• ଭଦ୍ରକAug 15, 2017

    ଧାମରାରେ କୋଇଲା ଗଦା ଧସି ୫ ଶ୍ରମିକ ମୃତ

    ଚାନ୍ଦବାଲି: ଭଦ୍ରକରେ ଥିବା ଧାମରା ବନ୍ଦରରେ ଏକ କୋଇଲା ଗଦା ଧସି ଯିବାରୁ ଏହା ତଳେ ଚାପି ହୋଇ ୫ ଜଣ ଶ୍ରମିକ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ଏହା ତଳେ ଆଉ କିଛି ଶ୍ରମିକ ଚାପି ହୋଇ ରହିଥିବା ଅଭିଯୋଗ...

  • ଭଦ୍ରକAug 12, 2017

    ଡେଙ୍ଗୁ କବଳରେ ୨୪ ଜିଲା ; ଦୁଇଦିନରେ ୨ଜଣଙ୍କ ମୃତ୍ୟୁ

    ଭୁବନେଶ୍ୱର: ରାଜ୍ୟରେ ଏବେ ସ୍ୱାଇନ୍‌ଫ୍ଲୁ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାବେଳେ ତାକୁ ତାଳଦେଇ ଡ଼େଙ୍ଗୁ ମଧ୍ୟ ବଢ଼ି ଚାଲିଛି । ଇତିମଧ୍ୟରେ ୧୫ଜିଲାରେ ସ୍ୱାଇନ୍‌ଫ୍ଲୁ ନିଜର ସ୍ଥିତି ଜାହିର କରିଥିବାବେଳେ ଡେଙ୍ଗୁ କିନ୍ତୁ ୨୪ ଜିଲାକୁ କବଳିତ କରିସାରିଲାଣି । ଶନିବାର...

  • ଭଦ୍ରକAug 07, 2017

    ବଜ୍ରପାତରେ ଦମ୍ପତିଙ୍କ ସହ ୩ ମୃତ

     ଭଦ୍ରକ: ବଜ୍ରପାତ ପୁଣି ନେଲା ତିନି ଜୀବନ । ସୋମବାର ଅପରାହ୍ନରେ ବଜ୍ରପାତରେ ଏକ ଦମ୍ପତିଙ୍କ ସମେତ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଗ୍ରାମାଞ୍ଚଳ ଥାନା ଅଧୀନ ଜଗଦ୍ଦଳପୁର ପଞ୍ଚାୟତର ବାହାଦଳପୁର ଗ୍ରାମରେ ରମେଶଚନ୍ଦ୍ର...

  • ଭଦ୍ରକJul 30, 2017

    ବଜ୍ରପାତରେ ୧୨ ଜଣଙ୍କର ମୃତ୍ୟୁ

    ଭୁବନେଶ୍ୱର: ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ରବିବାର ୧୨ଜଣଙ୍କ ପ୍ରାଣହାନୀ ଘଟିଛି  । ରବିବାର ମଧ୍ୟାହ୍ନରେ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ହେବା ଫଳରେ ଭଦ୍ରକ ଜିଲାରେ ୫ଜଣଙ୍କ ମୃତୁ୍ୟ ଘଟିଛି ।...

  • ଭଦ୍ରକJul 30, 2017

    ବଜ୍ରପାତରେ ୮ଜଣଙ୍କର ମୃତ୍ୟୁ

    ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୮ଜଣଙ୍କର ମୃତ୍ୟୁ ଘଟିଛି । ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟି ଏମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବାଲେଶ୍ୱର,ଭଦ୍ରକ, ଚାନ୍ଦବାଲି ଓ କେନ୍ଦୁଝର, ଯଶୀପୁରରେ ବଜ୍ରପାତରେ ଏହି ଜୀବନ ଯାଇଛି ।...

  • ଭଦ୍ରକJul 29, 2017

    ବନ୍ୟା ପ୍ରଭାବିତ ଭଦ୍ରକ ଓ ରାୟଗଡ଼ା ଜିଲାରେ ତୁରନ୍ତ ସହାୟତା ଦେବାକୁ ନିର୍ଦେଶ

    ଭୁବନେଶ୍ୱର : ବନ୍ୟା ପ୍ରଭାବିତ ରାୟଗଡ଼ା ଓ ଭଦ୍ରକ ଜିଲାରେ ରିଲିଫ୍‌ ଓ ଥଇଥାନ କାର୍ଯ୍ୟ ଯଥାଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବାସଗୃହର ପୁନଃ ନିର୍ମାଣ ପାଇଁ ଏନ୍‌ଡିଆରଏଫ୍‌...

  • ଭଦ୍ରକJul 29, 2017

    ସାରସ୍ୱତ ସାଧକ ଡକ୍ଟର କୃଷ୍ଣଚନ୍ଦ୍ର ବେହେରା ଆଉ ନାହାନ୍ତି

    କଟକ : ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ , ସମାଲୋଚକ,ପ୍ରାବନ୍ଧିକ ଓ ‘ଏଷଣା’ ପତ୍ରିକାର ସଂପାଦକ ଡ଼କ୍ଟର କୃଷ୍ଣଚନ୍ଦ୍ର ବେହେରା ଆଉ ନାହାନ୍ତି  । ଶନିବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି  । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ...

  • ଭଦ୍ରକJul 28, 2017

    ଭଦ୍ରକାଳୀଙ୍କ ମନ୍ଦିରରୁ ଲୁଟପାଟ୍‌

    ଭଦ୍ରକ: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ମନ୍ଦିରରୁ ଗତକାଲି ରାତିରେ ଚୋରି ହୋଇଥିବା ଜଣାପଡିଛି । ଦୁର୍ବୃତ୍ତମାନେ ମନ୍ଦିରର ମୁଖ୍ୟଦ୍ୱାରା ଭାଙ୍ଗି ପ୍ରବେଶ କରିବା ପରେ ଜଗନ୍ନାଥଙ୍କ ହୁଣ୍ଡି ଭାଙ୍ଗିଛନ୍ତି । ଜଗନ୍ନାଥଙ୍କ ସୁନା ମୁକୁଟ ଚୋରାଇ ନେଇ ଯାଇଥିବା...

  • ଭଦ୍ରକJul 27, 2017

    ବିଦ୍ୟାଳୟ ପରିସରରୁ ଶିକ୍ଷକଙ୍କ ଝୁଲନ୍ତା ଶବ ଉଦ୍ଧାର

    ଚାନ୍ଦବାଲି: ଚାନ୍ଦବାଲି ବ୍ଳକ୍‌ ଅନ୍ତର୍ଗତ ଚରନ୍ଦିଆ ମଧ୍ୟ-ଇଂରେଜ ବିଦ୍ୟାଳୟରେ ଜଣେ କାର୍ଯ୍ୟରତ ଶିକ୍ଷକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ବିଦ୍ୟାଳୟ ପରିସରରୁ ଉଦ୍ଧାର କରାଯାଇଛି । ମୃତ ଶିକ୍ଷକ ଜଣଙ୍କ ହେଲେ ଚରନ୍ଦିଆ ଗାଁର ଅମର ମାଝୀ(୨୬) । ସେ ଅତ୍ମହତ୍ୟା କରିଛନ୍ତି...

  • ଭଦ୍ରକJul 26, 2017

    ବନ୍ୟା ପରିସ୍ଥିତିରେ ଉନ୍ନତି ; ତଥାପି ଟଳିନାହିଁ ବିପଦ

    ଭୁବନେଶ୍ୱର :  ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲାରେ ବନ୍ୟା ପରିସ୍ଥିତିରେ ଉନ୍ନତି ଘଟିଛି  । ବୈତରଣୀ ନଦୀର ଆନନ୍ଦପୁର ଓ ଆଖୁଆପଦାଠାରେ ବନ୍ୟା ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି  ।  ଆସନ୍ତାକାଲିକୁ ଜଳସ୍ତର ଆହୁରି ହ୍ରାସ ପାଇବାର ସମ୍ଭାବନା...

  • ଭଦ୍ରକJul 26, 2017

    ବନ୍ୟା ପରିସ୍ଥିତି ତଦାରଖ ପାଇଁ ତିନି ଅଧିକାରୀଙ୍କୁ ଦାୟିତ୍ୱ

    ଭୁବନେଶ୍ୱର : ରାଜ୍ୟରେ ସୃଷ୍ଟି ହୋଇଥିବା ଓ ଦେଖାଦେଇଥିବା ବନ୍ୟା ପରିସ୍ଥିତ ତଦାରଖ ପାଇଁ ସରକାର  ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି  । ରାୟଗଡ଼ା, ଭଦ୍ରକ ଓ ଯାଜପୁରରେ ବନ୍ୟା ପରିସ୍ଥିତିର ତଦାରଖ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଜଣ...

  • ଭଦ୍ରକJul 24, 2017

    ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ , ବ୍ରାହ୍ମଣୀରେ ଜଳସ୍ତର ବୃଦ୍ଧି

    ଭୁବନେଶ୍ୱର : ଉପରମୁଣ୍ଡରେ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ଓ ବୈତରଣୀ ବନ୍ୟାଜଳ ବିପଦସଙ୍କେତ ଅତିକ୍ରମ କରିଛି  । ଆଖୁଆପଦାଠାରେ ବୈତରଣୀ ନଦୀରେ  ବିପଦସଙ୍କେତ ୧୭.୮୩ ମିଟର ଥିବାବେଳେ ସୋମବାର ସନ୍ଧ୍ୟାସୁଦ୍ଧା ଜଳସ୍ତର ୧୮.୧ ମିଟରରେ ପହଞ୍ଚିଛି  । ସେହିପରି ସୁବର୍ଣ୍ଣରେଖା ନଦୀ...

  • ଭଦ୍ରକJul 09, 2017

    ଆଖଣ୍ଡଳମଣିଙ୍କ ଶ୍ରାବଣୀ ଯାତ୍ରା ଆସନ୍ତାକାଲିଠାରୁ

    ଆରଡି : ରାଜ୍ୟର ପ୍ରସିଦ୍ଧ ଶୌବପୀଠ ବାବା ଆଖଣ୍ଡଳମଣିଙ୍କ ଶ୍ରାବଣୀ ଯାତ୍ରା ଆସନ୍ତାକାଲିଠାରୁ ଆରମ୍ଭ ହେଉଛି  । ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କ ଠାରେ ଜଳ ଲାଗି କରିବା ପାଇଁ ଭକ୍ତଙ୍କ ଭିଡ ଲାଗିବ  । ଏହି ମେଳା ଏକମାସ ଧରି...

  • ଭଦ୍ରକJul 08, 2017

    ଅନୁଷ୍ଠିତ ହେଲା ଗ୍ୟାସ ଟର୍ମିନାଲର ଭୂମି ଉତ୍ସବ

    ଭଦ୍ରକ: ଆଜି ଧାମରା ବୃହତ ପ୍ରାକୃତିକ ଗ୍ୟାସ୍‌ ଟର୍ମିନାଲରର ଭୂମି ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ଉଦଘାଟନ କରିଛନ୍ତି। ତେବେ ବିଜେଡି ପକ୍ଷରୁ ଏହାକୁ ଘୋର ବିରୋଧ କରାଯାଇଛି । ଏହି ଉତ୍ସାବରେ...

  • ଭଦ୍ରକJul 07, 2017

    ଧାମରା ଏଲ୍‌ଏନ୍‌ଜି ଟର୍ମିନାଲ ଭୂମି ପୂଜନ : ପ୍ରସ୍ତୁତି ଚୁଡାନ୍ତ

      ଭୁବନେଶ୍ୱର: ପେଟ୍ରୋଲିୟମ ଓ ପ୍ରାକୃତିକ ବାସ୍ପ ମନ୍ତ୍ରାଳୟ ପକ୍ଷରୁ ଧାମରାରେ ଶନିବାର ଏଲ୍‌ଏନ୍‌ଜି ଟର୍ମିନାଲ ଭୂମି ପୂଜନ ଉତ୍ସବ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି  । ଶନିବାର  ଧାମରା ବନ୍ଦରରେ ପୂର୍ବାହ୍ନ ୧୦ଟାରେ ଏହି ଭୂମି ପୂଜନ ଉତ୍ସବ ପାଇଁ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |