• କଳାହାଣ୍ଡିAug 12, 2017

    ଡେଙ୍ଗୁ କବଳରେ ୨୪ ଜିଲା ; ଦୁଇଦିନରେ ୨ଜଣଙ୍କ ମୃତ୍ୟୁ

    ଭୁବନେଶ୍ୱର: ରାଜ୍ୟରେ ଏବେ ସ୍ୱାଇନ୍‌ଫ୍ଲୁ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାବେଳେ ତାକୁ ତାଳଦେଇ ଡ଼େଙ୍ଗୁ ମଧ୍ୟ ବଢ଼ି ଚାଲିଛି । ଇତିମଧ୍ୟରେ ୧୫ଜିଲାରେ ସ୍ୱାଇନ୍‌ଫ୍ଲୁ ନିଜର ସ୍ଥିତି ଜାହିର କରିଥିବାବେଳେ ଡେଙ୍ଗୁ କିନ୍ତୁ ୨୪ ଜିଲାକୁ କବଳିତ କରିସାରିଲାଣି । ଶନିବାର...

  • କଳାହାଣ୍ଡିAug 11, 2017

    କେବିକେ ଗଲେ ୫୦ ଡାକ୍ତର

    ଭୁବନେଶ୍ୱର: ରାଜ୍ୟର ଦୁର୍ଗମ ଅଞ୍ଚଳରେ କିଭଳି ସରକାରୀ ସ୍ୱାସ୍ଥ୍ୟସେବାକୁ ଜନସାଧାରଣଙ୍କ ନିକଟତର ଓ ଭରସାଯୋଗ୍ୟ କରାଯାଇ ପାରିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଜୁଲାଇରେ ୫୮୧ଜଣ ଆସିଷ୍ଟାଣ୍ଟ ସର୍ଜନଙ୍କୁ ସେମାନଙ୍କ ପସନ୍ଦ ଅନୁଯାୟୀ ନିଯୁକ୍ତି ଦିଆଯାଇଥିବାବେଳେ ସେଥି...

  • କଳାହାଣ୍ଡିAug 10, 2017

    କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକ

    କଲମପୁର : ବୁଧବାର ଅପରାହ୍ନରେ ଥୁଆମୁଳ ରାମପୁର କାଶିପୁର ମୁଖ୍ୟ ରାସ୍ତାର ହଲିଆଘାଟ ପୋଲ ତଳକୁ ଖସିବା ପରେ ଦୁର୍ଘଟଣାଗ୍ରସ୍ତ ବସ୍‌ ତଳେ ·ପି ହେଇ ଢୋଲପାସର ଅନିନ୍ଦ୍ର ନାଏକଙ୍କ ମୃତୁ୍ୟ  ହୋଇଥିଲା । ଦୁର୍ଘଟଣା ପରେ ଚାପି ହୋଇ ରହିଥିବା...

  • କଳାହାଣ୍ଡିAug 09, 2017

    ନାଳ ତଳକୁ ବସ ଓଲଟି ୧ ମୃତ ୧୫ରୁ ଉର୍ଦ୍ଧ୍ୱ ଆହକ

    ଥୁଆମୁଳ ରାମପୁର :ଥୁଆମୁଳ ରାମପୁର-କାଶିପୁର ମୁଖ୍ୟ ରାସ୍ତାର ବରଗଛ ଘାଟି ନିକଟରେ  ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହେଇ ଏକ ନାଳ ତଳକୁ ଓଲଟି ପଡିବାରୁ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହେଇଥିବା ବେଳେ ୧୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି।...

  • କଳାହାଣ୍ଡିAug 09, 2017

    ପର ଘରେ ବନ୍ଧା ପଡିଛି ଖାଉଟୀ କାର୍ଡ, ସ୍ୱାମୀ ଯାଇଛି ଦାଦନ ୩ ନାଁ ବାଳକ ସନ୍ତାନଙ୍କ ନେଇ ଅସହାୟ ସୁବିତା

    କଲମପୁର:ନିଜର କୌଣସି ସମ୍ବଳ ନଥିବା ବେଳେ ଭରସା କେବଳ ଖାଉଟୀ କାର୍ଡ ଖଣ୍ଡକ । ଏହି କାର୍ଡ ମାଧ୍ୟମରେ ମାସିକ ୫ ପ୍ରାଣୀଙ୍କ ୨୫ କେ ଜି ·ଉଳ ପାଇ ଦୁଖେଃ କଷ୍ଟେ ପରିବାର ପ୍ରତିପୋଷଣ କରିଆସୁଥିଲା କଲମପୁର ବ୍ଲକ ଅନ୍ତର୍ଗତ...

  • କଳାହାଣ୍ଡିAug 09, 2017

    ବସ୍ତି ଉଚ୍ଛେଦ ସଂଗ୍ରାମ ସମିତିର ବିକ୍ଷୋଭ

    ଭବାନୀପାଟଣା : ଭବାନୀପାଟଣା ସହରରେ ପ୍ରଶାସନ ଗତ ଦୁଇ ବର୍ଷ ହେଲା ସରକାରୀ ଜମିରେ ଘର କରିରହିଥିବା ଲୋକମାନଙ୍କୁ ଉଚ୍ଛେଦ ପକ୍ରିୟା ଆରମ୍ଭ କରିଛି । ତାହାର ପ୍ରତିବାଦ ଏବଂ ଆମଘର ଆମପଟା ଦାବି କରି ବସ୍ତି ଉଚ୍ଛେଦ ସଂଗ୍ରାମ ସମିତି...

  • କଳାହାଣ୍ଡିAug 05, 2017

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପତ୍ତଳିକା ଦାହ

    ଭବାନୀପାଟଣା : ଅଖିଳ ଭାରତୀୟ କଂଗ୍ରେସ କମିଟି ର ଉପାଧ୍ୟକ୍ଷ ରାହୁଲ ଗନ୍ଧୀ ବନ୍ୟା ପ୍ରପୀଡିତ ଗୁଜରାଟ ଗସ୍ତ ସମୟରେ ବିଜେପି କର୍ମୀ ମାନେ ରାହୁଲ ଗାନ୍ଧୀ ଉପରକୁ ଟେକାପଥର ମାରିବା ଏବଂ କଳାପତକା ଦେଖାଇବା ପ୍ରତିବାଦରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ...

  • କଳାହାଣ୍ଡିAug 05, 2017

    ଭିଜିଲାନ୍ସ ଜାଲରେ କଳାହାଣ୍ଡି ଡିଏଫ୍ଓ

    ଭବାନୀପାଟଣା : ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଉତ୍ତରବନଖଣ୍ଡ ଡିଏଫ୍ଓ ଲଲାଦେନ୍ଦୁ ଜେନାଙ୍କ ଘରେ ଆଜି ସକାଳେ କଳାହାଣ୍ଡି ଜିଲ୍ଲା ଭିଜିଲାନ୍ସ ବିଭାଗ ତରଫରୁ ଡିଏଫ୍ଓ ଲଲାଦେନ୍ଦୁ ଜେନାଙ୍କ ଘରେ  କରାଯାଇଛି। ଭବାନୀପାଟଣା ସରକାରୀ ବାସଭବନ ସମେତ କାର୍ଯ୍ୟାଳୟ, ଭୂବନେଶ୍ୱର ଓ କଟକ...

  • କଳାହାଣ୍ଡିAug 03, 2017

    ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଭକ୍ତ

    ଭବାନୀପାଟଣା : ଗତ ଜୁଲାଇ ୧୫ ରୁ ୧୯ ତାରିଖ ପର୍ୟ୍ୟନ୍ତ ଲଘୁଚାପ ଜନିତ ପ୍ରବଳ ବର୍ଷା ହେବା ଫଳରେ ବିଭିନ୍ନ ନଦୀ ଓ ନାଳ ରେ ପ୍ରବଳ ବନ୍ୟା ଆସି କଳାହାଣ୍ଡି ଜିଲ୍ଲାର ଥୁଆମୂଲ ରାମପୁର ବ୍ଲକ ସମେତ ଜିଲ୍ଲାର...

  • କଳାହାଣ୍ଡିAug 03, 2017

    ଦୁର୍ଘଟଣା ପରେ ଶବ ରଖି ଗ୍ରାମବାସୀଙ୍କ ରାସ୍ତାରୋକ

    ଭବାନୀପାଟଣା : ୩ ତାରିଖ ରାତ୍ର ୯.୧୫ ମିନିଟ ସମୟରେ ଭବାନୀପାଟଣା ବ୍ଲକର କର୍ଲାପଡା ଫାଣ୍ଡି ଅଧିନର ତୁରକେଲ ଗ୍ରାମର ନୃପ ବଗର୍ତୀ ନିଜ ଦୋକାନ ବନ୍ଦ କରି ଘରକୁ ଯାଉ ଥିବା ସମୟରେ ଭବାନୀପାଟଣା - ରାୟପୁର ଯାଉଥିବା ସିଜି...

  • କଳାହାଣ୍ଡିAug 03, 2017

    ମଟରସାଇକଲରେ ବୁହା ହେଲା ପୁଣି ଏକ ଶବ, ଦାନ ମାଝିର ରୂପ ଦେବାକୁ ଉଦ୍ୟମ

    କଲମପୁର :ଶବ ବାହକ ଯାନ ନମିଳିବାରୁ ନିଜ ସ୍ତ୍ରୀର ଶବ ବୋହି ଆନ୍ତର୍ଜାତୀୟସ୍ତରରେ ଚହଳ ସୃଷ୍ଟି କରିଥିଲା କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଲକ ଅନ୍ତର୍ଗତ ମେଲଘରା ଗ୍ରାମର ଦାନ ମାଝି । ବର୍ତମାନ ସେହି ଭଳି ଜଣେ ବ୍ୟକ୍ତିର ସ୍ୱାଭାବିକ...

  • କଳାହାଣ୍ଡିAug 01, 2017

    ଦ୍ରୁତ ବାଇକ୍ ଚଳାଇ ୧୩ ଯୁବକ ଧରାପଡିଲେ

    ଭବାନୀପାଟଣା : କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଦ୍ରୁତଗତିରେ ବାଇକ ଚାଳନା କରିବା ଓ ମୋବାଇଲ ଫୋନରେ କଥା ହୋଇ ବାଇକ ଚାଳନା କରୁଥିବା ୧୩ ଯୁବକଙ୍କୁ କଳାହାଣ୍ଡି ଏସପି ସନ୍ଦିପ ମଦଗରଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ଫ୍ଲାଇଙ୍ଗି ସ୍କୋର୍ଡ ଧରିଛନ୍ତି...

  • କଳାହାଣ୍ଡିAug 01, 2017

    ଗୁଣିଗାରେଡି ସନ୍ଦେହରୁ ବୃଦ୍ଧାଙ୍କୁ ହତ୍ୟା

    ଭବାନୀପାଟଣା: କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଧୀନ ନୂଆଗାଁର ଜଣେ ବୃଦ୍ଧାଙ୍କୁ ନିର୍ମମ ଭାବେ ହାଣି ହତ୍ୟା କରାଯାଇଛି । ଏହି ଗ୍ରାମର ଭୂବନ ନାଗଙ୍କ ପନ୍ତ୍ରୀ ସାବେ ନାଗ (୬୦) ଗୁଣିଗାରେଡି କରୁଥିବା ସନ୍ଦେହ କରି ଦିନ ପ୍ରାୟ...

  • କଳାହାଣ୍ଡିJul 29, 2017

    ଜିଆରଏସ୍ ଭିଜିଲାନ୍ସ ହାତରେ ଗିରଫ

    ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକ ର ମୋହନଗିରୀ ଗ୍ରାମପଞ୍ଚାୟତ ର ସିଟ୍ରୁବାଲି ଗ୍ରାମର ରାଜୀବ ଭୋଇ ର ନିର୍ମାଣଧିନ ବିଜୁ ପକାଘର  ବାବଦ ର  ୧୬ ହଜର ୫୦୦ ଟଙ୍କା ବିଲ୍ କରି ଦେବାପାଇଁ  ଉକ୍ତ ପଞ୍ଚାୟତ ର...

  • କଳାହାଣ୍ଡିJul 29, 2017

    ତୋଟାପଡା ନଦୀରେ ବୁଡି ଦୁଇ ମୃତ

    ଭବାନୀପାଟଣା : ତୋଟାପଡା ବନ୍ଧରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ସେମାନେ ସମ୍ପର୍କରେ ଆଈ ଶାଶୁ ଓ ନାତୁଣୀ ବୋହୂ ବୋଲି ଜଣାପଡିଛି। ଗ୍ରାମବାସୀମାନେ ଖବର ପାଇ ଘଟଣାସ୍ଥଳକୁ ଯାଇ ଇନ୍ଦିରାବତୀ ବନ୍ଧରୁ ସେମାନଙ୍କୁ ଖୋଜିଥିଲେ ।...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |