• ଖୋର୍ଦ୍ଧାAug 16, 2017

    ଖୋର୍ଦ୍ଧା : ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରଛାତ୍ରୀଙ୍କ ଅସୁସ୍ଥ

      ଭୁବନେଶ୍ୱର: ଖୋର୍ଦ୍ଧା ସଦରଥାନା ଅନ୍ତର୍ଗତ କାଇପଦର ପଞ୍ଚାୟତ ଦେଉଳଟାଙ୍ଗୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଖାଇ ଛାତ୍ରଛାତ୍ରୀଙ୍କ ଅସୁସ୍ଥତାକୁ ଗଣଶିକ୍ଷା ବିଭାଗ ଓ ଜିଲା ପ୍ରଶାସନ ଗୁରୁତର ସହ ଗ୍ରହଣ କରିଛି । କାର୍ଯ୍ୟରେ ଅବହେଳା ଦର୍ଶାଇ ଦେଉଳଟାଙ୍ଗୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ...

  • ଖୋର୍ଦ୍ଧାAug 15, 2017

    ସ୍ୱାଇନ୍‌ଫ୍ଲୁ ଆତଙ୍କ : ୧୦ ମୃତ,୧୪୦ ଆକ୍ରାନ୍ତ

    ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ସ୍ୱାଇନ୍‌ଫ୍ଲୁ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୧୦ଦିନ ଭିତରେ ୧୦ଜଣଙ୍କ ପ୍ରାଣ ଗଲାଣି । ବିଭାଗ ପକ୍ଷରୁ ଏଥିପାଇଁ ଆପଣାଯାଇଥିବା ସୁରକ୍ଷା, ଚିକିତ୍ସା ଓ ସଚେତନତା କିଛି କାମ ଦେଉନି ।...

  • ଖୋର୍ଦ୍ଧାAug 12, 2017

    ଡେଙ୍ଗୁ କବଳରେ ୨୪ ଜିଲା ; ଦୁଇଦିନରେ ୨ଜଣଙ୍କ ମୃତ୍ୟୁ

    ଭୁବନେଶ୍ୱର: ରାଜ୍ୟରେ ଏବେ ସ୍ୱାଇନ୍‌ଫ୍ଲୁ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାବେଳେ ତାକୁ ତାଳଦେଇ ଡ଼େଙ୍ଗୁ ମଧ୍ୟ ବଢ଼ି ଚାଲିଛି । ଇତିମଧ୍ୟରେ ୧୫ଜିଲାରେ ସ୍ୱାଇନ୍‌ଫ୍ଲୁ ନିଜର ସ୍ଥିତି ଜାହିର କରିଥିବାବେଳେ ଡେଙ୍ଗୁ କିନ୍ତୁ ୨୪ ଜିଲାକୁ କବଳିତ କରିସାରିଲାଣି । ଶନିବାର...

  • ଖୋର୍ଦ୍ଧାJul 31, 2017

    ବଜ୍ରାଘାତରେ ମୃତ ପରିବାର ପାଇଁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

    ଭୁବନେଶ୍ବର: ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତରେ ୧୮ ଜଣ ମୃତ୍ୟୁ ବରଣ କରିଥିଲେ । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଆଜି ଘୋଷଣା କରିଛନ୍ତି।  

  • ଖୋର୍ଦ୍ଧାJul 31, 2017

    କଣ୍ଟେନର ଧକ୍କାରେ ବାଇକ୍‌ ଚାଳକ ମୃତ, ନିଆଁ ଲଗାଇଲେ ଉତ୍ତ୍ୟକ୍ତଲୋକେ

    ଖୋର୍ଦ୍ଧା: ଖୋର୍ଦ୍ଧା କୁରାଢମଲ୍ଲ ଛକ ନିକଟରେ ଜାତୀୟ ରାଜପଥରେ ଏକ ବାଇକକୁ ଏକ କଣ୍ଟେନର ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତୁ୍ୟ ଘଟିଛି । ବାଇକ ପଛରେ ବସିଥିବା ବ୍ୟକ୍ତି ଆହତ ହୋଇଥିବା ବେଳେ ତାଙ୍କୁ ଖୋର୍ଦ୍ଧା ସଦର...

  • ଖୋର୍ଦ୍ଧାJul 30, 2017

    ଖଣ୍ଡଗିରି ଓଭରବ୍ରିଜ୍‌ କାର୍ଯ୍ୟାରମ୍ଭ ଅଗଷ୍ଟରୁ

    ଭୁବନେଶ୍ୱର : ଜାତୀୟ ରାଜପଥର ଖଣ୍ଡଗିରିଠାରେ ସୃଷ୍ଟି ହେଉଥିବା ଟ୍ରାଫିକ୍‌ ସମସ୍ୟା ଦୂର କରିବାପାଇଁ ଆସନ୍ତା ଅଗଷ୍ଟମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଭରବ୍ରିଜ୍‌ କାର୍ଯ୍ୟାଦେଶ ଦିଆଯିବ ବୋଲି ଜାତୀୟ ରାଜପଥ କର୍ତ୍ତୃପକ୍ଷ(ଏନ୍‌ଏଚ୍‌ଏଆଇ) ଓଡ଼ିଶା ମହାପ୍ରବନ୍ଧକ ଧର୍ମାନନ୍ଦ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।...

  • ଖୋର୍ଦ୍ଧାJul 27, 2017

    ଦିନଦ୍ୱିପହରରେ ଝାମ୍ପି ନେଲେ ୪ ଲକ୍ଷ

    ଭୁବନେଶ୍ୱର: ରାଜଧାନୀରେ ଦିନଦ୍ୱିପହରରେ ଦୁର୍ବୃତ୍ତମାନେ ଲୁଟ୍‌ପାଟ୍‌ କରିବାକୁ ପଛାଉ ନାହାନ୍ତି । ଥାନାଠାରୁ କିଛି ଦୂରରେ ଦୁର୍ବୃତ୍ତମାନେ ବ୍ୟାଙ୍କ ସାମନାରୁ ଜଣେ ରିଅଲ୍‌ ଇଷ୍ଟେଟ୍‌ ସଂସ୍ଥାର କର୍ମଚାରୀଙ୍କଠାରୁ ୪ ଲକ୍ଷ ଟଙ୍କା ଝାମ୍ପି ନେଇ ଯାଇଛନ୍ତି । ଏଭଳି ଏକ ଘଟଣା...

Like Us

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |