• ଅନୁଗୁଳAug 12, 2017

    ଡେଙ୍ଗୁ କବଳରେ ୨୪ ଜିଲା ; ଦୁଇଦିନରେ ୨ଜଣଙ୍କ ମୃତ୍ୟୁ

    ଭୁବନେଶ୍ୱର: ରାଜ୍ୟରେ ଏବେ ସ୍ୱାଇନ୍‌ଫ୍ଲୁ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାବେଳେ ତାକୁ ତାଳଦେଇ ଡ଼େଙ୍ଗୁ ମଧ୍ୟ ବଢ଼ି ଚାଲିଛି । ଇତିମଧ୍ୟରେ ୧୫ଜିଲାରେ ସ୍ୱାଇନ୍‌ଫ୍ଲୁ ନିଜର ସ୍ଥିତି ଜାହିର କରିଥିବାବେଳେ ଡେଙ୍ଗୁ କିନ୍ତୁ ୨୪ ଜିଲାକୁ କବଳିତ କରିସାରିଲାଣି । ଶନିବାର...

  • ଅନୁଗୁଳAug 09, 2017

    ଭାଲୁ ଆକ୍ରମଣରେ ଗାଈ ଚରାଳି ଗୁରୁତର

    ଅନୂଗୁଳ: ଗାଈ ଚରେଇବାକୁ ଯାଇଥିବା ସମୟରେ ଭାଲୁ ଆକ୍ରମଣରେ ଜଣେ ସ୍ଥାନୀୟ ଗ୍ରାମବାସୀ ଗୁରୁତର ଆହତ ହୋଇ ଡାକ୍ତଖାନାରେ ଚିକିତ୍ସିତ ହେଉଥିବାର ଖବର ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ପୁରୁଣାକୋଟ ଥାନା ଅର୍ନ୍ତଗତ ବାଲିଜେରେଙ୍ଗ ଗ୍ରାମର ରାଘବ ନାୟକ (୫୦)ବୁଧବାର...

  • ଅନୁଗୁଳAug 09, 2017

    ହୁଲୁରିସିଂହା ମା ବୁଢ଼ୀ ଠାକୁରାଣୀଙ୍କ ବାର୍ଷିକ ଉତ୍ସବ

    ଅନୁଗୁଳ ସୁନା ଶଗଡ ପାହାଡରେ ଅବସ୍ଥିତ ତଥା ହୁଲୁରିସିଂହା ଗ୍ରାମର ଗ୍ରାମଦେବୀ ମା ବୁଢ଼ୀ ଠାକୁରାଣୀ ଙ୍କ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ପାଳିତ ।

  • ଅନୁଗୁଳJul 31, 2017

    ସିଆରପିଏଫ କ୍ୟାମ୍ପରେ ଜଣେ ଯବାନଙ୍କ ଆତ୍ମହତ୍ୟା

    ଅନୁଗୁଳ: ଅନୁଗୁଳ ଥାନା ଛେଳିଆପଡା ଠାରେ ଥିବା ସିଆରପିଏଫ କ୍ୟାମ୍ପରେ ଜଣେ ଯବାନ ଆତ୍ମହତ୍ୟା କରିଥିବା ଖବର ମିଳିଛି । ମୃତ ଯବାନ ଜଣଙ୍କ ହେଲେ କେନ୍ଦ୍ରାପଡା ଜିଲାର ମିହିର କୁମାର । ମିହିର ଅନୁଗୁଳ ସିଆରପିଏଫ କ୍ୟାମ୍ପରେ ଗୋଳାବାରୁଦ ରକ୍ଷଣାବେକ୍ଷଣ...

  • ଅନୁଗୁଳJul 28, 2017

    ବିଷ ପିଇ ଯୁବକର ଆତ୍ମହତ୍ୟା

    ଅନୁଗୁଳ : ଘରୋଇ କଳିରୁ ବିଷପାନ କରି ଛେଣ୍ଡିପଦା ଥାନା ଲଙ୍ଗୁଳି ଗ୍ରାମର ବାଞ୍ଝା ବେହେରାଙ୍କ ପୁଅ ଟିଟୁ ବେହେରା (୨୫ ) ଙ୍କ ମୃତ୍ୟୁ ଘଟିଛି । ସେ ଗତ ରାତିରେ ବିଷ ପିଇଥିଲେ । ରାତିରେ ତାଙ୍କୁ ଅନୁଗୁଳ ଜିଲା...

  • ଅନୁଗୁଳJul 22, 2017

    ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

    ଅନୁଗୁଳ: ଅନୁଗୁଳ ପ୍ରଗତି ନଗରର ନିଜ ଚାଳଘରେ ନରୋତ୍ତମ ପ୍ରଧାନ ନାମଙ୍କ ଜଣେ ଯୁବକଙ୍କ ଝୁଲନ୍ତା ଶବ ପୋଲିସ ଉଦ୍ଧାର କରିଛି ।ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଏହା ହତ୍ୟା ନା ଆତ୍ମହତ୍ୟା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ତେବେ...

  • ଅନୁଗୁଳJul 22, 2017

    ମଧ୍ୟାହ୍ନଭୋଜନ ଖାଇ ସ୍କୁଲ ଛାତ୍ର ଆହତ

    ଅନୁଗୁଳ: ଅନୁଗୁଳ ଜିଲା ଛେଣ୍ଡିପଡା ବ୍ଳକ୍‌ ଅନ୍ତର୍ଗତ କୋସଲା ଉଚ୍ଚ ବିଦ୍ୟାଳୟ ଏବଂ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ମଧ୍ୟାହ୍ନଭୋଜନରେ ଅଣ୍ଡା ଖାଇ ଅସୁସ୍ଥ ହୋଇ ପଡିଥିବା ସୂଚନା ମିଳିଛି । ସେମାନଙ୍କୁ ଚିକିତ୍ସା ପାଇଁ କୋଶଲା ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି କରାଯାଇଛି...

  • ଅନୁଗୁଳJul 22, 2017

    ଓଡ଼ିଶା ରାଜପଥ ବିକାଶ ଲାଗି ଗଡ଼କରୀଙ୍କ ଘୋଷଣା

    ରାଉରକେଲା/ଅନୁଗୁଳ : ପାରାଦ୍ୱୀପ ହେବ ସ୍ମାର୍ଟ ବନ୍ଦର । ଏହି ବନ୍ଦର ଓ ପାରାଦ୍ୱୀପ ସହରାଞ୍ଚଳର ବିକାଶ ପାଇଁ ୪୦ ହଜାର କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତୁତ ହୋଇଛି । ଆଗାମୀ ଦୁଇ ବର୍ଷ ମଧ୍ୟରେ ରାଜପଥ ବିକାଶ ସକାଶେ ଓଡ଼ିଶାକୁ...

  • ଅନୁଗୁଳJul 21, 2017

    ଅନୁଗୁଳ-ସମ୍ବଲପୁର ଦୋହରୀକରଣ ଭିତ୍ତି ପ୍ରସ୍ତର ସ୍ଥାପନ

    ଅନୁଗୁଳ: ଅନୁଗୁଳରୁ ସମ୍ବଲପୁର ପର୍ଯ୍ୟନ୍ତ ୧୫୩ କିମି ରାସ୍ତାର ଦୋହରୀକରଣର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ଏହି ଅବସରରେ କେନ୍ଦ୍ର ଭୂତଳ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ପହଞ୍ଚି ଅନୁଗୁଳ-ସମ୍ବଲପୁର ତିଲେଇବାଣୀ-ସମ୍ବଲପୁର ଓ ବଳଙ୍ଗା-ଝାରପୋଖରିଆ ଜାତୀୟ ରାଜପଥ ୪ ଥାକିଆ...

  • ଅନୁଗୁଳJul 21, 2017

    ପ୍ରେସ୍‌ କିଟରେ ୫୦୦ ଟଙ୍କିଆ ନୋଟ!

    ଅନୁଗୁଳ: ଅନୁଗୁଳରେ ୫୫ ନମ୍ବର ଜାତୀୟ ରାଜପଥର ଦୋହରିକରଣ ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବରେ ସମ୍ବାଦିକଙ୍କୁ ପ୍ରେସ୍‌ କିଟ୍‌ରୁ ୫୦୦ ଟଙ୍କିଆ ନୋଟ୍‌ ବାହାରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଘଟଣାକୁ ସମ୍ବାଦିକ ମହଲରେ ନିନ୍ଦା କରାଯାଇଛି...

  • ଅନୁଗୁଳJul 20, 2017

    ସାପ କାମୁଡାରେ ଯୁବକ ମୃତ

    ଅନୁଗୁଳ : ସାପ କାମୁଡାରେ ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ହରିବେରିଣି ଗ୍ରାମର ମନୁ ବେହେରା(୨୪)ଙ୍କ ମୃତ୍ୟୁ ଘଟିଛି । ଗତକାଲି ରାତିରେ ଘର ଭିତରେ ଶୋଇଥିବା ସମୟରେ ମନୁଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ଘର ଲୋକେ ଜାଣିବା...

  • ଅନୁଗୁଳJul 19, 2017

    ୫ଟି ସଡ଼କ ନିର୍ମାଣ ପ୍ରକଳ୍ପର ଶିଳାନ୍ୟାସ : ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ

      ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ ଓ ଜାହାଜ ଚଳାଚଳ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ ଆସନ୍ତା ଶୁକ୍ରବାର ୨୧ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଗସ୍ତକାଳରେ ଶ୍ରୀ ଗଡକରୀ ସେହିଦିନ ପୂର୍ବାହ୍ନ ୧୧ଟାରେ ରାଉରକେଲା ନିକଟରେ ବହୁ ପ୍ରତିକ୍ଷୀତ...

  • ଅନୁଗୁଳJul 14, 2017

    ଶିକ୍ଷକଙ୍କ ବଦଳିକୁ ପ୍ରତିବାଦ କରି ଛାତ୍ରଛାତ୍ରୀଙ୍କ ଧାରଣା

    ଅନୁଗୁଳ: ବେଶାଗାଡିଆ ପ୍ରାଇମେରୀ ସ୍କୁଲର ଜଣେ ଶିକ୍ଷକଙ୍କ ବଦଳିକୁ ପ୍ରତିବାଦ କରି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସ୍କୁଲ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି । ଉକ୍ତ ଶିକ୍ଷକ ଜଣଙ୍କ ହେଲେ ଶ୍ରୀ ବିପିନି ବିହାରୀ ବିଶ୍ୱାଳ । ଶ୍ରୀ ବିଶ୍ୱାଳଙ୍କ...

  • ଅନୁଗୁଳJul 13, 2017

    ମାଲକାନାଗିରି ଜିଲାପାଳଙ୍କ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ

    ମାଲକାନାଗିରି: ମାଲକାନାଗିରି ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆହତ କରିଛନ୍ତି । ଏଥିରେ ଶହ ଶହ ଜମି ପଟ୍ଟା ଓ କାଗଜପତ୍ର ପୋଡି ନଷ୍ଟ ହୋଇଥିବା ଅନୁମାନ କରାଯାଇଛି ।...

  • ଅନୁଗୁଳJul 11, 2017

    ନାଲକୋ ସିପିପିରେ ଭୟାବହ ଅଗ୍ନିକାଣ୍ଡ

    ଅନୁଗୁଳ: ଅନୁଗୁଳ ନାଲକୋ ନଗରସ୍ଥିତ ନାଲକୋର କ୍ୟାପଟିଭ୍ ପାୱାର ପ୍ଲାଣ୍ଟ(ସିପିପି)ର ୟୁନିଟ-୮ରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବାହାର ପାଖରେ ଥିବା ବ୍ୟାରେଲରେ ପ୍ରଥମେ ନିଆଁ ଲାଗିଥିଲା ଏବଂ ପରେ ଏହି ନିଆଁ ଟ୍ରାନ୍ସଫରମରକୁ ବ୍ୟାପିଥିଲା। କିଛି ସମୟ ପରେ ନିଆଁ...

Like Us

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |