• ଦେଶAug 17, 2017

    ୨୯ ହଜାର କୋଟି ଦାନ କଲେ ବିଲ୍‌ ଗେଟ୍‌ସ

    ନୂଆଦିଲ୍ଲୀ : ମାଇକ୍ରୋସଫ୍ଟ ସଂସ୍ଥାପକ ବିଲ୍‌ ଗେଟ୍‌ସ ସମାଜସେବା ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ବେଳେ ସେ ପୁଣି ୨୯ ହଜାର କୋଟି ଟଙ୍କା ସମାଜସେବା ପାଇଁ ଦାନ କରିଛନ୍ତି । ସେ ମାଇକ୍ରୋସଫ୍ଟ କମ୍ପାନୀର ୬ କୋଟି ୪୦...

  • ଦେଶAug 17, 2017

    ଏମପି ପୌର ନିର୍ବାଚନରେ କଂଗ୍ରେସକୁ ଲାଭ

    ଭୋପାଳ : ମଧ୍ୟପ୍ରଦେଶରେ ସଦ୍ୟ ସମାପ୍ତ ପୌର ନିର୍ବାଚନରେ ବିଜେପି ବୃହତ୍‌ ଦଳ ଭାବରେ ଉଭା ହୋଇଥିଲେ ମଧ୍ୟ ତାର ଭୋଟା ହାର ହ୍ରାସ ପାଇଛି । ଅପରପକ୍ଷେ କଂଗ୍ରେସ ଦଳ ଗତ ନିର୍ବାଚନ ଅପେକ୍ଷା ସି୍ଥତି ସୁଦୃଢ କରିବା ସହ...

  • ଦେଶAug 17, 2017

    ନିରଞ୍ଜନଙ୍କ ବିରୋଧରେ ମୁହଁ ଖୋଲିଲେ ଶ୍ରୀକାନ୍ତ

    ଭୁବନେଶ୍ୱର : ରାଜ୍ୟ କଂଗ୍ରେସ ରାଜନୈତିକ ପରିବେଶ ବେଶ୍‌ ଗରମ ରହିଥିବା ବେଳେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ଦେଖିବାକୁ ମିଳୁଛି । ପ୍ରଦେଶ କଂଗ୍ରେସ ବଦଳକୁ ନେଇ ଟଣାଓଟରା ରାଜନୀତି ଚାଲିଥିବା ବେଳେ ମୈଦାନକୁ ଓହ୍ଲାଇଛନ୍ତି ବରିଷ୍ଠ...

  • ଦେଶAug 16, 2017

    ଯୁଦ୍ଧ ପାଇଁ ଚୀନର ପ୍ରସ୍ତୁତି!

    ବେଜିଂ : ଡୋକଲାମ ଓ ଲଦାଖରେ ଭାରତୀୟ ସେନା ସହ ମୁହାଁମୁହିଁ ହେବା ପରେ ଚୀନ ଏବେ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଯୁଦ୍ଧ ପାଇଁ ଚୀନ ଦ୍ରୁତଗତିରେ ପ୍ରସ୍ତୁତି ଚଳାଇଛି  । ଚୀନ ସୀମାନ୍ତର ବିଭିନ୍ନ ପ୍ରାନ୍ତ...

  • ଦେଶAug 16, 2017

    ହିଜ୍‌ବୁଲ ମୁଜାହିଦ୍ଦିନକୁ କଳା ତାଲିକାଭୁକ୍ତ

    ୱାଶିଂଟନ  : କାଶ୍ମୀରରେ ସକ୍ରିୟ ରହିଥିବା ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନକୁ ଆମେରିକା କଳା ତାଲିକାଭୁକ୍ତ କରିଛି । ବୁଧବାର ଆମେରିକାର ଅର୍ଥ ମନ୍ତ୍ରଣାଳୟ ହିଜବୁଲ୍‌ ମୁଜାହିଦ୍ଦିନକୁ କଳା ତାଲିକାଭୁକ୍ତ କରିବା ସହ ଏହାକୁ ଏକ ବିଶ୍ୱ ଆତଙ୍କବାଦୀ ସଂଗଠନ ବୋଲି...

  • ଦେଶAug 16, 2017

    ଦିନିକିଆ ସିରିଜ୍‌ ପାଇଁ ଶ୍ରୀଲଙ୍କା ଦଳ; ତରଙ୍ଗା ଅଧିନାୟକ

    କଲମ୍ବୋ:  ଭାରତ ବିରୋଧରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍‌ ଲାଗି ଘରୋଇ ଶ୍ରୀଲଙ୍କା ଦଳ ମଙ୍ଗଳବାର ଘୋଷଣା କରାଯାଇଛି । ବାମହାତି ଓପ୍‌ନର ଉପୁଲ ତରଙ୍ଗା ଏହି ଦଳର ନେତୃତ୍ୱ ନେବେ । ଆସନ୍ତା ୨୦ରୁ ଉଭୟ ଦଳଙ୍କ ମଧ୍ୟରେ ୫...

  • ଦେଶAug 16, 2017

    ନୀତୀଶଙ୍କୁ ଶରଦଙ୍କ ଆହ୍ୱାନ ; ଦଳରୁ ବାହାର କରି ଦେଖା

    ପାଟନା : ରାଜ୍ୟସଭାରେ ସଂଯୁକ୍ତ ଜନତା ଦଳ (ଜେଡିୟୁ) ସଂସଦୀୟ ଦଳ ନେତା ପଦରୁ ହଟାଯିବାର ଗୋଟିଏ ଦିନ ପରେ ଶରଦ ଯାଦବ ବୁଧବାର ତାଙ୍କୁ ଦଳରୁ ବାହାର କରି ଦେଖାଇବାକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଆହ୍ୱାନ ଦେଇଛନ୍ତି ।...

  • ଦେଶAug 16, 2017

    ‘ବ୍ଲ୍ୟୁ ହ୍ୱେଲ’ର ଶିକାର ହୋଇ ପ୍ରାଣହାରିଲେ ୨୨ ବର୍ଷିୟ ଯୁବକ!

    କନ୍ନୁର : କେରଳର କନ୍ନୁର ଜିଲାରେ ଏକ ‘ବ୍ଲ୍ୟୁ ହ୍ୱେଲ’ ଅନଲାଇନ ଗେମ ଜନିତ ଆତ୍ମହତ୍ୟା ଘଟଣା ପଦାକୁ ଆସିଛି । ସୂଚନା ଅନୁଯାୟୀ ଗତ ମାସରେ ଇଣ୍ଟଷ୍ଟ୍ରିଆଲ ଟ୍ରେନିଂ ଇନଷ୍ଟଚ୍ୟୁଟର ଜଣେ ୨୨ ବର୍ଷିୟ ଛାତ୍ର ସାୱନ୍ତ ନିଜ ଘରେ...

  • ଦେଶAug 16, 2017

    ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ଭାଷଣ ପ୍ରସାର କଲାନି ଆକାଶବାଣୀ ଓ ଦୂରଦର୍ଶନ

    ଅଗରତାଲା : ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାର ମଙ୍ଗଳବାର ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତାକୁ ଉଭୟ ପ୍ରସାର ଭାରତୀ (ଦୂରଦର୍ଶନ) ଓ ଆକାଶବାଣୀ ପକ୍ଷରୁ ପ୍ରସାର କରାଯାଇନଥିବାରୁ ବିବାଦୀୟ ସ୍ଥିତି ଉପୁଜିଛି । ତ୍ରିପୁରାରେ ବର୍ତ୍ତମାନ...

  • ଦେଶAug 16, 2017

    ଶିଖ ବିରୋଧୀ ଦଙ୍ଗା ମାମଲାର ସମୀକ୍ଷା କରିବ ସୁପ୍ରିମକୋର୍ଟ କମିଟି

    ନୂଆଦିଲ୍ଲୀ :୧୯୮୪ ମସିହା ଶିଖ୍‌ ବିରୋଧୀ ଦଙ୍ଗା ସମ୍ପର୍କିତ ୧୯୯ଟି ମାମଲାର ଶୁଣାଣି ବନ୍ଦ କରିବାକୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଯେଉଁ ସୁପାରିସ କରିଛନ୍ତି, ତାହାର ସମୀକ୍ଷା କରି ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ବୁଧବାର ଦୁଇଜଣିଆ କମିଟି ଗଠନ କରିଛନ୍ତି...

  • ଦେଶAug 16, 2017

    ରାଜଧାନୀ ଏକ୍ସପ୍ରେସରେ ଡକାୟତି

    ନୂଆଦିଲ୍ଲୀ : ମୁମ୍ବଇରୁ ନିଜାମୁଦ୍ଦିନ (ଦିଲ୍ଲୀ) ଅଭିମୁଖେ ଯାତ୍ରା କରୁଥିବା ରାଜଧାନୀ ଏକ୍ସପ୍ରେସର ଏକାଧିକ ବଗିରେ ଡକାୟତି ଘଟଣା ଘଟିଥିବା ପ୍ରକାଶ । ଟ୍ରେନଟି ରାଜସ୍ଥାନର କୋଟା ଷ୍ଟେସନ ନିକଟବର୍ତ୍ତୀ ହୋଇଥିବାବେଳେ ଡକାୟତମାନେ ୯ଟି ବଗିର ଯାତ୍ରୀଙ୍କୁ ନିଶା ଦେଇ ପ୍ରାୟ...

  • ଦେଶAug 16, 2017

    ଦହିହାଣ୍ଡି ଭଙ୍ଗା ଉତ୍ସବରେ ୩ ମୃତ, ୧୧୭ ଆହତ

    ମୁମ୍ବଇ : ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ଗତ ସୋମବାର ମହାରାଷ୍ଟ୍ରରେ ଦହିହାଣ୍ଡି ଭଙ୍ଗା ଉତ୍ସବ ପାଳନ ସମୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୧୭ ଜଣ ଆହତ ହୋଇଛନ୍ତି । ପାଲଘାର ଜିଲା ଓ ନଭି ମୁମ୍ବଇର ଆଇରୋଲି ଏବଂ ପୁଣେରେ...

  • ଦେଶAug 16, 2017

    ରାତିଏ ପାଇଁ ସାଜନ୍ତି ବର

    ନୂଆଦିଲ୍ଲୀ : ଗୋଟିଏ ରାତି ପାଇଁ ବର ସାଜନ୍ତି  । ରାତି ପାହିଲେ ସବୁ ସ୍ୱାଭାବିକ  । ଏହି ରାତିରେ ସଜାହୁଏ ଚତୁର୍ଥୀ ଶେଯ  । ଅଜଣା ପୁରୁଷ ସହ ଗୋଟିଏ ରାତି ବିତାଇବାକୁ ମହିଳାମାନେ ବାଧ୍ୟ ହୁଅନ୍ତି  । ପଢିବାକୁ...

  • ଦେଶAug 16, 2017

    ଗୋରଖପୁର ଶିଶୁ ମୃତ୍ୟୁର କାରଣ ଅମ୍ଳଜାନ ଅଭାବ ନୁହେଁ: କେନ୍ଦ୍ରୀୟ ତଦନ୍ତ କମିଟି

    ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଗୋରଖପୁରସ୍ଥିତ ବାବା ରାଘବ ଦାସ ମେଡିକାଲ କଲେଜ ହାସପାତାଳରେ ଅମ୍ଳଜାନ ଯୋଗାଣ ଅଭାବରୁ ଗତ ସପ୍ତାହରେ ୭୯ ଜଣ ଶିଶୁ ପ୍ରାଣ ହରାଇଥିଲେ । ଏହାକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥିବାବେଳେ କେନ୍ଦ୍ରୀୟ ତଦନ୍ତକାରୀ ଦଳ...

  • ଦେଶAug 16, 2017

    ଜଣେ ଆତଙ୍କବାଦୀ ନିହତ

    କାଶ୍ମୀର : ଜାମ୍ମୁ କାଶ୍ମୀର ପୁଲୱାମା ଜିଲା ବାନ୍ଦେରପୋରା ଗ୍ରାମରେ ଭାରତୀୟ ସେନା ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି  । ଏହି ଅଞ୍ଚଳରେ ତଲାସୀ ଅଭିଯାନ ଜାରି ରହିଛି  । ଏହି ଅଞ୍ଚଳରେ କେତେକ ଆତଙ୍କବାଦୀ ଲୁଚି ରହିଥିବା...

Like Us

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |