୍ଡର କମାଣ୍ଡର ଆଡମିରାଳ ହ୍ୟାରି ହ୍ୟାରିସ କହିଛନ୍ତି ବିଗତ...

  • ବିଶ୍ଵAug 13, 2017

    ଆମେରିକା ଓ ଉତ୍ତର କୋରିଆ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଜିନ୍‌ପିଙ୍ଗ୍‌ଙ୍କ ପ୍ରସ୍ତାବ

    ବେଜିଂ: ଉତ୍ତର କୋରିଆ ଓ ଆମେରିକା ମଧ୍ୟରେ ଦେଖାଯାଇଥିବା ଯୁଦ୍ଧ ପରିସ୍ଥିତିକୁ ପ୍ରଶମିତ କରିବା ଲାଗି ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ମଧ୍ୟସ୍ଥତା ହାତ ବଢାଇଛନ୍ତି । ଗୋଟିଏ ପଟେ ଚୀନ ଉତ୍ତରକୋରିଆକୁ ଆଣବିକ ଶକ୍ତି ବିସ୍ତାର ଲାଗି ପ୍ରୋତ୍ସାହନ ଦେଉଥିବାବେଳେ...

  • ବିଶ୍ଵAug 13, 2017

    ଚୀନର ପିଲାଳିଆମି ଯାଇନି: ଆମେରିକା ବିଶେଷଜ୍ଞ

    ୱାଶିଂଟନ): ଡୋକଲାମ ବିବାଦରେ ଚୀନ ଯେଉଁ ବ୍ୟବହାର ପ୍ରଦର୍ଶନ କରୁଛି ତାହା ପିଲାଳିଆମିର ପରିଚୟ । ଅନ୍ୟ ପଟେ ଭାରତ ଯେଉଁ ଆଭିମୁଖ୍ୟ ପ୍ରଦର୍ଶନ କରୁଛି ତାହା ବେଶ ପରିପକ୍ୱତାର ପରିଚୟ ବୋଲି ଆମେରିକାର ଜଣେ ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି ।...

  • ବିଶ୍ଵAug 13, 2017

    ପାକିସ୍ଥାନରେ ବୋମା ବିସ୍ଫୋରଣ; ୧୭ ମୃତ,୨୦ରୁ ଉଦ୍ଧ୍ୱ ଆହତ

    କରାଚି: ପାକିସ୍ଥାନର କ୍ୱେଟା ସହରରେ ଶନିବାର ଘଟିଥିବା ଏକ ବୋମା ବିସ୍ଫୋରଣରେ ୧୭ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଉଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଏହି ବିସ୍ଫୋରଣ ପିସିନ ବସଷ୍ଟପ ନିକଟରେ ଥିବା ଏକ ପାର୍କିଂରେ ଘଟିଥିବାର ସୂଚନା ମିଳିଛି...

  • ବିଶ୍ଵAug 12, 2017

    ମିଶ୍ରରେ ଟ୍ରେନ ଦୁର୍ଘଟଣା : ୪୧ମୃତ, ୧୮୦ଆହତ

    କାହିରା:ମିଶ୍ରର ଆଲେକଜାଣ୍ଡ୍ରିଆ ସହରରେ ଶୁକ୍ରବାର ଦୁଇଟି ଟ୍ରେନ ପରସ୍ପର ସହ ଧକ୍କା ଲାଗିବା ଫଳରେ ୪୧ଜଣଙ୍କ ମୃତ୍ୟୁ ଘଟିବା ସହ ୧୮୦ଜଣ ଆହତ ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସୂଚନା ଅନୁଯାୟୀ  ମିଶ୍ରର ରାଜଧାନୀ କାହିରାଠୁ  ଆଲେକଜାଣ୍ଡ୍ରିଆ ଯାଉଥିବା ଟ୍ରେନଟି...

Like Us

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |