• ଅପରାଧAug 16, 2017

    ହିଜ୍‌ବୁଲ ମୁଜାହିଦ୍ଦିନକୁ କଳା ତାଲିକାଭୁକ୍ତ

    ୱାଶିଂଟନ  : କାଶ୍ମୀରରେ ସକ୍ରିୟ ରହିଥିବା ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନକୁ ଆମେରିକା କଳା ତାଲିକାଭୁକ୍ତ କରିଛି । ବୁଧବାର ଆମେରିକାର ଅର୍ଥ ମନ୍ତ୍ରଣାଳୟ ହିଜବୁଲ୍‌ ମୁଜାହିଦ୍ଦିନକୁ କଳା ତାଲିକାଭୁକ୍ତ କରିବା ସହ ଏହାକୁ ଏକ ବିଶ୍ୱ ଆତଙ୍କବାଦୀ ସଂଗଠନ ବୋଲି...

  • ଅପରାଧAug 16, 2017

    ଧରାପଡିଲା ମାନସିକ ବିକାରଗସ୍ତ ସିରିଏଲ କିଲର

    ପୁରୀ: ଓଡ଼ିଶାରେ ନିଠାରୀ ଗଣହତ୍ୟା ଘଟଣାର ପୁନରାବୃତ୍ତି ହୋଇଛି । ଜଣେ ଯୁବକ ୫ଜଣ ମହିଳାଙ୍କୁ ବଳାତ୍କାର ପରେ ତଣ୍ଟିକାଟି ବିଭତ୍ସ ଭାବେ ହତ୍ୟା କରିଛି  । ଏପରି ଜଣେ ଅପରାଧିକୁ ଗିରଫ କରିଛି ପୁଲିସ  । ସେ ଜଣେ ନିଷ୍ଠୁର,...

  • ଅପରାଧAug 16, 2017

    କଟକରେ ଏନ୍‌କାଉଣ୍ଟର ; ଦୁର୍ଦାନ୍ତ ରଘୁ ଗୁରୁତର

     କଟକ  : କଟକରେ ପୁଲିସ ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ରଘୁନାଥ ଦାସ ଗୁରୁତର ଆହତ ହୋଇଛି । ରଘୁନାଥର ବାମ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରଘୁନାଥ ସହିତ...

  • ଅପରାଧAug 16, 2017

    ନବ ବିବାହିତାଙ୍କ ଆତ୍ମହତ୍ୟା ସନ୍ଦେହ

    ସମ୍ବଲପୁର: ଜୁଜୁମରା ବ୍ଲକ ଅନ୍ତର୍ଗତ ଛାମୁଣ୍ଡା ପଞ୍ଚାୟତର ଡୁମୁରିପଡା ଗ୍ରାମ ନିବାସୀ ର୍ବିଶା କାଣ୍ଡୁଲାନାଙ୍କ ପତ୍ନୀ ଆଶ୍ରୀତା କାଣ୍ଡୁଲାନା(୨୧)ଙ୍କ ମୃତଦେହ ନିକଟସ୍ଥ ଅଞ୍ଚଳରେ ଥିବା ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଛି । ମିଳିଥିବା ଖବର ଅନୁଯାୟୀ ଆଶ୍ରୀତା ଗତ ଅପ୍ରେଲ...

  • ଅପରାଧAug 16, 2017

    ଭଞ୍ଜନଗର: କଲେଜଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ୪ଗିରଫ

    ଭଞ୍ଜନଗର: ମଙ୍ଗଳବାର ଦିନ ଦ୍ୱିପହର ସମୟରେ ଜଣେ କଲେଜ ଛାତ୍ରୀଙ୍କୁ ୪ଜଣ ଯୁବକ ନଦୀ ପଠାକୁ ଟେକିନେଇ ଗଣଦୁଷ୍କର୍ମ କରିଛନ୍ତି । ଏହି ଘଟଣା ସର୍ମ୍ପକରେ ଖବର ପାଇ  ପୁଲିସ ୪ଜଣଙ୍କୁ ଗିରଫ କରିଥିବାର ସୂଚନା ମିଳିଛି ।  ପୁଲିସ ସୂଚନା ଅନୁଯାୟୀ...

  • ଅପରାଧAug 16, 2017

    ଡକାୟତଙ୍କ ଗୁଳି ମାଡରେ ୨ଗୁରୁତର

    ସୁବର୍ଣ୍ଣପୁର :ମଙ୍ଗଳବାର ବିଳମ୍ବିତ ରାତ୍ରୀରେ ବହଲପଦାର ସରପଞ୍ଚ ସୁର୍ଯ୍ୟକାନ୍ତି ଦନ୍ତାଙ୍କ ଘରେ କିଛି ଦୁବୃର୍ତ୍ତ ଡକାୟତି ଉଦ୍ୟମ କରୁଥିବା ସହ ସେମାନଙ୍କ ଗୁଳିମାଡରେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ଖବର ଅନୁଯାୟୀ ଗତ କାଲି ରାତିରେ ସରପଞ୍ଚ ସୁର୍ଯ୍ୟକାନ୍ତିଙ୍କ...

  • ଅପରାଧAug 15, 2017

    ଭାଉଜକୁ ପ୍ରେମକରି ବିଫଳ : ପ୍ରେମିକର ଆତ୍ମହତ୍ୟା

    ଭବାନିପାଟଣା: ସର୍ମ୍ପକୀୟ ଭାଉଜକୁ ପ୍ରେମକରି ବିଫଳ ହୋଇ ପରିଶେଷରେ ଆତ୍ମହତ୍ୟା କରିଛନ୍ତି ଯୁବକ । ମିଳିଥିବା ଖବର ଅନୁଯାୟୀ କଳାହାଣ୍ଡି ଜିଲାର କେଶିଙ୍ଗା ଥାନା ଅର୍ନ୍ତଗତ ବାଲସି ଗ୍ରାମର ସନ୍ୟାସି ସାହୁଙ୍କ ପୁଅ  ସୌଭାଗ୍ୟବନ୍ତ ସାହୁ (୨୫) ନିଜର ସମ୍ପକୀୟ ଭାଉଜଙ୍କୁ...

  • ଅପରାଧAug 13, 2017

    ପିପିଲିରେ ୧୦ରୁ ଅଧିକ ବୋମାମାଡ

       ପୁରୀ: ପୁରୀଜିଲ୍ଲା ପିପିଲି ଥାନା ଅନ୍ତର୍ଗତ କଣ୍ଟି ବଜାରରେ ରବିବାର ଅପରାହ୍ନରେ ୧୦ରୁ ଅଧିକ ବୋମାମାଡ ହୋଇଛି  । ପୂର୍ବ ବିବାଦକୁ କେନ୍ଦ୍ର କରି ଗୋଟିଏ ଗୋଷ୍ଠୀ ପକ୍ଷରୁ ଏହି ବୋମାମାଡ ହୋଇଥିବା ବେଳେ ଏଥିରେ କୌଣସି କ୍ଷୟକ୍ଷତି ଘଟିନଥିବା...

  • ଅପରାଧAug 13, 2017

    ଚୋରି ଅଭିଯୋଗରେ ଯୁବକଙ୍କ ମୁହଁରେ ଚୂନକାଳି

    ବାଲେଶ୍ୱର: ସହଦେବଖୁଣ୍ଟା  ଥାନା ଅର୍ନ୍ତଗତ ନୂଆବଜାର ଅଞ୍ଚଳରେ ଚୋରି ଅଭିଯୋଗରେ  ଜଣେ ଯୁବକଙ୍କ ମୁହଁରେ ଚୂନକାଳି ବୋଳିବା ସହ ହାତ ବାନ୍ଧି ତା ଦେହରେ ଚୋର ଲେଖିବା ଭଳି ଅଭାବନୀୟ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ସାଇକେଲ ଚୋରି...

  • ଅପରାଧAug 12, 2017

    ମାଲକାନଗିରିରେ ରାସ୍ତାକଡରେ ମହିଳାଙ୍କୁ ଦୁଷ୍କର୍ମ:ଅଭିଯୁକ୍ତ ଗିରଫ

    ମାଲକାନଗିରି: ମାଲକାନଗିରି ରେ ଏକ ଅଦ୍ଭୁତ ପ୍ରକାରର ଅପରାଧ ଘଟିଯାଇଛି। ସାପ୍ତାହିକ ହାଟକୁ ଯାଉଥିବା ଜଣେ ଅଦିବାସୀ ମହିଳାଙ୍କୁ ଆଡମା ଉଡୁପା ନମାକ  ଅଭିଯୁକ୍ତ ଦୁଷ୍କର୍ମ କରିଛି। ସେ ଦୁଷ୍କର୍ମ କରୁଥିବା ବେଳେ କିଛି ଲୋକ ଏହାକୁ ଭିଡିଓ ରେକର୍ଡିଂ କରୁଥିଲେ।...

  • ଅପରାଧAug 12, 2017

    ପାକିସ୍ତାନରୁ କଟକ ସଂପୃକ୍ତି ସନ୍ଦେହ:୧୦୪ ନକଲି ଏଟିଏମ୍ କାର୍ଡ ଜବତ

    କଟକ: କଟକରେ ଚାଲିଥିଲା କଳାଟଙ୍କା କାରବାର । ଜାଲ୍‌ ଏଟିଏମ ପ୍ରସ୍ତୁତ କରି ଏକ ସଂଗଠିତ ରାକେଟ ବିଭିନ୍ନ ବ୍ୟକ୍ତିଙ୍କ ଜମାଖାତାରୁ ଲୁଟି ନେଉଥିଲେ ଲକ୍ଷ ଲକ୍ଷ ଟଙ୍କା । ଏକ ସଂଗଠିତ ରାକେଟଟ ଜରିଆରେ ସେମାନେ ଏହି କଳାଧନ କାରବାର...

  • ଅପରାଧAug 12, 2017

    ପୁଲିସ ଜାଲରେ ଅନ୍ତଃରାଜ୍ୟ ବାଇକ୍ ଚୋର ଗ୍ୟାଙ୍ଗ, ୧୭ ଗିରଫ ଓ ୬୦ ବାଇକ୍ ଜବତ

      ବାଲେଶ୍ବର: ବାଳେଶ୍ବର ପୁଲିସକୁ ବଡ ଏକ ସଫଳତା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି କରୁଥିବା ଅନ୍ତଃରାଜ୍ୟ ବାଇକ୍ ଚୋର ଗ୍ୟାଙ୍ଗକୁ ପୁଲିସ ଗିରଫ କରିଛି। ବାଲେଶ୍ବର ଟାଉନ, ବସ୍ତା, ଜଳେଶ୍ବର, ବାଲିଆପାଳ ଆଦି ବିଭିନ୍ନ ସ୍ଥାନରେ ଚଢାଉ କରି ୧୭...

  • ଅପରାଧAug 11, 2017

    ରାଜନୈତିକ ଶତ୍ରୁତାକୁ ନେଇ ସମାଜସେବୀଙ୍କୁ ମରଣାନ୍ତକ ଆକ୍ରମଣ

    ଆଠଗଡ: ରାଜନୈତିକ ଶତ୍ରୁତାକୁ ନେଇ ଆଠଗଡ ବିଧାୟକ ରଣେନ୍ଦ୍ର ପତାପ ସ୍ୱାଇଁଙ୍କ କିଛି ସମର୍ଥକ ଜଣେ ସମାଜସେବୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ସମାଜସେବୀ ଜଣକ ହେଉଛନ୍ତି ମେଘା ପଞ୍ଚାୟତ ଅର୍ନ୍ତଗତ ଧୁରୁଗୁଡିଆ ଗ୍ରାମର ସମାଜସେବୀ ର୍ନିମଳ କୁମାର...

  • ଅପରାଧAug 11, 2017

    ଦିବ୍ୟାଙ୍ଗ ଗଞ୍ଜେଇ ବେପାରୀ ଗିରଫ

    ଫୁଲବାଣୀ: ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ଫୁଲବାଣୀ ଟାଉନ ଥାନା ପୁଲିସ ଶୁକ୍ରବାର ପ୍ରଶାନ୍ତ ସେନାପତି ନାମକ ଜଣକ ବ୍ୟକ୍ତିଙ୍କୁ ଗିରଫ କରିଛି । ପ୍ରକାଶ କିଛି ଦିନ ହେବ ଫେରାର ଥିବାବେଳେ ଆଜି ଏକ କାର ଯୋଗେ ଭୁବନେଶ୍ୱର ଯାଉଥିବା...

  • ଅପରାଧAug 11, 2017

    ଏଟିଏମ୍ ଆଗରେ ଗୁଳିକାଣ୍ଡ ,ଜଣେ ଗୁରୁତର ଆହତ

    ବାଲେଶ୍ଵର:  ଵରହାନଗା ଡାକ୍ତରଖାନା ଆଗରେ ଥିବା ଏଟିଏମ୍ ଆଗରେ ଗୁଳିକାଣ୍ଡ ଘଟିଛି। ଏଥିରେ ବଡ ଗାଁ ପଞ୍ଚାୟତ ପଟଣା ଗାଁର ସତ୍ୟଜିତ ମଲ୍ଲିକ ଗୁରୁତର ହୋଇଛନ୍ତି। ସଂଧ୍ୟା ୬.୧୦ ବେଳେ ଏହି ଗୁଳିକାଣ୍ଡ ଘଟିଛଇ।  ଟୁଟୁ ବାରିକ ନାମକ ଜଣାଶୁଣା ଅପରାଧୀ...

Like Us

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |