• କନ୍ଧମାଳAug 12, 2017

    ଡେଙ୍ଗୁ କବଳରେ ୨୪ ଜିଲା ; ଦୁଇଦିନରେ ୨ଜଣଙ୍କ ମୃତ୍ୟୁ

    ଭୁବନେଶ୍ୱର: ରାଜ୍ୟରେ ଏବେ ସ୍ୱାଇନ୍‌ଫ୍ଲୁ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାବେଳେ ତାକୁ ତାଳଦେଇ ଡ଼େଙ୍ଗୁ ମଧ୍ୟ ବଢ଼ି ଚାଲିଛି । ଇତିମଧ୍ୟରେ ୧୫ଜିଲାରେ ସ୍ୱାଇନ୍‌ଫ୍ଲୁ ନିଜର ସ୍ଥିତି ଜାହିର କରିଥିବାବେଳେ ଡେଙ୍ଗୁ କିନ୍ତୁ ୨୪ ଜିଲାକୁ କବଳିତ କରିସାରିଲାଣି । ଶନିବାର...

  • କନ୍ଧମାଳAug 11, 2017

    ଜଙ୍ଗଲରୁ ଶିଶୁ ପୂତ୍ର ଉଦ୍ଧାର

      କନ୍ଧମାଳ: ବାଲିଗୁଡାର ଏକ ଜଙ୍ଗଲରୁ ନବଜାତ ଶିଶୁପୁତ୍ରକୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି। ଏହାପରେ ଚାଇଲଡ ଲାଇନକୁ ଶିଶୁଟିକୁ ହସ୍ତାନ୍ତର କରାଯାଇଛି। ଚାଇଲଡଲାଇନ ପକ୍ଷରୁ ଏହି ଶିଶୁକୁ ଡାକ୍ତରଖାନାରେ ଭର୍ତ୍ତ କରାଯାଇଥିଲା। ଶିଶୁଟିର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା କଥା ଡାକ୍ତର କହିଛନ୍ତି।...

  • କନ୍ଧମାଳJul 28, 2017

    ଶହୀଦ ସପ୍ତାହ ଆରମ୍ଭ ; କମ୍ବିଂ ଅପରେସନ୍‌ ଜୋରଦାର

    ଭୁବନେଶ୍ୱର: ଶୁକ୍ରବାର ଠାରୁ ଅଗଷ୍ଟ ତିନି ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ଶହୀଦ ସପ୍ତାହ ପାଳୁଛନ୍ତି  । ଲାଲବାହିନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାନର ଓ ପୋଷ୍ଟର ଲଗାଯାଇ ବନ୍ଦକୁ ସମର୍ଥନ କରିବା ପାଇଁ କୁହାଯାଇଛି  । ପୁଲିସ ଏବଂ ସୁରକ୍ଷାକର୍ମୀଙ୍କ ଗୁଳିରେ...

  • କନ୍ଧମାଳJul 19, 2017

    ପୁଲିସଠାରୁ ବଞ୍ଚିବା ପାଇଁ କାର ଜାଳିଦେଲେ ଗଞ୍ଜେଇ ଚୋରା ଚାଲାଣକାରୀ

    ଫୁଲବାଣୀ:  ଫୁଲବାଣୀ ସହରର ସଦର ଥାନା ଅଞ୍ଚଳରେ ଏକ ଆଶ୍ଚର୍ୟ୍ୟ ଘଟଣା ଘଟିଯାଇଛି। ପୁଲିସଠାରୁ ବଞ୍ଚିବାପାଇଁ ଗଞ୍ଜେଇ ମାଫିଆମାନେ ଏକ କାରକୁ ଗଞ୍ଜେଇ ସହ ଜାଳି ଦେଇଛନ୍ତି। ଗଞ୍ଜେଇ ବୋଝେଇକରି ନେଉଥିବା ବେଳେ  ପୁଲିସ ଏମାନଙ୍କର ପିଛା କରିଥିଲା। ମାଫିଆମାନେ କାରକୁ...

  • କନ୍ଧମାଳJul 16, 2017

    ନାବାଳକ ଅପରାଧୀଙ୍କୁ ମାଡ ମାରିଲେ ପୁଲିସ,ଏସପିଙ୍କ ତଦନ୍ତ ନିର୍ଦ୍ଦେଶ

    ଫୁଲବାଣୀ: ସ୍ଥାନୀୟ ଜିଲ୍ଲା କୋର୍ଟ ନିକଟରେ ଜଣେ ବାଳ ଅପରାଧୀଙ୍କୁ ପୋଲିସ ନିସ୍ତୁକ ମାଡ ମାରିଥିବା ଭଳି ଅଭାବନୀୟ ଓ ନିନ୍ଦନୀୟ ଘଟଣା ଘଟିଛି । ଏକ ଚୋରି ମାମଲାରେ ବାଲିଗୁଡା ପୁଲିସ ଦୁଇ ନାବାଳକ ଅପରାଧୀଙ୍କୁ ଜିଲ୍ଲା ଜୁଭେନାଇଲ ଜଷ୍ଟିସ...

  • କନ୍ଧମାଳJul 13, 2017

    ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୨୫ ଛାତ୍ର ଛାତ୍ରୀ ଅସୁସ୍ଥ

    କନ୍ଧମାଳ:ବୁଧବାର ତୁମୁଡିବନ୍ଧ ବ୍ଲକ ଅର୍ନ୍ତଗତ ଲାବଣ୍ୟନଗର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୨୫ଜଣ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇଥିବାର ଅଭିଯୋଗ ହୋଇଛି ।ଅସୁସ୍ଥ ଛାତ୍ର ଛାତ୍ରୀଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ତୁମୁଡିବନ୍ଧ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ହେଁ ସେମାନଙ୍କ...

  • କନ୍ଧମାଳJul 12, 2017

    ପ୍ରେମ ପ୍ରତାରଣା ଓ ହତ୍ୟା: ପ୍ରେମିକାର ଗଳିତ ଶବ ଉଦ୍ଧାର

    ଫୁଲବାଣୀ: ପ୍ରଥମେ ପ୍ରେମ ତା ପରେ ଶାରିରୀକ ସମ୍ପର୍କ ସ୍ଥାପନ ଓ ବିବାହ କରିବାକୁ ଜିଦ ଧରିବାରୁ ନାବାଳିକାକୁ ହତ୍ୟା କରିଛି ତାର ପ୍ରତାରକ ପ୍ରେମିକା ଏପରି ଘଟଣା କନ୍ଧମାଳ ଜିଲା ଟିକାବାଲି ଅଞ୍ଚଳରେ ଘଟିଛିା ପାନବାଡି ଗାଁର ତିଳକ ସାହିର...

Like Us

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |